Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-13 11:47:52 +00:00
parent 483b9b75e3
commit 82059535cf
1 changed files with 12 additions and 12 deletions

View File

@ -37,18 +37,18 @@ RUT 1 12 abc1 figs-rquestion כִּ֤י אָמַ֨רְתִּי֙ יֶשׁ־לִ
RUT 1 12 kh9g יָלַ֥דְתִּי בָנִֽים 1 would give birth to sons **ସନ୍ତାନମାନଙ୍କୁ ପ୍ରସବ କରିବା କିମ୍ଭା ଶିଶୁପୁତ୍ରମାନଙ୍କୁ ପ୍ରସବ କରିବା**
RUT 1 13 gmc2 figs-rquestion אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ନୟମୀ ପୂର୍ବ ପଦରେ ଆରମ୍ଭ କରିଥିବା ଆଳଙ୍କାରିକ ପ୍ରଶ୍ନକୁ ଏହି ପଦରେ ସମାପ୍ତ କରନ୍ତି ଏବଂ ଦ୍ୱିତୀୟ ଆଳଙ୍କାରିକ ପ୍ରଶ୍ନ କରନ୍ତି ଯାହା ପୂର୍ବ ପ୍ରଶ୍ନର ଅର୍ଥକୁ ଗୁରୁତ୍ୱ ପ୍ରଦାନ କରେ । ବିକଳ୍ପ ଅନୁବାଦ: "… ସେମାନେ ବୟସପ୍ରାପ୍ତି ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ବିବାହ କରିବାକୁ ସେମାନଙ୍କର ଅପେକ୍ଷା କରିବ ନାହିଁ । ଏଥି ପୂର୍ବରୁ ତୁମ୍ଭମାନଙ୍କୁ ବିବାହ କରିବାକୁ ପଡିବ।" [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 1 13 ab04 אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ଏହା ଲିଭରେଟ୍ ବିବାହ ପ୍ରଥାକୁ ସୂଚିତ କରେ, ଯେଉଁ ପ୍ରଥାରେ ଯଦି ଜଣେ ବିବାହିତ ପୁରୁଷ ମୃତ୍ୟୁବରଣ କରେ, ତେବେ ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣେ ଭାଇ ସେହି ପୁରୁଷର ବିଧବାଙ୍କୁ ବିବାହ କରନ୍ତି। ଏବିଷୟରେ ଅଧିକ ଜାଣିବା ପାଇଁ ପରିଚୟ ଦେଖନ୍ତୁ ।
RUT 1 13 gh99 figs-metaphor מַר־לִ֤⁠י מְאֹד֙ 1 it is exceedingly bitter for me ତିକ୍ତତା ଦୁଃଖର ଏକ ଉପମା ବା ରୂପକ ଅଳଙ୍କାର ଅଟେ।ବିକଳ୍ପିକ ଅନୁବାଦ: “ଏହା ମୋତେ ଅତ୍ଯନ୍ତ ଦୁଃଖିତ କରେ” [[rc://en/ta/man/translate/figs-metaphor]])(ଦେଖନ୍ତୁ)
RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me **ହସ୍ତ** ଶବ୍ଦ ସଦାପ୍ରଭୁଙ୍କ ଶକ୍ତି ବା ପ୍ରଭାବକୁ ସୂଚାଏ।ବିକଳ୍ପ ଅନୁବାଦ: "ସଦାପ୍ରଭୁ ମୋ ପାଇଁ ଭୟଙ୍କର ବିଷୟଗୁଡ଼ିକୁ ଘଟେଇଛନ୍ତି" [[rc://en/ta/man/translate/figs-metonymy]])(ଦେଖନ୍ତୁ)
RUT 1 13 ab02 figs-explicit יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me ସଦାପ୍ରଭୁ ଯାହା କରିଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇ ପାରିବ।ବିକଳ୍ପି ଅନୁବାଦ: “ସଦାପ୍ରଭୁ ଆମ ସ୍ୱାମୀମାନଙ୍କୁ ନେଇଯାଇଛନ୍ତି” [[rc://en/ta/man/translate/figs-explicit]])(ଦେଖନ୍ତୁ)
RUT 1 14 n47v figs-idiom וַ⁠תִּשֶּׂ֣נָה קוֹלָ֔⁠ן וַ⁠תִּבְכֶּ֖ינָה 1 Then they lifted up their voices and cried ଏହାର ଅର୍ଥ ସେମାନେ ସ୍ୱର ଉତ୍ତୋଳନ କରି କାନ୍ଦିଲେ କିମ୍ବା ଅତି ବେଶି କାନ୍ଦିଲେ। [[rc://en/ta/man/translate/figs-idiom]])(ଦେଖନ୍ତୁ)
RUT 1 14 t4sl figs-explicit וְ⁠ר֖וּת דָּ֥בְקָה בָּֽ⁠הּ 1 but Ruth clung to her **ରୂତ ତା ’ପାଖରେ ରହିଲେ**। ବିକଳ୍ପି ଅନୁବାଦ: “ରୂତ ତାଙ୍କୁ ଛାଡି ଯିବାକୁ ମନା କଲେ” କିମ୍ବା “ରୂତ ତାଙ୍କୁ ଛାଡିବେ ନାହିଁ” (ଅନୁମାନିତ ଜ୍ଞାନ ଏବଂ ଅନ୍ତର୍ନିହିତ ସୂଚନା [[rc://en/ta/man/translate/figs-explicit]])(ଦେଖନ୍ତୁ)
RUT 1 15 ld6g הִנֵּה֙ 1 Look **ଧ୍ୟାନଦିଅ_,_ କାରଣ ମୁଁ ଯାହା କହିବାକୁ ଯାଉଛି ତାହା ଉଭୟ ସତ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣଅଟେ।**
RUT 1 15 nqm3 writing-participants יְבִמְתֵּ֔⁠ךְ 1 your sister-in-law **ତୁମ ସ୍ୱାମୀଙ୍କ ଭାଇର ସ୍ତ୍ରୀ କିମ୍ବା ଅର୍ପାଙ୍କ।** ଏହି ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ।(ନୂତନ ଏବଂ ପୁରାତନ ଅଂଶଗ୍ରହଣକାରୀଙ୍କପରିଚୟ [[rc://en/ta/man/translate/writing-participants]])(ଦେଖନ୍ତୁ)
RUT 1 15 man4 אֱלֹהֶ֑י⁠הָ 1 her gods ଅର୍ପା ଏବଂ ରୂତ ନୟମୀର ପୁତ୍ରମାନଙ୍କୁ ବିବାହ କରିବା ପୂର୍ବରୁ ସେମାନେ ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରୁଥିଲେ। ସେମାନଙ୍କର ବିବାହ ସମୟରେ ସେମାନେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଲାଗିଲେ। ବର୍ତ୍ତମାନ, ଅର୍ପା ପୁଣି ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରିବାକୁ ଯାଉଥିଲେ।
RUT 1 16 z5ug וּ⁠בַ⁠אֲשֶׁ֤ר תָּלִ֨ינִי֙ 1 where you stay **ତୁମେ ଯେଉଁଠାରେ ରହିବ**
RUT 1 16 b518 figs-explicit עַמֵּ֣⁠ךְ עַמִּ֔⁠י 1 your people are my people ରୂତ ନୟମୀଙ୍କର ଲୋକ ଅର୍ଥାତ ଇସ୍ରାଏଲ୍ ଲୋକମାନଙ୍କୁ ସୂଚାଉ ଛନ୍ତି।ବିକଳ୍ପି ଅନୁବାଦ: “ମୁଁ ତୁମର ଦେଶର ଲୋକମାନଙ୍କୁ ମୋ ନିଜ ଲୋକପରି ଭାବିବି” କିମ୍ବା “ମୁଁ ତୁମ ସମ୍ପର୍କୀୟମାନଙ୍କୁ ମୋ ନିଜ ସମ୍ପର୍କୀୟପରି ଭାବିବି”[[rc://en/ta/man/translate/figs-explicit]])(ଦେଖନ୍ତୁ)
RUT 1 17 lql7 figs-idiom בַּ⁠אֲשֶׁ֤ר תָּמ֨וּתִי֙ אָמ֔וּת 1 Where you die, I will die ଯେଉଁଠାରେ ନୟମୀ ବାସ କରିବେ ସେହି  ସ୍ଥାନ ଏବଂ ସହରରେ ରହିବାକୁ ଏହା ରୂତଙ୍କ ବାକି ଜୀବନର ଇଚ୍ଛାକୁ ଦର୍ଶାଏ। [[rc://en/ta/man/translate/figs-idiom]])(ଦେଖନ୍ତୁ)
RUT 1 17 sje3 figs-idiom יַעֲשֶׂ֨ה יְהוָ֥ה לִ⁠י֙ וְ⁠כֹ֣ה יֹסִ֔יף כִּ֣י 1 May Yahweh do thus to me, and and thus may he add ରୂତ ନିଜ ବାକ୍ୟରେ ଅତ୍ୟନ୍ତ ପ୍ରତିବଦ୍ଧ ବୋଲି ଦର୍ଶାଇବାକୁ ସେ ଏହି ରୂଢ଼ିକୁ ବ୍ୟବହାର କରନ୍ତି। ଯଦି ସେ ଯାହା କହିଛନ୍ତି ତାହା ନକରନ୍ତି ତେବେ ଈଶ୍ଵର ତାଙ୍କୁ ଦଣ୍ଡ ଦେଅନ୍ତୁ ବୋଲି ସେ ନିଜ ଉପରେ ଅଭିଶାପ ବର୍ତ୍ତୁ ବୋଲି କହନ୍ତି। ଏହା କରିବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରନ୍ତୁ।<br><br>[[rc://en/ta/man/translate/figs-idiom]])(ଦେଖନ୍ତୁ)
RUT 1 13 gh99 figs-metaphor מַר־לִ֤⁠י מְאֹד֙ 1 it is exceedingly bitter for me ତିକ୍ତତା ଅତିଶୟ ଦୁଃଖର ଏକ ଉପମା ବା ରୂପକ ଅଳଙ୍କାର ଅଟେ ବିକଳ୍ପ ଅନୁବାଦ: “ଏହା ମୋତେ ଅତ୍ୟନ୍ତ ଦୁଃଖିତ କରେ” [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me **ହସ୍ତ** ଶବ୍ଦ ସଦାପ୍ରଭୁଙ୍କ ଶକ୍ତି ବା ପ୍ରଭାବକୁ ସୂଚାଏ। ବିକଳ୍ପ ଅନୁବାଦ: "ସଦାପ୍ରଭୁ ମୋ ପ୍ରତି ଭୟଙ୍କର ବିଷୟଗୁଡ଼ିକୁ ଘଟେଇଛନ୍ତି" [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 1 13 ab02 figs-explicit יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me ସଦାପ୍ରଭୁ ଯାହା କରିଛନ୍ତି ତାହା ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ । ବିକଳ୍ପି ଅନୁବାଦ: “ସଦାପ୍ରଭୁ ଆମ୍ଭମାନଙ୍କ ସ୍ୱାମୀମାନଙ୍କୁ ନେଇଯାଇଛନ୍ତି” [[rc://en/ta/man/translate/figs-explicit]] ଦେଖନ୍ତୁ)
RUT 1 14 n47v figs-idiom וַ⁠תִּשֶּׂ֣נָה קוֹלָ֔⁠ן וַ⁠תִּבְכֶּ֖ינָה 1 Then they lifted up their voices and cried ଏହାର ଅର୍ଥ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ଅତ୍ଯନ୍ତ ରୋଦନ କଲେ। [[rc://en/ta/man/translate/figs-idiom]] ଦେଖନ୍ତୁ)
RUT 1 14 t4sl figs-explicit וְ⁠ר֖וּת דָּ֥בְקָה בָּֽ⁠הּ 1 but Ruth clung to her **ରୂତ ତାକୁ ଧରି** **ରହିଲା** । ବିକଳ୍ପି ଅନୁବାଦ: “ରୂତ ତାଙ୍କୁ ଛାଡି ଯିବାକୁ ମନା କଲେ” କିମ୍ବା “ରୂତ ତାଙ୍କୁ ଛାଡିବେ ନାହିଁ” ( [[rc://en/ta/man/translate/figs-explicit]]) ଦେଖନ୍ତୁ)
RUT 1 15 ld6g הִנֵּה֙ 1 Look **ଧ୍ୟାନଦିଅ_,_ କାରଣ ମୁଁ ଯାହା କହିବାକୁ ଯାଉଛି ତାହା ଉଭୟ ସତ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ।**
RUT 1 15 nqm3 writing-participants יְבִמְתֵּ֔⁠ךְ 1 your sister-in-law **ତୁମ୍ଭ ସ୍ୱାମୀଙ୍କ ଭାଇଙ୍କର ସ୍ତ୍ରୀ କିମ୍ବା ଅର୍ପା**। ଏକ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ। ( [[rc://en/ta/man/translate/writing-participants]]) ଦେଖନ୍ତୁ)
RUT 1 15 man4 אֱלֹהֶ֑י⁠הָ 1 her gods ଅର୍ପା ଏବଂ ରୂତ ନୟମୀଙ୍କର ପୁତ୍ରମାନଙ୍କୁ ବିବାହ କରିବା ପୂର୍ବରୁ ସେମାନେ ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରୁଥିଲେ। ସେମାନଙ୍କର ବିବାହ ସମୟରେ ସେମାନେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଲାଗିଲେ। ବର୍ତ୍ତମାନ, ଅର୍ପା ପୁଣି ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରିବାକୁ ଯାଉଥିଲେ।
RUT 1 16 z5ug וּ⁠בַ⁠אֲשֶׁ֤ר תָּלִ֨ינִי֙ 1 where you stay **ତୁମ୍ଭେ ଯେଉଁଠାରେ ରହିବ**
RUT 1 16 b518 figs-explicit עַמֵּ֣⁠ךְ עַמִּ֔⁠י 1 your people are my people ରୂତ ନୟମୀଙ୍କର ଲୋକ ଅର୍ଥାତ ଇସ୍ରାଏଲ ଲୋକମାନଙ୍କୁ ସୂଚାଉଛନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ଦେଶର ଲୋକମାନଙ୍କୁ ମୋ ନିଜ ଲୋକ ଭାବି ଗ୍ରହଣ କରିବି” କିମ୍ବା “ମୁଁ ତୁମ୍ଭ ସମ୍ପର୍କୀୟମାନଙ୍କୁ ମୋ ନିଜ ସମ୍ପର୍କୀୟ ଭାବି ଗ୍ରହଣ କରିବି”[[rc://en/ta/man/translate/figs-explicit]] ଦେଖନ୍ତୁ)
RUT 1 17 lql7 figs-idiom בַּ⁠אֲשֶׁ֤ר תָּמ֨וּתִי֙ אָמ֔וּת 1 Where you die, I will die ଯେଉଁଠାରେ ନୟମୀ ରିବେ ସେହି  ସ୍ଥାନ ଏବଂ ନଗରରେ ରହିବାକୁ ଏହା ରୂତଙ୍କ ଅବଶେଷ ଜୀବନର ଇଚ୍ଛାକୁ ଦର୍ଶାଏ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 1 17 sje3 figs-idiom יַעֲשֶׂ֨ה יְהוָ֥ה לִ⁠י֙ וְ⁠כֹ֣ה יֹסִ֔יף כִּ֣י 1 May Yahweh do thus to me, and and thus may he add ରୂତ ନିଜ ବାକ୍ୟରେ ଅତ୍ୟନ୍ତ ପ୍ରତିବଦ୍ଧ ବୋଲି ଦର୍ଶାଇବାକୁ ସେ ଏହି ରୂଢ଼ିକୁ ବ୍ୟବହାର କରନ୍ତି। ଯଦି ସେ ଯାହା କହିଛନ୍ତି ତାହା ନ କରନ୍ତି ତେବେ ଈଶ୍ଵର ତାଙ୍କୁ ଦଣ୍ଡ ଦେଅନ୍ତୁ ବୋଲି ସେ ନିଜ ଉପରେ ଅଭିଶାପ ବର୍ତ୍ତୁ ବୋଲି କହନ୍ତି। ଏହା କରିବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରନ୍ତୁ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 1 17 abc2 כִּ֣י הַ⁠מָּ֔וֶת יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 if death separates between me and between you **କେବଳ ମୃତ୍ୟୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ଯେତେବେଳେ ତୁମ୍ଭେ ଏବଂ ମୁଁ ଦୁହେଁ  ଜୀବିତ ଥିବାବେଳେ ହିଁ ଯଦି ମୁଁ ତୁମ୍ଭକୁ ଛାଡିଦିଏ।**
RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 separates between me and between you ଏହି ରୂଢ଼ି  ଦୁଇ ଜଣଙ୍କ ମଧ୍ୟରେ ଥିବା ଦୂରତାକୁ ବୁଝାଏ । ଏକାନ୍ତର ଅନୁବାଦ: “ଆମ ଦୁହିଁଙ୍କୁ ବିଚ୍ଛେଦ କରେ” କିମ୍ବା “ଆମ ମଧ୍ୟରେ ଆସେ ।”  [[rc://en/ta/man/translate/figs-idiom]])ଦେଖନ୍ତୁ
RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠הָ 1 she refrained from speaking to her **ନୟମୀ ରୂତଙ୍କ ସହ ଯୁକ୍ତିତର୍କ କରିବା ବନ୍ଦ କରିଦେଲେ**

Can't render this file because it contains an unexpected character in line 36 and column 919.