Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 10:06:57 +00:00
parent 25a5788cef
commit 77edc6e959
1 changed files with 2 additions and 2 deletions

View File

@ -47,8 +47,8 @@ JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯ
JUD 1 14 lu2y ἰδοὺ 1 Look **ଦେଖ** ଶବ୍ଦ ଜଣେ ବକ୍ତା କିମ୍ବା ଲେଖକ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଏକ ଶ୍ରୋତା କିମ୍ବା ପାଠକଙ୍କ ଧ୍ୟାନ ଆକର୍ଷଣ କାରେ। ଯଦିଓ ଏହାର ଶବ୍ଦର “ଦେଖ” କିମ୍ବା “ଦୃଷ୍ଟି କରିବା,” ଅଟେ ଯାହା ଯାକୁବ ଏହାକୁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହା କହିବି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ:[[rc://en/ta/man/translate/figs-metaphor]])
JUD 1 15 bl4q ποιῆσαι κρίσιν κατὰ 1 to execute judgment on ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ବିଚାର**<br>ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ବିଚାର କରିବାକୁ” (ଦେଖନ୍ତୁ: <br>[[rc://en/ta/man/translate/figs-abstractnouns]])
JUD 1 16 zs28 γογγυσταί μεμψίμοιροι 1 grumblers, complainers ଏଠାରେ ** ବଚସାକାରୀ** ଏବଂ ** ଅଭିଯୋଗକାରୀ** ଅସନ୍ତୋଷତାକୁ ପ୍ରକାଶ କରିବାର ଦୁଇଟି ଭିନ୍ନ ଉପାୟକୁ ବୁଝାଏ । **ଅଭିଯୋଗକାରୀ** ଲୋକ ଆପଣା ଆପଣା ଅଭିଯୋଗକୁ ଚୁପଚାପ୍ ପ୍ରକାଶ କରନ୍ତି, **ବଚସାକାରୀ** ସେମାନଙ୍କ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଯେବେ ଇସ୍ରାଏଲୀୟମାନେ ମିସର ଛାଡି ମରୁଭୂମି ଦେଇ ଯାତ୍ରା କରୁଥିଲେ, ସେମାନେ ତାଙ୍କ ନେତାଙ୍କ ବିରୁଦ୍ଧରେ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ତେଣୁ ଈଶ୍ଵର ଦଣ୍ଡିତ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଯିହୂଦାଙ୍କ ସମୟରେ ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ବିକଳ୍ପ ଅନୁବାଦ: “ଏମାନେ ଚୁପଚାପ୍ ଅଭିଯୋଗ କରନ୍ତି ଏବଂ ଉଚ୍ଚ ସ୍ୱରରେ ବଚସା କରନ୍ତି”
JUD 1 16 eaf2 λαλεῖ ὑπέρογκα 1 loud boasters
JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
JUD 1 16 eaf2 λαλεῖ ὑπέρογκα 1 loud boasters ଏଠାରେ, **ବଡ଼ ବଡ଼ କଥା** ଏହି ମିଥ୍ୟା ଶିକ୍ଷକମାନଙ୍କର ଅହଂକାରୀ ବକ୍ତବ୍ୟକୁ ବୁଝାଏ । ବିକଳ୍ପ ଅନୁବାଦ: “ନିଜ ନିଜ ବିଷୟରେ ଗର୍ବ କରନ୍ତି” କିମ୍ବା “ଅହଂକାରୀ କଥା କହନ୍ତି”
JUD 1 16 j8rh θαυμάζοντες πρόσωπα 1 flatter others ଏଠାରେ, **ମୁହଁ** ସେମାନେ ଚାଟୁକାର କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ପ୍ରଶଂସା କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]])
JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]])
JUD 1 19 r28j οὗτοί εἰσιν 1 It is these ସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି”

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
47 JUD 1 14 lu2y ἰδοὺ 1 Look **ଦେଖ** ଶବ୍ଦ ଜଣେ ବକ୍ତା କିମ୍ବା ଲେଖକ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଏକ ଶ୍ରୋତା କିମ୍ବା ପାଠକଙ୍କ ଧ୍ୟାନ ଆକର୍ଷଣ କାରେ। ଯଦିଓ ଏହାର ଶବ୍ଦର “ଦେଖ” କିମ୍ବା “ଦୃଷ୍ଟି କରିବା,” ଅଟେ ଯାହା ଯାକୁବ ଏହାକୁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହା କହିବି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ:[[rc://en/ta/man/translate/figs-metaphor]])
48 JUD 1 15 bl4q ποιῆσαι κρίσιν κατὰ 1 to execute judgment on ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ବିଚାର**<br>ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ବିଚାର କରିବାକୁ” (ଦେଖନ୍ତୁ: <br>[[rc://en/ta/man/translate/figs-abstractnouns]])
49 JUD 1 16 zs28 γογγυσταί μεμψίμοιροι 1 grumblers, complainers ଏଠାରେ ** ବଚସାକାରୀ** ଏବଂ ** ଅଭିଯୋଗକାରୀ** ଅସନ୍ତୋଷତାକୁ ପ୍ରକାଶ କରିବାର ଦୁଇଟି ଭିନ୍ନ ଉପାୟକୁ ବୁଝାଏ । **ଅଭିଯୋଗକାରୀ** ଲୋକ ଆପଣା ଆପଣା ଅଭିଯୋଗକୁ ଚୁପଚାପ୍ ପ୍ରକାଶ କରନ୍ତି, **ବଚସାକାରୀ** ସେମାନଙ୍କ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଯେବେ ଇସ୍ରାଏଲୀୟମାନେ ମିସର ଛାଡି ମରୁଭୂମି ଦେଇ ଯାତ୍ରା କରୁଥିଲେ, ସେମାନେ ତାଙ୍କ ନେତାଙ୍କ ବିରୁଦ୍ଧରେ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ତେଣୁ ଈଶ୍ଵର ଦଣ୍ଡିତ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଯିହୂଦାଙ୍କ ସମୟରେ ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ବିକଳ୍ପ ଅନୁବାଦ: “ଏମାନେ ଚୁପଚାପ୍ ଅଭିଯୋଗ କରନ୍ତି ଏବଂ ଉଚ୍ଚ ସ୍ୱରରେ ବଚସା କରନ୍ତି”
50 JUD 1 16 eaf2 λαλεῖ ὑπέρογκα 1 loud boasters ଏଠାରେ, **ବଡ଼ ବଡ଼ କଥା** ଏହି ମିଥ୍ୟା ଶିକ୍ଷକମାନଙ୍କର ଅହଂକାରୀ ବକ୍ତବ୍ୟକୁ ବୁଝାଏ । ବିକଳ୍ପ ଅନୁବାଦ: “ନିଜ ନିଜ ବିଷୟରେ ଗର୍ବ କରନ୍ତି” କିମ୍ବା “ଅହଂକାରୀ କଥା କହନ୍ତି”
51 JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି ଏଠାରେ, **ମୁହଁ** ସେମାନେ ଚାଟୁକାର କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ପ୍ରଶଂସା କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
52 JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]])
53 JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]])
54 JUD 1 19 r28j οὗτοί εἰσιν 1 It is these ସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି”