Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-22 09:04:05 +00:00
parent 6c866d5fdb
commit 135a7effbc
1 changed files with 3 additions and 3 deletions

View File

@ -99,9 +99,9 @@ EPH 2 14 ue4u αὐτὸς … ἐστιν ἡ εἰρήνη ἡμῶν 1 he is
EPH 2 14 ccy8 figs-inclusive ἡ εἰρήνη ἡμῶν 1 our peace **ଆମ୍ଭମାନଙ୍କ** ଶବ୍ଦଟି ପାଉଲ ଏବଂ ତାହାଙ୍କ ପାଠକଗଣକୁ ବୁଝାଏ, ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 2 14 t9zn ὁ ποιήσας τὰ ἀμφότερα ἓν 1 He made the two one ବିକଳ୍ପ ଅନୁବାଦ: “ ଯିଏ ଯିହୂଦୀ ଓ ବିଜାତିମାନଙ୍କୁ ଏକ କରିଅଛନ୍ତି”
EPH 2 14 t6rd figs-metonymy ἐν τῇ σαρκὶ αὐτοῦ 1 By his flesh ବାକ୍ୟାଂଶ **ତାହାଙ୍କ ଶରୀର** ଏବଂ ତାହାଙ୍କ ପାର୍ଥିବ ଶରୀର, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରର ଲକ୍ଷଣାତ୍ମକ ଶବ୍ଦର ବ୍ୟବହାରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ  ଦ୍ଵାରା” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 14 d7uf τὸ μεσότοιχον ... τὴν ἔχθραν 1 the wall of hostility ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ **ଘୃଣାର ପ୍ରାଚୀରକୁ** ଏକ **କାନ୍ଥ** ସହିତ ତୁଳନା କରାଯାଏ I ବିକଳ୍ପ ଅନୁବାଦ: "ଘୃଣାର ପ୍ରାଚୀର ଯାହା ସେମାନଙ୍କୁ ପୃଥକ କରୁଥିବା କାନ୍ଥ ପରି ଥିଲା" (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 15 bn71 τὸν νόμον τῶν ἐντολῶν ἐν δόγμασιν καταργήσας 1 he abolished the law of commandments and regulations ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହୁଏ, ଯେପରି ଉଭୟ ଯିହୁଦୀ ଏବଂ ବିଜାତିମାନେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ I ବିକଳ୍ପ ଅନୁବାଦ: "ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ"
EPH 2 15 sr2r figs-metaphor ἕνα καινὸν ἄνθρωπον 1 one new man ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହୁଏ, ଯେପରି ଉଭୟ ଯିହୁଦୀ ଏବଂ ବିଜାତିମାନେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ I ବିକଳ୍ପ ଅନୁବାଦ: "ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 14 d7uf τὸ μεσότοιχον ... τὴν ἔχθραν 1 the wall of hostility ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ **ଘୃଣାର ପ୍ରାଚୀରକୁ** ଏକ **କାନ୍ଥ** ସହିତ ତୁଳନା କରାଯାଏ ବିକଳ୍ପ ଅନୁବାଦ: "ଘୃଣାର ପ୍ରାଚୀର ଯାହା ସେମାନଙ୍କୁ ପୃଥକ କରୁଥିବା କାନ୍ଥ ପରି ଥିଲା" (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 15 bn71 τὸν νόμον τῶν ἐντολῶν ἐν δόγμασιν καταργήσας 1 he abolished the law of commandments and regulations ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହୁଏ, ଯେପରି ଉଭୟ ଯିହୁଦୀ ଏବଂ ବିଜାତିମାନେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ। ବିକଳ୍ପ ଅନୁବାଦ: “ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ
EPH 2 15 sr2r figs-metaphor ἕνα καινὸν ἄνθρωπον 1 one new man ପାଉଲ ଯିହୁଦୀ ଏବଂ ବିଜାତିମାନଙ୍କ ଏକତା ବିଷୟରେ କହିଲେ ସତେ ଯେପରି ସେମାନେ **ଏକ** ବ୍ୟକ୍ତି ହୋଇ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ। ବିକଳ୍ପ ଅନୁବାଦ: “ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 15 b628 ἐν αὑτῷ 1 in himself ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ ସମନ୍ୱୟ ସମ୍ଭବ କରିଥାଏ I ପାଉଲ ଏହି ସମ୍ପର୍କକୁ ବର୍ଣ୍ଣନା କରନ୍ତି ଯେ ଖ୍ରୀଷ୍ଟ ଆମ ସମସ୍ତଙ୍କୁ ଘେରି ରହିଛନ୍ତି I ବିକଳ୍ପ ଅନୁବାଦ: "କାରଣ ସେ ଏହା ସମ୍ଭବ କରିଥିଲେ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 16 zz8k ἀποκαταλλάξῃ τοὺς ἀμφοτέρους 1 Christ reconciles both peoples "ଯାହାଫଳରେ ଖ୍ରୀଷ୍ଟ ଯିହୁଦୀ ଏବଂ ବିଜାତିମାନଙ୍କୁ  ଶାନ୍ତିରେ ଏକତ୍ର କରି ପାରିବେ।"
EPH 2 16 bj8x figs-metonymy διὰ τοῦ σταυροῦ 1 through the cross "ଯାହାଫଳରେ ଖ୍ରୀଷ୍ଟ ଯିହୁଦୀ ଏବଂ ବିଜାତିମାନଙ୍କୁ  ଶାନ୍ତିରେ ଏକତ୍ର କରି ପାରିବେ।" [[rc://en/ta/man/translate/figs-metonymy]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.