Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-22 18:03:50 +00:00
parent 135a7effbc
commit 7956444494
1 changed files with 4 additions and 4 deletions

View File

@ -101,10 +101,10 @@ EPH 2 14 t9zn ὁ ποιήσας τὰ ἀμφότερα ἓν 1 He made the tw
EPH 2 14 t6rd figs-metonymy ἐν τῇ σαρκὶ αὐτοῦ 1 By his flesh ବାକ୍ୟାଂଶ **ତାହାଙ୍କ ଶରୀର** ଏବଂ ତାହାଙ୍କ ପାର୍ଥିବ ଶରୀର, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରର ଲକ୍ଷଣାତ୍ମକ ଶବ୍ଦର ବ୍ୟବହାରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ  ଦ୍ଵାରା” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 14 d7uf τὸ μεσότοιχον ... τὴν ἔχθραν 1 the wall of hostility ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ **ଘୃଣାର ପ୍ରାଚୀରକୁ** ଏକ **କାନ୍ଥ** ସହିତ ତୁଳନା କରାଯାଏ। ବିକଳ୍ପ ଅନୁବାଦ: "ଘୃଣାର ପ୍ରାଚୀର ଯାହା ସେମାନଙ୍କୁ ପୃଥକ କରୁଥିବା କାନ୍ଥ ପରି ଥିଲା" (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 15 bn71 τὸν νόμον τῶν ἐντολῶν ἐν δόγμασιν καταργήσας 1 he abolished the law of commandments and regulations ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହୁଏ, ଯେପରି ଉଭୟ ଯିହୁଦୀ ଏବଂ ବିଜାତିମାନେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ। ବିକଳ୍ପ ଅନୁବାଦ: “ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ”
EPH 2 15 sr2r figs-metaphor ἕνα καινὸν ἄνθρωπον 1 one new man ପାଉଲ ଯିହୁଦୀ ଏବଂ ବିଜାତିମାନଙ୍କ ଏକତା ବିଷୟରେ କହିଲେ ସତେ ଯେପରି ସେମାନେ **ଏକ** ବ୍ୟକ୍ତି ହୋଇ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ। ବିକଳ୍ପ ଅନୁବାଦ: “ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 15 b628 ἐν αὑτῷ 1 in himself ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ ସମନ୍ୱୟ ସମ୍ଭବ କରିଥାଏ I ପାଉଲ ଏହି ସମ୍ପର୍କକୁ ବର୍ଣ୍ଣନା କରନ୍ତି ଯେ ଖ୍ରୀଷ୍ଟ ଆମ ସମସ୍ତଙ୍କୁ ଘେରି ରହିଛନ୍ତି I ବିକଳ୍ପ ଅନୁବାଦ: "କାରଣ ସେ ଏହା ସମ୍ଭବ କରିଥିଲେ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 16 zz8k ἀποκαταλλάξῃ τοὺς ἀμφοτέρους 1 Christ reconciles both peoples "ଯାହାଫଳରେ ଖ୍ରୀଷ୍ଟ ଯିହୁଦୀ ଏବଂ ବିଜାତିମାନଙ୍କୁ  ଶାନ୍ତିରେ ଏକତ୍ର କରି ପାରିବେ।"
EPH 2 16 bj8x figs-metonymy διὰ τοῦ σταυροῦ 1 through the cross "ଯାହାଫଳରେ ଖ୍ରୀଷ୍ଟ ଯିହୁଦୀ ଏବଂ ବିଜାତିମାନଙ୍କୁ  ଶାନ୍ତିରେ ଏକତ୍ର କରି ପାରିବେ।" [[rc://en/ta/man/translate/figs-metonymy]])ଦେଖନ୍ତୁ)
EPH 2 15 sr2r figs-metaphor ἕνα καινὸν ἄνθρωπον 1 one new man ପାଉଲ ଯିହୁଦୀ ଏବଂ ବିଜାତିମାନଙ୍କ ଏକତା ବିଷୟରେ କହିଲେ ସତେ ଯେପରି ସେମାନେ **ଏକ** ବ୍ୟକ୍ତି ହୋଇଥାଆନ୍ତେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ। ବିକଳ୍ପ ଅନୁବାଦ: “କେବଳ ଜଣେ ନୂତନ ବ୍ୟକ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 15 b628 ἐν αὑτῷ 1 in himself ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ ସମନ୍ୱୟ ସମ୍ଭବ କରିଥାଏ ପାଉଲ ଏହି ସମ୍ପର୍କକୁ ବର୍ଣ୍ଣନା କରନ୍ତି ଯେ ଖ୍ରୀଷ୍ଟ ଆମ ସମସ୍ତଙ୍କୁ ଘେରି ରହିଛନ୍ତି I ବିକଳ୍ପ ଅନୁବାଦ: “କାରଣ ସେ ଏହା ସମ୍ଭବ କରିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 16 zz8k ἀποκαταλλάξῃ τοὺς ἀμφοτέρους 1 Christ reconciles both peoples ବିକଳ୍ପ ଅନୁବାଦ: “ଯାହାଫଳରେ ଖ୍ରୀଷ୍ଟ ଯିହୁଦୀ ଏବଂ ବିଜାତିମାନଙ୍କୁ  ଶାନ୍ତିରେ ଏକତ୍ର କରି ପାରିବେ।
EPH 2 16 bj8x figs-metonymy διὰ τοῦ σταυροῦ 1 through the cross **କ୍ରୁଶ** ଏଠାରେ କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ପ୍ରତିପାଦିତ କରେ। ବିକଳ୍ପ ଅନୁବାଦ: “କ୍ରୁଶରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 16 lq3m figs-metaphor ἀποκτείνας τὴν ἔχθραν 1 putting to death the hostility ସେମାନଙ୍କର **ଶତ୍ରୁତାକୁ** ବିନାଶ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେ ସେମାନଙ୍କର ଶତ୍ରୁତାକୁ ବଧ କଲେ I କ୍ରୁଶରେ ମୃତ୍ୟୁଭୋଗ କରିବା ଦ୍ଵାରା ଯୀଶୁ ଯିହୁଦୀ ଏବଂ ବିଜାତିମାନଙ୍କ ମଧ୍ୟରେ ଥିବା ପାରସ୍ପାରିକ ଶତ୍ରୁତାକୁ ହଟାଇଦେଲେ I ବର୍ତ୍ତମାନ ଉଭୟ ଗୋଷ୍ଠୀ ଆଉ ମୋଶାଙ୍କର ବ୍ୟବସ୍ଥା ଅନୁସାରେ ଜୀବନ ଯାପନ କରିବା ଆବଶ୍ୟକ ନାହିଁ I ବିକଳ୍ପ ଅନୁବାଦ: “ସେମାନଙ୍କର ପରସ୍ପରକୁ ଘୃଣା କରିବା ବିଷୟକୁ ବନ୍ଦକରି” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 17 vhi8 0 Connecting Statement: ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ କହନ୍ତି ଯେ ବର୍ତ୍ତମାନର ବିଜାତି ବିଶ୍ଵାସୀମାନେ ମଧ୍ୟ ଯିହୁଦୀୟ ପ୍ରେରିତ ଏବଂ ଭାବବାଦୀମାନଙ୍କ ଭିତ୍ତିମୂଳ ଉପରେ ସ୍ଥାପିତ ହୋଇଅଛନ୍ତି; ସେମାନେ ଆତ୍ମାରେ ଈଶ୍ଵରଙ୍କ ନିମନ୍ତେ ଗୋଟିଏ ମନ୍ଦିର ଅଟନ୍ତି I
EPH 2 17 g1hz "εὐηγγελίσατο ""εἰρήνην" 1 proclaimed peace “ ଏବଂଶାନ୍ତିର ସୁସମାଚାର ଘୋଷଣା କଲେ” କିମ୍ବା “ଶାନ୍ତିର ସୁସମାଚାର ପ୍ରକାଶ କଲେ”

Can't render this file because it contains an unexpected character in line 2 and column 4525.