Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 09:56:19 +00:00
parent 966ee9bf6c
commit 812b477aca
1 changed files with 7 additions and 7 deletions

View File

@ -224,13 +224,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 13 gj7p 0 By this we know ... us, because he has given ଆପଣଙ୍କ  ଅନୁବାଦ ଅଧିକ ସ୍ପଷ୍ଟ ହୋଇପାରେ ଯଦି ଆପଣ  ସେହି ଶବ୍ଦକୁ ଅନୁବାଦ ନ କରନ୍ତି କିମ୍ବା ଯଦି ଆପଣ  ଏହାକୁ “କାରଣ” ଭାବରେ ଅନୁବାଦ କରନ୍ତି ଏବଂ **ଏଥିରେ** ଅଭିବ୍ୟକ୍ତି ଉଲ୍ଲେଖ ନ କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି: ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି” କିମ୍ବା “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, କାରଣ ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି ।”
1JN 4 13 dge3 ὅτι ... ἐκ τοῦ Πνεύματος αὐτοῦ δέδωκεν ἡμῖν 1 because he has given us some of his Spirit **ର** ଶବ୍ଦର ଅର୍ଥ “କେତେକ” ଅଟେ। ଈଶ୍ଵର କେବଳ ତାହାଙ୍କ କେତେକ ଆତ୍ମାକୁ ସମସ୍ତ  ବିଶ୍ଵାସୀମାନଙ୍କ  ସମ୍ପ୍ରଦାୟକୁ ଦେଇଛନ୍ତି ବୋଲି ଯୋହନ କହନ୍ତି ନାହିଁ। ବରଂ, ଯୋହନ କହନ୍ତି  ଯେ ତାହାଙ୍କ ଆତ୍ମା ଦ୍ଵାରା, ଈଶ୍ଵର  ସମସ୍ତ ସମ୍ପ୍ରଦାୟରେ ସମ୍ପୁର୍ଣ୍ଣ ଭାବରେ ଉପସ୍ଥିତ, ଏବଂ ପ୍ରତ୍ୟେକ ବିଶ୍ଵାସୀ  ନିଜ ଜୀବନରେ ଆତ୍ମାଙ୍କ ଉପସ୍ଥିତି ଦ୍ୱାରା ଈଶ୍ଵରଙ୍କ ସେହି ପୂର୍ଣ୍ଣ ଉପସ୍ଥିତିକୁ ଅନୁଭବ କରନ୍ତି । ଆପଣଙ୍କ  ଅନୁବାଦରେ ଏହା ମଧ୍ୟ ସ୍ପଷ୍ଟ ଯେ ଈଶ୍ଵରଙ୍କ ତାହାଙ୍କ ଆତ୍ମାଠାରୁ କମ୍ ହୁଏ ନ ଅହିଁ ଯେହେତୁ ଆମ୍ଭମାନଙ୍କ ପ୍ରତ୍ୟେକଙ୍କର କେତେକ ଅଛି । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ତାହାଙ୍କ ଆତ୍ମା ପଠାଇଲେ”
1JN 4 14 w6mz 0 Also, we have seen and have borne witness that the Father has sent the Son to be the Savior of the world ଏହି ପଦରେ, ଯୋହନ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି , ତେଣୁ ସର୍ବନାମ  **ଆମ୍ଭେମାନେ**  ବହିର୍ଭୂତ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ଏହା ଦେଖିଅଛୁ ଏବଂ ଏହାର ସାକ୍ଷୀ ମଧ୍ୟ ଦେଇଅଛୁ” ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 14 m7cb guidelines-sonofgodprinciples 0 Father ... Son ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 4 15 nvb1 ὃς ... ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 Whoever confesses that Jesus is the Son of God ଯେ କେହି ଯୀଶୁଙ୍କ ବିଷୟରେ ସତ୍ୟ କଥା କୁହନ୍ତି, ଯେ ସେ ଈଶ୍ବରଙ୍କ ପୁତ୍ର ଅଟନ୍ତି
1JN 4 15 b6td guidelines-sonofgodprinciples Υἱὸς τοῦ Θεοῦ 1 Son of God ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 4 15 l3ft figs-metaphor τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ 1 God remains in him and he in God ଯେକୌଣସି ବ୍ୟକ୍ତି ସହିତ ଲାଗି ରହିବା ଅର୍ଥ ତାହାଙ୍କ ସହିତ ସହଭାଗିତାରେ ରହିବା । ଦେଖ “ଈଶ୍ବରଙ୍କ ସହିତ ରହିବା” [୧ଯୋହନ୨:୬] (..//୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ସହିତ ସହଭାଗିତାରେ ରହିବେ” କିମ୍ବା “ଈଶ୍ବର ତାହାଙ୍କ ସହିତ ସଂଯୁକ୍ତ ହୁଅନ୍ତି ଏବଂ ସେ ଈଶ୍ବରଙ୍କ ସହିତ ସଂଯୁକ୍ତ ହୁଅନ୍ତି” (ଦେଖ: [[rc://en/ta/man/translate/figs-metaphor]])
1JN 4 15 a7rx καὶ αὐτὸς ἐν τῷ Θεῷ 1 and he in God “ଲାଗି ରହିବା” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝା ପଡୁଛି । ଅନ୍ୟ ଏକ ଅନୁବାଦରେ: “ଏବଂ ସେ ଈଶ୍ବରଙ୍କଠାରେ ରୁହନ୍ତି” (ଦେଖ: ଶବ୍ଦର ବିଲୋପ)
1JN 4 16 t5am figs-metaphor ὁ Θεὸς ... ἀγάπη ἐστίν 1 God is love ଏହା ଏକ ରୂପକ ଅଟେ ଯାହାର ଅର୍ଥ “ଈଶ୍ବରଙ୍କ ସ୍ବଭାବ ପ୍ରେମ ଅଟେ ।” ଦେଖ ଏହାକୁ [୧ ଯୋହନ ୪:୮] (../୦୪/୦୮.md)ରେ ତୁମେ କିପରି ଅନୁବାଦ କରିଅଛ. (ଦେଖ: [[rc://en/ta/man/translate/figs-metaphor]])
1JN 4 16 dyr6 ὁ ... μένων ἐν τῇ ἀγάπῃ 1 the one who remains in this love ଯେଉଁମାନେ ଅନ୍ୟମାନଙ୍କୁ ପ୍ରେମ କରନ୍ତି
1JN 4 14 m7cb guidelines-sonofgodprinciples 0 Father ... Son ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  ଯାହାକି ଈଶ୍ଵର  ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର… ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 4 15 nvb1 ὃς ... ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 Whoever confesses that Jesus is the Son of God ଏହି ଅଭିବ୍ୟକ୍ତିର ଅର୍ଥ 2:23 ରେ “ଯିଏ ପୁତ୍ରଙ୍କୁ ସ୍ୱୀକାର କରେ” ଅଭିବ୍ୟକ୍ତି ସହିତ ସମାନ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରକୃତରେ ବିଶ୍ଵାସ  କରନ୍ତି ଏବଂ ସର୍ବସାଧାରଣରେ ସ୍ୱୀକାର କରନ୍ତି ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ଖ୍ରୀଷ୍ଟ ଅଟନ୍ତି” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 4 15 b6td guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 4 15 l3ft figs-metaphor τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ 1 God remains in him and he in God 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ   ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି, ଏବଂ ସେ ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 15 a7rx καὶ αὐτὸς ἐν τῷ Θεῷ 1 and he in God **ଏବଂ ସେ ଈଶ୍ଵର ଙ୍କଠାରେ** ଅଭିବ୍ୟକ୍ତିରେ, ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ। ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ତାହାଙ୍କଠାରେ ବାସ କରନ୍ତି ଏବଂ ସେ ଈଶ୍ଵରଙ୍କଠାରେ ବାସକରେ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 4 16 t5am figs-metaphor ὁ Θεὸς ... ἀγάπη ἐστίν 1 God is love ଏହା ଏକ ରୂପକ ଅଟେ ଯାହା ଈଶ୍ଵର  ଆପଣା  ଚରିତ୍ରରେ କିପରି ଅଟନ୍ତି ତାହା ବର୍ଣ୍ଣନା କରେ । [4:8](https://create.translationcore.com/04/08.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମମୟ ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 16 dyr6 ὁ ... μένων ἐν τῇ ἀγάπῃ 1 the one who remains in this love 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । [2:24](https://create.translationcore.com/02/24.md) ପରି, ଏଠାରେ  ଶବ୍ଦଟି ଆଚରଣର ବଜାୟ ରଖିବାକୁ ସୂଚାଏ । ବିକଳ୍ପ ଅନୁବାଦ: “ଯିଏ ଅନ୍ୟମାନଙ୍କୁ ନିରନ୍ତର ପ୍ରେମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 16 fz29 figs-metaphor ἐν ... τῷ Θεῷ μένει, καὶ ὁ Θεὸς ἐν αὐτῷ μένει 1 remains in God, and God remains in him ଯେକୌଣସି ବ୍ୟକ୍ତି ସହିତ ଲାଗି ରହିବା ଅର୍ଥ ତାହାଙ୍କ ସହିତ ସହଭାଗିତାରେ ରହିବା. ଦେଖ “ଈଶ୍ବରଙ୍କ ସହିତ ରହିବା” [୧ଯୋହନ୨:୬] (..//୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହିତ ସହଭାଗିତାରେ ରହିବା” କିମ୍ବା “ଈଶ୍ବରଙ୍କ ସହିତ ସଂଯୁକ୍ତ ହେବା, ଏବଂ ଈଶ୍ବର ତାହାଙ୍କ ସହିତ ସଂଯୁକ୍ତ ହୁଅନ୍ତି” (ଦେଖ: [[rc://en/ta/man/translate/figs-metaphor]])
1JN 4 17 ypv4 figs-activepassive ἐν τούτῳ τετελείωται ἡ ἀγάπη μεθ’ ἡμῶν, ἵνα παρρησίαν ἔχωμεν 1 Because of this, this love has been made perfect among us, so that we will have confidence ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ସାମ୍ଭାବ୍ୟ ଅର୍ଥ ଗୁଡିକ ୧) “ଏହାର କାରଣରୁ” [୧ ଯୋହନ ୪:୧୬] (../୦୪/୧୬.md)ର ପୂର୍ବ ପଦକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କାରଣ ଯେକେହି ଈଶ୍ବରଙ୍କଠାରେ ପ୍ରେମରେ ରହେ ଏବଂ ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ରହେ, ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ସମ୍ପୁର୍ଣ୍ଣ କରିଛନ୍ତି” କିମ୍ବା ) “ଏହାର କାରଣରୁ” “ଆମ୍ଭମାନଙ୍କ ବିଶ୍ବାସ ରହିଛି”କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତ ଅଟୁ ଯେ ଈଶ୍ବର ସେହି ଦିନ ଆମ୍ଭମାନଙ୍କୁ ସ୍ବୀକାର କରିବେ ଯେଉଁ ଦିନ ସେ ସମସ୍ତଙ୍କର ବିଚାର କରିବେ, ତେଣୁ ଆମ୍ଭେମାନେ ଜାଣୁ ଯେ ସେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର ପ୍ରେମ ପୂର୍ଣ୍ଣ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1JN 4 17 m76g figs-activepassive ἐν τούτῳ τετελείωται ἡ ἀγάπη μεθ’ ἡμῶν 1 this love has been made perfect among us ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ପ୍ରେମକୁ ସମ୍ପୁର୍ଣ୍ଣ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])

Can't render this file because it contains an unexpected character in line 2 and column 3772.