Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 05:54:12 +00:00
parent 76ace16153
commit 3d8056962a
1 changed files with 8 additions and 8 deletions

View File

@ -30,12 +30,12 @@ RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of
RUT 1 9 t69w figs-idiom וַ⁠תִּשֶּׂ֥אנָה קוֹלָ֖⁠ן וַ⁠תִּבְכֶּֽינָה 1 and they lifted up their voices and cried ସ୍ୱର ଉତ୍ତୋଳନ କରିବା ଏକ ରୂଢ଼୍ୟଉକ୍ତି ଅଟେ ଯାହାର ଅର୍ଥ ଉଚ୍ଚ ସ୍ୱରରେ କହିବା ଅଟେ । ପୁତ୍ରବଧୂମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ତିକ୍ତ ଭାବେ ରୋଦନ କଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 1 10 mag8 figs-exclusive נָשׁ֖וּב 1 we will return ଯେତେବେଳେ ଅର୍ପା ଏବଂ ରୂତ **ଆମ୍ଭେମାନେ** କହିଲେ, ସେମାନେ ନୟମୀକୁ ନୁହେଁ ବରଂ ସେମାନେ ନିଜକୁ ସୂଚାଉଥିଲେ। ତେଣୁ ଯେଉଁ ଭାଷାଗୁଡ଼ିକରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ ଏବଂ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତି ଅଛି ସେହି ଭାଷାଗୁଡ଼ିକରେ ଏଠାରେ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରାଯାଇପାରିବ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
RUT 1 10 bq4j figs-you אִתָּ֥⁠ךְ 1 with you ଏଠାରେ **ତୁମ୍ଭେ** ନୟମୀକୁ ସୂଚାଉଥିବା ଏକବଚନ ଶବ୍ଦ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-you]])
RUT 1 11 ggi3 figs-rquestion לָ֥⁠מָּה תֵלַ֖כְנָה עִמִּ֑⁠י 1 Why would you go with me? ଏହା ଏକ ଆଳଙ୍କାରିକ ପ୍ରଶ୍ନ (Rhetorical question) ଅଟେ । ବିକଳ୍ପ ଅନୁବାଦ: “ମୋ ସହିତ ତୁମ୍ଭମାନଙ୍କ ଯିବା ଲାଭପ୍ରଦ ନୁହେଁ।” କିମ୍ବା “ତୁମ୍ଭେମାନେ ମୋ ସହିତ ଯିବା ଉଚିତ ନୁହେଁ।”   [[rc://en/ta/man/translate/figs-rquestion]] ଦେଖନ୍ତୁ)
RUT 1 11 q2hn figs-rquestion הַֽ⁠עֽוֹד־לִ֤⁠י בָנִים֙ בְּֽ⁠מֵעַ֔⁠י וְ⁠הָי֥וּ לָ⁠כֶ֖ם לַ⁠אֲנָשִֽׁים 1 Do I still have sons in my womb, that they may become your husbands? ଏହା ଏକ ଆଳଙ୍କାରିକ ପ୍ରଶ୍ନ  (Rhetorical question) ଅଟେ। ନୟମୀ ସେମାନଙ୍କ ବିବାହ ପାଇଁ ପୁଣିଥରେ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରି ପାରିବେ ନାହିଁ ବୋଲି କହିବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସ୍ୱାମୀ ହେବାକୁ ପୁଣିଥରେ ପୁତ୍ରସନ୍ତାନମାନଙ୍କୁ ପ୍ରସବ କରିପାରିବା ମୋ ପକ୍ଷରେ କଦାପି ସମ୍ଭବ ନୁହେଁ ।” [[rc://en/ta/man/translate/figs-rquestion]]ଦେଖନ୍ତୁ)
RUT 1 11 ggi3 figs-rquestion לָ֥⁠מָּה תֵלַ֖כְנָה עִמִּ֑⁠י 1 Why would you go with me? ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ। ବିକଳ୍ପ ଅନୁବାଦ: “ମୋ ସହିତ ତୁମ୍ଭମାନଙ୍କ ଯିବା ଲାଭପ୍ରଦ ନୁହେଁ।” କିମ୍ବା “ତୁମ୍ଭେମାନେ ମୋ ସହିତ ଯିବା ଉଚିତ ନୁହେଁ।”  (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 1 11 q2hn figs-rquestion הַֽ⁠עֽוֹד־לִ֤⁠י בָנִים֙ בְּֽ⁠מֵעַ֔⁠י וְ⁠הָי֥וּ לָ⁠כֶ֖ם לַ⁠אֲנָשִֽׁים 1 Do I still have sons in my womb, that they may become your husbands? ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ। ନୟମୀ ସେମାନଙ୍କ ବିବାହ ପାଇଁ ପୁଣିଥରେ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରି ପାରିବେ ନାହିଁ ବୋଲି କହିବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସ୍ୱାମୀ ହେବାକୁ ପୁଣିଥରେ ପୁତ୍ରସନ୍ତାନମାନଙ୍କୁ ପ୍ରସବ କରିପାରିବା ମୋ ପକ୍ଷରେ କଦାପି ସମ୍ଭବ ନୁହେଁ।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 1 12 dyc4 figs-explicit זָקַ֖נְתִּי מִ⁠הְי֣וֹת לְ⁠אִ֑ישׁ 1 I am too old to belong to a husband ସନ୍ତାନ ପ୍ରସବ କରିବା ପାଇଁ ସ୍ୱାମୀଙ୍କର ଗୁରୁତ୍ୱପୂର୍ଣ୍ଣତାକୁ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରିବ। ବିକଳ୍ପ ଅନୁବାଦ: “ମୁଁ ପୁନର୍ବାର ବିବାହ କରି ସନ୍ତାନ ପ୍ରସବ କରିବା ବୟସର ସୀମା ଅତିକ୍ରମ କରି ସାରିଛି ଏବଂ ମୁଁ ଅତ୍ୟଧିକ ବୃଦ୍ଧା ଅଟେ” ( [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 1 12 abc1 figs-rquestion כִּ֤י אָמַ֨רְתִּי֙ יֶשׁ־לִ֣⁠י תִקְוָ֔ה גַּ֣ם הָיִ֤יתִי הַ⁠לַּ֨יְלָה֙ לְ⁠אִ֔ישׁ וְ⁠גַ֖ם יָלַ֥דְתִּי בָנִֽים 1 If I said I have hope, if I belonged to a husband even tonight, and even if I would give birth to sons, ଏହି ଆଳଙ୍କାରିକ ପ୍ରଶ୍ନ  ଏଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ବାକ୍ୟ ପର୍ଯ୍ୟନ୍ତ ଜାରିରହେ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କରି କହନ୍ତି ଯେ ସେ ଆଉ ଅନ୍ୟ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରିପାରିବେ ନାହିଁ ଯେଉଁମାନଙ୍କୁ ସେମାନେ ବିବାହ କରିବେ । ବିକଳ୍ପ ଅନୁବାଦ: "ଯଦିଓ ଏହା ସମ୍ଭବ ହୁଅନ୍ତା ତେବେ ମୁଁ ତୁରନ୍ତ ବିବାହ କରି ତୁରନ୍ତ ପୁତ୍ରମାନଙ୍କୁ ପ୍ରସବ କରିବାକୁ ଆଶା କରନ୍ତି… ”[[rc://en/ta/man/translate/figs-rquestion\\] ଦେଖନ୍ତୁ)
RUT 1 12 abc1 figs-rquestion כִּ֤י אָמַ֨רְתִּי֙ יֶשׁ־לִ֣⁠י תִקְוָ֔ה גַּ֣ם הָיִ֤יתִי הַ⁠לַּ֨יְלָה֙ לְ⁠אִ֔ישׁ וְ⁠גַ֖ם יָלַ֥דְתִּי בָנִֽים 1 If I said I have hope, if I belonged to a husband even tonight, and even if I would give birth to sons, ଏହି ଆଳଙ୍କାରିକ ପ୍ରଶ୍ନ  ଏଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ବାକ୍ୟ ପର୍ଯ୍ୟନ୍ତ ଜାରିରହେ।ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କରି କହନ୍ତି ଯେ ସେ ଆଉ ଅନ୍ୟ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରିପାରିବେ ନାହିଁ ଯେଉଁମାନଙ୍କୁ ସେମାନେ ବିବାହ କରିବେ। ବିକଳ୍ପ ଅନୁବାଦ: "ଯଦିଓ ଏହା ସମ୍ଭବ ହୁଅନ୍ତା ତେବେ ମୁଁ ତୁରନ୍ତ ବିବାହ କରି ତୁରନ୍ତ ପୁତ୍ରମାନଙ୍କୁ ପ୍ରସବ କରିବାକୁ ଆଶା କରନ୍ତି…” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 1 12 kh9g יָלַ֥דְתִּי בָנִֽים 1 would give birth to sons **ସନ୍ତାନମାନଙ୍କୁ ପ୍ରସବ କରିବା କିମ୍ଭା ଶିଶୁପୁତ୍ରମାନଙ୍କୁ ପ୍ରସବ କରିବା**
RUT 1 13 gmc2 figs-rquestion אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ନୟମୀ ପୂର୍ବ ପଦରେ ଆରମ୍ଭ କରିଥିବା ଆଳଙ୍କାରିକ ପ୍ରଶ୍ନକୁ ଏହି ପଦରେ ସମାପ୍ତ କରନ୍ତି ଏବଂ ଦ୍ୱିତୀୟ ଆଳଙ୍କାରିକ ପ୍ରଶ୍ନ କରନ୍ତି ଯାହା ପୂର୍ବ ପ୍ରଶ୍ନର ଅର୍ଥକୁ ଗୁରୁତ୍ୱ ପ୍ରଦାନ କରେ । ବିକଳ୍ପ ଅନୁବାଦ: "… ସେମାନେ ବୟସପ୍ରାପ୍ତି ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ବିବାହ କରିବାକୁ ସେମାନଙ୍କର ଅପେକ୍ଷା କରିବ ନାହିଁ । ଏଥି ପୂର୍ବରୁ ତୁମ୍ଭମାନଙ୍କୁ ବିବାହ କରିବାକୁ ପଡିବ।" [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 1 13 gmc2 figs-rquestion אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ନୟମୀ ପୂର୍ବ ପଦରେ ଆରମ୍ଭ କରିଥିବା ଆଳଙ୍କାରିକ ପ୍ରଶ୍ନକୁ ଏହି ପଦରେ ସମାପ୍ତ କରନ୍ତି ଏବଂ ଦ୍ୱିତୀୟ ଆଳଙ୍କାରିକ ପ୍ରଶ୍ନ କରନ୍ତି ଯାହା ପୂର୍ବ ପ୍ରଶ୍ନର ଅର୍ଥକୁ ଗୁରୁତ୍ୱ ପ୍ରଦାନ କରେ। ବିକଳ୍ପ ଅନୁବାଦ: “… ସେମାନେ ବୟସପ୍ରାପ୍ତି ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ବିବାହ କରିବାକୁ ସେମାନଙ୍କର ଅପେକ୍ଷା କରିବ ନାହିଁ। ଏଥି ପୂର୍ବରୁ ତୁମ୍ଭମାନଙ୍କୁ ବିବାହ କରିବାକୁ ପଡିବ।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 1 13 ab04 אֲשֶׁ֣ר יִגְדָּ֔לוּ הֲ⁠לָהֵן֙ תֵּֽעָגֵ֔נָה לְ⁠בִלְתִּ֖י הֱי֣וֹת לְ⁠אִ֑ישׁ 1 would you therefore wait until the time when they are grown? Would you for this reason keep yourselves from belonging a husband? ଏହା ଲିଭରେଟ୍ ବିବାହ ପ୍ରଥାକୁ ସୂଚିତ କରେ, ଯେଉଁ ପ୍ରଥାରେ ଯଦି ଜଣେ ବିବାହିତ ପୁରୁଷ ମୃତ୍ୟୁବରଣ କରେ, ତେବେ ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣେ ଭାଇ ସେହି ପୁରୁଷର ବିଧବାଙ୍କୁ ବିବାହ କରନ୍ତି। ଏବିଷୟରେ ଅଧିକ ଜାଣିବା ପାଇଁ ପରିଚୟ ଦେଖନ୍ତୁ ।
RUT 1 13 gh99 figs-metaphor מַר־לִ֤⁠י מְאֹד֙ 1 it is exceedingly bitter for me ତିକ୍ତତା ଅତିଶୟ ଦୁଃଖର ଏକ ଉପମା ବା ରୂପକ ଅଳଙ୍କାର ଅଟେ। ବିକଳ୍ପ ଅନୁବାଦ: “ଏହା ମୋତେ ଅତ୍ୟନ୍ତ ଦୁଃଖିତ କରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me **ହସ୍ତ** ଶବ୍ଦ ସଦାପ୍ରଭୁଙ୍କ ଶକ୍ତି ବା ପରାକ୍ରମକୁ ସୂଚାଏ। ବିକଳ୍ପ ଅନୁବାଦ: "ସଦାପ୍ରଭୁ ମୋ' ପ୍ରତି ଭୟଙ୍କର ବିଷୟଗୁଡ଼ିକୁ ଘଟେଇଛନ୍ତି" (ଦେଖନ୍ତୁ: [[rc://en/ta/man/translate/figs-metonymy]])
@ -86,10 +86,10 @@ RUT 2 5 ab16 לְ⁠נַעֲר֔⁠וֹ 1 to his servant ଏହି **ଦାସ*
RUT 2 5 sdf9 הַ⁠נִּצָּ֖ב עַל 1 who was set over  **ଯିଏ** **ଦାୟିତ୍ୱରେ ଥିଲେ** କିମ୍ବା **ଯିଏ** **ପରିଚାଳନା କରୁଥିଲେ**
RUT 2 7 ab17 אֲלַקֳטָה־נָּא֙ 1 Please let me glean **ଶସ୍ୟ ସଂଗ୍ରହ କରିବା** ଅର୍ଥ ଶସ୍ୟ କିମ୍ବା ଅନ୍ୟାନ୍ୟ ଉତ୍ପାଦ ସଂଗ୍ରହ କରିବା ଯାହା ଶ୍ରମିକମାନେ ଅମଳ କରୁଥିବା ସମୟରେ ଛାଡିଛନ୍ତି କିମ୍ବା ଭୁଲିଯାଇଛନ୍ତି । ଏହା ଈଶ୍ଵର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥାରର ଏକ ଅଂଶ ଥିଲା ଯେ ଶ୍ରମିକମାନେ ଏହି ଶସ୍ୟ ପାଇଁ କ୍ଷେତ୍ରକୁ ଫେରିବା ଉଚିତ ନୁହେଁ, ଯାହା ଫଳରେ ଏହା ଗରିବ କିମ୍ବା ବିଦେଶୀ ଯାତ୍ରୀଙ୍କ ପାଇଁ ଛାଡି ଦିଆଯିବ। ଲେବୀୟ ପୁସ୍ତକ 19:10 ଏବଂ ଦ୍ୱିତୀୟ ବିବରଣ 24:21 ପଦଗୁଡ଼ିକ ଦେଖନ୍ତୁ ।
RUT 2 7 kj7a הַ⁠בַּ֖יִת 1 the house **କୁଟୀର** କିମ୍ବା **ଆଶ୍ରୟସ୍ଥଳ** । ଏହା ଏକ ଅସ୍ଥାୟୀ ଆଶ୍ରୟସ୍ଥଳ କିମ୍ବା ଉଦ୍ୟାନ ଥିଲା ଯାହା ସୂର୍ଯ୍ୟଠାରୁ ଛାଇ ଯୋଗାଇଥାଏ ଯେଉଁଠାରେ ଶ୍ରମିକମାନେ ବିଶ୍ରାମ ନେଇପାରନ୍ତି ।
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? ଏହାକୁ ଏକ ଆଦେଶ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ମୋହର କନ୍ୟା, ମୋର କଥା ଶୁଣୁ!" କିମ୍ବା "ମୋହର କନ୍ୟା, ମୁଁ ତୁମ୍ଭକୁ ଯାହା କହୁଛି ସେଥିପ୍ରତି ଧ୍ୟାନ ଦିଅ!"[[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? ଏହାକୁ ଏକ ଆଦେଶ ଭାବରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ମୋହର କନ୍ୟା, ମୋର କଥା ଶୁଣୁ!” କିମ୍ବା “ହେଁ ଆମ୍ଭର କନ୍ୟା, ମୁଁ ତୁମ୍ଭକୁ ଯାହା କହୁଛି ସେଥିପ୍ରତି ଧ୍ୟାନ ଦିଅ!” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯୁବତୀଙ୍କୁ ସମ୍ବୋଧନ କରିବାର ଏକ ନମ୍ର ଭାବ ଥିଲା। ବାସ୍ତବରେ ରୂତ ବୋୟଜଙ୍କ କନ୍ୟା ନଥିଲେ, କିନ୍ତୁ ସେ ତାଙ୍କୁ ଦୟା ଏବଂ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field **ଚକ୍ଷୁ** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ। ବିକଳ୍ପ ଅନୁବାଦ: “କ୍ଷେତ୍ର ପ୍ରତି କେବଳ ଦୃଷ୍ଟି ରଖ” କିମ୍ବା “କେବଳ କ୍ଷେତ୍ର ପ୍ରତି ଧ୍ୟାନ ଦିଅ।” (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - କାରଣ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭର କୌଣସି ଅନିଷ୍ଟ ନକରିବାକୁ ମୁଁ ଲୋକମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - କାରଣ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ। ବିକଳ୍ପ ଅନୁବାଦ: “ତୁମ୍ଭର କୌଣସି ଅନିଷ୍ଟ ନକରିବାକୁ ମୁଁ ଲୋକମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବ ପୁରୁଷ ଶ୍ରମିକମାନେ** କିମ୍ବା **ଦାସଗଣ**। ଯେଉଁ ଯୁବକମାନେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି ।
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାର ଏହା ଏକ ନମ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସଂଗ୍ରହରୁ ନିବୃତ୍ତ କରିବାର ନ ଥିଲା। [[rc://en/ta/man/translate/figs-euphemism]])ଦେଖନ୍ତୁ)
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw ଜଳ ଟାଣିବା ଅର୍ଥ କୂଅରୁ ପାଣି ଟାଣିବା କିମ୍ବା ଏହାକୁ ଏକ ପାତ୍ରରୁ ବାହାର କରିବା ଅଟେ ।
@ -145,10 +145,10 @@ RUT 3 intro t4y5 0 # ରୂତ 3 **ସାଧାରଣ ବିବରଣୀ**<b
RUT 3 1 jdr3 writing-newevent וַ⁠תֹּ֥אמֶר לָ֖⁠הּ נָעֳמִ֣י 1 Naomi … said to her, ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଅଂଶକୁ ପରିଚିତ କରାଏ, ଯେଉଁଥିରେ ରୂତ ବୋୟଜଙ୍କୁ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ହେବାର କର୍ତ୍ତବ୍ୟ ତାଙ୍କ ଓ ନୟମୀଙ୍କ ପ୍ରତି ତୁଲାଇବାକୁ ନିବେଦନ କରନ୍ତି ।  [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 3 1 r7ar חֲמוֹתָ֑⁠הּ 1 her mother-in-law ନୟମୀ ରୂତଙ୍କ ମୃତ ସ୍ୱାମୀଙ୍କର ମାତା ଅଟନ୍ତି।
RUT 3 1 f1uc בִּתִּ֞⁠י 1 My daughter ରୂତ ନୟମୀଙ୍କ ପୁତ୍ରଙ୍କୁ ବିବାହ କରି ପରିବାରର ଜଣେ ସଦସ୍ୟ ହେଲେ ଓ ବେଥଲିହିମକୁ ଫେରିବା ପରେ ନିଜର କାର୍ଯ୍ୟ ଓ ଭଲପାଇବା ଦ୍ୱାରା ସେ ନୟମୀଙ୍କର ଜଣେ ଝିଅ ପରି ହେଲେ।
RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מָנ֖וֹחַ אֲשֶׁ֥ר יִֽיטַב־לָֽ⁠ךְ 1 should I not seek a resting place for you, that will be good for you? ନୟମୀ ରୂତଙ୍କୁ ଆପଣା ଯୋଜନା ଜଣାଇବାକୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ବିଶ୍ରାମ ନେବା ପାଇଁ ମୁଁ ଏକ ସ୍ଥାନ ଖୋଜିବି, ଯାହା ଦ୍ୱାରା ତୁମ୍ଭର ଯତ୍ନ ନିଆଯିବ।” କିମ୍ବା “ତୁମ୍ଭର ଯତ୍ନ ନେବା ପାଇଁ ମୁଁ ନିଶ୍ଚିତ ତୁମ୍ଭ ପାଇଁ ଏକ ସ୍ୱାମୀ ଖୋଜିବି, ଯାହା ଦ୍ୱାରା ତୁମ୍ଭେ ବିନା ଚିନ୍ତାରେ ଜୀବନ ଯାପନ କରିପାରିବ |” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מָנ֖וֹחַ אֲשֶׁ֥ר יִֽיטַב־לָֽ⁠ךְ 1 should I not seek a resting place for you, that will be good for you? ନୟମୀ ରୂତଙ୍କୁ ଆପଣା ଯୋଜନା ଜଣାଇବାକୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭର ବିଶ୍ରାମ ନେବା ପାଇଁ ମୁଁ ଏକ ସ୍ଥାନ ଖୋଜିବି, ଯାହା ଦ୍ୱାରା ତୁମ୍ଭର ଯତ୍ନ ନିଆଯିବ।” କିମ୍ବା “ତୁମ୍ଭର ଯତ୍ନ ନେବା ପାଇଁ ମୁଁ ନିଶ୍ଚିତ ତୁମ୍ଭ ପାଇଁ ଏକ ସ୍ୱାମୀ ଖୋଜିବି, ଯାହା ଦ୍ୱାରା ତୁମ୍ଭେ ବିନା ଚିନ୍ତାରେ ଜୀବନ ଯାପନ କରିପାରିବ।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for you ଏହାର ଅର୍ଥ କ୍ଳାନ୍ତରୁ ଅସ୍ଥାୟୀ ଭାବରେ ବିଶ୍ରାମ ନେବାକୁ ଏକ ସ୍ଥାନ ନୁହେଁ। ଏହାର ଅର୍ଥ ସ୍ୱାମୀ ସହିତ ଏକ ଉତ୍ତମ ଗୃହରେ ସ୍ଥାୟୀ ବିଶ୍ରାମ ଏବଂ ସୁରକ୍ଷିତ ସ୍ଥାନ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
RUT 3 2 jdr4 grammar-connect-logic-result וְ⁠עַתָּ֗ה 1 Connecting Statement: ପଦ ୧ ରେ ନୟମୀଙ୍କ ଆଳଙ୍କାରିକ ପ୍ରଶ୍ନ ସେ ପଦ -୪ ରେ ରୂତଙ୍କୁ ଦେବାକୁ ଯାଉଥିବା ପରାମର୍ଶର କାରଣ ଦର୍ଶାଏ । ଏହି ଶବ୍ଦ ପଦ ୧ ର ଫଳାଫଳକୁ ଚିହ୍ନିତ କରେ। ଅନ୍ୟ ଅର୍ଥରେ, ନୟମୀ ରୂତଙ୍କୁ କ’ଣ କରିବା ଆବଶ୍ୟକ (୩:-୪) ସେ ବିଷୟରେ ତାଙ୍କୁ ପରାମର୍ଶ ଦିଅନ୍ତି (୩:୧) କାରଣ ସେ ରୂତଙ୍କ ପାଇଁ ଏକ ଉତ୍ତମ, ସୁରକ୍ଷିତ ଗୃହ ଖୋଜିବାକୁ ଇଚ୍ଛା କରନ୍ତି। ଯଦି ଫଳାଫଳ ପରେ କାରଣ ଦେବା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପଦ -୪ ପରେ ପଦ ୧ କୁ ରଖି ପାରନ୍ତି, ଯାହାକି ପଦ ୧-୪ ଭାବରେ ଚିହ୍ନିତ ହେବ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative ପୂର୍ବରୁ ରୂତଙ୍କୁ କହିଥିବା କଥାକୁ ସ୍ମରଣ କରାଇବା ପାଇଁ, ସେ ଯାହା କହିବାକୁ ଯାଉଛନ୍ତି ତାହାର କାରଣ ଦର୍ଶାଇବା ପାଇଁ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କଲେ (2:20 ଦେଖନ୍ତୁ) । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଜାଣ ଯେ ବୋୟଜ ଆମ୍ଭର କୁଟୁମ୍ବିୟ ଅଟନ୍ତି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative ପୂର୍ବରୁ ରୂତଙ୍କୁ କହିଥିବା କଥାକୁ ସ୍ମରଣ କରାଇବା ପାଇଁ, ସେ ଯାହା କହିବାକୁ ଯାଉଛନ୍ତି ତାହାର କାରଣ ଦର୍ଶାଇବା ପାଇଁ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କଲେ (: ଦେଖନ୍ତୁ)। ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଜାଣ ଯେ ବୋୟଜ ଆମ୍ଭର କୁଟୁମ୍ବିୟ ଅଟନ୍ତି।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working ଯଦି ଏହା ବୁଝିବାରେ ସାହାଯ୍ୟ କରେ ତେବେ ରୂତ ଦାସୀମାନଙ୍କ ସଙ୍ଗରେ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ବୋଲି ଅନୁବାଦକୁ ସ୍ପଷ୍ଟ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁ ମହିଳା ଦାସୀମାନଙ୍କ ସଙ୍ଗରେ ତୁମ୍ଭେ କ୍ଷେତ୍ରରେ ଥିଲ ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 3 2 nd8v figs-distinguish הִנֵּה 1 Look **ଦେଖ** ଶବ୍ଦ ନିମ୍ନଲିଖିତ ବାକ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚିତ କରେ। ( [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 3 2 ms25 זֹרֶ֛ה 1 will be winnowing **ସେ ଯବ ଝାଡ଼ୁଥିବେ**,  ଝାଡ଼ିବାର ଅର୍ଥ ଉଭୟ ଶସ୍ୟ ଏବଂ ଚୁଷକୁ ଅଲୋଡା ଶସ୍ୟରୂ ପୃଥକ କରିବା ଅଟେ ଯାହା ପବନରେ ଚୁଷକୁ ଉଡ଼ାଇ ପୃର୍ଥକ କରାଯାଇଥାଏ।

Can't render this file because it contains an unexpected character in line 36 and column 916.