Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 11:02:16 +00:00
parent beac13c2c0
commit 838f3a8912
1 changed files with 4 additions and 4 deletions

View File

@ -51,10 +51,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 5 x88p figs-possession ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 in him truly the love of God has been perfected **ଈଶ୍ଵରଙ୍କ ପ୍ରେମ** ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” (2 ) ଏହା ହୁଏତ ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ଜୀବନରେ ଈଶ୍ଵରଙ୍କ ପ୍ରେମ ଏହାର ଉଦ୍ଦେଶ୍ୟ ପ୍ରାପ୍ତ କରିଅଛି”[[rc://en/ta/man/translate/figs-possession]]ଦେଖନ୍ତୁ)
1JN 2 5 b688 figs-metaphor ἐν τούτῳ ... γινώσκομεν ὅτι ἐν αὐτῷ ἐσμεν 1 By this we know that we are in him ଯୋହନ ଆଳଙ୍କାରିକ ଭାବରେ କହନ୍ତି  ଯେପରି ବିଶ୍ଵାସୀମାନେ ଈଶ୍ଵରଙ୍କ  ଭିତରେ ରହିପାରନ୍ତି । ଏହି ଅଭିବ୍ୟକ୍ତି ଏକ ଘନିଷ୍ଠ ସମ୍ପର୍କ ଥିବା ବିଷୟକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଆମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 u6lu figs-metaphor 0 remains in God ଏହି ପୁସ୍ତକର ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଈଶ୍ଵରଙ୍କ ଠାରେ ରହିବାର ଅର୍ଥ [1:3](https://create.translationcore.com/01/03.md) ଏବଂ [1:6](https://create.translationcore.com/01/06.md) ରେ “ଈଶ୍ଵରଙ୍କ ସହ ସହଭାଗିତା” ରେ ରହିବା ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ଘନିଷ୍ଠ ବନ୍ଧୁ ଅଟେ” କିମ୍ବା “ଈଶ୍ଵରଙ୍କ ସହିତ ତାହାଙ୍କର ଘନିଷ୍ଠ ସମ୍ପର୍କ ଅଛି”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 x5n1 figs-metaphor ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν 1 should himself also walk just as he walked [1:6](https://create.translationcore.com/01/06.md) ଏବଂ [1:7](https://create.translationcore.com/01/07.md) ପରି, ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ତାହା ବୁଝାଇବାକୁ ଯୋହନ ଆଳଙ୍କାରିକ ଭାବରେ **ଆଚରଣ** କରିବା ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ ଯେପରି ଜୀବନଯାପନ କଲେ ସେହିପରି ଜୀବନଯାପନ କରିବା ଉଚିତ୍” କିମ୍ବା “ଯୀଶୁଙ୍କ ପରି ଈଶ୍ଵରଙ୍କୁ ମାନିବା ଉଚିତ୍”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 x5n1 figs-metaphor ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν 1 should himself also walk just as he walked [1:6](https://create.translationcore.com/01/06.md) ଏବଂ [1:7](https://create.translationcore.com/01/07.md) ପରି, ଜଣେ ବ୍ୟକ୍ତି କିପରି **ଜୀବନଯାପନ** କରେ ତାହା ବୁଝାଇବାକୁ ଯୋହନ ଆଳଙ୍କାରିକ ଭାବରେ **ଆଚରଣ** କରିବା ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ ଯେପରି ଜୀବନଯାପନ କଲେ ସେହିପରି ଜୀବନଯାପନ କରିବା ଉଚିତ୍” କିମ୍ବା “ଯୀଶୁଙ୍କ ପରି ଈଶ୍ଵରଙ୍କୁ ମାନିବା ଉଚିତ୍”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 7 s5wc 0 Connecting Statement:
1JN 2 7 py9g ἀγαπητοί ... γράφω 1 Beloved, I am ଏହା ସ୍ନେହ ଶବ୍ଦର ଆଉ ଏକ ଶବ୍ଦ ଅଟେ ଯେଉଁ ଶବ୍ଦରେ ଯୋହନ ବିଶ୍ଵାସୀମାନଙ୍କୁ ସମ୍ବୋଧିତ କରନ୍ତି ଯେଉଁମାନଙ୍କୁ ସେ ଏହି ପତ୍ର ଲେଖନ୍ତି । ଏକ ନିର୍ଦ୍ଦିଷ୍ଟ ଲୋକ ଗୋଷ୍ଠୀକୁ ସୂଚାଇବା ପାଇଁ ଏହା **ପ୍ରିୟ** ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରେ । ଆପଣଙ୍କ ଭାଷା ବିଶେଷଣ ଶବ୍ଦକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ମୁଁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ”  [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 7 amu6 οὐκ ἐντολὴν καινὴν γράφω ὑμῖν, ἀλλ’ ἐντολὴν παλαιὰν 1 I am not writing a new commandment to you, but an old commandment ଏହାର ଅର୍ଥ ଏହା ଯେ ନିର୍ଦ୍ଦିଷ୍ଟ ଶବ୍ଦ ବା ବାର୍ତ୍ତା ଯାହା ଯୋହନ ବର୍ଣ୍ଣନା କରନ୍ତି  ତାହା ଯୀଶୁ ବିଶ୍ଵାସୀମାନଙ୍କୁ, ସେମାନେ ପରସ୍ପରକୁ ପ୍ରେମ କର  ଉଚିତ୍ ବୋଲି ଦେଇଥିବା ଆଜ୍ଞା ଅଟେ  । ଯୋହନ [13:34](https://create.translationcore.com/jhn/13/34.md) ଏବଂ [15:12](https://create.translationcore.com/jhn/15/12.md)ର ସୁସମାଚାର ଦେଖନ୍ତୁ । ଯୋହନ ଏହି ପତ୍ରରେ [3:23](https://create.translationcore.com/03/23.md) ଏବଂ  [4:21](https://create.translationcore.com/04/21.md)ରେ ସ୍ପଷ୍ଟ ଭାବରେ ସୂଚିତ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହା ମଧ୍ୟ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କରିବା ପାଇଁ ଯୀଶୁ ଆମ୍ଭେମାନଙ୍କୁ ଦେଇଥିବା ଆଜ୍ଞା” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 7 amu6 οὐκ ἐντολὴν καινὴν γράφω ὑμῖν, ἀλλ’ ἐντολὴν παλαιὰν 1 I am not writing a new commandment to you, but an old commandment ଏହାର ଅର୍ଥ ଏହା ଯେ ନିର୍ଦ୍ଦିଷ୍ଟ **ଶବ୍ଦ** ବା ବାର୍ତ୍ତା ଯାହା ଯୋହନ ବର୍ଣ୍ଣନା କରନ୍ତି  ତାହା ଯୀଶୁ ବିଶ୍ଵାସୀମାନଙ୍କୁ, ସେମାନେ ପରସ୍ପରକୁ ପ୍ରେମ କର  ଉଚିତ୍ ବୋଲି ଦେଇଥିବା ଆଜ୍ଞା ଅଟେ  । ଯୋହନ [13:34](https://create.translationcore.com/jhn/13/34.md) ଏବଂ [15:12](https://create.translationcore.com/jhn/15/12.md)ର ସୁସମାଚାର ଦେଖନ୍ତୁ । ଯୋହନ ଏହି ପତ୍ରରେ [3:23](https://create.translationcore.com/03/23.md) ଏବଂ  [4:21](https://create.translationcore.com/04/21.md)ରେ ସ୍ପଷ୍ଟ ଭାବରେ ସୂଚିତ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହା ମଧ୍ୟ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କରିବା ପାଇଁ ଯୀଶୁ ଆମ୍ଭେମାନଙ୍କୁ ଦେଇଥିବା ଆଜ୍ଞା” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 7 vz9w figs-explicit ἀπ’ ἀρχῆς 1 from the beginning ଯୋହନ ଏହି ପତ୍ରରେ **ଆଦ୍ୟରୁ** ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେହି ସମୟକୁ ସୂଚାଏ ଯେତେବେଳେ ସେ ଯେଉଁ ଲୋକମାନଙ୍କୁ ଲେଖୁଛନ୍ତି ସେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ । ବିକଳ୍ପ ଅନୁବାଦ: “ଯେବେଠାରୁ ତୁମ୍ଭେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 7 eia9 ἡ ἐντολὴ ἡ παλαιά ἐστιν ὁ λόγος ὃν ἠκούσατε 1 The old commandment is the word that you heard. ଯୋହନ ଆଳଙ୍କାରିକ ଭାବରେ **ବାକ୍ୟ** ଶବ୍ଦ ବ୍ୟବହାର କରନ୍ତି  ଯାହା ଏହି ବିଶ୍ଵାସୀମାନେ ଶୁଣିଛନ୍ତି, ଯାହା ବାକ୍ୟ ମାଧ୍ୟମରେ ପ୍ରକାଶ କରାଯାଇଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶୁଣିଥିବା ବାର୍ତ୍ତା” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 8 i1up πάλιν ἐντολὴν καινὴν γράφω ὑμῖν 1 Yet I am writing a new commandment to you ଯୋହନ [2:7](https://create.translationcore.com/02/07.md) ରେ ଥିବା ସେହି **ଆଜ୍ଞା**କୁ ସୂଚାଉଛନ୍ତି, ଯେଉଁ ଆଜ୍ଞାକୁ ଯୀଶୁ ପରସ୍ପରକୁ ପ୍ରେମ କରିବାକୁ ଦେଇଛନ୍ତି, ଯାହା ବିଶ୍ଵାସୀମାନେ ପାଳନ କରିଆସିଛନ୍ତି । ତେଣୁ ଏହାର ଅର୍ଥ ନୁହେଁ ଯେ ସେ ବର୍ତ୍ତମାନ ଏକ **ନୂତନ** ଏବଂ ଭିନ୍ନ ଆଜ୍ଞା ଲେଖୁଛନ୍ତି, ବରଂ ସେହି ଆଜ୍ଞାକୁ ସେଠାରେ “ପୁରାତନ” ବୋଲି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ନୂତନ** ଭାବରେ ବିବେଚନା କରାଯାଇପାରେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କେଉଁ **ଆଜ୍ଞାକୁ** ସୂଚାଉଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଏବଂ ଆପଣ ଏହାକୁ **ନୂତନ** ଭାବରେ ବିବେଚନା କରାଯିବାର ସମ୍ଭାବ୍ୟ କାରଣ ମଧ୍ୟ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର ବୋଲି ମୁଁ ତୁମ୍ଭମାନଙ୍କୁ ଲେଖୁଥିବା ଆଜ୍ଞା,   ଏକ ଅର୍ଥରେ ଏକ ନୂତନ ଆଜ୍ଞା ଅଟେ, କାରଣ ଏହା ଏକ ନୂତନ ଜୀବନ ଧାରାର ଗୁଣ ଅଟେ” [[rc://en/ta/man/translate/figs-explicit]]ଦେଖନ୍ତୁ)
@ -71,8 +71,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 12 k1w9 0 General Information:
1JN 2 12 in8n figs-metaphor 0 you, dear children ଯୋହନ **ବତ୍ସଗଣ** ଶବ୍ଦକୁ [2:1](https://create.translationcore.com/02/01.md) ରେ ବ୍ୟବହାର କରନ୍ତି ଏବଂ ଏହି ପତ୍ରର  ଅନ୍ୟାନ୍ୟ ସ୍ଥାନରେ ସେ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବାକୁ ବ୍ୟବହାର କରନ୍ତି । [2:1](https://create.translationcore.com/02/01.md)ରେ ଏହାର ଦୁଇଟି ଟିପ୍ପଣୀର ବ୍ୟାଖ୍ୟା ଦେଖନ୍ତୁ । UST ଏହି କ୍ଷେତ୍ରରେ ମଧ୍ୟ ବୋଲି ଉଲ୍ଲେଖ କରିବାକୁ ଶବ୍ଦର ଅର୍ଥକୁ ବ୍ୟବହାର କରେ । ହୁଏତ ଏହି କ୍ଷେତ୍ରରେ ଏହି ଶବ୍ଦର ଏକ ବିଶେଷ ଅର୍ଥ ଥାଇପାରେ ଏବଂ ଏହା କେବଳ କେତେକ ବିଶ୍ଵାସୀମାନଙ୍କୁ ବୁଝାଏ, ଯେହେତୁ ଯୋହନ [2:12-14](https://create.translationcore.com/02/12.md) ରେ ଦୁଇଥର ସମ୍ବୋଧିତ କରନ୍ତି ତେଣୁ ଏହା ବିଶ୍ଵାସୀମାନଙ୍କ ତିନି ଗୋଷ୍ଠୀ ମଧ୍ୟରୁ କେବଳ ଗୋଟିଏ ଗୋଷ୍ଠୀକୁ ସୂଚାଉଥିବା ପରି ମନେହୁଏ । କିନ୍ତି, ପରବର୍ତ୍ତୀ ସମୟରେ ଯୋହନ ଏହି ପ୍ରଥମ ଗୋଷ୍ଠୀକୁ [2:14](https://create.translationcore.com/02/14.md) ରେ ସମ୍ବୋଧିତ କରନ୍ତି, ସେ ଏକ ଭିନ୍ନ ଶବ୍ଦ ବ୍ୟବହାର କରନ୍ତି ଯାହାର ଅର୍ଥ “ଛୋଟ ପିଲାମାନେ” ଅଟେ। ତେଣୁ ଏହି ପରିପ୍ରେକ୍ଷୀରେ, ଏହି ଶବ୍ଦଟି ଆଳଙ୍କାରିକ ଭାବରେ ନୂତନ ବିଶ୍ଵାସୀମାନଙ୍କୁ ସୂଚାଇପାରେ, ଅର୍ଥାତ୍ ଯେଉଁମାନେ ନିଜ ପାପ କ୍ଷମା ପାଇଁ ଯୀଶୁଙ୍କ ଉପରେ ନୂତନ ଭାବେ ବିଶ୍ଵାସ କରିଛନ୍ତି । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 ed41 figs-activepassive ἀφέωνται ὑμῖν αἱ ἁμαρτίαι 1 your sins are forgiven ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି ଏହି କାର୍ଯ୍ୟ କିଏ  ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କର ପାପ କ୍ଷମା କରିଅଛନ୍ତି”[[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ ନାମକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି   । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers ଯଦି “ବତ୍ସଗଣ” ଆଳଙ୍କାରିକ ଭାବରେ [2:12](https://create.translationcore.com/02/12.md),ରେ “ନୂତନ ବିଶ୍ଵାସୀମାନଙ୍କୁ” ବୁଝାଏ, ତେବେ ପିତାଗଣ  ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ **ନାମ**କୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers ଯଦି “ବତ୍ସଗଣ” ଆଳଙ୍କାରିକ ଭାବରେ [2:12](https://create.translationcore.com/02/12.md),ରେ “ନୂତନ ବିଶ୍ଵାସୀମାନଙ୍କୁ” ବୁଝାଏ, ତେବେ **ପିତାଗଣ** ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 y1vm ἐγνώκατε 1 you know [2:4](https://create.translationcore.com/02/04.md) ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning ଯୋହନ ଏହି ପତ୍ରରେ **ଆରମ୍ଭରୁ**  ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଈଶ୍ଵରଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 13 wg4v figs-metaphor νεανίσκοι 1 young men ବିଶ୍ଵାସୀମାନଙ୍କ ତୃତୀୟ ଦଳର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ବୋଧହୁଏ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ନିଜ ବିଶ୍ୱାସରେ ଦୃଢ଼ ଅଛନ୍ତି, ଯଦିଓ ସେମାନେ ଦ୍ୱିତୀୟ ଦଳ ପରି ପରିପକ୍ୱ ନାହାଁନ୍ତି, ଯେହେତୁ **ଯୁବକମାନେ** ଜୀବନ ସମୟରେ ଅଛନ୍ତି ସେତେବେଳେ ସେମାନେ ଶକ୍ତିଶାଳୀ ଏବଂ ବଳବାନ ଅଟନ୍ତି । ବିକଳ୍ପ ଅନୁବାଦ: “ଏହି ଦୃଢ଼ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.