Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-22 17:25:46 +00:00
parent ff4b46039e
commit 4ea6e79ccc
1 changed files with 3 additions and 3 deletions

View File

@ -2633,9 +2633,9 @@ LUK 21 32 bj9e 0 Connecting Statement:
LUK 21 32 gsh9 ἀμὴν, λέγω ὑμῖν 1 Truly I say to you ଯୀଶୁ ଆପଣା ଶିଷ୍ୟମାନଙ୍କୁ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ଏହା କହନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ କରିପାରେ”
LUK 21 32 h921 ἡ γενεὰ αὕτη 1 this generation ଏକ ନିର୍ଦ୍ଦିଷ୍ଟ ପିଢ଼ିରେ ଜନ୍ମିତ ଲୋକମାନଙ୍କୁ ବୁଝାଇବା ପାଇଁ ଯୀଶୁ **ପିଢ଼ି** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ପ୍ରଥମଟି ଅଧିକ ସମ୍ଭାବନା । ବିକଳ୍ପ  ଅନୁବାଦ: (୧) “ଯେଉଁ ଲୋକମାନେ ଏହି ଚିହ୍ନଗୁଡ଼ିକ ପ୍ରଥମେ ଘଟିବା ସମୟରେ ଜୀବିତ ଅଟନ୍ତି” () “ବର୍ତ୍ତମାନ ଜୀବିତ ଥିବା ଲୋକମାନେ” (ଦେଖନ୍ତୁ:<br>[[rc://en/ta/man/translate/figs-metonymy]])
LUK 21 32 m3il οὐ μὴ παρέλθῃ ... ἕως ἂν 1 will not pass away until ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ ସକାରାତ୍ମକ ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତଥାପି ଜୀବିତ ରହିବେ”
LUK 21 33 t53u ὁ οὐρανὸς καὶ ἡ γῆ παρελεύσονται 1 Heaven and earth will pass away
LUK 21 33 c3yl figs-metonymy οἱ ... λόγοι μου οὐ μὴ παρελεύσονται 1 my words will never pass away ମୋର ବାକ୍ୟ କଦାପି ଲୋପ ପାଇବ ନାହିଁ ବା “ମୋର ବାକ୍ୟସମୂହ କଦାପି ଅନ୍ୟଥା ହେବ ନାହିଁ I” ଏଠାରେ ସେ କହୁଥିବା ସମସ୍ତ ବିଷୟକୁ ସୂଚାଇବାକୁ ଯୀଶୁ “ବାକ୍ୟସମୂହ” ବ୍ୟବହାର କରନ୍ତି I (ଦେଖ: [[rc://or/ta/man/translate/figs-metonymy]])
LUK 21 33 kym8 οὐ μὴ παρελεύσονται 1 will never pass away ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଚିର ଦିନ ପାଇଁ ରହିବ”"
LUK 21 33 t53u ὁ οὐρανὸς καὶ ἡ γῆ παρελεύσονται 1 Heaven and earth will pass away ଏଠାରେ ସମସ୍ତ ସୃଷ୍ଟିର ବର୍ଣ୍ଣନା କରିବାକୁ ଯୀଶୁ ସାଙ୍କେତିକ ଭାବରେ **ସ୍ୱର୍ଗ** ଏବଂ **ପୃଥିବୀ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ, **ସ୍ୱର୍ଗ** ଶବ୍ଦ ଆକାଶକୁ ବୁଝାଏ, ଈଶ୍ଵରଙ୍କ ବାସସ୍ଥାନକୁ ନୁହେଁ, ଯାହା ଅନନ୍ତ କାଳ ପାଇଁ ରହିବ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ସୃଷ୍ଟି କରିଛନ୍ତି ତାହା ଦିନେ ବିନାଶ ହେବ” (ଦେଖନ୍ତୁ: <br>[[rc://en/ta/man/translate/figs-merism]])
LUK 21 33 c3yl figs-metonymy οἱ ... λόγοι μου οὐ μὴ παρελεύσονται 1 my words will never pass away ଯୀଶୁ ଯାହା କହିଛନ୍ତି ତାହା ସୂଚାଇବା ପାଇଁ ସେ **ବାକ୍ୟ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ଯାହା କହିଛି ତାହା ସର୍ବଦା ସତ୍ୟ ରହିବ” (ଦେଖନ୍ତୁ:<br>[[rc://en/ta/man/translate/figs-metonymy]])
LUK 21 33 kym8 οὐ μὴ παρελεύσονται 1 will never pass away ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ ସକାରାତ୍ମକ ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସବୁଦିନ ପାଇଁ ରହିବ” କିମ୍ବା “ସର୍ବଦା ସତ୍ୟ ରହିବ”
LUK 21 34 r69y figs-metonymy μήποτε βαρηθῶσιν ὑμῶν αἱ καρδίαι 1 so that your hearts are not burdened ଏହି ସ୍ଥାନରେ “ହୃଦୟ” ଜଣେ ବ୍ୟକ୍ତିର ମନ ଓ ଭାବନାଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବ୍ୟାପୃତ ହୋଇ ନ ରହିବ” (ଦେଖ: [[rc://or/ta/man/translate/figs-metonymy]])
LUK 21 34 y2qk figs-metaphor μήποτε βαρηθῶσιν 1 so that ... are not burdened ଏହି ସ୍ଥାନରେ ଯୀଶୁ ନିମ୍ନ ଲିଖିତ ପାପଗୁଡିକ ସମ୍ପର୍କରେ କହନ୍ତି ସତେ ଯେପରି ସେଗୁଡିକ ଶାରୀରିକ ଭାର ଅଟେ ଯାହା ଜଣେ ବ୍ୟକ୍ତି ବହନ କରିଥାଏ I (ଦେଖ: [[rc://or/ta/man/translate/figs-metaphor]])
LUK 21 34 se3c κρεπάλῃ 1 the effects of drinking ଅତ୍ୟଧିକ ପାନ କରିବା ତୁମ୍ଭମାନଙ୍କ ପ୍ରତି କଅଣ କରିପାରେ ବା “ମତ୍ତତା”

Can't render this file because it is too large.