Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 09:55:39 +00:00
parent e7aa543192
commit 966ee9bf6c
1 changed files with 25 additions and 25 deletions

View File

@ -199,31 +199,31 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 4 avj3 νενικήκατε αὐτούς 1 have overcome them [2:13](https://create.translationcore.com/02/13.md) ଏବଂ [2:14](https://create.translationcore.com/02/14.md) ପରି, ଯୋହନ ଆଳଙ୍କାରିକ ଭାବରେ **ଜୟ** ଶବ୍ଦକୁ ବ୍ୟବହାର କରନ୍ତି  । ସେ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବିଶ୍ୱାସ କରିବାକୁ ଅଗ୍ରାହ୍ୟ କରିବାକୁ କହନ୍ତି ଯେପରି ବିଶ୍ଵାସୀମାନେ ଏହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହି ଭଣ୍ଡ ଶିକ୍ଷକମାନଙ୍କୁ ବିଶ୍ୱାସ କରିବାକୁ ଅଗ୍ରାହ୍ୟ କରିଅଛ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 4 j5ve ἐστὶν ὁ ἐν ὑμῖν 1 the one who is in you is [3:24](https://create.translationcore.com/03/24.md) ରେ, ଯୋହନ ଆଳଙ୍କାରିକ ଭାବରେ ଈଶ୍ଵର ବିଶ୍ଵାସୀମାନଙ୍କ ଭିତରେ ରହିପାରନ୍ତି ବୋଲି କହନ୍ତି   । ବିକଳ୍ପ ଅନୁବାଦ: “ଈଶ୍ଵର , ଯାହାଙ୍କ ସହ ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି,” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 4 tp4q figs-metonymy ὁ ἐν ... τῷ κόσμῳ 1 the one who is in the world ଯୋହନ ପୂର୍ବ ପଦରେ କହନ୍ତି ଯେ ଭଣ୍ଡଖ୍ରୀଷ୍ଟର ଆତ୍ମା “ଜଗତରେରେ ଅଛି” ଅର୍ଥାତ୍ “ଏହି ପୃଥିବୀରେ” କିମ୍ବା “ଲୋକମାନଙ୍କ ମଧ୍ୟରେ ଉପସ୍ଥିତ ହୋଇଅଛି”। ସେହି ଦୃଷ୍ଟିରୁ, **ଜଗତରେ ଯେ ଅଛି** ବାକ୍ୟାଂଶଟି ସେହି ଆତ୍ମାକୁ ଆଳଙ୍କାରିକ ଭାବରେ ସେହି ଜଗତରେ ଅଛି ବୋଲି ସୂଚାଏ  । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଆତ୍ମା” ( [[rc://en /ta/man/translate/figs-metonymy]]ଦେଖନ୍ତୁ)
1JN 4 5 y2z8 figs-metonymy αὐτοὶ ἐκ τοῦ κόσμου εἰσίν 1 They are from the world ଏହି “ଠାରୁ” ଶବ୍ଦ “ସେମାନଙ୍କର ଶକ୍ତି ଏବଂ ଅଧିକାରକୁ ଗ୍ରହଣ କରିବା” ନିମନ୍ତେ ଏକ ରୁପକ ଅଟେ । “ଜଗତରେ ଯେ ଅଛି,” ଶୟତାନ ନିମନ୍ତେ “ଜାଗତିକ” ଶବ୍ଦ ଏକ ରୂପକ ଅଟେ । ଯଦିୟ ଏହା ମଧ୍ୟ ପାପୀ ଲୋକମାନଙ୍କ ନିମନ୍ତେ ଏକ ସୁଚକ ଅଟେ ଯେଉଁମାନେ ଆନନ୍ଦରେ ତାହାଙ୍କ କଥା ଶୁଣନ୍ତି ଏବଂ ମଧ୍ୟ ସେମାନଙ୍କ ଅଧିକାରର ବଶବର୍ତ୍ତୀ ହୁଅନ୍ତି । (ଦେଖ: [[rc://en/ta/man/translate/figs-metonymy]])
1JN 4 5 jy2h figs-metonymy 0 therefore what they say is from the world "ଏଠାରେ ଜଗତ “ଯେଉଁମାନେ ଜଗତରେ ଅଛନ୍ତି,” ଶୟତାନ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ, ଯଦିୟ ଏହା ମଧ୍ୟ ପାପୀ ଲୋକମାନଙ୍କ ନିମନ୍ତେ ଲକ୍ଷଣ ରୁପକ ଅଟେ ଯେଉଁମାନେ ଆନନ୍ଦରେ ତାହାଙ୍କ କଥା ଶୁଣନ୍ତି ଏବଂ ସେମାନଙ୍କ ଅଧିକାରର ବଶବର୍ତ୍ତୀ ହୁଅନ୍ତି । ଅନ୍ୟ ଏକ ଅନୁବାଦରେ: “ସେଥିନିମନ୍ତେ ସେମାନେ ଶିକ୍ଷା ଦିଅନ୍ତି ଯାହା ସେମାନେ ପାପୀ ଲୋକମାନଙ୍କଠାରୁ ଶିକ୍ଷାପ୍ରାପ୍ତ କରିଛନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 4 5 em2t figs-metonymy καὶ ὁ κόσμος αὐτῶν ἀκούει 1 and the world listens to them “ଜଗତ” ଶବ୍ଦ ଲୋକମାନଙ୍କ ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ ଯେଉଁମାନେ ଈଶ୍ବରଙ୍କ ଅଜ୍ଞା ପାଳନ କରନ୍ତି ନାହିଁ । ଅନ୍ୟ ଏକ ଅନୁବାଦରେ: “ତେଣୁ ଯେଉଁ ଲୋକମାନେ ଈଶ୍ବରଙ୍କ ଅଜ୍ଞା ପାଳନ କରନ୍ତି ନାହିଁ ସେମାନେ ସେମାନଙ୍କ କଥା ଶୁଣନ୍ତି” (ଦେଖ: [[rc://en/ta/man/translate/figs-metonymy]])
1JN 4 7 qp8k 0 General Information: ଯୋହନ କ୍ରମାଗତଭାବେ ନୁତନ ସ୍ବଭାବ ବିଷୟରେ ଶିକ୍ଷା ଦିଅନ୍ତି । ସେ ତାହାଙ୍କର ପାଠକମାନଙ୍କୁ ଈଶ୍ବରଙ୍କ ପ୍ରେମ ଏବଂ ପରସ୍ପରକୁ ପ୍ରେମ କରିବା ବିଷୟରେ ଶିକ୍ଷା ଦିଅନ୍ତି ।
1JN 4 7 fpl5 ἀγαπητοί, ἀγαπῶμεν 1 Beloved, let us love ତୁମେ ସେହି ଲୋକମାନେ ଯାହାକୁ ମୁଁ ପ୍ରେମ କରେ, ଆସ ଆମେମାନେ ପ୍ରେମ କରୁ କିମ୍ବା “ପ୍ରିୟ ବନ୍ଧୁଗଣ, ଆମେମାନେ ପ୍ରେମ କରୁ ।” ଦେଖ “ପ୍ରିୟ” ଶବ୍ଦକୁ [୧ ଯୋହନ :୭] (..//୦୭.md)ରେ ତୁମେ କିପରି ଅନୁବାଦ କରିଅଛ ।
1JN 4 7 va6p ἀγαπῶμεν ἀλλήλους 1 let us love one another ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି"
1JN 4 7 zvt9 καὶ πᾶς ὁ ἀγαπῶν, ἐκ τοῦ Θεοῦ γεγέννηται, καὶ γινώσκει τὸν Θεόν 1 and everyone who loves is born from God and knows God ଏବଂ କାରଣ ଯେଉଁମାନେ ସହ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ବରଙ୍କ ସନ୍ତାନ ହୋଇଛନ୍ତି ଏବଂ ତାହାଙ୍କୁ ଜାଣନ୍ତି
1JN 4 7 c6w6 ὅτι ἡ ἀγάπη ἐκ τοῦ Θεοῦ ἐστιν 1 for love is from God କାରଣ ଈଶ୍ବର ଆମ୍ଭମାନଙ୍କୁ ପରସ୍ପରକୁ ପ୍ରେମ କରିବାର କାରଣ ଅଟନ୍ତି
1JN 4 7 ec73 figs-metaphor ἐκ τοῦ Θεοῦ ... γεγέννηται 1 born from God ଏହା ଏକ ରୂପକ ଅଟେ ଯାହାର ଅର୍ଥ ଯେ କେହି ଈଶ୍ବରଙ୍କ ସହିତ ସମ୍ପର୍କ ରଖିଅଛି ଯେପରି ଜଣେ ସନ୍ତାନ ତାହାର ପିତାଙ୍କ ସହିତ ସମ୍ପର୍କ ରଖେ । (ଦେଖ: [[rc://en/ta/man/translate/figs-metaphor]])
1JN 4 8 kti1 figs-metaphor ὁ μὴ ἀγαπῶν, οὐκ ἔγνω τὸν Θεόν, ὅτι ὁ Θεὸς ἀγάπη ἐστίν 1 The person who does not love does not know God, for God is love ବାକ୍ୟାଂଶ “ଈଶ୍ବର ପ୍ରେମ ଅଟନ୍ତି” ଏକ ରୂପକ ଅଟେ ଯାହାର ଅର୍ଥ “ଈଶ୍ବରଙ୍କ ସ୍ବଭାବ ପ୍ରେମ ଅଟେ ।” ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସେମାନଙ୍କ ସହ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି ନାହିଁ ସେମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ କାରଣ ଈଶ୍ବରଙ୍କ ସ୍ବଭାବ ଲୋକମାନଙ୍କୁ ପ୍ରେମ କରିବା” (ଦେଖ: [[rc://en/ta/man/translate/figs-metaphor]])
1JN 4 9 i2b5 0 Because of this ... among us, that God has sent his only Son ଏହି କାରଣରୁ ... ଆମ୍ଭମାନଙ୍କ ମଧ୍ୟରେ: ଈଶ୍ବର ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ପ୍ରେରଣ କଲେ । ଏହି ବାକ୍ୟାଂଶ “ଏହି କାରଣରୁ” ଅନ୍ୟ ଏକ ବାକ୍ୟାଂଶ “ଈଶ୍ବର ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ପ୍ରେରଣ କଲେ” ଅର୍ଥକୁ ଉଲ୍ଲେଖ କରେ ।
1JN 4 9 y4m8 figs-abstractnouns ἐφανερώθη ἡ ἀγάπη τοῦ Θεοῦ ἐν ἡμῖν 1 the love of God was revealed among us “ପ୍ରେମ” ବିଶେଷ୍ୟକୁ ଏକ କ୍ରିୟା ରୂପରେ ଅନୁବାଦ କରାଯାଇପାରିବ । ଏହି ବାକ୍ୟାଂଶ ସକ୍ରିୟ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରକାଶ କଲେ ଯେ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: [[rc://en/ta/man/translate/figs-abstractnouns]] ଏବଂ [[rc://en/ta/man/translate/figs-activepassive]])
1JN 4 9 wxf8 ἵνα ζήσωμεν δι’ αὐτοῦ 1 so that we would live because of him ଯୀଶୁ ଯାହା କରି ଅଛନ୍ତି ସେହି କାରଣରୁ ଆମ୍ଭମାନଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ କରିବା ନିମନ୍ତେ ସକ୍ଷମ ଅଟନ୍ତି
1JN 4 10 v1zv ἐν τούτῳ ἐστὶν ἡ ἀγάπη 1 In this is love ଈଶ୍ବର ଆମ୍ଭମାନଙ୍କୁ ପ୍ରକୃତ ପ୍ରେମ କ’ଣ ଅଟେ ଦେଖାଇଲେ
1JN 4 10 b39j figs-abstractnouns 0 he sent his Son to be the propitiation for our sins ଏଠାରେ “ପ୍ରୟଶ୍ଚିତ” ଶଦ୍ଦ ପାପ ବିରୁଦ୍ଧରେ ଈଶ୍ବରଙ୍କ କ୍ରୋଧ ସନ୍ତୁଷ୍ଟ କରିବା ନିମନ୍ତେ କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁକୁ ଦର୍ଶାଏ । ଏହି ଶଦ୍ଦ ଏକ କ୍ରିୟା ରୁପକ ଶଦ୍ଦ ସହିତ ଅନୁବାଦ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “ସେ ତାହାଙ୍କ ପୁତ୍ରଙ୍କୁ ଉତ୍ସର୍ଗ କରିବା ନିମନ୍ତେ ପ୍ରେରଣ କଲେ ଯାହା ଆମ୍ଭମାନଙ୍କ ପାପ ସକାଶେ ତାହାଙ୍କ କ୍ରୋଧକୁ ସନ୍ତୁଷ୍ଟ କରିଅଛି” (ଦେଖ: [[rc://en/ta/man/translate/figs-abstractnouns]])
1JN 4 11 i4tf ἀγαπητοί, εἰ 1 Beloved, if "ତୁମ୍ଭେମାନେ ସେହି ଲୋକ ଯାହାକୁ ମୁଁ ପ୍ରେମ କରେ, ଯଦି କିମ୍ବା “ପ୍ରିୟ ବନ୍ଧୁଗଣ, ଯଦି” ଦେଖ [୧ ଯୋହନ :୭] (..//୦୭.md)ରେ ତୁମେମାନେ ଏହା କିପରି ଅନୁବାଦ କରିଅଛ ।
1JN 4 11 g4gu εἰ οὕτως ὁ Θεὸς ἠγάπησεν ἡμᾶς 1 if God so loved us ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ଏହି ପ୍ରକାରରେ ପ୍ରେମ କଲେ"
1JN 4 11 llp5 καὶ ἡμεῖς ὀφείλομεν ἀλλήλους ἀγαπᾶν 1 we also should love one another ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ପ୍ରେମ କରିବା ଉଚିତ୍
1JN 4 12 sh9q figs-metaphor ὁ Θεὸς ἐν ἡμῖν μένει 1 God remains in us ଯେକୌଣସି ବ୍ୟକ୍ତି ସହିତ ରହିବାର ଅର୍ଥ ତାହାଙ୍କ ସହଭାଗିତାରେ ଲାଗି ରହିବା । ଦେଖ “ଈଶ୍ବରଙ୍କ ସହିତ ରହିବା” [୧ ଯୋହନ :୬] (..//୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ସହିତ ସହଭାଗିତାରେ ରହିବେ” କିମ୍ବା “ଈଶ୍ବର ଆମ୍ଭମାନଙ୍କ ସହିତ ମିଳିତ ହୋଇ ରହିବେ” (ଦେଖ: [[rc://en/ta/man/translate/figs-metaphor]])
1JN 4 12 vt14 ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν 1 his love is perfected in us ଈଶ୍ବରଙ୍କ ପ୍ରେମ ଆମ୍ଭମାନଙ୍କ ଠାରେ ସଫଳ ହୋଇଅଛି
1JN 4 13 yv6s figs-metaphor ἐν ... αὐτῷ μένομεν, καὶ αὐτὸς ἐν ἡμῖν 1 we remain in him and he in us ଯେକୌଣସି ବ୍ୟକ୍ତିଙ୍କ ସହିତ ଲାଗି ରହିବାର ଅର୍ଥ ତାହାଙ୍କ ସହିତ ସହଭାଗିତାରେ ରହିବା । ଦେଖ[୧ଯୋହନ୨:୬] (..//୦୬.md)ରେ “ଈଶ୍ବରଙ୍କଠାରେ ରହିବା”କୁ ତୁମେମାନେ କିପରି ଅନୁବାଦ କରିଅଛ. ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ସହିତ ସହଭାଗିତାରେ ରହିବେ” ଏବଂ “ଈଶ୍ବର ଆମ୍ଭମାନଙ୍କ ସହିତ ମିଳିତ ହୋଇ ରହିବେ” (ଦେଖ: [[rc://en/ta/man/translate/figs-metaphor]])
1JN 4 13 m69h figs-ellipsis καὶ αὐτὸς ἐν ἡμῖν 1 and he in us “ଲାଗି ରହିବା” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝା ପଡୁଛି । ଅନ୍ୟ ଏକ ଅନୁବାଦରେ: “ଏବଂ ସେ ଆମ୍ଭମାନଙ୍କ ସହିତ ରହିବେ” (ଦେଖ: [[rc://en/ta/man/translate/figs-ellipsis]])
1JN 4 13 gj7p 0 By this we know ... us, because he has given ତୁମ୍ଭମାନଙ୍କ ଅନୁବାଦ ସ୍ପଷ୍ଟ ହୋଇପାରିବ ଯଦି ତୁମେ “ଏହା ଦ୍ବାରା” କିମ୍ବା “କାରଣ” ଶଦ୍ଦକୁ ଦୂର କରିବ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜାଣୁ .... ଆମ୍ଭମାନଙ୍କ ସକାଶେ ସେ ଦେଲେ” କିମ୍ବା “ଏହା ଦ୍ବାରା ଆମ୍ଭେମାନେ ଜାଣୁ ... ଆମ୍ଭମାନଙ୍କ ସକାଶେ ସେ ଦେଲେ
1JN 4 13 dge3 ὅτι ... ἐκ τοῦ Πνεύματος αὐτοῦ δέδωκεν ἡμῖν 1 because he has given us some of his Spirit "କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମା ଦେଇଛନ୍ତି କିମ୍ବା “କାରଣ ସେ ଆପଣା ପବିତ୍ର ଆତ୍ମା ଆମ୍ଭମାନଙ୍କଠାରେ ସ୍ଥାପନ କରିଛନ୍ତି ।” ଏହି ବାକ୍ୟାଂଶ, ଯାହା ହେଉ, ଆକ୍ଷେପ କରେ ନାହିଁ ଯାହା ଈଶ୍ବରଙ୍କ ଆମ୍ଭମାନଙ୍କୁ କିଛି ଦେବା ପରେ ତାହାଙ୍କ ଆତ୍ମା କ୍ଷିଣ ହୋଇଛି ।
1JN 4 14 w6mz 0 Also, we have seen and have borne witness that the Father has sent the Son to be the Savior of the world ଏବଂ ଆମ୍ଭେ ପ୍ରେରିତମାନେ ଈଶ୍ବରଙ୍କ ପୁତ୍ରଙ୍କୁ ଦେଖିଅଛୁ ଏବଂ ସମସ୍ତକୁ କୁହୁଅଛୁ ଯେ ପିତା ଈଶ୍ବର ଏହି ଜଗତରେ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆପଣା ପୁତ୍ରଙ୍କୁ ପ୍ରେରଣ କରିଛନ୍ତି"
1JN 4 5 y2z8 figs-metonymy αὐτοὶ ἐκ τοῦ κόσμου εἰσίν 1 They are from the world ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦକୁ  ବ୍ୟବହାର କରନ୍ତି । ଏଠାରେ ଏହି ପ୍ରଥମ ଦୁଇଟି ଉଦାହରଣରେ, ଏହା ଆଳଙ୍କାରିକ ଭାବରେ ଏକ ବ୍ୟବସ୍ଥାକୁ ଦର୍ଶାଏ ଯାହା  ଈଶ୍ଵରଙ୍କୁ ଜାଣି ନଥିବା ଲୋକେ ଦେଇଛନ୍ତି । ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଈଶ୍ଵରଙ୍କୁ ସମ୍ମାନ ଦେଉନଥିବା ଲୋକମାନଙ୍କର ଅଧାର୍ମିକ ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହୁଅନ୍ତି । ଫଳସ୍ୱରୂପ, ସେମାନେ ସେହି ବ୍ୟବସ୍ଥାର କଥା କହନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 5 jy2h figs-metonymy 0 therefore what they say is from the world
1JN 4 5 em2t figs-metonymy καὶ ὁ κόσμος αὐτῶν ἀκούει 1 and the world listens to them ଏଠାରେ, **ଜଗତ** ଶବ୍ଦ ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ , ଏବଂ ବିଶେଷ ଭାବରେ ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ କିମ୍ବା ମାନନ୍ତି ନାହିଁ ସେମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନେ ସେମାନଙ୍କ କଥା ଶୁଣନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 7 qp8k 0 General Information:
1JN 4 7 fpl5 ἀγαπητοί, ἀγαπῶμεν 1 Beloved, let us love [2:7](https://create.translationcore.com/02/07.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେଉଁମାନଙ୍କୁ ମୁଁ ପ୍ରେମ କରେ ” କିମ୍ବା “ପ୍ରିୟ ବନ୍ଧୁଗଣ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 4 7 va6p ἀγαπῶμεν ἀλλήλους 1 let us love one another
1JN 4 7 zvt9 καὶ πᾶς ὁ ἀγαπῶν, ἐκ τοῦ Θεοῦ γεγέννηται, καὶ γινώσκει τὸν Θεόν 1 and everyone who loves is born from God and knows God [2:29](https://create.translationcore.com/02/29.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ପିତା ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 4 7 c6w6 ὅτι ἡ ἀγάπη ἐκ τοῦ Θεοῦ ἐστιν 1 for love is from God **ଈଶ୍ଵରଙ୍କଠାରୁ** ଅଭିବ୍ୟକ୍ତିର ଅର୍ଥ [4:1-3](https://create.translationcore.com/04/01.md) ର ଅର୍ଥ ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରିବାକୁ ଆମ୍ଭମାନଙ୍କୁ ପ୍ରେରଣା ଦିଅନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 7 ec73 figs-metaphor ἐκ τοῦ Θεοῦ ... γεγέννηται 1 born from God [2:29](https://create.translationcore.com/02/29.md) ରେ ଆପଣ ଏହି ରୂପକକୁ କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମ କରୁଥିବା ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 8 kti1 figs-metaphor ὁ μὴ ἀγαπῶν, οὐκ ἔγνω τὸν Θεόν, ὅτι ὁ Θεὸς ἀγάπη ἐστίν 1 The person who does not love does not know God, for God is love ଈଶ୍ଵର ଆପଣା ଚରିତ୍ରରେ କିପରି ଅଟନ୍ତି ତାହା ତାହା ବର୍ଣ୍ଣନା କରିବାକୁ ଏହା ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମମୟ ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 9 i2b5 0 Because of this ... among us, that God has sent his only Son **ଏଥିରେ** ବାକ୍ୟାଂଶ ଅର୍ଥ “ଏଥିରେ ଆମ୍ଭେମାନେ  ଜାଣୁ” ରୀତିସମ୍ମତ ଅଭିବ୍ୟକ୍ତି ସହିତ ସମାନ ଅଟେ  ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 9 y4m8 figs-abstractnouns ἐφανερώθη ἡ ἀγάπη τοῦ Θεοῦ ἐν ἡμῖν 1 the love of God was revealed among us ଏଠାରେ, **ଈଶ୍ଵରଙ୍କ ପ୍ରେମ,** ଈଶ୍ଵରଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପାଇଁ ଈଶ୍ଵରଙ୍କ ପ୍ରେମ” ( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 4 9 wxf8 ἵνα ζήσωμεν δι’ αὐτοῦ 1 so that we would live because of him ଯେହେତୁ ଯୀଶୁ ଆସିବା ପୂର୍ବରୁ ଲୋକମାନେ ପ୍ରକୃତରେ ଜୀବନ୍ତ ଥିଲେ, ଯୋହନ ଏହାକୁ ଏକ ଆଳଙ୍କାରିକ ଅର୍ଥରେ କହନ୍ତି । ସେ ହୁଏତ  [3:15](https://create.translationcore.com/03/15.md) ରେ ଯାହାକୁ “ଅନନ୍ତ ଜୀବନ” ବୋଲି କହନ୍ତି ତାହାକୁ ଦର୍ଶାନ୍ତି । ଯେଉଁଥିରେ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବା ଏବଂ ଏକ ନୂତନ ଭାବରେ ବଞ୍ଚିବା ପାଇଁ ଏହି ଜୀବନରେ ଈଶ୍ଵରଙ୍କଠାରୁ ଶକ୍ତି ଗ୍ରହଣ କରିବାକୁ ଅନ୍ତର୍ଭୁକ୍ତ ଅଟେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତାହାଙ୍କ ମାଧ୍ୟମରେ ଆମ୍ଭେମାନେ ଏହି ଜୀବନରେ ନୂତନ ଲୋକ ଭାବରେ ବାସ କରିବାକୁ ଏବଂ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବାକୁ ଈଶ୍ଵରଙ୍କଠାରୁ ଶକ୍ତି ପାଇପାରିବା । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 10 v1zv ἐν τούτῳ ἐστὶν ἡ ἀγάπη 1 In this is love **ଏଥିରେ** ବାକ୍ୟାଂଶ ଅର୍ଥ “ଏଥିରେ ଆମ୍ଭେମାନେ  ଜାଣୁ” ରୀତିସମ୍ମତ ଅଭିବ୍ୟକ୍ତି ସହିତ ସମାନ ଅଟେ  ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ପ୍ରକୃତ ପ୍ରେମ ଅନୁଭବ କରିଅଛୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 10 b39j figs-abstractnouns 0 he sent his Son to be the propitiation for our sins ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ  ଏକ ସମାନ ଅଭିବ୍ୟକ୍ତି ସହିତ ଭାବ ବାଚକ ବିଶେଷ୍ୟ **ପ୍ରାୟଶ୍ଚିତ୍ତ** ପଛରେ ଥିବା ଧାରଣାର ଅର୍ଥ ପ୍ରକାଶ କରିପାରିବେ । [2:2](https://create.translationcore.com/02/02.md) ରେ ଆପଣ କିପରି ଏହି ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆପଣା ପୁତ୍ରଙ୍କୁ ପ୍ରାୟଶ୍ଚିତ୍ତ ସ୍ୱରୂପ ପଠାଇଲେ ଯାହା ଆମ୍ଭମାନଙ୍କର ପାପ ହେତୁ ତାହାଙ୍କୁ ଆଉ କ୍ରୋଧିତ କଲା ନାହିଁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 11 i4tf ἀγαπητοί, εἰ 1 Beloved, if [2:7](https://create.translationcore.com/02/07.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେଉଁମାନଙ୍କୁ ମୁଁ ପ୍ରେମ କରେ ” କିମ୍ବା “ପ୍ରିୟ ବନ୍ଧୁଗଣ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 4 11 g4gu εἰ οὕτως ὁ Θεὸς ἠγάπησεν ἡμᾶς 1 if God so loved us ଏହା ଏକ ଉପକଳ୍ପିତ ସମ୍ଭାବନା ବୋଲି ଯୋହନ କହନ୍ତି କିନ୍ତୁ ତାହାଙ୍କ ଅର୍ଥରେ ଏହା ପ୍ରକୃତରେ ସତ୍ୟ ଅଟେ । ଯଦି ଆପଣଙ୍କ  ଭାଷା ଯାହା  ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ଅଟେ ତାହାକୁ ପ୍ରକାଶ କରେ ନାହିଁ, ଏବଂ ଯଦି ଆପଣଙ୍କ ପାଠକମାନେ ଯୋହନ କହୁଥିବା ବିଷୟକୁ ଭୁଲ ବୁଝିପାରନ୍ତି, ତେବେ ଆପଣ ତାହାଙ୍କ ଶବ୍ଦକୁ ଏକ ଦୃଢ଼ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ଵର ଆମ୍ଭମାନଙ୍କୁ ଏହିପରି ପ୍ରେମ କଲେ” ( [[rc://en/ta/man/translate/grammar-connect-condition-fact]]ଦେଖନ୍ତୁ)
1JN 4 11 llp5 καὶ ἡμεῖς ὀφείλομεν ἀλλήλους ἀγαπᾶν 1 we also should love one another
1JN 4 12 sh9q figs-metaphor ὁ Θεὸς ἐν ἡμῖν μένει 1 God remains in us 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 12 vt14 ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν 1 his love is perfected in us [2:5](https://create.translationcore.com/02/05.md) ରେ ଆପଣ କିପରି ଏହି ଅଭିବ୍ୟକ୍ତି ଅନୁବାଦ କଲେ ଦେଖନ୍ତୁ । ଏଠାରେ , ଏହା ସ୍ପଷ୍ଟ ଯେ ଯୋହନ ଈଶ୍ଵରଙ୍କ ପ୍ରତି ଆମ୍ଭମାନଙ୍କର ପ୍ରେମ ପରିବର୍ତ୍ତେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ଥିବା ବିଷୟରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର  ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିଛି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 4 13 yv6s figs-metaphor ἐν ... αὐτῷ μένομεν, καὶ αὐτὸς ἐν ἡμῖν 1 we remain in him and he in us **ରହିବା** ଶବ୍ଦର ଆଲୋଚନା 1 ଯୋହନ ପରିଚୟର ଭାଗ 3 ରେ ଦେଖନ୍ତୁ । ଏଠାରେ , ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖୁ, ଏବଂ ଈଶ୍ଵର ଆମ୍ଭମାନଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 13 m69h figs-ellipsis καὶ αὐτὸς ἐν ἡμῖν 1 and he in us **ଏବଂ ସେ ଆମ୍ଭମାନଙ୍କର ମଧ୍ୟରେ** ଅଭିବ୍ୟକ୍ତିରେ ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତାହାଙ୍କଠାରେ ରହୁ ଏବଂ ସେ ଆମ୍ଭମାନଙ୍କଠାରେ ରହନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 4 13 gj7p 0 By this we know ... us, because he has given ଆପଣଙ୍କ  ଅନୁବାଦ ଅଧିକ ସ୍ପଷ୍ଟ ହୋଇପାରେ ଯଦି ଆପଣ  ସେହି ଶବ୍ଦକୁ ଅନୁବାଦ ନ କରନ୍ତି କିମ୍ବା ଯଦି ଆପଣ  ଏହାକୁ “କାରଣ” ଭାବରେ ଅନୁବାଦ କରନ୍ତି ଏବଂ **ଏଥିରେ** ଅଭିବ୍ୟକ୍ତି ଉଲ୍ଲେଖ ନ କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି: ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି” କିମ୍ବା “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, କାରଣ ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି ।
1JN 4 13 dge3 ὅτι ... ἐκ τοῦ Πνεύματος αὐτοῦ δέδωκεν ἡμῖν 1 because he has given us some of his Spirit **ର** ଶବ୍ଦର ଅର୍ଥ “କେତେକ” ଅଟେ। ଈଶ୍ଵର କେବଳ ତାହାଙ୍କ କେତେକ ଆତ୍ମାକୁ ସମସ୍ତ  ବିଶ୍ଵାସୀମାନଙ୍କ  ସମ୍ପ୍ରଦାୟକୁ ଦେଇଛନ୍ତି ବୋଲି ଯୋହନ କହନ୍ତି ନାହିଁ। ବରଂ, ଯୋହନ କହନ୍ତି  ଯେ ତାହାଙ୍କ ଆତ୍ମା ଦ୍ଵାରା, ଈଶ୍ଵର  ସମସ୍ତ ସମ୍ପ୍ରଦାୟରେ ସମ୍ପୁର୍ଣ୍ଣ ଭାବରେ ଉପସ୍ଥିତ, ଏବଂ ପ୍ରତ୍ୟେକ ବିଶ୍ଵାସୀ  ନିଜ ଜୀବନରେ ଆତ୍ମାଙ୍କ ଉପସ୍ଥିତି ଦ୍ୱାରା ଈଶ୍ଵରଙ୍କ ସେହି ପୂର୍ଣ୍ଣ ଉପସ୍ଥିତିକୁ ଅନୁଭବ କରନ୍ତି । ଆପଣଙ୍କ  ଅନୁବାଦରେ ଏହା ମଧ୍ୟ ସ୍ପଷ୍ଟ ଯେ ଈଶ୍ଵରଙ୍କ ତାହାଙ୍କ ଆତ୍ମାଠାରୁ କମ୍ ହୁଏ ନ ଅହିଁ ଯେହେତୁ ଆମ୍ଭମାନଙ୍କ ପ୍ରତ୍ୟେକଙ୍କର କେତେକ ଅଛି । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ତାହାଙ୍କ ଆତ୍ମା ପଠାଇଲେ”
1JN 4 14 w6mz 0 Also, we have seen and have borne witness that the Father has sent the Son to be the Savior of the world ଏହି ପଦରେ, ଯୋହନ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି , ତେଣୁ ସର୍ବନାମ  **ଆମ୍ଭେମାନେ**  ବହିର୍ଭୂତ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ଏହା ଦେଖିଅଛୁ ଏବଂ ଏହାର ସାକ୍ଷୀ ମଧ୍ୟ ଦେଇଅଛୁ” ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 14 m7cb guidelines-sonofgodprinciples 0 Father ... Son ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 4 15 nvb1 ὃς ... ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 Whoever confesses that Jesus is the Son of God ଯେ କେହି ଯୀଶୁଙ୍କ ବିଷୟରେ ସତ୍ୟ କଥା କୁହନ୍ତି, ଯେ ସେ ଈଶ୍ବରଙ୍କ ପୁତ୍ର ଅଟନ୍ତି
1JN 4 15 b6td guidelines-sonofgodprinciples Υἱὸς τοῦ Θεοῦ 1 Son of God ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://en/ta/man/translate/guidelines-sonofgodprinciples]])

Can't render this file because it contains an unexpected character in line 2 and column 3772.