Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:09:07 +00:00
parent 847a53315d
commit 28700d0554
1 changed files with 1 additions and 1 deletions

View File

@ -174,7 +174,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 3 k4db κωλυόντων 1 They will
1TI 4 3 wd2l figs-explicit κωλυόντων γαμεῖν 1 forbid to marry ଏହି ବାକ୍ୟାଂଶଗୁଡ଼ିକ ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ । ବିକଳ୍ପ ଅନୁବାଦ: “ଏହି ଲୋକମାନେ ବିଶ୍ଵାସୀମାନଙ୍କୁ ବିବାହ କରିବାକୁ ବାରଣ କରିବେ” [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 3 m1d6 figs-explicit ἀπέχεσθαι βρωμάτων 1 to receive foods ଏହି ବାକ୍ୟାଂଶର ଅର୍ଥ ଏହା ଯେ ଏହି ମିଥ୍ୟା ଶିକ୍ଷକମାନେ କେବଳ କେତେକ ନିର୍ଦ୍ଧିଷ୍ଟ ଖାଦ୍ୟଗୁଡ଼ିକୁ ବାରଣ କରିବେ ଏବଂ ସେମାନେ ବିଶ୍ଵାସୀମାନଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇବେ । ବିକଳ୍ପ ଅନୁବାଦ: "ସେମାନେ ବିଶ୍ଵାସୀମାନଙ୍କୁ କେତେକ ନିର୍ଦ୍ଧିଷ୍ଟ ଖାଦ୍ୟଗୁଡ଼ିକୁ ଖାଇବାକୁ ବାରଣ କରିବେ।" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 4 dv4s figs-activepassive πᾶν κτίσμα Θεοῦ καλόν 1 everything created by God is good ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସୃଷ୍ଟି କରିଥିବା ସମସ୍ତ ବିଷୟ ଉତ୍ତମ ଅଟେ” (ଦେଖ: [[rc://en/ta/man/translate/figs-activepassive]])
1TI 4 4 dv4s figs-activepassive πᾶν κτίσμα Θεοῦ καλόν 1 everything created by God is good ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଆପେକ୍ଷିକ ବାକ୍ୟାଂଶ ସହିତ **ଈଶ୍ଵରଙ୍କ ସୃଷ୍ଟିର** ଅଭିବ୍ୟକ୍ତି ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହା ସୃଷ୍ଟି କରିଛନ୍ତି ତାହା ଉତ୍ତମ ଅଟେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 4 4 a15j figs-activepassive οὐδὲν ἀπόβλητον μετὰ εὐχαριστίας λαμβανόμενον 1 Nothing that we take with thanksgiving is to be rejected ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁସମସ୍ତ ବିଷୟପାଇଁ ଆମ୍ଭେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଉ, ସେସବୁକୁ ଆମ୍ଭେମାନେ ମନା କରିବା ଉଚିତ ନୁହେଁ” କିମ୍ବା “ଆମ୍ଭେମାନେ ଧନ୍ୟବାଦ ସହ ଭୋଜନ କରୁଥିବା ସମସ୍ତ ବିଷୟ ଗ୍ରହଣଯୋଗ୍ୟ ଅଟେ” (ଦେଖ: [[rc://en/ta/man/translate/figs-activepassive]])
1TI 4 5 y2lc figs-hendiadys ἁγιάζεται ... διὰ λόγου Θεοῦ καὶ ἐντεύξεως 1 it is sanctified by the word of God and prayer ଏଠାରେ ଗୋଟିଏ ଚିନ୍ତାଧାରାକୁ ଏକତ୍ର ପ୍ରକାଶ କରିବାପାଇଁ “ଈଶ୍ବରଙ୍କ ବାକ୍ୟ” ଓ “ପ୍ରାର୍ଥନା”କୁ ବ୍ୟବହାର କରାଯାଇଛି I ଈଶ୍ବର ପ୍ରକାଶ କରିଥିବା ସତ୍ୟତା ସହିତ ପ୍ରାର୍ଥନା ଏକମତ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ବାକ୍ୟ ସହିତ ଏକମତ ହୋଇ ପ୍ରାର୍ଥନା ଦ୍ବାରା ଏହା ଉତ୍ସର୍ଗୀକୃତ ଅଟେ” (ଦେଖ: [[rc://en/ta/man/translate/figs-hendiadys]])
1TI 4 5 m5mb figs-activepassive ἁγιάζεται 1 it is sanctified ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହାକୁ ପବିତ୍ର କରୁଅଛୁ” କିମ୍ବା “ଆମ୍ଭେମାନେ ଏହାକୁ ପୃଥକ୍ କରିଅଛୁ” (ଦେଖ: [[rc://en/ta/man/translate/figs-activepassive]])

Can't render this file because it contains an unexpected character in line 2 and column 7882.