Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-13 11:25:24 +00:00
parent 10311f75b3
commit 483b9b75e3
1 changed files with 11 additions and 11 deletions

View File

@ -24,19 +24,19 @@ RUT 1 8 hsf7 לְ⁠בֵ֣ית אִמָּ֑⁠הּ 1 to the house of her mother
RUT 1 8 i262 חֶ֔סֶד 1 covenant faithfulness **ଚୁକ୍ତି ବିଶ୍ଵସ୍ତତା**ର ଅର୍ଥ ଜଣେ ବ୍ୟକ୍ତି ତାଙ୍କର ଅନ୍ୟ ସମସ୍ତ ଦାୟିତ୍ଵ ଏବଂ ଅନ୍ୟ ଜଣଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତାକୁ ପୂରଣ କରନ୍ତି । ପରିଚୟରେ ଆଲୋଚନା ଦେଖନ୍ତୁ ।
RUT 1 8 g4r8 figs-idiom עִם־הַ⁠מֵּתִ֖ים 1 with the dead **ମରିଥିବା ତୁମ୍ଭର ସ୍ୱାମୀମାନଙ୍କୁ**। ନୟମୀ ମରିଥିବା ତାଙ୍କର ଦୁଇ ପୁତ୍ରମାନଙ୍କୁ ସୂଚାଉ ଥିଲେ। [[rc://en/ta/man/translate/figs-idiom]]ଦେଖନ୍ତୁ)
RUT 1 8 acb4 figs-nominaladj הַ⁠מֵּתִ֖ים 1 the dead **ମରିଥିବା ତୁମ୍ଭର ସ୍ୱାମୀମାନେ** [[rc://en/ta/man/translate/figs-nominaladj]]ଦେଖନ୍ତୁ)
RUT 1 9 pm6y יִתֵּ֤ן יְהוָה֙ לָ⁠כֶ֔ם וּ⁠מְצֶ֣אןָ 1 May Yahweh grant to you that you shall find **ସଦାପ୍ରଭୁ ତୁମ୍ଭକୁ ଦିଅନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭକୁ ପାଇନକୁ ଅନୁମତି ଦିଅନ୍ତୁ।**
RUT 1 9 pm6y יִתֵּ֤ן יְהוָה֙ לָ⁠כֶ֔ם וּ⁠מְצֶ֣אןָ 1 May Yahweh grant to you that you shall find **ସଦାପ୍ରଭୁ ତୁମ୍ଭମାନଙ୍କୁ ଦିଅନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭମାନଙ୍କୁ ପାଇବାକୁ ଅନୁମତି ଦିଅନ୍ତୁ**
RUT 1 9 c74v figs-metaphor וּ⁠מְצֶ֣אןָ מְנוּחָ֔ה 1 that you shall find rest ଏଠାରେ **ବିଶ୍ରାମ** ବସିବାକୁ ସୂଚାଏ ନାହିଁ **।** ଏହାର ଅର୍ଥ ଏକ ସ୍ଥାନ ଅଟେ ଯେଉଁଠାରେ ଏହି ସ୍ତ୍ରୀମାନେ ସମ୍ପୃକ୍ତ ହେବେ ଅର୍ଥାତ ସେମାନଙ୍କ ପାଇଁ ଏକ ଗୃହ ଯାହା ବିବାହ ମାଧ୍ୟମରେ ସେମାନଙ୍କର ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବ **। (**\[rc://en/ta/man/translate/figs-metaphor\]ଦେଖନ୍ତୁ)
RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of her husband ଏହାର ଅର୍ଥ ତାଙ୍କର ନୂତନ ସ୍ୱାମୀଙ୍କ ସହିତ, ସେମାନଙ୍କର ପୂର୍ବ ସ୍ୱାମୀଙ୍କ ସହିତ ନୁହେଁ ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟସ୍ତ୍ରୀର ସ୍ୱାମୀଙ୍କ ସହିତ ନୁହେଁ । *ଗୃହ* ଉଭୟ ଶାରୀରିକ **ଗୃହକୁ** ସୂଚାଏ ଯାହା ସ୍ୱାମୀଙ୍କର ଅଟେ, ଏବଂ ସ୍ୱାମୀ ପ୍ରଦାନ କରୁଥିବା ଲଜ୍ଜା ଏବଂ ଦାରିଦ୍ର୍ୟରୁ ସୁରକ୍ଷାକୁ ସୂଚାଏ । (ଦେଖନ୍ତୁ: ଲକ୍ଷଣାତ୍ମକ ଅଳଙ୍କାର [[rc://en/ta/man/translate/figs-metonymy]])
RUT 1 9 t69w figs-idiom וַ⁠תִּשֶּׂ֥אנָה קוֹלָ֖⁠ן וַ⁠תִּבְכֶּֽינָה 1 and they lifted up their voices and cried ସ୍ୱର ଉତ୍ତୋଳନ କରିବା ଏକ ରୂଢ଼୍ୟଉକ୍ତି ଅଟେ ଯାହାର ଅର୍ଥ ଉଚ୍ଚ ସ୍ୱରରେ କହିବା । କନ୍ୟାମାନେ ଜୋରରେ କାନ୍ଦିଲେ କିମ୍ବା ଅତି ବେଶି କାନ୍ଦିଲେ। [[rc://en/ta/man/translate/figs-idiom]])(ରୂଢ଼ି: ଦେଖନ୍ତୁ)
RUT 1 10 mag8 figs-exclusive נָשׁ֖וּב 1 we will return ଯେତେବେଳେ ଅର୍ପା ଏବଂ ରୂତ **ଆମେ** କହିଲେ, ସେମାନେ ନୟମୀକୁ ନୁହେଁ ବରଂ ନିଜକୁ ସୂଚାଉଥିଲେ । ତେଣୁ ଯେଉଁ ଭାଷାଗୁଡ଼ିକରେ ଅନ୍ତର୍ଭୂକ୍ତ (inclusive) ଏବଂ ସ୍ୱତନ୍ତ୍ର (exclusive) ଶବ୍ଦଗଠନ ପଦ୍ଧତି ଅଛି **ଆମେ** ଏଠାରେ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରିବ।  ([[rc://en/ta/man/translate/figs-exclusive]])  ଦେଖନ୍ତୁ)
RUT 1 10 bq4j figs-you אִתָּ֥⁠ךְ 1 with you ଏଠାରେ **ତୁମେ/ଆପଣ** ନୟମୀକୁ ସୂଚାଉଥିବା ଏକବଚନ ଶବ୍ଦ ଅଟେ। [[rc://en/ta/man/translate/figs-you]]) ଏଠାରେ ଦେଖନ୍ତୁ)
RUT 1 11 ggi3 figs-rquestion לָ֥⁠מָּה תֵלַ֖כְנָה עִמִּ֑⁠י 1 Why would you go with me? ଏହା ଏକ ଆଳଙ୍କାରିକ ପ୍ରଶ୍ନ  (Rhetorical question - ଉତ୍ତର ପାଇବା ନିମନ୍ତେ ନ ହୋଇ ଦେଖାଇ ହେବା ପାଇଁ/ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ) । ବିକଳ୍ପ ଅନୁବାଦ: “ମୋ ସହିତ ତୁମର ଯିବା ଲାଭପ୍ରଦ ନୁହେଁ।” କିମ୍ବା “ତୁମେ ମୋ ସହିତ ଯିବା ଉଚିତ ନୁହେଁ।”   [[rc://en/ta/man/translate/figs-rquestion]]) (ଦେଖନ୍ତୁ)
RUT 1 11 q2hn figs-rquestion הַֽ⁠עֽוֹד־לִ֤⁠י בָנִים֙ בְּֽ⁠מֵעַ֔⁠י וְ⁠הָי֥וּ לָ⁠כֶ֖ם לַ⁠אֲנָשִֽׁים 1 Do I still have sons in my womb, that they may become your husbands? ଏହା ଏକ ଆଳଙ୍କାରିକ ପ୍ରଶ୍ନ  (Rhetorical question)। ନୟମୀ ସେମାନେ ବିବାହ କରିବା ପାଇଁ ପୁଣିଥରେ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରି ପାରିବେ ନାହିଁ ବୋଲି କହିବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର। ବିକଳ୍ପ ଅନୁବାଦ: “ତୁମମାନଙ୍କର ସ୍ୱାମୀ ହେବାକୁ ପୁଣିଥରେ ପୁତ୍ରସନ୍ତାନମାନଙ୍କୁ ପ୍ରସବ କରିପାରିବି ମୋ ପକ୍ଷରେ କଦାପି ସମ୍ଭବ ନୁହେଁ ।” [[rc://en/ta/man/translate/figs-rquestion]])(ଦେଖନ୍ତୁ)
RUT 1 12 dyc4 figs-explicit זָקַ֖נְתִּי מִ⁠הְי֣וֹת לְ⁠אִ֑ישׁ 1 I am too old to belong to a husband ସନ୍ତାନ ପ୍ରସବ କରିବା ସ୍ୱାମୀଙ୍କର ଗୁରୁତ୍ୱପୂର୍ଣ୍ଣ ହେବାର କାରଣ ସ୍ପଷ୍ଟ ଭାବରେ କୁହାଯାଇପାରିବ।ବିକଳ୍ପ ଅନୁବାଦ: “ମୁଁ ପୁନର୍ବାର ବିବାହ କରି ସନ୍ତାନ ପ୍ରସବ କରିବା ବୟସର ସୀମା ଅତିକ୍ରମ କରି ସାରିଛି ଏବଂ ମୁଁ ବୃଦ୍ଧ ଅଟେ” (ଅନୁମାନିତ ଜ୍ଞାନ ଏବଂ ଅନ୍ତର୍ନିହିତ ସୂଚନା [[rc://en/ta/man/translate/figs-explicit]])(ଦେଖନ୍ତୁ)
RUT 1 12 abc1 figs-rquestion כִּ֤י אָמַ֨רְתִּי֙ יֶשׁ־לִ֣⁠י תִקְוָ֔ה גַּ֣ם הָיִ֤יתִי הַ⁠לַּ֨יְלָה֙ לְ⁠אִ֔ישׁ וְ⁠גַ֖ם יָלַ֥דְתִּי בָנִֽים 1 If I said I have hope, if I belonged to a husband even tonight, and even if I would give birth to sons, ଏହି ଆଳଙ୍କାରିକ ପ୍ରଶ୍ନ  ଏଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ବାକ୍ୟ ପର୍ଯ୍ୟନ୍ତ ଯାଏ । ନୟମୀ ଏହି ପ୍ରଶ୍ନ ବ୍ୟବହାର କରି କହନ୍ତି ଯେ ସେ ଆଉ ଅନ୍ୟ ପୁତ୍ର ସନ୍ତାନମାନଙ୍କୁ ଯାଉଁମାନଙ୍କୁ ସେମାନେ ବିବାହ କରିବେ,ପ୍ରସବ କରିପାରିବେ ନାହିଁ । ବିକଳ୍ପ ଅନୁବାଦ: "ଯଦିଓ ଏହା ସମ୍ଭବ ହୁଅନ୍ତା ତେବେ ମୁଁ ତୁରନ୍ତ ବିବାହ କରି ତୁରନ୍ତ ପୁତ୍ରମାନଙ୍କୁ ପ୍ରସବ କରିବାକୁ ଆଶା କରନ୍ତି… ”[[rc://en/ta/man/translate/figs-rquestion\] (ଦେଖନ୍ତୁ)
RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of her husband ଏହାର ଅର୍ଥ ସେମାନଙ୍କର ନୂତନ ସ୍ୱାମୀମାନଙ୍କ ସହିତ, ସେମାନଙ୍କର ପୂର୍ବ ସ୍ୱାମୀମାନଙ୍କ ସହିତ ନୁହେଁ ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟସ୍ତ୍ରୀମାନଙ୍କ ସ୍ୱାମୀମାନଙ୍କ ସହିତ ନୁହେଁ । **ଗୃହ** ଉଭୟ ଶାରୀରିକ ଗୃହକୁ ସୂଚାଏ ଯାହା ସ୍ୱାମୀଙ୍କର ଅଟେ, ଏବଂ  ଲଜ୍ଜା ଏବଂ ଦାରିଦ୍ର୍ୟରୁ ସ୍ୱାମୀ ପ୍ରଦାନ କରୁଥିବା ସୁରକ୍ଷାକୁ ସୂଚାଏ । ([[rc://en/ta/man/translate/figs-metonymy]]ଦେଖନ୍ତୁ)
RUT 1 9 t69w figs-idiom וַ⁠תִּשֶּׂ֥אנָה קוֹלָ֖⁠ן וַ⁠תִּבְכֶּֽינָה 1 and they lifted up their voices and cried ସ୍ୱର ଉତ୍ତୋଳନ କରିବା ଏକ ରୂଢ଼୍ୟଉକ୍ତି ଅଟେ ଯାହାର ଅର୍ଥ ଉଚ୍ଚ ସ୍ୱରରେ କହିବା ଅଟେ । ପୁତ୍ରବଧୂମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ତିକ୍ତ ଭାବେ ରୋଦନ କଲେ। [[rc://en/ta/man/translate/figs-idiom]]ଦେଖନ୍ତୁ)
RUT 1 10 mag8 figs-exclusive נָשׁ֖וּב 1 we will return ଯେତେବେଳେ ଅର୍ପା ଏବଂ ରୂତ **ଆମ୍ଭେମାନେ** କହିଲେ, ସେମାନେ ନୟମୀକୁ ନୁହେଁ ବରଂ ସେମାନେ ନିଜକୁ ସୂଚାଉଥିଲେ । ତେଣୁ ଯେଉଁ ଭାଷାଗୁଡ଼ିକରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ (inclusive) ଏବଂ ସ୍ୱତନ୍ତ୍ର (exclusive) ଶବ୍ଦଗଠନ ପଦ୍ଧତି ଅଛି ସେହି ଭାଷାଗୁଡ଼ିକରେ ଏଠାରେ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରାଯାଇପାରିବ।  ([[rc://en/ta/man/translate/figs-exclusive]] ଦେଖନ୍ତୁ)
RUT 1 10 bq4j figs-you אִתָּ֥⁠ךְ 1 with you ଏଠାରେ **ତୁମ୍ଭେ** ନୟମୀକୁ ସୂଚାଉଥିବା ଏକବଚନ ଶବ୍ଦ ଅଟେ। [[rc://en/ta/man/translate/figs-you]] ଦେଖନ୍ତୁ)
RUT 1 11 ggi3 figs-rquestion לָ֥⁠מָּה תֵלַ֖כְנָה עִמִּ֑⁠י 1 Why would you go with me? ଏହା ଏକ ଆଳଙ୍କାରିକ ପ୍ରଶ୍ନ (Rhetorical question) ଅଟେ । ବିକଳ୍ପ ଅନୁବାଦ: “ମୋ ସହିତ ତୁମ୍ଭମାନଙ୍କ ଯିବା ଲାଭପ୍ରଦ ନୁହେଁ।” କିମ୍ବା “ତୁମ୍ଭେମାନେ ମୋ ସହିତ ଯିବା ଉଚିତ ନୁହେଁ।”   [[rc://en/ta/man/translate/figs-rquestion]] ଦେଖନ୍ତୁ)
RUT 1 11 q2hn figs-rquestion הַֽ⁠עֽוֹד־לִ֤⁠י בָנִים֙ בְּֽ⁠מֵעַ֔⁠י וְ⁠הָי֥וּ לָ⁠כֶ֖ם לַ⁠אֲנָשִֽׁים 1 Do I still have sons in my womb, that they may become your husbands? ଏହା ଏକ ଆଳଙ୍କାରିକ ପ୍ରଶ୍ନ  (Rhetorical question) ଅଟେ। ନୟମୀ ସେମାନଙ୍କ ବିବାହ ପାଇଁ ପୁଣିଥରେ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରି ପାରିବେ ନାହିଁ ବୋଲି କହିବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସ୍ୱାମୀ ହେବାକୁ ପୁଣିଥରେ ପୁତ୍ରସନ୍ତାନମାନଙ୍କୁ ପ୍ରସବ କରିପାରିବ ମୋ ପକ୍ଷରେ କଦାପି ସମ୍ଭବ ନୁହେଁ ।” [[rc://en/ta/man/translate/figs-rquestion]]ଦେଖନ୍ତୁ)
RUT 1 12 dyc4 figs-explicit זָקַ֖נְתִּי מִ⁠הְי֣וֹת לְ⁠אִ֑ישׁ 1 I am too old to belong to a husband ସନ୍ତାନ ପ୍ରସବ କରିବା ପାଇଁ ସ୍ୱାମୀଙ୍କର ଗୁରୁତ୍ୱପୂର୍ଣ୍ଣତାକୁ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରିବ। ବିକଳ୍ପ ଅନୁବାଦ: “ମୁଁ ପୁନର୍ବାର ବିବାହ କରି ସନ୍ତାନ ପ୍ରସବ କରିବା ବୟସର ସୀମା ଅତିକ୍ରମ କରି ସାରିଛି ଏବଂ ମୁଁ ଅତ୍ୟଧିକ ବୃଦ୍ଧ ଅଟେ” ( [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 1 12 abc1 figs-rquestion כִּ֤י אָמַ֨רְתִּי֙ יֶשׁ־לִ֣⁠י תִקְוָ֔ה גַּ֣ם הָיִ֤יתִי הַ⁠לַּ֨יְלָה֙ לְ⁠אִ֔ישׁ וְ⁠גַ֖ם יָלַ֥דְתִּי בָנִֽים 1 If I said I have hope, if I belonged to a husband even tonight, and even if I would give birth to sons, ଏହି ଆଳଙ୍କାରିକ ପ୍ରଶ୍ନ  ଏଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ବାକ୍ୟ ପର୍ଯ୍ୟନ୍ତ ଜାରିରହେ । ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କରି କହନ୍ତି ଯେ ସେ ଆଉ ଅନ୍ୟ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରିପାରିବେ ନାହିଁ ଯେଉଁମାନଙ୍କୁ ସେମାନେ ବିବାହ କରିବେ । ବିକଳ୍ପ ଅନୁବାଦ: "ଯଦିଓ ଏହା ସମ୍ଭବ ହୁଅନ୍ତା ତେବେ ମୁଁ ତୁରନ୍ତ ବିବାହ କରି ତୁରନ୍ତ ପୁତ୍ରମାନଙ୍କୁ ପ୍ରସବ କରିବାକୁ ଆଶା କରନ୍ତି… ”[[rc://en/ta/man/translate/figs-rquestion\] ଦେଖନ୍ତୁ)
RUT 1 12 kh9g יָלַ֥דְתִּי בָנִֽים 1 would give birth to sons **ସନ୍ତାନମାନଙ୍କୁ ପ୍ରସବ କରିବା କିମ୍ଭା ଶିଶୁପୁତ୍ରମାନଙ୍କୁ ପ୍ରସବ କରିବା**
RUT 1 13 gmc2 figs-rquestion אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ନୟମୀ ପୂର୍ବ ପଦରେ ପଚାରିଥିବା  ଆଳଙ୍କାରିକ ପ୍ରଶ୍ନକୁ ଏହି ପଦରେ ସମାପ୍ତ କରନ୍ତି ଏବଂ ଦ୍ୱିତୀୟ ଆଳଙ୍କାରିକ ପ୍ରଶ୍ନ କରନ୍ତି ଯାହା ପୂର୍ବ ପ୍ରଶ୍ନର ଅର୍ଥକୁ ଗୁରୁତ୍ୱ ପ୍ରଦାନ କରେ।ବିକଳ୍ପ ଅନୁବାଦ: "… ସେମାନେ ବୟସ୍କ ହେବା ପର୍ଯ୍ୟନ୍ତ ତୁମେମାନେ ବିବାହ କରିବାକୁ ସେମାନଙ୍କର ଅପେକ୍ଷା କରିବ ନାହିଁ । ଏଥି ପୂର୍ବରୁ ତୁମମାନଙ୍କୁ ବିବାହ କରିବାକୁ ପଡିବ।" [[rc://en/ta/man/translate/figs-rquestion]])(ଦେଖନ୍ତୁ)
RUT 1 13 ab04 אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ଏହା ଲିଭରେଟ୍ ବିବାହ ଅଭ୍ୟାସକୁ ସୂଚିତ କରେ, ଯେଉଁ ଅଭ୍ୟାସରେ ଯଦି ଜଣେ ବିବାହିତ ପୁରୁଷ ମରିଯାଏ, ତେବେ ତାଙ୍କର ଜଣେ ଭାଇ ସେହି ପୁରୁଷର ବିଧବାଙ୍କୁ ବିବାହ କରନ୍ତି। ଏବିଷୟରେ ଅଧିକ ଜାଣିବା ପାଇଁ ପରିଚୟ ଦେଖନ୍ତୁ ।
RUT 1 13 gmc2 figs-rquestion אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ନୟମୀ ପୂର୍ବ ପଦରେ ଆରମ୍ଭ କରିଥିବା ଆଳଙ୍କାରିକ ପ୍ରଶ୍ନକୁ ଏହି ପଦରେ ସମାପ୍ତ କରନ୍ତି ଏବଂ ଦ୍ୱିତୀୟ ଆଳଙ୍କାରିକ ପ୍ରଶ୍ନ କରନ୍ତି ଯାହା ପୂର୍ବ ପ୍ରଶ୍ନର ଅର୍ଥକୁ ଗୁରୁତ୍ୱ ପ୍ରଦାନ କରେ ବିକଳ୍ପ ଅନୁବାଦ: "… ସେମାନେ ବୟସପ୍ରାପ୍ତି ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ବିବାହ କରିବାକୁ ସେମାନଙ୍କର ଅପେକ୍ଷା କରିବ ନାହିଁ । ଏଥି ପୂର୍ବରୁ ତୁମ୍ଭମାନଙ୍କୁ ବିବାହ କରିବାକୁ ପଡିବ।" [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 1 13 ab04 אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ଏହା ଲିଭରେଟ୍ ବିବାହ ପ୍ରଥାକୁ ସୂଚିତ କରେ, ଯେଉଁ ପ୍ରଥାରେ ଯଦି ଜଣେ ବିବାହିତ ପୁରୁଷ ମୃତ୍ୟୁବରଣ କରେ, ତେବେ ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣେ ଭାଇ ସେହି ପୁରୁଷର ବିଧବାଙ୍କୁ ବିବାହ କରନ୍ତି। ଏବିଷୟରେ ଅଧିକ ଜାଣିବା ପାଇଁ ପରିଚୟ ଦେଖନ୍ତୁ ।
RUT 1 13 gh99 figs-metaphor מַר־לִ֤⁠י מְאֹד֙ 1 it is exceedingly bitter for me ତିକ୍ତତା ଦୁଃଖର ଏକ ଉପମା ବା ରୂପକ ଅଳଙ୍କାର ଅଟେ।ବିକଳ୍ପିକ ଅନୁବାଦ: “ଏହା ମୋତେ ଅତ୍ଯନ୍ତ ଦୁଃଖିତ କରେ” [[rc://en/ta/man/translate/figs-metaphor]])(ଦେଖନ୍ତୁ)
RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me **ହସ୍ତ** ଶବ୍ଦ ସଦାପ୍ରଭୁଙ୍କ ଶକ୍ତି ବା ପ୍ରଭାବକୁ ସୂଚାଏ।ବିକଳ୍ପ ଅନୁବାଦ: "ସଦାପ୍ରଭୁ ମୋ ପାଇଁ ଭୟଙ୍କର ବିଷୟଗୁଡ଼ିକୁ ଘଟେଇଛନ୍ତି" [[rc://en/ta/man/translate/figs-metonymy]])(ଦେଖନ୍ତୁ)
RUT 1 13 ab02 figs-explicit יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me ସଦାପ୍ରଭୁ ଯାହା କରିଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇ ପାରିବ।ବିକଳ୍ପି ଅନୁବାଦ: “ସଦାପ୍ରଭୁ ଆମ ସ୍ୱାମୀମାନଙ୍କୁ ନେଇଯାଇଛନ୍ତି” [[rc://en/ta/man/translate/figs-explicit]])(ଦେଖନ୍ତୁ)

Can't render this file because it contains an unexpected character in line 36 and column 919.