Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-22 17:20:46 +00:00
parent 65a65f7d29
commit ff4b46039e
1 changed files with 4 additions and 4 deletions

View File

@ -2630,10 +2630,10 @@ LUK 21 30 yic5 figs-explicit ἤδη ἐγγὺς τὸ θέρος ἐστίν 1
LUK 21 31 y81z οὕτως καὶ ὑμεῖς, ὅταν ἴδητε ταῦτα γινόμενα 1 So also, when you see these things happening ବିକଳ୍ପ ଅନୁବାଦ: “ମୁଁ ବର୍ତ୍ତମାନ ବର୍ଣ୍ଣନା କରିଥିବା ଲକ୍ଷଣଗୁଡ଼ିକ”<br><br>
LUK 21 31 t1ca figs-metonymy ἐγγύς ἐστιν ἡ Βασιλεία τοῦ Θεοῦ 1 the kingdom of God is near ଆପଣ [୪:୪୩](../04/43.md) ରେ **ଈଶ୍ଵରଙ୍କ ରାଜ୍ୟ** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ଶାସନ” ପରି ଏକ କ୍ରିୟା ସହ ଗୁଣବାଚକ ବିଶେଷ୍ୟ **ରାଜ୍ୟ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଶୀଘ୍ର ରାଜା ଭାବରେ ଶାସନ କରିବା ଆରମ୍ଭ କରିବେ” (ଦେଖନ୍ତୁ:<br>[[rc://en/ta/man/translate/figs-abstractnouns]])
LUK 21 32 bj9e 0 Connecting Statement:
LUK 21 32 gsh9 ἀμὴν, λέγω ὑμῖν 1 Truly I say to you ଯୀଶୁ ଯାହା ବର୍ତ୍ତମାନ କହିବାକୁ ଯାଉଅଛନ୍ତି ଏହି ଅଭିବ୍ୟକ୍ତି ତାହାକୁ ଗୁରୁତ୍ଵ ପ୍ରଦାନ କରେ I
LUK 21 32 h921 ἡ γενεὰ αὕτη 1 this generation ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଯେଉଁ ଚିହ୍ନ ବିଷୟରେ କହୁଛନ୍ତି ସେଗୁଡ଼ିକୁ ଏହି ବର୍ତ୍ତମାନ ପୁରୁଷ ଦେଖିବ ବା 2) ଯେଉଁ ବର୍ତ୍ତମାନ ପିଢୀକୁ ଯୀଶୁ କଥା କହୁଛନ୍ତି I ପ୍ରଥମଟି ଅଧିକ ସମ୍ଭବପର ଅଟେ I
LUK 21 32 m3il οὐ μὴ παρέλθῃ ... ἕως ἂν 1 will not pass away until ଏହାକୁ ଆସ୍ତିସୂଚକ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତଥାପି ଜୀବିତ ରହିବେ ଯେତେବେଳେ"
LUK 21 33 t53u ὁ οὐρανὸς καὶ ἡ γῆ παρελεύσονται 1 Heaven and earth will pass away "ସ୍ୱର୍ଗ ଓ ପୃଥିବୀ ଅସ୍ତିତ୍ବ ହରାଇବେ I “ସ୍ୱର୍ଗ” ଶବ୍ଦ ଏଠାରେ ଆକାଶ ଏବଂ ଏହାର ବାହାରେ ଥିବା ବିଶ୍ଵ ବ୍ରହ୍ମାଣ୍ଡକୁ ସୂଚାଇଥାଏ I
LUK 21 32 gsh9 ἀμὴν, λέγω ὑμῖν 1 Truly I say to you ଯୀଶୁ ଆପଣା ଶିଷ୍ୟମାନଙ୍କୁ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ଏହା କହନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ କରିପାରେ”
LUK 21 32 h921 ἡ γενεὰ αὕτη 1 this generation ଏକ ନିର୍ଦ୍ଦିଷ୍ଟ ପିଢ଼ିରେ ଜନ୍ମିତ ଲୋକମାନଙ୍କୁ ବୁଝାଇବା ପାଇଁ ଯୀଶୁ **ପିଢ଼ି** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ପ୍ରଥମଟି ଅଧିକ ସମ୍ଭାବନା । ବିକଳ୍ପ  ଅନୁବାଦ: (୧) “ଯେଉଁ ଲୋକମାନେ ଏହି ଚିହ୍ନଗୁଡ଼ିକ ପ୍ରଥମେ ଘଟିବା ସମୟରେ ଜୀବିତ ଅଟନ୍ତି” () “ବର୍ତ୍ତମାନ ଜୀବିତ ଥିବା ଲୋକମାନେ” (ଦେଖନ୍ତୁ:<br>[[rc://en/ta/man/translate/figs-metonymy]])
LUK 21 32 m3il οὐ μὴ παρέλθῃ ... ἕως ἂν 1 will not pass away until ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ ସକାରାତ୍ମକ ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତଥାପି ଜୀବିତ ରହିବେ”
LUK 21 33 t53u ὁ οὐρανὸς καὶ ἡ γῆ παρελεύσονται 1 Heaven and earth will pass away
LUK 21 33 c3yl figs-metonymy οἱ ... λόγοι μου οὐ μὴ παρελεύσονται 1 my words will never pass away ମୋର ବାକ୍ୟ କଦାପି ଲୋପ ପାଇବ ନାହିଁ ବା “ମୋର ବାକ୍ୟସମୂହ କଦାପି ଅନ୍ୟଥା ହେବ ନାହିଁ I” ଏଠାରେ ସେ କହୁଥିବା ସମସ୍ତ ବିଷୟକୁ ସୂଚାଇବାକୁ ଯୀଶୁ “ବାକ୍ୟସମୂହ” ବ୍ୟବହାର କରନ୍ତି I (ଦେଖ: [[rc://or/ta/man/translate/figs-metonymy]])
LUK 21 33 kym8 οὐ μὴ παρελεύσονται 1 will never pass away ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଚିର ଦିନ ପାଇଁ ରହିବ”"
LUK 21 34 r69y figs-metonymy μήποτε βαρηθῶσιν ὑμῶν αἱ καρδίαι 1 so that your hearts are not burdened ଏହି ସ୍ଥାନରେ “ହୃଦୟ” ଜଣେ ବ୍ୟକ୍ତିର ମନ ଓ ଭାବନାଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବ୍ୟାପୃତ ହୋଇ ନ ରହିବ” (ଦେଖ: [[rc://or/ta/man/translate/figs-metonymy]])

Can't render this file because it is too large.