Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 10:03:32 +00:00
parent 294f43a205
commit 25a5788cef
1 changed files with 4 additions and 4 deletions

View File

@ -44,10 +44,10 @@ JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰ
JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଏଠାରେ, ବାକ୍ୟ **ଭ୍ରମଣକାରୀ ତାରା** **ତାରା**ଗୁଡ଼ିକୁ ବର୍ଣ୍ଣନା କରେ ଯାହା ସେମାନଙ୍କର ସାଧାରଣ ଗତିପଥରୁ ଦୂରେଇ ଯାଇଥାଏ । ମିଥ୍ୟା ଶିକ୍ଷକମାନଙ୍କୁ ବର୍ଣ୍ଣନା କରିବା ପାଇଁ ଯିହୂଦା ଏହି ଅଭିବ୍ୟକ୍ତିକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେଉଁମାନେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା କାର୍ଯ୍ୟ ପରିତ୍ୟାଗ କରି ଦେଇଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ,
ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ କିମ୍ବା ଏକ ସରଳ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆଉ ଧାର୍ମିକ ଭାବରେ ଜୀବନଯାପନ କରନ୍ତି ନାହିଁ” କିମ୍ବା “ତାରକା ପରି, ଯେଉଁମାନେ ସେମାନଙ୍କର ଉଚିତ ପଥରୁ ଦୂରେଇ ଯାଆନ୍ତି” (ଦେଖନ୍ତୁ[[rc://en/ta/man/translate/figs-metaphor]])

JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରି ପାରିବେ, ଏବଂ ଆପଣ କିଏ କାର୍ଯ୍ୟ କରେ ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯାହା ପାଇଁ ଈଶ୍ଵର ଅନ୍ଧକାରକୁ ଅନନ୍ତକାଳ ପର୍ଯ୍ୟନ୍ତ ରଖିଛନ୍ତି” (ଦେଖନ୍ତୁ: [[rc://or/ta/man/translate/figs-activepassive]])
JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯେହେତୁ **ଆଦମ** ମାନବଜାତିର ପ୍ରଥମ ପିଢି ଭାବରେ ବିବେଚନା କରାଯାଆନ୍ତି, ହନୋକ ସପ୍ତମ ପିଢି ଅଟନ୍ତି ।

JUD 1 14 lu2y ἰδοὺ 1 Look **ଦେଖ** ଶବ୍ଦ ଜଣେ ବକ୍ତା କିମ୍ବା ଲେଖକ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଏକ ଶ୍ରୋତା କିମ୍ବା ପାଠକଙ୍କ ଧ୍ୟାନ ଆକର୍ଷଣ କାରେ। ଯଦିଓ ଏହାର ଶବ୍ଦର “ଦେଖ” କିମ୍ବା “ଦୃଷ୍ଟି କରିବା,” ଅଟେ ଯାହା ଯାକୁବ ଏହାକୁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହା କହିବି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ”
JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I
JUD 1 16 eaf2 λαλεῖ ὑπέρογκα 1 loud boasters ଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I
JUD 1 14 lu2y ἰδοὺ 1 Look **ଦେଖ** ଶବ୍ଦ ଜଣେ ବକ୍ତା କିମ୍ବା ଲେଖକ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଏକ ଶ୍ରୋତା କିମ୍ବା ପାଠକଙ୍କ ଧ୍ୟାନ ଆକର୍ଷଣ କାରେ। ଯଦିଓ ଏହାର ଶବ୍ଦର “ଦେଖ” କିମ୍ବା “ଦୃଷ୍ଟି କରିବା,” ଅଟେ ଯାହା ଯାକୁବ ଏହାକୁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହା କହିବି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ:[[rc://en/ta/man/translate/figs-metaphor]])
JUD 1 15 bl4q ποιῆσαι κρίσιν κατὰ 1 to execute judgment on ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ବିଚାର**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ବିଚାର କରିବାକୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
JUD 1 16 zs28 γογγυσταί μεμψίμοιροι 1 grumblers, complainers ଏଠାରେ ** ବଚସାକାରୀ** ଏବଂ ** ଅଭିଯୋଗକାରୀ** ଅସନ୍ତୋଷତାକୁ ପ୍ରକାଶ କରିବାର ଦୁଇଟି ଭିନ୍ନ ଉପାୟକୁ ବୁଝାଏ । **ଅଭିଯୋଗକାରୀ** ଲୋକ ଆପଣା ଆପଣା ଅଭିଯୋଗକୁ ଚୁପଚାପ୍ ପ୍ରକାଶ କରନ୍ତି, **ବଚସାକାରୀ** ସେମାନଙ୍କ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଯେବେ ଇସ୍ରାଏଲୀୟମାନେ ମିସର ଛାଡି ମରୁଭୂମି ଦେଇ ଯାତ୍ରା କରୁଥିଲେ, ସେମାନେ ତାଙ୍କ ନେତାଙ୍କ ବିରୁଦ୍ଧରେ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ତେଣୁ ଈଶ୍ଵର ଦଣ୍ଡିତ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଯିହୂଦାଙ୍କ ସମୟରେ ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ବିକଳ୍ପ ଅନୁବାଦ: “ଏମାନେ ଚୁପଚାପ୍ ଅଭିଯୋଗ କରନ୍ତି ଏବଂ ଉଚ୍ଚ ସ୍ୱରରେ ବଚସା କରନ୍ତି”
JUD 1 16 eaf2 λαλεῖ ὑπέρογκα 1 loud boasters
JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]])
JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
44 JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଏଠାରେ, ବାକ୍ୟ **ଭ୍ରମଣକାରୀ ତାରା** **ତାରା**ଗୁଡ଼ିକୁ ବର୍ଣ୍ଣନା କରେ ଯାହା ସେମାନଙ୍କର ସାଧାରଣ ଗତିପଥରୁ ଦୂରେଇ ଯାଇଥାଏ । ମିଥ୍ୟା ଶିକ୍ଷକମାନଙ୍କୁ ବର୍ଣ୍ଣନା କରିବା ପାଇଁ ଯିହୂଦା ଏହି ଅଭିବ୍ୟକ୍ତିକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେଉଁମାନେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା କାର୍ଯ୍ୟ ପରିତ୍ୟାଗ କରି ଦେଇଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ,
ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ କିମ୍ବା ଏକ ସରଳ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆଉ ଧାର୍ମିକ ଭାବରେ ଜୀବନଯାପନ କରନ୍ତି ନାହିଁ” କିମ୍ବା “ତାରକା ପରି, ଯେଉଁମାନେ ସେମାନଙ୍କର ଉଚିତ ପଥରୁ ଦୂରେଇ ଯାଆନ୍ତି” (ଦେଖନ୍ତୁ[[rc://en/ta/man/translate/figs-metaphor]])

45 JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରି ପାରିବେ, ଏବଂ ଆପଣ କିଏ କାର୍ଯ୍ୟ କରେ ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯାହା ପାଇଁ ଈଶ୍ଵର ଅନ୍ଧକାରକୁ ଅନନ୍ତକାଳ ପର୍ଯ୍ୟନ୍ତ ରଖିଛନ୍ତି” (ଦେଖନ୍ତୁ: [[rc://or/ta/man/translate/figs-activepassive]])
46 JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯେହେତୁ **ଆଦମ** ମାନବଜାତିର ପ୍ରଥମ ପିଢି ଭାବରେ ବିବେଚନା କରାଯାଆନ୍ତି, ହନୋକ ସପ୍ତମ ପିଢି ଅଟନ୍ତି ।

47 JUD 1 14 lu2y ἰδοὺ 1 Look **ଦେଖ** ଶବ୍ଦ ଜଣେ ବକ୍ତା କିମ୍ବା ଲେଖକ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଏକ ଶ୍ରୋତା କିମ୍ବା ପାଠକଙ୍କ ଧ୍ୟାନ ଆକର୍ଷଣ କାରେ। ଯଦିଓ ଏହାର ଶବ୍ଦର “ଦେଖ” କିମ୍ବା “ଦୃଷ୍ଟି କରିବା,” ଅଟେ ଯାହା ଯାକୁବ ଏହାକୁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହା କହିବି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) **ଦେଖ** ଶବ୍ଦ ଜଣେ ବକ୍ତା କିମ୍ବା ଲେଖକ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଏକ ଶ୍ରୋତା କିମ୍ବା ପାଠକଙ୍କ ଧ୍ୟାନ ଆକର୍ଷଣ କାରେ। ଯଦିଓ ଏହାର ଶବ୍ଦର “ଦେଖ” କିମ୍ବା “ଦୃଷ୍ଟି କରିବା,” ଅଟେ ଯାହା ଯାକୁବ ଏହାକୁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହା କହିବି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ:[[rc://en/ta/man/translate/figs-metaphor]])
48 JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ” ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହ ଗୁଣବାଚକ ବିଶେଷ୍ୟ **ବିଚାର**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ବିଚାର କରିବାକୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
49 JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I ଏଠାରେ ** ବଚସାକାରୀ** ଏବଂ ** ଅଭିଯୋଗକାରୀ** ଅସନ୍ତୋଷତାକୁ ପ୍ରକାଶ କରିବାର ଦୁଇଟି ଭିନ୍ନ ଉପାୟକୁ ବୁଝାଏ । **ଅଭିଯୋଗକାରୀ** ଲୋକ ଆପଣା ଆପଣା ଅଭିଯୋଗକୁ ଚୁପଚାପ୍ ପ୍ରକାଶ କରନ୍ତି, **ବଚସାକାରୀ** ସେମାନଙ୍କ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଯେବେ ଇସ୍ରାଏଲୀୟମାନେ ମିସର ଛାଡି ମରୁଭୂମି ଦେଇ ଯାତ୍ରା କରୁଥିଲେ, ସେମାନେ ତାଙ୍କ ନେତାଙ୍କ ବିରୁଦ୍ଧରେ ଏବଂ ଈଶ୍ଵରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ତେଣୁ ଈଶ୍ଵର ଦଣ୍ଡିତ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଯିହୂଦାଙ୍କ ସମୟରେ ଏହି ମିଥ୍ୟା ଶିକ୍ଷକମାନେ କରୁଥିଲେ । ବିକଳ୍ପ ଅନୁବାଦ: “ଏମାନେ ଚୁପଚାପ୍ ଅଭିଯୋଗ କରନ୍ତି ଏବଂ ଉଚ୍ଚ ସ୍ୱରରେ ବଚସା କରନ୍ତି”
50 JUD 1 16 eaf2 λαλεῖ ὑπέρογκα 1 loud boasters ଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I
51 JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
52 JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]])
53 JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]])