Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:10:30 +00:00
parent 28700d0554
commit 80519dfeca
1 changed files with 4 additions and 4 deletions

View File

@ -175,10 +175,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 3 wd2l figs-explicit κωλυόντων γαμεῖν 1 forbid to marry ଏହି ବାକ୍ୟାଂଶଗୁଡ଼ିକ ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ । ବିକଳ୍ପ ଅନୁବାଦ: “ଏହି ଲୋକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ” [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 3 m1d6 figs-explicit ἀπέχεσθαι βρωμάτων 1 to receive foods ଏହି ବାକ୍ୟାଂଶର ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ କେବଳ କେତେକ ନିର୍ଦ୍ଧିଷ୍ଟ ଖାଦ୍ୟଗୁଡ଼ିକୁ ବାରଣ କରିବେ ଏବଂ ସେମାନେ ବିଶ୍ଵାସୀମାନଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇବେ । ବିକଳ୍ପ ଅନୁବାଦ: "ସେମାନେ ବିଶ୍ଵାସୀମାନଙ୍କୁ କେତେକ ନିର୍ଦ୍ଧିଷ୍ଟ ଖାଦ୍ୟଗୁଡ଼ିକୁ ଖାଇବାକୁ ବାରଣ କରିବେ।" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 4 dv4s figs-activepassive πᾶν κτίσμα Θεοῦ καλόν 1 everything created by God is good ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଆପେକ୍ଷିକ ବାକ୍ୟାଂଶ ସହିତ **ଈଶ୍ଵରଙ୍କ ସୃଷ୍ଟିର** ଅଭିବ୍ୟକ୍ତି ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହା ସୃଷ୍ଟି କରିଛନ୍ତି ତାହା ଉତ୍ତମ ଅଟେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 4 4 a15j figs-activepassive οὐδὲν ἀπόβλητον μετὰ εὐχαριστίας λαμβανόμενον 1 Nothing that we take with thanksgiving is to be rejected ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁସମସ୍ତ ବିଷୟପାଇଁ ଆମ୍ଭେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଉ, ସେସବୁକୁ ଆମ୍ଭେମାନେ ମନା କରିବା ଉଚିତ ନୁହେଁ” କିମ୍ବା “ଆମ୍ଭେମାନେ ଧନ୍ୟବାଦ ସହ ଭୋଜନ କରୁଥିବା ସମସ୍ତ ବିଷୟ ଗ୍ରହଣଯୋଗ୍ୟ ଅଟେ” (ଦେଖ: [[rc://en/ta/man/translate/figs-activepassive]])
1TI 4 5 y2lc figs-hendiadys ἁγιάζεται ... διὰ λόγου Θεοῦ καὶ ἐντεύξεως 1 it is sanctified by the word of God and prayer ଏଠାରେ ଗୋଟିଏ ଚିନ୍ତାଧାରାକୁ ଏକତ୍ର ପ୍ରକାଶ କରିବାପାଇଁ “ଈଶ୍ବରଙ୍କ ବାକ୍ୟ” ଓ “ପ୍ରାର୍ଥନା”କୁ ବ୍ୟବହାର କରାଯାଇଛି I ଈଶ୍ବର ପ୍ରକାଶ କରିଥିବା ସତ୍ୟତା ସହିତ ପ୍ରାର୍ଥନା ଏକମତ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ବାକ୍ୟ ସହିତ ଏକମତ ହୋଇ ପ୍ରାର୍ଥନା ଦ୍ବାରା ଏହା ଉତ୍ସର୍ଗୀକୃତ ଅଟେ” (ଦେଖ: [[rc://en/ta/man/translate/figs-hendiadys]])
1TI 4 5 m5mb figs-activepassive ἁγιάζεται 1 it is sanctified ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହାକୁ ପବିତ୍ର କରୁଅଛୁ” କିମ୍ବା “ଆମ୍ଭେମାନେ ଏହାକୁ ପୃଥକ୍ କରିଅଛୁ” (ଦେଖ: [[rc://en/ta/man/translate/figs-activepassive]])
1TI 4 5 fhd6 figs-metonymy λόγου Θεοῦ 1 word of God ଏଠାରେ “ବାକ୍ୟ” ଈଶ୍ବରଙ୍କ ସମ୍ବାଦକୁ ବା ସେ ପ୍ରକାଶ କରିଥିବା ବିଷୟକୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
1TI 4 4 a15j figs-activepassive οὐδὲν ἀπόβλητον μετὰ εὐχαριστίας λαμβανόμενον 1 Nothing that we take with thanksgiving is to be rejected ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟକରେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଆମେ ଈଶ୍ଵରଙ୍କୁ ଧନ୍ୟବାଦ ଦେଇ ସମସ୍ତ ଖାଦ୍ୟକୁ ଖାଇବା ପାଇଁ ମୁକ୍ତଅଟୁ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 4 5 y2lc figs-hendiadys ἁγιάζεται ... διὰ λόγου Θεοῦ καὶ ἐντεύξεως 1 it is sanctified by the word of God and prayer
1TI 4 5 m5mb figs-activepassive ἁγιάζεται 1 it is sanctified ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ। ବିକଳ୍ପ ଅନୁବାଦ: "ଏହା ପବିତ୍ର ହୁଏ" କିମ୍ବା "ଏହା ଖାଇବାଯୋଗ୍ୟ ହୁଏ" । [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 4 5 fhd6 figs-metonymy λόγου Θεοῦ 1 word of God ଏହି ପ୍ରସଙ୍ଗରେ, ଏହି **ଶବ୍ଦ**ର ଏକ ନିର୍ଦ୍ଦିଷ୍ଟ ଅର୍ଥ ଅଛି । ଈଶ୍ଵର ତାଙ୍କ ବାକ୍ୟରେ ଉଲ୍ଲେଖ କରିଥିବା ବିଷୟ ଯାହା ସେ ସୃଷ୍ଟି କଲେ ସେସମସ୍ତ ବିଷୟ ଉତ୍ତମ ଅଟେକୁ ଏହା ଘୋଷଣା ସୂଚିତ କରେ । ବିକଳ୍ପ ଅନୁବାଦ: "ଈଶ୍ଵର ଏହା ବିଷୟରେ ଯାହା କହିଛନ୍ତି ସେହି କାରଣରୁ" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 4 6 ks5x figs-metaphor ταῦτα ὑποτιθέμενος τοῖς ἀδελφοῖς 1 If you place these things before the brothers ପାଉଲ ଆପଣା ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ଏହା ପଦାର୍ଥ, ଯାହା ଶାରୀରିକ ଭାବରେ ବିଶ୍ବାସୀମାନଙ୍କୁ ଦିଆଯାଇପାରିବ I ଏଠାରେ, ଶିକ୍ଷା ଦେବାର ଅର୍ଥ ପରାମର୍ଶ ଦେବା ବା ସ୍ମରଣ କରାଇବା I ବିକଳ୍ପ ଅନୁବାଦ: “ଯଦି ତୁମେ ବିଶ୍ବାସୀମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରିବାକୁ ସାହାଯ୍ୟ କର” (ଦେଖ: [[rc://en/ta/man/translate/figs-metaphor]])
1TI 4 6 hfx3 ταῦτα 1 these things ଏହା [୧ ତୀମଥି ୩”୧୬](../03/16.md)ରେ ଆରମ୍ଭ ହୋଇଥିବା ଶିକ୍ଷାକୁ ବୁଝାଏ I
1TI 4 6 h6qr figs-gendernotations τοῖς ἀδελφοῖς 1 the brothers ଏହା ପୁରୁଷ ଓ ସ୍ତ୍ରୀ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-gendernotations]])

Can't render this file because it contains an unexpected character in line 2 and column 7882.