Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 16:14:22 +00:00
parent 5f9079f187
commit 7d08059f2e
1 changed files with 8 additions and 3 deletions

View File

@ -249,7 +249,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 4 i2bf πᾶν τὸ γεγεννημένον ἐκ τοῦ Θεοῦ, νικᾷ 1 everyone who is born from God overcomes [2:29](https://create.translationcore.com/02/29.md) ରେ ଆପଣ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ସେସମସ୍ତେ ଯାହାର ପିତା ଈଶ୍ଵର ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 5 4 g3uw νικᾷ τὸν κόσμον 1 overcomes the world [2:13](https://create.translationcore.com/02/13.md) ପରି, ଯୋହନ **ଜୟ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ ବିଶ୍ଵାସୀମାନଙ୍କ ଧାର୍ମିକ ବ୍ୟବସ୍ଥାରେ ବଞ୍ଚିବାକୁ ଅଗ୍ରାହ୍ୟ କରିବା ବିଷୟରେ କହନ୍ତି  ଯେପରି ବିଶ୍ଵାସୀମାନେ ସେହି ବ୍ୟବସ୍ଥାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି। ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରେ ବାସ କରେ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 4 yq2d figs-metonymy τὸν κόσμον 1 the world [2:15](https://create.translationcore.com/02/15.md) ରେ ଆପଣ **ଜଗତ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହାର ସମାନ ଅର୍ଥ ଅଛି । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥା” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 4 tf9x 0 And this is the victory that has overcome the world, even our faith ଯୋହନ **ଜୟ** ଶବ୍ଦକୁ ପୁନର୍ବାର ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ “ବିଶ୍ୱାସ” ବିଷୟରେ କହନ୍ତି  ଯେ ସେ ଏବଂ ତାହାଙ୍କ   ପାଠକମାନେ ଅଂଶୀଦାର କରନ୍ତି ଯେପରି ଏହା ଏକ ସଂଘର୍ଷରେ ଅଧାର୍ମିକ ବ୍ୟବସ୍ଥାକୁ ପରାସ୍ତ କରିଅଛି । ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରୁ ପୃଥକ ହୋଇ ଜୀବନଯାପନ କରିବାରେ ସକ୍ଷମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 4 tf9x 0 And this is the victory that has overcome the world, even our faith ଯୋହନ **ଜୟ** ଶବ୍ଦକୁ ପୁନର୍ବାର ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ସେ **“ବିଶ୍ୱାସ”** ବିଷୟରେ କହନ୍ତି  ଯେ ସେ ଏବଂ ତାହାଙ୍କ   ପାଠକମାନେ ଅଂଶୀଦାର କରନ୍ତି ଯେପରି ଏହା ଏକ ସଂଘର୍ଷରେ ଅଧାର୍ମିକ ବ୍ୟବସ୍ଥାକୁ ପରାସ୍ତ କରିଅଛି । ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ଅଧାର୍ମିକ ଲୋକମାନଙ୍କର ବ୍ୟବସ୍ଥାରୁ ପୃଥକ ହୋଇ ଜୀବନଯାପନ କରିବାରେ ସକ୍ଷମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 5 qm85 figs-rquestion τίς ἐστιν ... ὁ νικῶν τὸν κόσμον 1 Who is the one who overcomes the world? ପୂର୍ବ ପଦର ପ୍ରଥମ ବାକ୍ୟରେ ସେ ଯାହା କହିଥିଲେ ତାହା ନିଶ୍ଚିତ କରିବାକୁ ଯୋହନ  ପ୍ରଶ୍ନ ଫର୍ମକୁ ଗୁରୁତ୍ୱ ଦେବା ପାଇଁ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ   ଶବ୍ଦକୁ ଏକ ବାକ୍ୟ  ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ କେବଳ ଜଣେ ଯିଏ ବିଶ୍ୱାସ କରେ ଯେ ଯୀଶୁ ହେଉଛନ୍ତି ଈଶ୍ଵର ଙ୍କ ପୁତ୍ର ସଂସାର କୁ ପରାସ୍ତ କରନ୍ତି।” ( [[rc://en/ta/man/translate/figs-rquestion]]ଦେଖନ୍ତୁ)
1JN 5 5 db4f ὁ ... πιστεύων ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 The one who believes that Jesus is the Son of God ପୂର୍ବ ପଦରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଅଧାର୍ମିକ ଲୋକମାନଙ୍କ ବ୍ୟବସ୍ଥାରେ ଜୀବନଯାପନ କରେ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 5 drv2 guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
@ -292,9 +292,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 21 hn4y φυλάξατε ἑαυτὰ ἀπὸ τῶν εἰδώλων 1 keep yourselves from idols ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ଦୂରରେ ରୁହ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 1 1 j363 writing-pronouns ὃ ἦν ἀπ’ ἀρχῆς, ὃ ἀκηκόαμεν, ὃ ἑωράκαμεν τοῖς ὀφθαλμοῖς ἡμῶν, ὃ ἐθεασάμεθα, καὶ αἱ χεῖρες ἡμῶν ἐψηλάφησαν 1 What was from the beginning, which we have heard, which we have seen with our eyes, which we have looked at and our hands have touched [1:1-3](https://create.translationcore.com/01/01.md) ରେ ଲମ୍ବା ବାକ୍ୟକୁ କିପରି ଅନୁବାଦ କରାଯିବ ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆଲୋଚନା ଦେଖନ୍ତୁ । ଯଦି ଆପଣ  “ଜୀବନର ବାକ୍ୟ ସମ୍ବନ୍ଧରେ” ବାକ୍ୟକୁ ଏହି ପତ୍ରର ଏକ ପ୍ରମୁଖ ପରିଚୟ ଭାବରେ ଅନୁବାଦ କରିବାକୁ ପରାମର୍ଶକୁ ଅନୁସରଣ କରନ୍ତି, ଏହି ପଦର ଚାରୋଟି ବାକ୍ୟାଂଶ ଜଣେ ବ୍ୟକ୍ତି ଯୀଶୁଙ୍କୁ ସୂଚାଏ ବୋଲି ଆପଣ  ଆଗରୁ ସୂଚାଇ ଦେଇଛନ୍ତି । ତେଣୁ ଆପଣ  ସେଗୁଡ଼ିକୁ ବ୍ୟକ୍ତିଗତ ସର୍ବନାମ “କିଏ” ଏବଂ “ଯାହାକୁ” ସହ ପରିଚିତ କରାଇ ପାରିବେ । ବିକଳ୍ପ ଅନୁବାଦ: “ସେ ଅନନ୍ତକାଳରୁ ବିଦ୍ୟମାନ ଅଛନ୍ତି, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାକୁ ଆମ୍ଭେମାନେ ନିଜ ଚକ୍ଷୁରେ ଦେଖିଅଛୁ ଏବଂ ଯାହାକୁ ଆମ୍ଭେମାନେ ନିଜ ହାତରେ ସ୍ପର୍ଶ କରିଅଛୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 1 j364 figs-idiom ἀπ’ ἀρχῆς 1 from the beginning ଯୋହନ ଏହି ପତ୍ରରେ  **ଆରମ୍ଭରୁ** ବାକ୍ୟାଂଶକୁ  ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଯୀଶୁଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଅନନ୍ତ କାଳରୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 1 1 jd7p figs-exclusive ἀκηκόαμεν…ἑωράκαμεν…ἡμῶν…ἐθεασάμεθα…ἡμῶν 1 we have heard … we have seen … our … we have looked at … our ଏହି ପତ୍ରର ଅଧିକାଂଶ କ୍ଷେତ୍ରରେ, ପ୍ରଥମ ବ୍ୟକ୍ତି ବହୁବଚନ ସର୍ବନାମ ଅନ୍ତର୍ଭୂକ୍ତ ଅଟେ, ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣଙ୍କର ଅନୁବାଦରେ ଅନ୍ତର୍ଭୂକ୍ତ ଗଠନକୁ ବ୍ୟବହାର କରନ୍ତୁ । ଯୋହନ  ସେ ଏବଂ ଗ୍ରହୀତାମାନେ ଯାହା ଜାଣନ୍ତି, କିମ୍ବା ଉଭୟ ସେ ଏବଂ ପ୍ରାପ୍ତକର୍ତ୍ତାଙ୍କ ବିଷୟରେ ସତ୍ୟ ବିଷୟ କହନ୍ତି  ।  ଅଳ୍ପ କେତେକ କ୍ଷେତ୍ରରେ, ପ୍ରଥମ ବ୍ୟକ୍ତି ସର୍ବନାମ ଗୁଡ଼ିକ ସ୍ୱତନ୍ତ୍ର, ଯେହେତୁ ଯୋହନ ଗ୍ରହୀତାମାନଙ୍କୁ ସେ ଏବଂ ତାହାଙ୍କ   ଅନ୍ୟ ପ୍ରେରିତମାନେ ଯୀଶୁଙ୍କଠାରୁ ଯାହା ଦେଖିଥିଲେ ଏବଂ ଶୁଣିଥିଲେ ତାହା କହନ୍ତି  । ଏହି ଟିପ୍ପ୍ଣୀଗୁଡିକ ଏହିପରି ସମସ୍ତ ସ୍ଥାନ ଚିହ୍ନଟ କରିବ ଏବଂ ଯଦି ଆପଣଙ୍କ  ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ସେଥିରେ ଆପଣ  ଅନ୍ତର୍ଭୂକ୍ତ ଗଠନକୁ ବ୍ୟବହାର କରିବା ଉଚିତ । ଏଠାରେ **ଆମ୍ଭେମାନେ**  ଏବଂ **ଆମ୍ଭମାନଙ୍କର**  ସର୍ବନାମଗୁଡ଼ିକ ସ୍ୱତନ୍ତ୍ର, ଯେହେତୁ ଯୋହନ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି  । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 1 1 jd7p figs-exclusive ἀκηκόαμεν…ἑωράκαμεν…ἡμῶν…ἐθεασάμεθα…ἡμῶν 1 we have heard … we have seen … our … we have looked at … our
1JN 1 1 j001 figs-extrainfo ἑωράκαμεν τοῖς ὀφθαλμοῖς ἡμῶν…αἱ χεῖρες ἡμῶν ἐψηλάφησαν 1 which we have seen with our eyes … our hands have touched ଆପଣଙ୍କ ଭାଷାରେ, ଏହି ବାକ୍ୟାଂଶଗୁଡ଼ିକ ଅନାବଶ୍ୟକ ଅତିରିକ୍ତ ସୂଚନା ପ୍ରକାଶ କଲାପରି ମନେହୁଏ ହେଇପାରେ। ଯଦି ହଁ, ଆପଣ ସେଗୁଡ଼ିକୁ ସଂକ୍ଷିପ୍ତ କରିପାରିବେ । ତଥାପି, ଆପଣଙ୍କ ଭାଷାର ଗୁରୁତ୍ୱ ଦେବା ପାଇଁ ଏହିପରି ଅତିରିକ୍ତ ସୂଚନା ବ୍ୟବହାର କରିବାର ନିଜସ୍ୱ ପଦ୍ଧତି ଥାଇପାରେ, ଏବଂ ଆପଣ ଆପଣଙ୍କ ଅନୁବାଦରେ ତାହା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ଆମ୍ଭେମାନେ  ଦେଖିଲୁ… ସ୍ପର୍ଶକଲୁ” କିମ୍ବା “ଯାହାକୁ ଆମ୍ଭେମାନେ  ନିଜ ଚକ୍ଷୁରେ ଦେଖିଲୁ… ନିଜ ହାତରେ ସ୍ପର୍ଶକଲୁ” ( [[rc://en/ta/man/translate/figs-extrainfo]]ଦେଖନ୍ତୁ)
1JN 1 1 j002 figs-explicit ἑωράκαμεν τοῖς ὀφθαλμοῖς ἡμῶν…αἱ χεῖρες ἡμῶν ἐψηλάφησαν 1 which we have seen with our eyes … our hands have touched ଯୋହନଙ୍କ କହିବାର ଅର୍ଥ ଯୀଶୁ ନିଶ୍ଚିତ ଭାବରେ ଜଣେ ପ୍ରକୃତ ମନୁଷ୍ୟ ହୋଇଥିବେ, ଯଦିଓ ଭଣ୍ଡ ଶିକ୍ଷକମାନେ ଏହାକୁ ଅସ୍ୱୀକାର କରନ୍ତି  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ UST ପରି ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 1 1 j003 περὶ τοῦ λόγου τῆς ζωῆς 1 regarding the Word of life ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ଯେପରି ସୂଚିତ କରେ, ଆପଣ ଏହି ବାକ୍ୟର ଅନୁବାଦକୁ **ଜୀବନର ବାକ୍ୟ ସମ୍ବନ୍ଧରେ** ବାକ୍ୟାଂଶକୁ ଏହି ପଦର ପ୍ରାରମ୍ଭରେ ରଖିପାରିବ ଏବଂ UST ଭଳି ପତ୍ରର ଏକ ଉପକ୍ରମଣିକା ଭାବରେ ଉପସ୍ଥାପନ କରିପାରିବେ । । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତୁମ୍ଭମାନଙ୍କୁ  ଜୀବନର ବାକ୍ୟ ଯୀଶୁଙ୍କ ବିଷୟରେ ଲେଖୁଅଛୁ”
1JN 1 1 j004 writing-pronouns περὶ τοῦ λόγου τῆς ζωῆς 1 regarding the Word of life ଏହି ସମୟର ପତ୍ରର ଲେଖକମାନେ ସାଧାରଣତଃ ନିଜର ନାମ ଉଲ୍ଲେଖ କରି ପତ୍ର ଆରମ୍ଭ କରୁଥିଲେ । ନୂତନ ନିୟମର ଅଧିକାଂଶ ଅକ୍ଷରଗୁଡ଼ିକରେ ଏହା ଦେଖିବାକୁ ମିଳେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, UST ପରି ଆପଣ ଏଠାରେ ଯୋହନଙ୍କ ନାମକୁ ଉଲ୍ଲେଖ କରି ପାରିବେ । ଯେପରି ସୂଚିତ କରାଯାଇଛି, ଯୋହନ ବହୁବଚନ ସର୍ବନାମ  “ଆମ୍ଭେମାନେ ” ବ୍ୟବହାର କରନ୍ତି କାରଣ ସେ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି  । କିନ୍ତୁ ଆପଣଙ୍କ  ଭାଷାରେ ସେ ଏକକ ସର୍ବନାମ  ସହ ନିଜକୁ ସୂଚାଇବା ଅଧିକ ସୌଭାବିକ ହୋଇପାରେ, ଏବଂ ଯଦି ଏହା ହୁଏ, ଆପଣ ଆପଣଙ୍କ ଅନୁବାଦରେ ସେହିପରି କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ଯୋହନ, ଜୀବନର ବାକ୍ୟ ଯୀଶୁଙ୍କ ବିଷୟରେ ତୁମ୍ଭମାନଙ୍କୁ  ଲେଖୁଅଛି” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 1 j005 figs-possession τῆς ζωῆς 1 of life ଏହା ହୁଏତ ଯୀଶୁଙ୍କ ଜୀବନକୁ କିମ୍ବା ଯୀଶୁ ଦେଉଥିବା ଜୀବନକୁ ସୂଚାଇପାରେ । କିନ୍ତୁ ଯେହେତୁ ଯୋହନ ବିଶ୍ଵାସୀମାନଙ୍କ ନିକଟକୁ ଆଶ୍ୱାସନା ଦେବା ପାଇଁ ଏହି ପତ୍ର ଲେଖୁଛନ୍ତି, ଏହି ଅଭିବ୍ୟକ୍ତି ବିଶ୍ଵାସ କରୁଥିବା ଲୋକମାନଙ୍କୁ  “ବାକ୍ୟ” (ଯୀଶୁ) ପ୍ରଦାନ କରୁଥିବା **ଜୀବନକୁ** ବୁଝାଏ । ବିକଳ୍ପ ଅନୁବାଦ: “ଯିଏ ତାହାଙ୍କ ଉପରେ ବିଶ୍ୱାସ କରେ ସେ ସମସ୍ତଙ୍କୁ ଜୀବନ ପ୍ରଦାନ କରନ୍ତି” ( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 1 1 j005 figs-possession τῆς ζωῆς 1 of life ଏହା ହୁଏତ ଯୀଶୁଙ୍କ ଜୀବନକୁ କିମ୍ବା ଯୀଶୁ ଦେଉଥିବା ଜୀବନକୁ ସୂଚାଇପାରେ । କିନ୍ତୁ ଯେହେତୁ ଯୋହନ ବିଶ୍ଵାସୀମାନଙ୍କ ନିକଟକୁ ଆଶ୍ୱାସନା ଦେବା ପାଇଁ ଏହି ପତ୍ର ଲେଖୁଛନ୍ତି, ଏହି ଅଭିବ୍ୟକ୍ତି ବିଶ୍ଵାସ କରୁଥିବା ଲୋକମାନଙ୍କୁ  “ବାକ୍ୟ” (ଯୀଶୁ) ପ୍ରଦାନ କରୁଥିବା **ଜୀବନ****କୁ** ବୁଝାଏ । ବିକଳ୍ପ ଅନୁବାଦ: “ଯିଏ ତାହାଙ୍କ ଉପରେ ବିଶ୍ୱାସ କରେ ସେ ସମସ୍ତଙ୍କୁ ଜୀବନ ପ୍ରଦାନ କରନ୍ତି” ( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 1 2 j006 figs-metonymy ἡ ζωὴ 1 the life ଯୋହନ ଯୀଶୁଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି , ଯାହାଙ୍କୁ ସେ ତାହାଙ୍କ  ସହିତ ଜଡିତ **ଜୀବନକୁ** ସୂଚାଇ ପୂର୍ବ ପଦରେ “ଜୀବନର ବାକ୍ୟ” ବୋଲି କହନ୍ତି । ଏଠାରେ , ସେ ଦେଉଥିବା **ଜୀବନ** ଅପେକ୍ଷା ଯୀଶୁ ଯେଉଁ **ଜୀବନକୁ** ଧାରଣ କରନ୍ତି ତାହା ବର୍ଣ୍ଣନା କରିବାକୁ ବୁଝାଏ । ବିକଳ୍ପ ଅନୁବାଦ: “ଯୀଶୁ” କିମ୍ବା “ଯୀଶୁ, ଯିଏ ଜୀବନ ଅଟନ୍ତି” । ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 1 2 j007 figs-exclusive ἑωράκαμεν…μαρτυροῦμεν…ἀπαγγέλλομεν…ἡμῖν 1 we have seen … we are bearing witness … we are announcing … us ଯୋହନ ନିଜ ଏବଂ  ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ ଯୀଶୁଙ୍କ ପାର୍ଥିବ ଜୀବନ ବିଷୟରେ କହନ୍ତି , ତେଣୁ ଏହି ପଦରେ ସର୍ବନାମ  **ଆମ୍ଭେମାନେ**  ଏବଂ **ଆମ୍ଭମାନଙ୍କର**  ସ୍ୱତନ୍ତ୍ର ଅଟେ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 1 2 j008 figs-you ὑμῖν 1 you ଯେପରି ସାଧାରଣ ପରିଚୟ ବ୍ୟାଖ୍ୟା କରେ, ଯୋହନ  ବିଭିନ୍ନ ମଣ୍ଡଳୀଗୁଡ଼ିକର ବିଶ୍ଵାସୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି, ତେଣୁ ସର୍ବନାମ “ତୁମ୍ଭେମାନେ” , “ତୁମ୍ଭମାନଙ୍କର ” ଏବଂ “**ତୁମ୍ଭେ**” ଏହି ପତ୍ରରେ ବହୁବଚନ ଅଟେ। ( [[rc://en/ta/man/translate/figs-you]]ଦେଖନ୍ତୁ)
1JN 1 3 j009 grammar-connect-logic-result ὃ ἑωράκαμεν, καὶ ἀκηκόαμεν, ἀπαγγέλλομεν καὶ ὑμῖν, ἵνα καὶ ὑμεῖς κοινωνίαν ἔχητε μεθ’ ἡμῶν 1 what we have seen and heard, we declare also to you, so you also will have fellowship with us ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଶେଷ ବାକ୍ୟାଂଶକୁ ଏହି ପଦର ଆରମ୍ଭରେ ଉଲ୍ଲେଖ କରିପାରିବେ, ଯେହେତୁ ସେହି ବାକ୍ୟାଂଶଟି କାର୍ଯ୍ୟର କାରଣ ପ୍ରଦାନ କରେ ଯାହାକି ବାକି ପଦଗୁଡ଼ିକକୁ ବର୍ଣ୍ଣନା କରେ । ସ୍ପଷ୍ଟତା ପାଇଁ, ଆପଣ ସିଧାସଳଖ-ଅବ୍ୟୟ ପଦ ବାକ୍ୟାଂଶ **ଯାହା ଆ****ମ୍ଭେମାନେ ଦେଖିଅଛୁ ଏବ ଶୁଣିଅଛୁ**କୁ କର୍ତ୍ତା ଏବଂ କ୍ରିୟା ପରେ **ଆମ୍ଭେମାନେ ତୁମ୍ଭମାନଙ୍କୁ** **ଜଣାଉଅଛୁ** ବୋଲି ମଧ୍ୟ ଉଲ୍ଲେଖ କରିପାରିବେ । ସେହି କ୍ଷେତ୍ରରେ, **ଜଣାଉଅଛୁ** ପରେ ଆପଣଙ୍କୁ **ମଧ୍ୟ** ଶବ୍ଦକୁ ଅନୁବାଦ କରିବାକୁ ପଡିବ ନାହିଁ । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ ଯେପରି ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ସୂଚାଏ  । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ  ମଧ୍ୟ ଆମ୍ଭମାନଙ୍କ  ସହିତ ସହଭାଗିତା କରିପାରିବ, ଆମ୍ଭେମାନେ  ଯାହା ଦେଖିଅଛୁ ଏବଂ ଶୁଣିଅଛୁ ତାହା ତୁମ୍ଭମାନଙ୍କୁ  ଜଣାଉଅଛୁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 1 3 j010 figs-exclusive ἑωράκαμεν, καὶ ἀκηκόαμεν, ἀπαγγέλλομεν…ἡμῶν 1 we have seen and heard, we declare … us ଯୋହନ ନିଜ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଳରେ ଯୀଶୁଙ୍କ ପାର୍ଥିବ ଜୀବନ ବିଷୟରେ କହନ୍ତି , ତେଣୁ ଏଠାରେ ସର୍ବନାମ **ଆମ୍ଭେମାନେ**  ଏବଂ **ଆମ୍ଭମାନଙ୍କର** ସ୍ୱତନ୍ତ୍ର ଅଟେ। ( [[rc://en/ta/man/translate/figs-exclusive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.