Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 12:53:35 +00:00
parent 31ace86817
commit c0bc9d1fa0
1 changed files with 16 additions and 16 deletions

View File

@ -208,22 +208,22 @@ EPH 4 17 wcx2 μηκέτι ὑμᾶς περιπατεῖν, καθὼς κα
EPH 4 18 lab7 figs-metaphor ἐσκοτωμένοι τῇ διανοίᾳ 1 They are darkened in their understanding ସେମାନେ ଆଉ ସ୍ପଷ୍ଟଭାବରେ ଚିନ୍ତା ବା ବିବେଚନା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଆପଣା ଆପଣା କଳ୍ପନାକୁ ଅନ୍ଧକାରାଚ୍ଛନ୍ନ କରିଅଛନ୍ତି” କିମ୍ବା “ସେମାନେ ବୁଝିବାକୁ ଅସମର୍ଥ” ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 18 w69u figs-activepassive ἀπηλλοτριωμένοι τῆς ζωῆς τοῦ Θεοῦ, διὰ τὴν ἄγνοιαν τὴν οὖσαν ἐν αὐτοῖς 1 alienated from the life of God because of the ignorance that is in them ଆପଣ ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ସେମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ, ସେଥିପାଇଁ ସେମାନେ ଈଶ୍ଵର ଆପଣା ଲୋକମାନଙ୍କୁ ଯେପରି ଜୀବନ ଯାପନ କରନ୍ତୁ ବୋଲି ଚାହାନ୍ତି, ସେପରି ଜୀବନ କାଟିପାରିବେ ନାହିଁ” କିମ୍ବା “ସେମାନଙ୍କର ଅଜ୍ଞାନତା ଦ୍ଵାରା ସେମାନେ ଆପଣା ଆପଣାକୁ ଈଶ୍ଵରଙ୍କ ଜୀବନରୁ ବିଛିନ୍ନ କରିଅଛନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 18 w235 ἀπηλλοτριωμένοι 1 alienated ବିଛିନ୍ନ ହୋଇଛନ୍ତି କିମ୍ବା “ପୃଥକୀକୃତ ହୋଇଛନ୍ତି”
EPH 4 18 s1uz ἄγνοιαν 1 ignorance ଜ୍ଞାନର ଅଭାବ କିମ୍ବା “ବୁଦ୍ଧିର ଅଭାବ”
EPH 4 18 k8qv figs-metonymy διὰ τὴν πώρωσιν τῆς καρδίας αὐτῶν 1 because of the hardness of their hearts ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଲୋକମାନଙ୍କର ମନକୁ ବୁଝାଏ I “ହୃଦୟର ଜଡତା” ବାକ୍ୟାଂଶଟି ଗୋଟିଏ ରୂପକ ଯାହାର ଅର୍ଥ କଠିନତା I ବିକଳ୍ପ ଅନୁବାଦ: “ଯେହେତୁ ସେମାନେ କଠିନ ଅଟନ୍ତି” କିମ୍ବା “ଯେହେତୁ ସେମାନେ ଈଶ୍ରଙ୍କ ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରନ୍ତି” (ଦେଖ: [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-metaphor]])
EPH 4 19 ldy8 figs-metaphor ἑαυτοὺς παρέδωκαν τῇ ἀσελγείᾳ 1 have handed themselves over to sensuality "ପାଉଲ ଏହି ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ କିଛି ବସ୍ତୁ, ଯାହା ସେମାନେ ଆପଣା ଆପଣାକୁ ଅନ୍ୟମାନଙ୍କ ନିକଟରେ ଦେଇଦେଉଛନ୍ତି, ପୁଣି ସେମାନେ ଆପଣା ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଯେଭଳି ଭାବରେ ଇଚ୍ଛା କରୁଛନ୍ତି, ସେ ବିଷୟରେ ସେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ଲୋକ, ଯାହାଙ୍କ ନିକଟରେ ସେମାନେ ଆପଣା ଆପଣାକୁ ଦେଇଦେଉଛନ୍ତି” ବିକଳ୍ପ ଅନୁବାଦ: “ସେମାନେ କେବଳ ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଇଚ୍ଛା କରୁଛନ୍ତି""(ଦେଖ: [[rc://en/ta/man/translate/figs-metaphor]])"
EPH 4 20 e5vk ὑμεῖς δὲ οὐχ οὕτως ἐμάθετε τὸν Χριστόν 1 But that is not how you learned about Christ [ଏଫିସୀୟ ୪:୧୭-୧୯](./17.md) ରେ ବର୍ଣ୍ଣନା ହୋଇଥିବା ଅନୁସାରେ “ସେ ପ୍ରକାରେ” ଶବ୍ଦଟି ବିଜାତିମାନଙ୍କ ଜୀବନ ଯାପନ ଶୈଳୀକୁ ବୁଝାଏ I ଏହା ଗୁରୁତ୍ବ ଦିଏ ଯେ ଖ୍ରୀଷ୍ଟଙ୍କ ବିଷୟରେ ବିଶ୍ବାସୀମାନେ ଯାହା ଶିକ୍ଷା କରିଛନ୍ତି, ଏହା ତହିଁର ବିପରୀତ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେପରି ଶିକ୍ଷା କରିନାହଁ”
EPH 4 21 hy7r figs-irony εἴ γε αὐτὸν ἠκούσατε καὶ ἐν αὐτῷ ἐδιδάχθητε 1 I assume that you have heard ... and that you were taught ପାଉଲ ଜାଣନ୍ତି ଯେ ଏଫିସୀୟମାନେ ଶୁଣିଛନ୍ତି ଓ ଶିକ୍ଷା ପାଇଛନ୍ତି I (ଦେଖ: [[rc://en/ta/man/translate/figs-irony]])
EPH 4 21 b3pn figs-activepassive ἐν αὐτῷ ἐδιδάχθητε 1 you were taught in him ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯୀଶୁଙ୍କର ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି” କିମ୍ବା ) କେହି ଜଣେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି, କାରଣ ତୁମ୍ଭେମାନେ ଯୀଶୁଙ୍କର ଲୋକ ଅଟ” (ଦେଖ: [[rc://en/ta/man/translate/figs-activepassive]])
EPH 4 21 gdz6 καθώς ἐστιν ἀλήθεια ἐν τῷ Ἰησοῦ 1 as the truth is in Jesus କାରଣ ଯୀଶୁଙ୍କ ସମ୍ବନ୍ଧୀୟ ସମସ୍ତ ବିଷୟ ସତ୍ୟ ଅଟେ
EPH 4 22 h1ha figs-metaphor ἀποθέσθαι ὑμᾶς κατὰ τὴν προτέραν ἀναστροφὴν 1 to put off what belongs to your former manner of life ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” (ଦେଖ: [[rc://en/ta/man/translate/figs-metaphor]])
EPH 4 22 j7n7 figs-metaphor ἀποθέσθαι … τὸν παλαιὸν ἄνθρωπον 1 to put off the old man ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା, ସେପରି ଜୀବନ ଯାପନ ପରିତ୍ୟାଗ କର” (ଦେଖ: [[rc://en/ta/man/translate/figs-metaphor]])
EPH 4 22 d3j6 τὸν παλαιὸν ἄνθρωπον 1 old man “ପୁରାତନ ମନୁଷ୍ୟ” “ପୁରାତନ ସ୍ବଭାବ” କୁ କିମ୍ବା “ପୁରାତନ ପୁରୁଷ”କୁ ବୁଝାଏ I
EPH 4 22 qw3d figs-metaphor τὸν φθειρόμενον κατὰ τὰς ἐπιθυμίας τῆς ἀπάτης 1 that is corrupt because of its deceitful desires ପାଉଲ ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବ ବିଷୟରେ କହନ୍ତି ଯେ ସତେ ଯେପରି ଏହା ସମାଧିରେ ପଡ଼ିରହିଥିବା ଗୋଟିଏ ମୃତ ଶରୀର I (ଦେଖ: [[rc://en/ta/man/translate/figs-metaphor]])
EPH 4 23 jy7h figs-activepassive ἀνανεοῦσθαι ... τῷ πνεύματι τοῦ νοὸς ὑμῶν 1 to be renewed in the spirit of your minds ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନୋଭାବ କଳ୍ପନାକୁ ପରିବର୍ତ୍ତନ କରିବା ନିମନ୍ତେ ଈଶ୍ରଙ୍କୁ ସୁଯୋଗ ଦେବା” କିମ୍ବା “ତୁମ୍ଭମାନଙ୍କୁ ନୂତନ ମନୋଭାବ ଓ କଳ୍ପନା ଦେବା ନିମନ୍ତେ ଈଶ୍ବରଙ୍କୁ ସୁଯୋଗ ଦେବା” (ଦେଖ: [[rc://en/ta/man/translate/figs-activepassive]])
EPH 4 24 x41y ἐν δικαιοσύνῃ καὶ ὁσιότητι τῆς ἀληθείας 1 in true righteousness and holiness ପ୍ରକୃତରେ ଧାର୍ମିକ ଓ ପବିତ୍ର
EPH 4 25 abn8 ἀποθέμενοι τὸ ψεῦδος 1 get rid of lies ମିଥ୍ୟା କହିବା ପରିତ୍ୟାଗ କର
EPH 4 25 zh2g ἐσμὲν ἀλλήλων μέλη 1 we are members of one another ଆମ୍ଭେମାନେ ପରସ୍ପରର ଅଟୁ କିମ୍ବା “ଆମ୍ଭେମାନେ ଈଶ୍ବରଙ୍କ ପରିବାରର ସଦସ୍ୟ ଅଟୁ”
EPH 4 26 w8rw ὀργίζεσθε, καὶ μὴ ἁμαρτάνετε 1 Be angry and do not sin ତୁମ୍ଭେମାନେ କ୍ରୋଧ କରିପାର, କିନ୍ତୁ ପାପ କର ନାହି, କିମ୍ବା “ଯଦି କ୍ରୋଧ କର, ପାପ କର ନାହିଁ”
EPH 4 18 s1uz ἄγνοιαν 1 ignorance ଜ୍ଞାନର ଅଭାବ କିମ୍ବା “ବୁଦ୍ଧିର ଅଭାବ”
EPH 4 18 k8qv figs-metonymy διὰ τὴν πώρωσιν τῆς καρδίας αὐτῶν 1 because of the hardness of their hearts “**ହୃଦୟର ଜଡତା**” ବାକ୍ୟାଂଶଟି ଗୋଟିଏ ରୂପକ ଯାହାର ଅର୍ଥ “ଅବାଧ୍ୟ” ଅଟେI ବିକଳ୍ପ ଅନୁବାଦ: “ଯେହେତୁ ସେମାନେ କଠିନ ଅଟନ୍ତି” କିମ୍ବା “ଯେହେତୁ ସେମାନେ ଈଶ୍ରଙ୍କ ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରନ୍ତି” ([[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 19 ldy8 figs-metaphor ἑαυτοὺς παρέδωκαν τῇ ἀσελγείᾳ 1 have handed themselves over to sensuality ପାଉଲ ଏହି ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ କିଛି ବସ୍ତୁ, ଯାହା ସେମାନେ ଆପଣା ଆପଣାକୁ ଅନ୍ୟମାନଙ୍କ ନିକଟରେ ଦେଇଦେଉଛନ୍ତି, ପୁଣି ସେମାନେ ଆପଣା ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଯେଭଳି ଭାବରେ ଇଚ୍ଛା କରୁଛନ୍ତି, ସେ ବିଷୟରେ ସେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ଲୋକ, ଯାହାଙ୍କ ନିକଟରେ ସେମାନେ ଆପଣା ଆପଣାକୁ ଦେଇଦେଉଛନ୍ତି” ବିକଳ୍ପ ଅନୁବାଦ: “ସେମାନେ କେବଳ ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଇଚ୍ଛା କରୁଛନ୍ତି""([[rc://en/ta/man/translate/figs-metaphor]]ଦେଖନ୍ତୁ)"
EPH 4 20 e5vk ὑμεῖς δὲ οὐχ οὕτως ἐμάθετε τὸν Χριστόν 1 But that is not how you learned about Christ [ଏଫିସୀୟ 4:17-19](https://create.translationcore.com/17.md) ରେ ବର୍ଣ୍ଣନା ହୋଇଥିବା ଅନୁସାରେ **ଏହିପରି ଭାବରେ** ଶବ୍ଦଟି ବିଜାତିମାନଙ୍କ ଜୀବନ ଯାପନ ଶୈଳୀକୁ ବୁଝାଏ I ଏହା ଗୁରୁତ୍ଵ ଦିଏ ଯେ ଖ୍ରୀଷ୍ଟଙ୍କ ବିଷୟରେ ବିଶ୍ଵାସୀମାନେ ଯାହା ଶିକ୍ଷା କରିଛନ୍ତି, ଏହା ତହିଁର ବିପରୀତ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେପରି ଶିକ୍ଷା କରିନାହଁ”
EPH 4 21 hy7r figs-irony εἴ γε αὐτὸν ἠκούσατε καὶ ἐν αὐτῷ ἐδιδάχθητε 1 I assume that you have heard ... and that you were taught ପାଉଲ ଜାଣନ୍ତି ଯେ ଏଫିସୀୟମାନେ **ଶୁଣିଛନ୍ତି** ଏବଂ **ଶିକ୍ଷା ପାଇଛନ୍ତି** I ସେ ଭର୍ତ୍ସନା କରିବାକୁ ଦଣ୍ଡର ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି - ଯଦି ସେମାନେ ଖ୍ରୀଷ୍ଟଙ୍କ ମାର୍ଗର ବିପରୀତ କାର୍ଯ୍ୟ କରୁଛନ୍ତି, ତେବେ ସେମାନେ ଏହାଠାରୁ ଭଲ ଜାଣନ୍ତି ଏବଂ ତାହା ବନ୍ଦ କରିବା ଆବଶ୍ୟକ I UST ଦେଖନ୍ତୁ  I ([[rc://en/ta/man/translate/figs-irony]]ଦେଖନ୍ତୁ)
EPH 4 21 b3pn figs-activepassive ἐν αὐτῷ ἐδιδάχθητε 1 you were taught in him ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ଯୀଶୁଙ୍କର ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି” କିମ୍ବା (2) କେହି ଜଣେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି, କାରଣ ତୁମ୍ଭେମାନେ ଯୀଶୁଙ୍କର ଲୋକ ଅଟ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 21 gdz6 καθώς ἐστιν ἀλήθεια ἐν τῷ Ἰησοῦ 1 as the truth is in Jesus "ଯେହେତୁ ଯୀଶୁ ଆମକୁ ବଞ୍ଚିବାର ସଠିକ୍ ମାର୍ଗ ଶିଖାନ୍ତି" କିମ୍ବା "ଯେପରି ଯୀଶୁଙ୍କ ସମ୍ବନ୍ଧୀୟ ସମସ୍ତ ବିଷୟ ସତ୍ୟ ଅଟେ" UST ଦେଖନ୍ତୁ  I
EPH 4 22 h1ha figs-metaphor ἀποθέσθαι ὑμᾶς κατὰ τὴν προτέραν ἀναστροφὴν 1 to put off what belongs to your former manner of life ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡଗୁଡିକ  ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 22 j7n7 figs-metaphor ἀποθέσθαι … τὸν παλαιὸν ἄνθρωπον 1 to put off the old man ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗାଖଣ୍ଡ ଗୁଡିକ  ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା, ସେପରି ଜୀବନ ଯାପନ ପରିତ୍ୟାଗ କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 22 d3j6 τὸν παλαιὸν ἄνθρωπον 1 old man “**ପୁରାତନ ମନୁଷ୍ୟ**” “ପୁରାତନ ସ୍ଵଭାବ” କୁ କିମ୍ବା “ପୁରାତନ ପୁରୁଷ”, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୂ ସେହି ବ୍ୟକ୍ତିଙ୍କ ଜୀବନକୁ ବୁଝାଏ I[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 4 22 qw3d figs-metaphor τὸν φθειρόμενον κατὰ τὰς ἐπιθυμίας τῆς ἀπάτης 1 that is corrupt because of its deceitful desires ପାଉଲ ମନୁଷ୍ୟର ପାପପୂର୍ଣ୍ଣ ସ୍ଵଭାବ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ ଯିଏ ସର୍ବଦା ପାପ କରେ I ବିକଳ୍ପ ଅନୁବାଦ: "ଯେତେବେଳେ ତୁମ୍ଭେ ଯାହା କରିବାକୁ ଚାହୁଁଛ, ତାହା କରିବା ଭଲ ବୋଲି ତୁମ୍ଭେ ମନେକର ସେତେବେଳେ ତୁମ୍ଭେ ନିଜକୁ ଧକାଦିଅ" (UST ଦେଖନ୍ତୁ) ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 23 jy7h figs-activepassive ἀνανεοῦσθαι ... τῷ πνεύματι τοῦ νοὸς ὑμῶν 1 to be renewed in the spirit of your minds ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନୋଭାବ ଏବଂ କଳ୍ପନାକୁ ପରିବର୍ତ୍ତନ କରିବା ନିମନ୍ତେ ଈଶ୍ରଙ୍କୁ ସୁଯୋଗ ଦେବା” କିମ୍ବା “ତୁମ୍ଭମାନଙ୍କୁ ନୂତନ ମନୋଭାବ ଏବଂ କଳ୍ପନା ଦେବା ନିମନ୍ତେ ଈଶ୍ଵରଙ୍କୁ ସୁଯୋଗ ଦେବା” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 24 x41y ἐν δικαιοσύνῃ καὶ ὁσιότητι τῆς ἀληθείας 1 in true righteousness and holiness **ଧାର୍ମିକତା**, **ପବିତ୍ରତା** ଏବଂ **ସତ୍ୟ** ଗୁଣ ବାଚକ ବିଶେଷ୍ୟ ପଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: "ପ୍ରକୃତରେ ଧାର୍ମିକ ଏବଂ ପବିତ୍ର"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 25 abn8 ἀποθέμενοι τὸ ψεῦδος 1 get rid of lies ପାଉଲ ମିଛ କହିବା ବିଷୟରେ କୁହନ୍ତି ଯେପରି ବିଶ୍ଵାସୀମାନେ ସେଗୁଡ଼ିକୁ ବସ୍ତୁ ଅଟେ ଯାହା ପୃର୍ଥକ କରି ରଖିପାରିବେ I ବିକଳ୍ପ ଅନୁବାଦ: "ଆଉ ମିଛ କୁହ ନାହିଁ’" କିମ୍ବା "ମିଛ କହିବା ପରିବର୍ତ୍ତେ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 4 25 zh2g ἐσμὲν ἀλλήλων μέλη 1 we are members of one another ଏଠାରେ ପାଉଲ ବିଶ୍ଵାସୀମାନଙ୍କ ପରସ୍ପର ସହିତ ନିବିଡ଼ ସମ୍ପର୍କ ବିଷୟରେ କୁହନ୍ତି ଯେପରି ସେମାନେ ଏକ ଶରୀରର ପ୍ରତ୍ୟେକ ଅଙ୍ଗ ଅଟନ୍ତି I ବିକଳ୍ପ ଅନୁବାଦ: "ଆମ୍ଭେ ପରସ୍ପରର ସମ୍ପୃକ୍ତ ଅଟୁ" କିମ୍ବା "ଆମ୍ଭେ ସମସ୍ତେ ଈଶ୍ଵରଙ୍କ ପରିବାରର ସଦସ୍ୟ ଅଟୁ" [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 26 w8rw ὀργίζεσθε, καὶ μὴ ἁμαρτάνετε 1 Be angry and do not sin ତୁମ୍ଭେମାନେ କ୍ରୋଧ କରିପାର, କିନ୍ତୁ ପାପ କର ନାହି, କିମ୍ବା “ଯଦି କ୍ରୋଧ କର, ପାପ କର ନାହିଁ”
EPH 4 26 ki7p figs-metonymy ὁ ἥλιος μὴ ἐπιδυέτω ἐπὶ παροργισμῷ ὑμῶν 1 Do not let the sun go down on your anger ସୂର୍ଯ୍ୟ ଅସ୍ତହେବା ଅର୍ଥ ରାତ୍ରି ଆସିଯିବା, କିମ୍ବା ଦିନ ଶେଷ ହୋଇଯିବା I ବିକଳ୍ପ ଅନୁବାଦ: “ରାତ୍ରି ଆସିବା ପୂର୍ବରୁ ତୁମ୍ଭକୁ କ୍ରୋଧ ପରିତ୍ୟାଗ କରିବାକୁ ହେବ” କିମ୍ବା ଦିନ ଶେଷ ହେବା ପୂର୍ବରୁ ତୁମ୍ଭଠାରୁ କ୍ରୋଧ ଚାଲିଯାଉ” (ଦେଖ: [[rc://en/ta/man/translate/figs-metonymy]])
EPH 4 27 w71s μηδὲ δίδοτε τόπον τῷ διαβόλῳ 1 Do not give an opportunity to the devil ତୁମ୍ଭକୁ ପାପରେ ପକାଇବାକୁ ଶୟତାନକୁ ସୁଯୋଗ ଦିଅ ନାହିଁ
EPH 4 29 f6yk λόγος σαπρὸς 1 filthy talk ଏହା ନିଷ୍ଠୁର ବା କଠୋର କଥାକୁ ବୁଝାଏ I

Can't render this file because it contains an unexpected character in line 2 and column 4496.