Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 15:29:48 +00:00
parent 48fca8d4be
commit 5f9079f187
1 changed files with 1 additions and 1 deletions

View File

@ -239,7 +239,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 18 yg1r figs-activepassive ὁ ... δὲ φοβούμενος, οὐ τετελείωται ἐν τῇ ἀγάπῃ 1 But the one who fears has not been made perfect in love
1JN 4 20 tfq3 τὸν ... ἀδελφὸν αὐτοῦ μισῇ 1 hates his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 20 a8zh figs-doublenegatives ὁ γὰρ μὴ ἀγαπῶν τὸν ἀδελφὸν αὐτοῦ, ὃν ἑώρακεν, τὸν Θεὸν, ὃν οὐχ ἑώρακεν, οὐ δύναται ἀγαπᾶν 1 the one who does not love his brother, whom he has seen, cannot love God, whom he has not seen ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକ ଶବ୍ଦକୁ ଏକ ସକାରାତ୍ମକ ବାକ୍ୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କେବଳ ଯେଉଁମାନେ ନିଜ ସହବିଶ୍ଵାସୀମାନଙ୍କୁ ପ୍ରେମ କରନ୍ତି … ସେମାନେ ଈଶ୍ଵରଙ୍କୁ  ପ୍ରେମ କରିପାରିବେ” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 5 intro bxm4 0 # 1 ଯୋହନ 5 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1\. ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (5:1-12)

2\. ପତ୍ରର ସମାପ୍ତି (5:13-21)

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### **“****ମୃତ୍ୟୁ ପ୍ରତି ଏକ ପାପ”**

ଯୋହନଙ୍କର ଏହି ବାକ୍ୟାଂଶର ଅର୍ଥ କ’ଣ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । “ମୃତ୍ୟୁ” ଶବ୍ଦ ଶାରୀରିକ ମୃତ୍ୟୁ କିମ୍ବା ଆତ୍ମିକମୃତ୍ୟୁ, ଅର୍ଥାତ୍ ଈଶ୍ଵର ଙ୍କଠାରୁ ଅନନ୍ତ ପୃଥକତାକୁ ବୁଝାଇପାରେ । [5:16](https://create.translationcore.com/05/16.md)  ଟିପ୍ପଣୀଗୁଡ଼ିକରେ ପରବର୍ତ୍ତୀ ଆଲୋଚନା ଦେଖନ୍ତୁ । ( [[rc://en/tw/dict/bible/other/death]]ଦେଖନ୍ତୁ)

### “ସମସ୍ତ  ଜଗତ  ମନ୍ଦ ଲୋକର ଅଧିକାରରେ ଅଛି”

“ମନ୍ଦ” ଶବ୍ଦଟି ଶୟତାନକୁ ବୁଝାଏ । ଈଶ୍ଵର ତାକୁ ଜଗତକୁ ଶାସନ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ, ଇଶ୍ବାର ପ୍ରତ୍ୟେକ ବିଷୟ ଉପରେ ନିୟନ୍ତ୍ରଣ କରନ୍ତି । ଈଶ୍ଵର ଆପଣା ସନ୍ତାନମାନଙ୍କୁ ମନ୍ଦ ବ୍ୟକ୍ତିଠାରୁ ରକ୍ଷା କରନ୍ତି । ( [[rc://en/tw/dict/bible/kt/satan]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

### [5:7-8](https://create.translationcore.com/05/07.md) ରେ, ସମସ୍ତ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ: “ ଆତ୍ମା, ଜଳ ଓ ରକ୍ତ ଏହିତିନି ଜଣ ଏକ  ଅଟନ୍ତି ଏବଂ ତିନିଜଣ ସାକ୍ଷ୍ୟ ଦିଅନ୍ତି।” ULT ଏହିପରି ଅନୁବାଦ କରେ । କେତେକ ପରବର୍ତ୍ତୀ ପାଣ୍ଡୁଲିପିରେ: “କାରଣ ସ୍ୱର୍ଗରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ପିତା, ବାକ୍ୟ ଏବଂ ପବିତ୍ର ଆତ୍ମା, ଏବଂ ଏହି ତିନିଜଣ ଏକ; ପୃଥିବୀରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ଆତ୍ମା, ଜଳ ଓ ରକ୍ତ, ଏବଂ ଏହି ତିନି ଜଣ ଏକ” ଅଟନ୍ତି । ଏଠାରେ, ଅନୁବାଦକମାନଙ୍କୁ ULT ପାଠ୍ୟ ପରି ଅନୁବାଦ କରିବାକୁ ପରାମର୍ଶ ଦିଆଯାଇଛି, ଯେହେତୁ ସଠିକ୍ ପଠନକୁ ଅନୁସରଣ କରୁଥିବା ବ୍ୟାପକ ଚୁକ୍ତିନାମା ଅଛି । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ପୁରାତନ ସଂସ୍କରଣ ଅଛି, ଯାହାର ଅଧିକ ପଠନ ହୁଏ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ, କିନ୍ତୁ 1 ଯୋହନର ମୂଳ ସଂସ୍କରଣରେ ନୁହେଁ ବୋଲି ସୂଚାଇବା ପାଇଁ ଆପଣ ଏହାକୁ ବର୍ଗ ବନ୍ଧନୀରେ ରଖିବା ଉଚିତ୍ \[\]। ( [[rc://en/ta/man/translate/translate-textvariants]]ଦେଖନ୍ତୁ)” ଏହି ସମଗ୍ର ଜଗତ ଏକ ମନ୍ଦ ଶକ୍ତିରେ ପରିପୂର୍ଣ୍ଣ ହୋଇଅଛି”
1JN 5 intro bxm4 0 # 1 ଯୋହନ 5 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1\. ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (5:1-12)

2\. ପତ୍ରର ସମାପ୍ତି (5:13-21)

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### **“****ମୃତ୍ୟୁ ପ୍ରତି ଏକ ପାପ”**

ଯୋହନଙ୍କର ଏହି ବାକ୍ୟାଂଶର ଅର୍ଥ କ’ଣ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । “ମୃତ୍ୟୁ” ଶବ୍ଦ ଶାରୀରିକ ମୃତ୍ୟୁ କିମ୍ବା ଆତ୍ମିକମୃତ୍ୟୁ, ଅର୍ଥାତ୍ ଈଶ୍ଵର ଙ୍କଠାରୁ ଅନନ୍ତ ପୃଥକତାକୁ ବୁଝାଇପାରେ । [5:16](https://create.translationcore.com/05/16.md)  ଟିପ୍ପଣୀଗୁଡ଼ିକରେ ପରବର୍ତ୍ତୀ ଆଲୋଚନା ଦେଖନ୍ତୁ । ( [[rc://en/tw/dict/bible/other/death]]ଦେଖନ୍ତୁ)

### “ସମସ୍ତ  ଜଗତ  ମନ୍ଦ ଲୋକର ଅଧିକାରରେ ଅଛି”

“ମନ୍ଦ” ଶବ୍ଦଟି ଶୟତାନକୁ ବୁଝାଏ । ଈଶ୍ଵର ତାକୁ ଜଗତକୁ ଶାସନ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ, ଇଶ୍ବାର ପ୍ରତ୍ୟେକ ବିଷୟ ଉପରେ ନିୟନ୍ତ୍ରଣ କରନ୍ତି । ଈଶ୍ଵର ଆପଣା ସନ୍ତାନମାନଙ୍କୁ ମନ୍ଦ ବ୍ୟକ୍ତିଠାରୁ ରକ୍ଷା କରନ୍ତି । ( [[rc://en/tw/dict/bible/kt/satan]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗୀୟ ସମସ୍ୟାଗୁଡ଼ିକ

[5:7-8](https://create.translationcore.com/05/07.md) ରେ, ସମସ୍ତ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ: “ ଆତ୍ମା, ଜଳ ଓ ରକ୍ତ ଏହିତିନି ଜଣ ଏକ  ଅଟନ୍ତି ଏବଂ ତିନିଜଣ ସାକ୍ଷ୍ୟ ଦିଅନ୍ତି।” ULT ଏହିପରି ଅନୁବାଦ କରେ । କେତେକ ପରବର୍ତ୍ତୀ ପାଣ୍ଡୁଲିପିରେ: “କାରଣ ସ୍ୱର୍ଗରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ପିତା, ବାକ୍ୟ ଏବଂ ପବିତ୍ର ଆତ୍ମା, ଏବଂ ଏହି ତିନିଜଣ ଏକ; ପୃଥିବୀରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ଆତ୍ମା, ଜଳ ଓ ରକ୍ତ, ଏବଂ ଏହି ତିନି ଜଣ ଏକ” ଅଟନ୍ତି । ଏଠାରେ, ଅନୁବାଦକମାନଙ୍କୁ ULT ପାଠ୍ୟ ପରି ଅନୁବାଦ କରିବାକୁ ପରାମର୍ଶ ଦିଆଯାଇଛି, ଯେହେତୁ ସଠିକ୍ ପଠନକୁ ଅନୁସରଣ କରୁଥିବା ବ୍ୟାପକ ଚୁକ୍ତିନାମା ଅଛି । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ପୁରାତନ ସଂସ୍କରଣ ଅଛି, ଯାହାର ଅଧିକ ପଠନ ହୁଏ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ, କିନ୍ତୁ 1 ଯୋହନର ମୂଳ ସଂସ୍କରଣରେ ନୁହେଁ ବୋଲି ସୂଚାଇବା ପାଇଁ ଆପଣ ଏହାକୁ ବର୍ଗ ବନ୍ଧନୀରେ ରଖିବା ଉଚିତ୍ \[\]। ( [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 5 1 nej3 0 General Information:
1JN 5 1 h8if ἐκ τοῦ Θεοῦ γεγέννηται 1 is born from God [2:29](https://create.translationcore.com/02/29.md) ରେ ଆପଣ ଏହି ରୂପକକୁ କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ବିଶ୍ୱାସ କରନ୍ତି ଈଶ୍ଵର ସେ ପ୍ରତ୍ୟେକଙ୍କର ଆତ୍ମିକ ପିତା ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 2 ukc7 0 Because of this we know that we love God's children, when we love God and do his commandments. ଏହା ଏକ ରୂଢ଼ି ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ତାହା ଜାଣୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.