Edit 'en_tn_32-JON.tsv' using 'tc-create-app'

This commit is contained in:
manash12d 2022-06-09 05:37:25 +00:00
parent 1a883d855d
commit 7bfec1ac61
1 changed files with 2 additions and 2 deletions

View File

@ -22,8 +22,8 @@ JON 1 3 i6bi עִמָּ⁠הֶם֙ 1 with them **ସେମାନେ** ଶବ
JON 1 3 sw66 figs-metaphor מִ⁠לִּ⁠פְנֵ֖י יְהוָֽה 1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ। ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ପଳାଇ ଯାଇ ଯୂନସ ଆଶା କରନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିବେ ନାହିଁ। ବିକଳ୍ପ ଅନୁବାଦ: "ଯିହୋବାଙ୍କ ଉପସ୍ଥିତିରୁ" କିମ୍ବା "ଯିହୋବାଙ୍କଠାରୁ" (ଦେଖନ୍ତୁ: [[rc://en/ta/man/translate/figs-metaphor]])
JON 1 4 jdr2 writing-newevent וַֽ⁠יהוָ֗ה הֵטִ֤יל רֽוּחַ־גְּדוֹלָה֙ אֶל־הַ⁠יָּ֔ם 1 But Yahweh sent out a great wind on the sea ଏହି ବକ୍ୟାଂଶ ଯୂନସର ପଳାୟନକୁ ଯିହୋବାଙ୍କ ପ୍ରତିକ୍ରିୟାର ନୂତନ ଘଟଣାକୁ ପରିଚୟ କରାଏ। ଏହାକୁ ଅନୁବାଦ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ପାଠକମାନେ ଜାଣିବେ ଯେ ଏହି ଘଟଣାଟି କାହାଣୀର ପରିବର୍ତ୍ତନ କରେ। (ଦେଖନ୍ତୁ: [[rc://en/ta/man/translate/writing-newevent]])
JON 1 4 jdra figs-personification וְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר 1 so that the ship was thinking to be broken apart ଏଠାରେ **ଚିନ୍ତାକଲେ** ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ। ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ହେଲା। ବିକଳ୍ପ ଅନୁବାଦ: “ତେଣୁ ଜାହାଜଟି ପ୍ରାୟ ଭାଙ୍ଗିଯିବା ପରି ହେଲା।” (ଦେଖନ୍ତୁ: [[rc://en/ta/man/translate/figs-personification]])
JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଭାଙ୍ଗିଯିବା” (ଦେଖନ୍ତୁ: [[rc://en/ta/man/translate/figs-activepassive]])
JON 1 5 d13r הַ⁠מַּלָּחִ֗ים 1 the sailors “ଜାହାଜରେ କାମ କରୁଥିବା ଲୋକମାନେ।
JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଯଦି ଆପଣଙ୍କ ଭାଷା ଏପରି ଭାବରେ କର୍ମବାଚ୍ୟ ବାକ୍ୟାଂଶରେ ପ୍ରକାଶ କରେ ନାହିଁ, ତେବେ ଆପଣ କର୍ତୃବାଚ୍ୟ ବାକ୍ୟାଂଶରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ଵଭାବିକ ଅଟେ। “ଭାଙ୍ଗିଯିବା” ହେଉଛି:ବିକଳ୍ପ ଅନୁବାଦ। (ଦେଖନ୍ତୁ: [[rc://en/ta/man/translate/figs-activepassive]])
JON 1 5 d13r הַ⁠מַּלָּחִ֗ים 1 the sailors ବିକଳ୍ପ ଅନୁବାଦ: “ଜାହାଜରେ କାମ କରୁଥିବା ଲୋକମାନେ।”
JON 1 5 u2bj אֱלֹהָי⁠ו֒ 1 his own god ଏଠାରେ, **ଦେବତା** ଶବ୍ଦ ମିଥ୍ୟା ଦେବତାଗଣ ଏବଂ ମୂର୍ତ୍ତିଗୁଡ଼ିକୁ ବୁଝାଏ ଯାହାକୁ ଲୋକମାନେ ପୂଜା କରନ୍ତି ।
JON 1 5 sh1b וַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙ 1 And they threw the things that were in the ship "ଲୋକମାନେ ଜାହାଜରୁ ଭାରୀ ଜିନିଷ ଫିଙ୍ଗିଲେ" ଏହା କଲେ  ଜାହାଜଟି ହାଲୁକା ହେବ ବୋଲି ସେମାନେ ଭାବିଲେ ।
JON 1 5 tg27 לְ⁠הָקֵ֖ל מֵֽ⁠עֲלֵי⁠הֶ֑ם 1 to lighten it from upon them ଏହାର ଅର୍ଥ: (1) ଜାହାଜକୁ ହାଲୁକା କରିବା ଯାହା ଦ୍ଵାରା ଏହା ଭଲରେ ଭାସିବ ହେଇପାରେ । ବିକଳ୍ପି ଅନୁବାଦ: "ଜାହାଜକୁ ଭଲ ଭାବରେ ଭାସିବାରେ ସାହାଯ୍ୟ କରିବାକୁ" କିମ୍ବା (2) ଏକ ବିପଜ୍ଜନକ ପରିସ୍ଥିତିକୁ ଏଡେଇବାକୁ କିମ୍ବା ମୁକ୍ତ କରିବାକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ସେମାନେ ଥିବା ବିପଦକୁ ଏଡେଇବାକୁ ।"

Can't render this file because it contains an unexpected character in line 6 and column 104.