Edit 'en_tn_32-JON.tsv' using 'tc-create-app'

This commit is contained in:
manash12d 2022-06-09 04:57:07 +00:00
parent ae6d296b2f
commit 1a883d855d
1 changed files with 6 additions and 6 deletions

View File

@ -15,13 +15,13 @@ JON 1 3 f5sr figs-idiom וַ⁠יָּ֤קָם יוֹנָה֙ לִ⁠בְרֹ֣ח
JON 1 3 n96t figs-metaphor מִ⁠לִּ⁠פְנֵ֖י יְהוָ֑ה -1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ। ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ପଳାଇ ଯାଇ ଯୂନସ ଆଶା କରନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିବେ ନାହିଁ। ବିକଳ୍ପ ଅନୁବାଦ: "ଯିହୋବାଙ୍କ ଉପସ୍ଥିତିରୁ" କିମ୍ବା "ଯିହୋବାଙ୍କଠାରୁ" (ଦେଖନ୍ତୁ: [[rc://en/ta/man/translate/figs-metaphor]])
JON 1 3 g66v figs-explicit לִ⁠בְרֹ֣חַ תַּרְשִׁ֔ישָׁ⁠ה 1 to run away to Tarshish “ତର୍ଶୀଶକୁ ପଳାଇ ଯିବା ନିମନ୍ତେ” ତର୍ଶୀଶ ନାମକ ଏହି ନଗରର ନୀନିବୀର ବିପରୀତ ଦିଗରେ ଅବସ୍ଥିତ ଥିଲା। ଏହାକୁ ସ୍ପଷ୍ଟ କରାଯାଇପାରିବ। ବିକଳ୍ପ ଅନୁବାଦ: “ଏବଂ ବିପରୀତ ଦିଗରେ ତର୍ଶୀଶ ଆଡକୁ ଗଲେ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
JON 1 3 djv1 וַ⁠יֵּ֨רֶד יָפ֜וֹ 1 And he went down to Joppa ବିକଳ୍ପ ଅନୁବାଦ: “ଯୂନସ ଯାଫୋକୁ ଗଲେ”
JON 1 3 w3uc אָנִיָּ֣ה 1 ship ଏକ **ଜାହାଜ** ଏକ ବହୁତ ବଡ ଡଙ୍ଗା ଅଟେ ଯାହା ସମୁଦ୍ରରେ ଯାତ୍ରା କରିପାରିବ ଏବଂ ଅନେକ ଯାତ୍ରୀ କିମ୍ବା ଭାରୀ ମାଲ ପରିବହନ କରିପାରିବ।
JON 1 3 pz67 וַ⁠יִּתֵּ֨ן שְׂכָרָ֜⁠הּ 1 So he paid the fare “ସେଠାରେ ଯୂନସ ଯାତ୍ରା ପାଇଁ ଭଡ଼ା ଦେଲେ”
JON 1 3 g5xp וַ⁠יֵּ֤רֶד בָּ⁠הּ֙ 1 and went down into it “ଜାହାଜରେ ଚଢ଼ିଲେ”
JON 1 3 i6bi עִמָּ⁠הֶם֙ 1 with them **ସେମାନେ**  ଶବ୍ଦ ଜାହାଜରେ ଯାତ୍ରା କରୁଥିବା ଅନ୍ୟ ଲୋକମାନଙ୍କୁ ବୁଝାଏ 
JON 1 3 w3uc אָנִיָּ֣ה 1 ship **ଜାହାଜ** ଏକ ବହୁତ ବଡ ନୌକା ଅଟେ ଯାହା ସମୁଦ୍ରରେ ଯାତ୍ରା କରିପାରିବ ଏବଂ ଅନେକ ଯାତ୍ରୀ କିମ୍ବା ଭାରୀ ମାଲ ପରିବହନ କରିପାରିବ।
JON 1 3 pz67 וַ⁠יִּתֵּ֨ן שְׂכָרָ֜⁠הּ 1 So he paid the fare ବିକଳ୍ପ ଅନୁବାଦ: “ସେଠାରେ ଯୂନସ ଯାତ୍ରା ପାଇଁ ଭଡ଼ା ଦେଲେ”
JON 1 3 g5xp וַ⁠יֵּ֤רֶד בָּ⁠הּ֙ 1 and went down into it ବିକଳ୍ପ ଅନୁବାଦ: “ଜାହାଜରେ ଚଢ଼ିଲେ”
JON 1 3 i6bi עִמָּ⁠הֶם֙ 1 with them **ସେମାନେ** ଶବ୍ଦ ଜାହାଜରେ ଯାତ୍ରା କରୁଥିବା ଅନ୍ୟ ଲୋକମାନଙ୍କୁ ବୁଝାଏ।
JON 1 3 sw66 figs-metaphor מִ⁠לִּ⁠פְנֵ֖י יְהוָֽה 1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ। ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ପଳାଇ ଯାଇ ଯୂନସ ଆଶା କରନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିବେ ନାହିଁ। ବିକଳ୍ପ ଅନୁବାଦ: "ଯିହୋବାଙ୍କ ଉପସ୍ଥିତିରୁ" କିମ୍ବା "ଯିହୋବାଙ୍କଠାରୁ" (ଦେଖନ୍ତୁ: [[rc://en/ta/man/translate/figs-metaphor]])
JON 1 4 jdr2 writing-newevent וַֽ⁠יהוָ֗ה הֵטִ֤יל רֽוּחַ־גְּדוֹלָה֙ אֶל־הַ⁠יָּ֔ם 1 But Yahweh sent out a great wind on the sea ଏହି ବକ୍ୟାଂଶ ଯୂନସର ପଳାୟନକୁ ଯିହୋବାଙ୍କ ପ୍ରତିକ୍ରିୟାର ନୂତନ ଘଟଣାକୁ ପରିଚୟ କରାଏ। ଏହାକୁ ଅନୁବାଦ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ପାଠକମାନେ ଜାଣିବେ ଯେ ଏହି ଘଟଣାଟି କାହାଣୀର ପରିବର୍ତ୍ତନ କରେ। (ଦେଖନ୍ତୁ: [[rc://en/ta/man/translate/writing-newevent]])
JON 1 4 jdra figs-personification וְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר 1 so that the ship was thinking to be broken apart ଏଠାରେ **ଚିନ୍ତାକଲେ** ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ। ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ହେଲା। ବିକଳ୍ପ ଅନୁବାଦ: ତେଣୁ ଜାହାଜଟି ପ୍ରାୟ ଭାଙ୍ଗିଯିବା ପରି ହେଲା। (ଦେଖନ୍ତୁ: [[rc://en/ta/man/translate/figs-personification]])

JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଭାଙ୍ଗିଯିବା” (ଦେଖନ୍ତୁ: [[rc://en/ta/man/translate/figs-activepassive]])
JON 1 5 d13r הַ⁠מַּלָּחִ֗ים 1 the sailors “ଜାହାଜରେ କାମ କରୁଥିବା ଲୋକମାନେ। ”
JON 1 5 u2bj אֱלֹהָי⁠ו֒ 1 his own god ଏଠାରେ, **ଦେବତା** ଶବ୍ଦ ମିଥ୍ୟା ଦେବତାଗଣ ଏବଂ ମୂର୍ତ୍ତିଗୁଡ଼ିକୁ ବୁଝାଏ ଯାହାକୁ ଲୋକମାନେ ପୂଜା କରନ୍ତି ।

Can't render this file because it contains an unexpected character in line 6 and column 104.