Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 11:38:03 +00:00
parent 031453d0f0
commit 807194b604
1 changed files with 1 additions and 0 deletions

View File

@ -71,3 +71,4 @@ JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ
JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
JUD 1 1 zov5 figs-distinguish Ἰησοῦ Χριστοῦ δοῦλος, ἀδελφὸς δὲ Ἰακώβου 1 ଏହି ବାକ୍ୟାଂଶଗୁଡ଼ିକ ଯିହୂଦା ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଉଭୟ ଯୀଶୁ ଖ୍ରୀଷ୍ଟଙ୍କ **ଦାସ** ଏବଂ ଯାକୁବଙ୍କ
**ଭାଇ** ବୋଲି ବର୍ଣ୍ଣନା କରନ୍ତି । ଏହା ତାଙ୍କୁ ନୂତନ ନିୟମରେ ଯିହୂଦା ନାମକ ଅନ୍ୟ ଦୁଇ ଜଣଙ୍କଠାରୁ ପୃଥକ କରେ, ଯାହା ଇଂରାଜୀ ଅନୁବାଦ ସାଧାରଣତ ସେମାନଙ୍କ ନାମକୁ “ଯୁଦାସ” ଭାବରେ ଅନୁବାଦ କରି ଯିହୂଦାଠାରୁ ଭିନ୍ନ କରିଥାଏ । (ଦେଖନ୍ତୁ:
[[rc://en/ta/man/translate/figs-distinguish]])
JUD 1 1 p5yl figs-123person τοῖς…κλητοῖς 1 ଏହି ସଂସ୍କୃତିରେ, ନିଜର ନାମ ଉଲ୍ଲେଖ କରିବା ପରେ, ପତ୍ରର ଲେଖକମାନେ ଯାହାକୁ ପତ୍ର ଲେଖୁଛନ୍ତି, ସେହି ବ୍ୟକ୍ତିମାନଙ୍କୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମନେ ଯିଏ ଆହୂତ” (ଦେଖନ୍ତୁ: [[rc://en/ta/man/translate/figs-123person]])
JUD 1 1 din3 figs-explicit τοῖς…κλητοῖς 1 ଏହି ଲୋକମାଣେ **ଆହୂତ** ବାକ୍ୟ ଈଶ୍ଵର ସେମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଉଦ୍ଧାର କରିଛନ୍ତି ବୋଲି ବୁଝାଏ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ଆହ୍ୱାନ ଏବଂ ଉଦ୍ଧାର କରିଛନ୍ତି ସେମାନଙ୍କ ନିକଟକୁ” (ଦେଖନ୍ତୁ:
[[rc://en/ta/man/translate/figs-explicit]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
71 JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
72 JUD 1 1 zov5 figs-distinguish Ἰησοῦ Χριστοῦ δοῦλος, ἀδελφὸς δὲ Ἰακώβου 1 ଏହି ବାକ୍ୟାଂଶଗୁଡ଼ିକ ଯିହୂଦା ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଉଭୟ ଯୀଶୁ ଖ୍ରୀଷ୍ଟଙ୍କ **ଦାସ** ଏବଂ ଯାକୁବଙ୍କ
**ଭାଇ** ବୋଲି ବର୍ଣ୍ଣନା କରନ୍ତି । ଏହା ତାଙ୍କୁ ନୂତନ ନିୟମରେ ଯିହୂଦା ନାମକ ଅନ୍ୟ ଦୁଇ ଜଣଙ୍କଠାରୁ ପୃଥକ କରେ, ଯାହା ଇଂରାଜୀ ଅନୁବାଦ ସାଧାରଣତ ସେମାନଙ୍କ ନାମକୁ “ଯୁଦାସ” ଭାବରେ ଅନୁବାଦ କରି ଯିହୂଦାଠାରୁ ଭିନ୍ନ କରିଥାଏ । (ଦେଖନ୍ତୁ:
[[rc://en/ta/man/translate/figs-distinguish]])
73 JUD 1 1 p5yl figs-123person τοῖς…κλητοῖς 1 ଏହି ସଂସ୍କୃତିରେ, ନିଜର ନାମ ଉଲ୍ଲେଖ କରିବା ପରେ, ପତ୍ରର ଲେଖକମାନେ ଯାହାକୁ ପତ୍ର ଲେଖୁଛନ୍ତି, ସେହି ବ୍ୟକ୍ତିମାନଙ୍କୁ ତୃତୀୟ ପୁରୁଷରେ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଦ୍ୱିତୀୟ ପୁରୁଷକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମନେ ଯିଏ ଆହୂତ” (ଦେଖନ୍ତୁ: [[rc://en/ta/man/translate/figs-123person]])
74 JUD 1 1 din3 figs-explicit τοῖς…κλητοῖς 1 ଏହି ଲୋକମାଣେ **ଆହୂତ** ବାକ୍ୟ ଈଶ୍ଵର ସେମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ଉଦ୍ଧାର କରିଛନ୍ତି ବୋଲି ବୁଝାଏ । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ଵର ଆହ୍ୱାନ ଏବଂ ଉଦ୍ଧାର କରିଛନ୍ତି ସେମାନଙ୍କ ନିକଟକୁ” (ଦେଖନ୍ତୁ:
[[rc://en/ta/man/translate/figs-explicit]])