Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-03-30 16:23:56 +00:00
parent d3ca8b308b
commit 7ab8916b7b
1 changed files with 13 additions and 0 deletions

View File

@ -358,3 +358,16 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 12 yxsy γεγεννημένα φυσικὰ εἰς ἅλωσιν καὶ φθοράν 1 ଏଠାରେ

ସ୍ୱଭାବାନୁସାରେ** ଅର୍ଥ ହେଉଛି ଅଜ୍ଞାନି ପଶୁ (ଏବଂ ତୁଳନାତ୍ମକ
ଭାବରେ ଭଣ୍ଡ ଶିକ୍ଷକମାନେ) ଏହି ଉଦ୍ଦେଶ୍ୟରେ ଜନ୍ମ ହୋଇଥିବା ପଶୁ ଭାବରେ ସେମାନଙ୍କର ସ୍ୱଭାବାନୁସାରେ
ବିନାଶ ପାଇଁ ସ୍ଥିର ହୋଇଥିଲେ

ବିକଳ୍ପ ଅନୁବାଦ: “ସେମାନଙ୍କର ସ୍ୱଭାବାନୁସାରେ

ଏହି ପଶୁମାନେ ବିନାଶ ପାଇଁ ଜନ୍ମ”
2PE 2 12 x14h grammar-connect-logic-goal εἰς ἅλωσιν καὶ φθοράν 1 ଏହା ଏକ ଉଦ୍ଦେଶ୍ୟମୂଳକ
ବାକ୍ୟାଂଶ ଅଟେ

ଏଠାରେ **ପାଇଁ** ଶବ୍ଦ ଏହି ପଶୁମାନଙ୍କର ଜନ୍ମର ଉଦ୍ଦେଶ୍ୟକୁ
ବୁଝାଏ

ବିକଳ୍ପ ଅନୁବାଦ: “ବିନାଶର ଉଦ୍ଦେଶ୍ୟ ପାଇଁ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]])
2PE 2 12 erfh figs-abstractnouns εἰς ἅλωσιν καὶ φθοράν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ କ୍ରିୟା ସହ ଗୁଣବାଚକ ବିଶେଷ୍ୟ ** ବନ୍ଦୀ ** ଏବଂ
** ବିନାଶ ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ସେମାନଙ୍କୁ ବନ୍ଦୀ କରିବା ଏବଂ ନଷ୍ଟ କରିବା
ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 12 c4b8 ἐν οἷς ἀγνοοῦσιν 1 ଏଠାରେ

ସେହି ବିଷୟଗୁଡ଼ିକ** କୁ ସୂଚାଇପାରେ: (୧

୧୦

୧୦
.md)
ଗୌରବମୟକୁ

ବିକଳ୍ପ ଅନୁବାଦ: “ଯେଉଁମାନେ ଅଜ୍ଞ ବିଷୟକୁ ନିନ୍ଦା କରନ୍ତି”
() ଖ୍ରୀଷ୍ଟିୟାନ ଶିକ୍ଷା ଯାହା ଏହି ଭଣ୍ଡ ଶିକ୍ଷକମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି

ବିକଳ୍ପ ଅନୁବାଦ: “ଯେଉଁ ଶିକ୍ଷାଗୁଡ଼ିକ ବିଷୟରେ ସେମାନେ ଅଜ୍ଞ

ସେମାନେ ଅପମାନିତ କରନ୍ତି”
2PE 2 12 xzcp writing-pronouns ἐν τῇ φθορᾷ αὐτῶν καὶ φθαρήσονται 1 ଏଠାରେ

ସର୍ବାନାମ **ସେମାନେ** ଏବଂ **ସେମାନଙ୍କର** [

୧

୦୧
.md)
ରେ ଉଲ୍ଲେଖିତ ଭଣ୍ଡ ଶିକ୍ଷକମାନଙ୍କୁ
ବୁଝାଏ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ମଧ୍ୟ ସେମାନଙ୍କର ବିନାଶରେ
ଧ୍ୱଂସ ହେବେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 12 h4v8 καὶ φθαρήσονται 1 ଏଠାରେ

ମଧ୍ୟ** ଶବ୍ଦକୁ ଗୁରୁତ୍ବ ଦେବା

ପାଇଁ ବ୍ୟବହୃତ ଏବଂ “ପ୍ରକୃତରେ” କିମ୍ବା “ନିଶ୍ଚିତ” ଭାବରେ ଅନୁବାଦ
କରାଯାଇପାରେ

ବିକଳ୍ପ ଅନୁବାଦ: “ସେମାନେ ପ୍ରକୃତରେ ଧ୍ୱଂସ ହେବେ” କିମ୍ବା
“ସେମାନେ ନିଶ୍ଚିତ ଭାବରେ ଧ୍ୱଂସ ହେବେ”

2PE 2 12 ai6a ἐν τῇ φθορᾷ αὐτῶν 1 ଏହି ବାକ୍ୟାଂଶଟି ଭଣ୍ଡ
ଶିକ୍ଷକମାନେ ଧ୍ୱଂସ ହେବା ସମୟକୁ ବୁଝାଏ

ବିକଳ୍ପ ଅନୁବାଦ: “ସେମାନଙ୍କର ବିନାଶ ସମୟରେ”
2PE 2 12 ig4v figs-abstractnouns ἐν τῇ φθορᾷ αὐτῶν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ “ବିନାଶ” ପରି ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ବିନଷ୍ଟ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ

ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ନଷ୍ଟ ହେବେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 13 x4gd figs-abstractnouns ἀδικίας 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଅଧାର୍ମିକ**
ଶବ୍ଦକୁ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ସେମାନେ କରିଥିବା ଭୁଲ୍ କର୍ମ ମଧ୍ୟରୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 13 xjr6 figs-abstractnouns ἡδονὴν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଆନନ୍ଦ** ଶବ୍ଦକୁ
ଅନୁବାଦ କରିପାରିବେ

ବ ବିକଳ୍ପ ଅନୁବାଦ: “ଯାହା ସୁଖ ଦିଏ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 13 hl1e τὴν ἐν ἡμέρᾳ τρυφήν 1 ଏଠାରେ

ଆମୋଦପ୍ରମୋଦ କରିବା** ଅନୈତିକ କାର୍ଯ୍ୟକଳାପକୁ ବୁଝାଏ  ଯେଉଁଥିରେ ଭଜନପାନ

ମଦ୍ୟପାନ ଏବଂ ଯୌନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ଅଟେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହି ଗୁଣବାଚକ  ବିଶେଷ୍ୟକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଦିନରେ ଉପଭୋଗ
କରିବାର ସେମାନଙ୍କ କ୍ଷମତା” (ଦେଖନ୍ତୁ:
2PE 2 13 pwd5 figs-doublet σπίλοι καὶ μῶμοι 1 They are stains and blemishes **
ଦାଗ** ଏବଂ **କଳଙ୍କ** ଶବ୍ଦଗୁଡ଼ିକର ଅର୍ଥ ସମାନ ଅଟେ

ଏଠାରେ ଗୁରୁତ୍ୱ ଦେବା ପାଇଁ ପିତର ସେଗୁଡ଼ିକୁ ଏକାଠି ବ୍ୟବହାର
କରନ୍ତି

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ଆପଣ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତିରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଅସ୍ପଷ୍ଟ ଦାଗ” (ଦେଖନ୍ତୁ:
[[rc://en/ta/man/translate/figs-doublet]])
2PE 2 13 vz0j figs-ellipsis σπίλοι καὶ μῶμοι 1 ଏଠାରେ ଗୁରୁତ୍ଵ ଦେବା

ପାଇଁ

ପିତର କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ
ବାକ୍ୟ ଆବଶ୍ୟକ କରି ପାରେ

ଏହି ଶବ୍ଦଗୁଡ଼ିକ ପ୍ରସଙ୍ଗରୁ ଯୋଗାଇ ଦିଆଯାଇପାରେ

ବିକଳ୍ପ ଅନୁବାଦ: “ସେଗୁଡ଼ିକ ଦାଗ ଏବଂ କଳଙ୍କ” (ଦେଖନ୍ତୁ:
[[rc://en/ta/man/translate/figs-ellipsis]])
2PE 2 13 x3uj figs-abstractnouns ἐντρυφῶντες ἐν ταῖς ἀπάταις αὐτῶν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ “ପ୍ରତାରଣାକାରୀ” ପରି ଏକ ବିଶେଷଣ ସହିତ ଗୁଣବାଚକ
ବିଶେଷ୍ୟ **ପ୍ରତାରଣା** ଶବ୍ଦକୁ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ସେମାନଙ୍କର ପ୍ରତାରଣାକାରୀ କାର୍ଯ୍ୟରେ ଆନନ୍ଦିତ”
(ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 14 xo71 ὀφθαλμοὺς ἔχοντες μεστοὺς μοιχαλίδος 1 ଏହି ବାକ୍ୟାଂଶର ଅର୍ଥ ହୋଇପାରେ:
(୧) ଭଣ୍ଡ ଶିକ୍ଷକମାନେ ଯେଉଁ ମହିଳାକୁ ଦେଖନ୍ତି ତାହା ସହ ଅନୈତିକ ଯୌନ ସମ୍ପର୍କ ରଖିବାକୁ ଇଚ୍ଛା
କରନ୍ତି

ଯାହା ଦ୍ଵାରା ପ୍ରତ୍ୟେକ ମହିଳାକୁ ଜଣେ ବ୍ୟଭିଚାରକାରୀ ଭାବରେ
ଦେଖନ୍ତି

ବିକଳ୍ପ ଅନୁବାଦ: “ନିରନ୍ତର  ଇଚ୍ଛା କରୁଥିବା ମହିଳା ଯାହାଙ୍କ ସହ ବ୍ୟଭିଚାର କରିବେ”
() ଭଣ୍ଡ ଶିକ୍ଷକମାନେ ଅନୈତିକ ମହିଳାମାନଙ୍କୁ ସର୍ବଦା ଖୋଜୁଥିଲେ ଯେଉଁମାନଙ୍କ ସହ ସେମାନେ ଅନୈତିକ
ଯୌନ ସମ୍ପର୍କ ରଖି[ପାରିବେ

ବିକଳ୍ପ ଅନୁବାଦ: “ଯୌନ ଅନୈତିକ ମହିଳାମାନଙ୍କୁ ନିରନ୍ତର ଖୋଜନ୍ତି”

2PE 2 14 xb2q figs-explicit δελεάζοντες ψυχὰς ἀστηρίκτους 1 [

୧

୦୧
.md)
ରେ ପିତର ଉଲ୍ଲେଖ କରିଥିବା ଭଣ୍ଡ ଶିକ୍ଷକମାନଙ୍କ କାର୍ଯ୍ୟକୁ ଏହି
ବାକ୍ୟାଂଶ ବୁଝାଏ

ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅସ୍ଥିର ଆତ୍ମାକୁ ପ୍ରଲୋଭିତ
କରନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-explicit]])

Can't render this file because it contains an unexpected character in line 2 and column 9170.