Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-22 17:30:13 +00:00
parent 4ea6e79ccc
commit 78f1f8c437
1 changed files with 2 additions and 2 deletions

View File

@ -2636,8 +2636,8 @@ LUK 21 32 m3il οὐ μὴ παρέλθῃ ... ἕως ἂν 1 will not pass aw
LUK 21 33 t53u ὁ οὐρανὸς καὶ ἡ γῆ παρελεύσονται 1 Heaven and earth will pass away ଏଠାରେ ସମସ୍ତ ସୃଷ୍ଟିର ବର୍ଣ୍ଣନା କରିବାକୁ ଯୀଶୁ ସାଙ୍କେତିକ ଭାବରେ **ସ୍ୱର୍ଗ** ଏବଂ **ପୃଥିବୀ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ, **ସ୍ୱର୍ଗ** ଶବ୍ଦ ଆକାଶକୁ ବୁଝାଏ, ଈଶ୍ଵରଙ୍କ ବାସସ୍ଥାନକୁ ନୁହେଁ, ଯାହା ଅନନ୍ତ କାଳ ପାଇଁ ରହିବ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ସୃଷ୍ଟି କରିଛନ୍ତି ତାହା ଦିନେ ବିନାଶ ହେବ” (ଦେଖନ୍ତୁ: <br>[[rc://en/ta/man/translate/figs-merism]])
LUK 21 33 c3yl figs-metonymy οἱ ... λόγοι μου οὐ μὴ παρελεύσονται 1 my words will never pass away ଯୀଶୁ ଯାହା କହିଛନ୍ତି ତାହା ସୂଚାଇବା ପାଇଁ ସେ **ବାକ୍ୟ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ଯାହା କହିଛି ତାହା ସର୍ବଦା ସତ୍ୟ ରହିବ” (ଦେଖନ୍ତୁ:<br>[[rc://en/ta/man/translate/figs-metonymy]])
LUK 21 33 kym8 οὐ μὴ παρελεύσονται 1 will never pass away ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ ସକାରାତ୍ମକ ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସବୁଦିନ ପାଇଁ ରହିବ” କିମ୍ବା “ସର୍ବଦା ସତ୍ୟ ରହିବ”
LUK 21 34 r69y figs-metonymy μήποτε βαρηθῶσιν ὑμῶν αἱ καρδίαι 1 so that your hearts are not burdened ଏହି ସ୍ଥାନରେ “ହୃଦୟ” ଜଣେ ବ୍ୟକ୍ତିର ମନ ଓ ଭାବନାଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବ୍ୟାପୃତ ହୋଇ ନ ରହିବ” (ଦେଖ: [[rc://or/ta/man/translate/figs-metonymy]])
LUK 21 34 y2qk figs-metaphor μήποτε βαρηθῶσιν 1 so that ... are not burdened ଏହି ସ୍ଥାନରେ ଯୀଶୁ ନିମ୍ନ ଲିଖିତ ପାପଗୁଡିକ ସମ୍ପର୍କରେ କହନ୍ତି ସତେ ଯେପରି ସେଗୁଡିକ ଶାରୀରିକ ଭାର ଅଟେ ଯାହା ଜଣେ ବ୍ୟକ୍ତି ବହନ କରିଥାଏ I (ଦେଖ: [[rc://or/ta/man/translate/figs-metaphor]])
LUK 21 34 r69y figs-metonymy μήποτε βαρηθῶσιν ὑμῶν αἱ καρδίαι 1 so that your hearts are not burdened ଏଠାରେ, **ହୃଦୟ** ଶବ୍ଦ ସାଙ୍କେତିକ ଭାବରେ ମନକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: “ତୁମ୍ଭର ମନ” (ଦେଖନ୍ତୁ:<br>[[rc://en/ta/man/translate/figs-metaphor]])
LUK 21 34 y2qk figs-metaphor μήποτε βαρηθῶσιν 1 so that ... are not burdened ଏଠାରେ ଯୀଶୁ ଏହି ବିଷୟଗୁଡ଼ିକ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେଗୁଡ଼ିକ ତାଙ୍କ ଶିଷ୍ୟମାନଙ୍କ ମନରେ ଏକ ଉଙ୍କିମାରୁଛି । ବିକଳ୍ପ ଅନୁବାଦ: “ଯାହାଫଳରେ ମଦ୍ୟପାନ ଏବଂ ଦୈନନ୍ଦିନ ଚିନ୍ତା ତୁମ୍ଭମାନଙ୍କ ମନକୁ ଦୁର୍ବଳ କରିବ ନାହିଁ” (ଦେଖନ୍ତୁ: <br>[[rc://en/ta/man/translate/figs-metaphor]])
LUK 21 34 se3c κρεπάλῃ 1 the effects of drinking ଅତ୍ୟଧିକ ପାନ କରିବା ତୁମ୍ଭମାନଙ୍କ ପ୍ରତି କଅଣ କରିପାରେ ବା “ମତ୍ତତା”
LUK 21 34 unw9 μερίμναις βιωτικαῖς 1 the worries of life ଏହି ଜୀବନ ସମ୍ବନ୍ଧରେ ଅତ୍ୟଧିକ ଚିନ୍ତା କରିବା
LUK 21 34 x8jh figs-simile ἐπιστῇ ἐφ’ ὑμᾶς αἰφνίδιος ἡ ἡμέρα ἐκείν 1 that day will close on you suddenly ଠିକ ଯେପରି ଗୋଟିଏ ଫାନ୍ଦ ଏକ ପଶୁକୁ ସେ ଅପେକ୍ଷା କରି ନ ଥିବା ବେଳେ ଅବରୁଦ୍ଧ କରେ, ସେହିପରି ଲୋକମାନେ ଅପେକ୍ଷା କରୁ ନ ଥିବା ବେଳେ ସେହି ଦିନ ଆସିବ I ବିକଳ୍ପ ଅନୁବାଦ: “ସେହି ଦିନ ଆସିବ ଯେତେବେଳେ ତୁମ୍ଭେମାନେ ଏହାର ଅପେକ୍ଷା କରୁ ନ ଥିବ, ଠିକ ଯେପରି ଗୋଟିଏ ଫାନ୍ଦ ହଠାତ୍ ଗୋଟିଏ ପଶୁ ଉପରେ ପଡିଥାଏ” (ଦେଖ: [[rc://or/ta/man/translate/figs-simile]])

Can't render this file because it is too large.