Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 05:55:18 +00:00
parent 3d8056962a
commit 77333a9cbb
1 changed files with 2 additions and 2 deletions

View File

@ -58,7 +58,7 @@ RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ନ
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମସ୍ତ** ଅତିରଞ୍ଜନ ଅଳଙ୍କାର ଅଟେ ।  ନଗରର ଅନେକ ଲୋକ ଉତ୍ସାହିତ ଥିଲେ, କିନ୍ତୁ ନଗରର କେତେକ ଲୋକ ଏହି ଖବର ଶୁଣି  ହୁଏତ ଉତ୍ସାହିତ ହୋଇ ନ ପାରନ୍ତି। [[rc://en/ta/man/translate/figs-hyperbole]]ଦେଖନ୍ତୁ)
RUT 1 19 xnb3 הֲ⁠זֹ֥את נָעֳמִֽי 1 Is this Naomi?  ଯେହେତୁ ନୟମୀର ବେଥଲିହିମରେ ବାସ କରିବାର ବହୁ ବର୍ଷ ହେଇଗଲାଣି ଏବଂ ବର୍ତ୍ତମାନ ତାଙ୍କର ଆଉ ସ୍ୱାମୀ କିମ୍ଭା ଦୁଇ ପୁତ୍ର ମଧ୍ୟ ନାହାଁନ୍ତି,  ତେଣୁ ସେହି ସ୍ତ୍ରୀମାନେ ସମ୍ଭବତ ଏହା ସନ୍ଦେହ ପ୍ରକଟ କରୁଥିଲେ ଯେ ଏହି ସ୍ତ୍ରୀ କ'ଣ ପ୍ରକୃତରେ ନୟମୀ ନା ଅଉ କିଏ । ଏହାକୁ ଏକ ପ୍ରକୃତ ପ୍ରଶ୍ନ ଭାବରେ ବ୍ୟବହାର କରନ୍ତୁ, ଅତିରଞ୍ଜନ ପ୍ରଶ୍ନ ଭାବରେ ନୁହେଁ ।
RUT 1 20 stw5 אַל־תִּקְרֶ֥אנָה לִ֖⁠י נָעֳמִ֑י 1 Do not call me Naomi **ନୟମୀ** ନାମର ଅର୍ଥ ହେଉଛି **ମୋର ମଧୁର** ଅଟେ। ନୟମୀ ଯେହେତୁ ତାଙ୍କ ସ୍ୱାମୀ ଏବଂ ପୁତ୍ରମାନଙ୍କୁ ହରାଇଛନ୍ତି, ସେଇଥି ପାଇଁ ସେ  ଯେ ତାଙ୍କ ଜୀବନ ସହିତ ତାଙ୍କର ନାମ  ମେଳ ଖାଉନାହିଁ ବୋଲି ଅନୁଭବ କରୁଛନ୍ତି ।
RUT 1 20 swe9 translate-names מָרָ֔א 1 Mara ଏହା ଏକ ଏବ୍ରୀୟ ନାମର ଆକ୍ଷରିକ ଅନୁବାଦ ଯାହାର ଅର୍ଥ “ତିକ୍ତ” ଅଟେ। ଯେହେତୁ ଏହା ଏକ ନାମ ଅଟେ, ତେଣୁ ଆପଣ ଇଂରାଜୀର ଆକୃତି ବ୍ୟବହାର କରିବାକୁ ପସନ୍ଧ କରିପାରନ୍ତି, ଯାହାର ଅର୍ଥ **ତିକ୍ତ** ଅଟେ, ଏବଂ ଇଂରାଜୀ ଶବ୍ଦଟି ଏବ୍ରୀୟ ନାମର ଅର୍ଥ ପ୍ରକାଶ କରେ ବୋଲି ବ୍ୟାଖ୍ୟା କରିବାକୁ ଏକ ପାଦଟିକା ବ୍ୟବହାର କରିପାରନ୍ତି ।  [[rc://en/ta/man/translate/translate-names]]ଦେଖନ୍ତୁ)
RUT 1 20 swe9 translate-names מָרָ֔א 1 Mara ଏହା ଏକ ଏବ୍ରୀୟ ନାମର ଆକ୍ଷରିକ ଅନୁବାଦ ଯାହାର ଅର୍ଥ “ତିକ୍ତ” ଅଟେ। ଯେହେତୁ ଏହା ଏକ ନାମ ଅଟେ, ତେଣୁ ଆପଣ ଇଂରାଜୀର ଆକୃତି ବ୍ୟବହାର କରିବାକୁ ପସନ୍ଧ କରିପାରନ୍ତି, ଯାହାର ଅର୍ଥ **ତିକ୍ତ** ଅଟେ, ଏବଂ ଇଂରାଜୀ ଶବ୍ଦଟି ଏବ୍ରୀୟ ନାମର ଅର୍ଥ ପ୍ରକାଶ କରେ ବୋଲି ବ୍ୟାଖ୍ୟା କରିବାକୁ ଏକ ପାଦଟିକା ବ୍ୟବହାର କରିପାରନ୍ତି। (ଦେଖନ୍ତୁ: [[rc://en/ta/man/translate/translate-names]])
RUT 1 21 n9zc אֲנִי֙ מְלֵאָ֣ה הָלַ֔כְתִּי וְ⁠רֵיקָ֖ם הֱשִׁיבַ֣⁠נִי יְהוָ֑ה 1 I went out full, but Yahweh has caused me to return empty ଯେତେବେଳେ ନୟମୀ ବେଥଲିହିମରୁ ବାହାରିଗଲେ, ସେତେବେଳେ ତାଙ୍କ ସ୍ୱାମୀ ଏବଂ ତାଙ୍କର ଦୁଇ ପୁତ୍ର ଥିଲେ ଏବଂ ସେ ବହୁତ ଖୁସି ଥିଲେ । ନୟମୀ ତାଙ୍କ ସ୍ୱାମୀ ଏବଂ ପୁତ୍ରଙ୍କ ମୃତ୍ୟୁ ପାଇଁ ସଦାପ୍ରଭୁଙ୍କୁ ଦାୟୀ କରି କହନ୍ତି ଯେ ସେ ସେମାନଙ୍କ ବିନା ତାହାଙ୍କୁ ବେଥଲିହିମକୁ ଫେରାଇ ଆଣିଛନ୍ତି ଏବଂ ବର୍ତ୍ତମାନ ସେ ତିକ୍ତ ଏବଂ ଅସନ୍ତୁଷ୍ଟ ଅଟନ୍ତି।
RUT 1 21 jqx5 עָ֣נָה בִ֔⁠י 1 has testified against me **ମୋତେ ଦୋଷୀ ସାବ୍ୟସ୍ତ କରିଛନ୍ତି**
RUT 1 21 t1p8 הֵ֥רַֽע לִֽ⁠י 1 has done evil to me **ମୋ ଉପରେ ବିପଦ ଆଣିଛନ୍ତି** କିମ୍ବା **ମୋ ପାଇଁ ଦୁଃଖ ଆଣିଛନ୍ତି**
@ -266,5 +266,5 @@ RUT 4 17 fkf2 יֻלַּד־בֵּ֖ן לְ⁠נָעֳמִ֑י 1 A son has been
RUT 4 17 ab51 ה֥וּא אֲבִי־יִשַׁ֖י 1 He was the father of Jesse **ପରେ, ସେ ଯିଶୀର ପିତାମହ ହେଲେ**  ଓବେଦ୍, ଯିଶୀ ଓ ଦାଉଦଙ୍କ ଜନ୍ମ ମଧ୍ୟରେ ବହୁ ସମୟର ଅନ୍ତର ଅଛି ବୋଲି ସ୍ପଷ୍ଟ କରିବା ଆବଶ୍ୟକ ଅଟେ ।
RUT 4 17 f9ha figs-explicit אֲבִ֥י דָוִֽד 1 the father of David **ରାଜା ଦାଉଦଙ୍କ ପିତା।** ଯଦିଓ **ରାଜା** ଉଲ୍ଲେଖ କରାଯାଇ ନାହିଁ, ଏହା ରାଜା ଦାଉଦ ବୋଲି ମୂଳ ଶ୍ରୋତୃବର୍ଗ ନିମନ୍ତେ ସ୍ପଷ୍ଟ ଥିଲେ। (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 4 18 mzm1 תּוֹלְד֣וֹת פָּ֔רֶץ 1 the generations of Perez **​ପେରସଠାରୁ ଆରମ୍ଭ କରି ଆମ ପୂର୍ବପୁରୁଷ ପର୍ଯ୍ୟନ୍ତ କ୍ରମବଦ୍ଧ ବଂଶଧର** । କାରଣ ଏହା ପୂର୍ବରୁ ଉଲ୍ଲେଖ କରାଯାଇଥିଲା ଯେ ପେରସ ଯିହୁଦାର ପୁତ୍ର ଥିଲେ, ଲେଖକ ପେରସଠାରୁ ଆସିଥିବା ପରିବାରବର୍ଗର ତାଲିକା ଉଲ୍ଲେଖ କରିବା ଜାରିରଖନ୍ତି। ପଦ 17 ନୟମୀ ଓ ରୂତଙ୍କ ବିଷୟରେ କାହାଣୀର ଶେଷ ଥିଲା, ଏବଂ ପଦ 18 ଏକ ଅନ୍ତିମ ବିଭାଗକୁ ଆରମ୍ଭ କରେ ଯାହା ଇଫ୍ରାଥା ବଂଶର ପରିବାରବର୍ଗର ତାଲିକାଭୁକ୍ତ କରେ ଏବଂ  ଓବେଦ ରାଜା ଦାଉଦଙ୍କ ପିତାମହ ଭାବରେ କେତେ ମହତ୍ଵପୂର୍ଣ୍ଣ ଥିଲେ ତାହା ମଧ୍ୟ ଦର୍ଶାଏ ।  ଏକ ନୂତନ ବିଭାଗକୁ ସୂଚାଉଥିବା ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ । ଏହି ପଦଟି କାହାଣୀର ସମୟ ଅବଧି ଅପେକ୍ଷା ବହୁ ପୂର୍ବ ସମୟକୁ ସୂଚିତ କରେ ତାହା ଆପଣ ଏଠାରେ ସ୍ପଷ୍ଟ କରି ପାରିବେ ।
RUT 4 19 rl3k translate-names וְ⁠חֶצְרוֹן֙…עַמִּֽינָדָֽב׃ 1 Hezron … Amminadab ଆପଣଙ୍କ ଭାଷାରେ ଏହି ନାମଗୁଡ଼ିକର ସ୍ୱାଭାବିକ ଗଠନକୁ ବ୍ୟବହାର କରନ୍ତୁ **।** [[rc://en/ta/man/translate/translate-names]]) ଦେଖନ୍ତୁ)
RUT 4 19 rl3k translate-names וְ⁠חֶצְרוֹן֙…עַמִּֽינָדָֽב׃ 1 Hezron … Amminadab ଆପଣଙ୍କ ଭାଷାରେ ଏହି ନାମଗୁଡ଼ିକର ସ୍ୱାଭାବିକ ଗଠନକୁ ବ୍ୟବହାର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/translate-names]])
RUT 4 22 abcd figs-explicit דָּוִֽד 1 David **ରାଜା ଦାଉଦ।** ୪:୧୭ ରେ **ଦାଉଦଙ୍କ** ବିଷୟରେ ଟିପ୍ପଣୀ ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-explicit]])

Can't render this file because it contains an unexpected character in line 36 and column 916.