Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 12:54:15 +00:00
parent c0bc9d1fa0
commit 818dc36dd3
1 changed files with 1 additions and 1 deletions

View File

@ -204,7 +204,7 @@ EPH 4 16 ll7f figs-metaphor ἐξ οὗ πᾶν τὸ σῶμα … τὴν α
EPH 4 16 l5r6 διὰ πάσης ἁφῆς τῆς ἐπιχορηγίας 1 by every supporting ligament ପାଉଲ ବିଶ୍ଵାସୀମାନଙ୍କୁ ମାନବ ଶରୀର ସହିତ ତୁଳନା କରିବା ରୂପକ ବ୍ୟବହାର କରିବା ଜାରିରଖନ୍ତି I ଏକ **ସନ୍ଧି** ଏକ ଶକ୍ତିଶାଳୀ ଦୃଢ଼ ଖଞ୍ଜା ଯାହା ବିଭିନ୍ନ ଅସ୍ଥି ବା ଅଙ୍ଗଗୁଡିକୁ ସଂଯୋଗ କରେ କିମ୍ବା ଶରୀରରେ ଅଙ୍ଗ ଧାରଣ କରିଥାଏ I ଯେପରି ଶରୀର ଗୋଟିଏ ଦୃଢ଼ ଖଞ୍ଜା ଦ୍ୱାରା ଏକତ୍ରିତ ହୁଏ, ସେହିପରି ବିଶ୍ଵାସୀମାନେ ପ୍ରେମରେ ଏକତ୍ର ସଂଯୋଗ ହୁଅନ୍ତି ଯାହା ଶରୀରର ଅଙ୍ଗଗୁଡ଼ିକ ସଂଯୋଗ କରି ଏକତ୍ର କାର୍ଯ୍ୟ କରିବା ସହିତ ବୃଦ୍ଧି କରେ  I[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 4 17 n5cy 0 Connecting Statement: ପାଉଲ ସେମାନଙ୍କୁ କହୁଛନ୍ତି ଯେ ସେମାନେ ବର୍ତ୍ତମାନ କ’ଣ  ସବୁ କରିବା ଉଚିତ ନୁହଁ, କାରଣ ସେମାନେ ଈଶ୍ଵରଙ୍କ ପବିତ୍ର ଆତ୍ମାଙ୍କ ଦ୍ଵାରା ମୁଦ୍ରାଙ୍କିତ ହୋଇଛନ୍ତି I
EPH 4 17 ksr8 τοῦτο οὖν λέγω καὶ μαρτύρομαι ἐν Κυρίῳ 1 Therefore, I say and insist on this in the Lord “ମୁଁ ଯାହା ଏବେ କହିଅଛି, ସେଥିସକାଶୁ ମୁଁ ତୁମ୍ଭମାନଙ୍କୁ ଦୃଢ଼ଭାବରେ ଉତ୍ସାହିତ କରିବାପାଇଁ ଆଉ କିଛି ଅଧିକ କହିବି, କାରଣ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କର ଅଟୁ I”
EPH 4 17 wcx2 μηκέτι ὑμᾶς περιπατεῖν, καθὼς καὶ τὰ ἔθνη περιπατεῖ ἐν ματαιότητι τοῦ νοὸς αὐτῶν 1 that you must no longer live as the Gentiles live, in the futility of their minds ପାଉଲ ସାଧାରଣତଃ ଏହି ରୂପକକୁ ବ୍ୟବହାର କରି ଆଚରଣ ସହିତ ତୁଳନା କରନ୍ତି I ବିକଳ୍ପ ଅନୁବାଦ: " ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଜୀବନ କାଟନ୍ତି, ତୁମ୍ଭେମାନେ ସେପରି କର ନାହିଁ”
EPH 4 17 wcx2 μηκέτι ὑμᾶς περιπατεῖν, καθὼς καὶ τὰ ἔθνη περιπατεῖ ἐν ματαιότητι τοῦ νοὸς αὐτῶν 1 that you must no longer live as the Gentiles live, in the futility of their minds ପାଉଲ ସାଧାରଣତଃ ଏହି ରୂପକକୁ ବ୍ୟବହାର କରି ଆଚରଣ ସହିତ ତୁଳନା କରନ୍ତି I ବିକଳ୍ପ ଅନୁବାଦ: " ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଜୀବନ କାଟନ୍ତି, ତୁମ୍ଭେମାନେ ସେପରି କର ନାହିଁ”[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 4 18 lab7 figs-metaphor ἐσκοτωμένοι τῇ διανοίᾳ 1 They are darkened in their understanding ସେମାନେ ଆଉ ସ୍ପଷ୍ଟଭାବରେ ଚିନ୍ତା ବା ବିବେଚନା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଆପଣା ଆପଣା କଳ୍ପନାକୁ ଅନ୍ଧକାରାଚ୍ଛନ୍ନ କରିଅଛନ୍ତି” କିମ୍ବା “ସେମାନେ ବୁଝିବାକୁ ଅସମର୍ଥ” ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 18 w69u figs-activepassive ἀπηλλοτριωμένοι τῆς ζωῆς τοῦ Θεοῦ, διὰ τὴν ἄγνοιαν τὴν οὖσαν ἐν αὐτοῖς 1 alienated from the life of God because of the ignorance that is in them ଆପଣ ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ସେମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ, ସେଥିପାଇଁ ସେମାନେ ଈଶ୍ଵର ଆପଣା ଲୋକମାନଙ୍କୁ ଯେପରି ଜୀବନ ଯାପନ କରନ୍ତୁ ବୋଲି ଚାହାନ୍ତି, ସେପରି ଜୀବନ କାଟିପାରିବେ ନାହିଁ” କିମ୍ବା “ସେମାନଙ୍କର ଅଜ୍ଞାନତା ଦ୍ଵାରା ସେମାନେ ଆପଣା ଆପଣାକୁ ଈଶ୍ଵରଙ୍କ ଜୀବନରୁ ବିଛିନ୍ନ କରିଅଛନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 18 w235 ἀπηλλοτριωμένοι 1 alienated ବିଛିନ୍ନ ହୋଇଛନ୍ତି କିମ୍ବା “ପୃଥକୀକୃତ ହୋଇଛନ୍ତି”

Can't render this file because it contains an unexpected character in line 2 and column 4496.