Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 09:38:29 +00:00
parent b20f74d38f
commit 294f43a205
1 changed files with 1 additions and 1 deletions

View File

@ -44,7 +44,7 @@ JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰ
JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଏଠାରେ, ବାକ୍ୟ **ଭ୍ରମଣକାରୀ ତାରା** **ତାରା**ଗୁଡ଼ିକୁ ବର୍ଣ୍ଣନା କରେ ଯାହା ସେମାନଙ୍କର ସାଧାରଣ ଗତିପଥରୁ ଦୂରେଇ ଯାଇଥାଏ । ମିଥ୍ୟା ଶିକ୍ଷକମାନଙ୍କୁ ବର୍ଣ୍ଣନା କରିବା ପାଇଁ ଯିହୂଦା ଏହି ଅଭିବ୍ୟକ୍ତିକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯେଉଁମାନେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା କାର୍ଯ୍ୟ ପରିତ୍ୟାଗ କରି ଦେଇଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ,
ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ କିମ୍ବା ଏକ ସରଳ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆଉ ଧାର୍ମିକ ଭାବରେ ଜୀବନଯାପନ କରନ୍ତି ନାହିଁ” କିମ୍ବା “ତାରକା ପରି, ଯେଉଁମାନେ ସେମାନଙ୍କର ଉଚିତ ପଥରୁ ଦୂରେଇ ଯାଆନ୍ତି” (ଦେଖନ୍ତୁ[[rc://en/ta/man/translate/figs-metaphor]])

JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରି ପାରିବେ, ଏବଂ ଆପଣ କିଏ କାର୍ଯ୍ୟ କରେ ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯାହା ପାଇଁ ଈଶ୍ଵର ଅନ୍ଧକାରକୁ ଅନନ୍ତକାଳ ପର୍ଯ୍ୟନ୍ତ ରଖିଛନ୍ତି” (ଦେଖନ୍ତୁ: [[rc://or/ta/man/translate/figs-activepassive]])
JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯେହେତୁ **ଆଦମ** ମାନବଜାତିର ପ୍ରଥମ ପିଢି ଭାବରେ ବିବେଚନା କରାଯାଆନ୍ତି, ହନୋକ ସପ୍ତମ ପିଢି ଅଟନ୍ତି ।

JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”"
JUD 1 14 lu2y ἰδοὺ 1 Look **ଦେଖ** ଶବ୍ଦ ଜଣେ ବକ୍ତା କିମ୍ବା ଲେଖକ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଏକ ଶ୍ରୋତା କିମ୍ବା ପାଠକଙ୍କ ଧ୍ୟାନ ଆକର୍ଷଣ କାରେ। ଯଦିଓ ଏହାର ଶବ୍ଦର “ଦେଖ” କିମ୍ବା “ଦୃଷ୍ଟି କରିବା,” ଅଟେ ଯାହା ଯାକୁବ ଏହାକୁ ଏଠାରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ ଯାହା କହିବି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ”
JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I
JUD 1 16 eaf2 λαλεῖ ὑπέρογκα 1 loud boasters ଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I

Can't render this file because it contains an unexpected character in line 47 and column 230.