Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 05:48:35 +00:00
parent 5886e5388c
commit 76ace16153
1 changed files with 1 additions and 1 deletions

View File

@ -28,7 +28,7 @@ RUT 1 9 pm6y יִתֵּ֤ן יְהוָה֙ לָ⁠כֶ֔ם וּ⁠מְצֶ֣א
RUT 1 9 c74v figs-metaphor וּ⁠מְצֶ֣אןָ מְנוּחָ֔ה 1 that you shall find rest ଏଠାରେ **ବିଶ୍ରାମ** ବସିବାକୁ ସୂଚାଏ ନାହିଁ **।** ଏହାର ଅର୍ଥ ଏକ ସ୍ଥାନ ଅଟେ ଯେଉଁଠାରେ ଏହି ସ୍ତ୍ରୀମାନେ ସମ୍ପୃକ୍ତ ହେବେ ଅର୍ଥାତ ସେମାନଙ୍କ ପାଇଁ ଏକ ଗୃହ ଯାହା ବିବାହ ମାଧ୍ୟମରେ ସେମାନଙ୍କର ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବ **। (**\\[rc://en/ta/man/translate/figs-metaphor\\]ଦେଖନ୍ତୁ)
RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of her husband ଏହାର ଅର୍ଥ ସେମାନଙ୍କର ନୂତନ ସ୍ୱାମୀମାନଙ୍କ ସହିତ, ସେମାନଙ୍କର ପୂର୍ବ ସ୍ୱାମୀମାନଙ୍କ ସହିତ ନୁହେଁ ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟସ୍ତ୍ରୀମାନଙ୍କ ସ୍ୱାମୀମାନଙ୍କ ସହିତ ନୁହେଁ। **ଗୃହ** ଉଭୟ ଶାରୀରିକ ଗୃହକୁ ସୂଚାଏ ଯାହା ସ୍ୱାମୀଙ୍କର ଅଟେ, ଏବଂ  ଲଜ୍ଜା ଏବଂ ଦାରିଦ୍ର୍ୟରୁ ସ୍ୱାମୀ ପ୍ରଦାନ କରୁଥିବା ସୁରକ୍ଷାକୁ ସୂଚାଏ। (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 1 9 t69w figs-idiom וַ⁠תִּשֶּׂ֥אנָה קוֹלָ֖⁠ן וַ⁠תִּבְכֶּֽינָה 1 and they lifted up their voices and cried ସ୍ୱର ଉତ୍ତୋଳନ କରିବା ଏକ ରୂଢ଼୍ୟଉକ୍ତି ଅଟେ ଯାହାର ଅର୍ଥ ଉଚ୍ଚ ସ୍ୱରରେ କହିବା ଅଟେ । ପୁତ୍ରବଧୂମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ତିକ୍ତ ଭାବେ ରୋଦନ କଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 1 10 mag8 figs-exclusive נָשׁ֖וּב 1 we will return ଯେତେବେଳେ ଅର୍ପା ଏବଂ ରୂତ **ଆମ୍ଭେମାନେ** କହିଲେ, ସେମାନେ ନୟମୀକୁ ନୁହେଁ ବରଂ ସେମାନେ ନିଜକୁ ସୂଚାଉଥିଲେ । ତେଣୁ ଯେଉଁ ଭାଷାଗୁଡ଼ିକରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ (inclusive) ଏବଂ ସ୍ୱତନ୍ତ୍ର (exclusive) ଶବ୍ଦଗଠନ ପଦ୍ଧତି ଅଛି ସେହି ଭାଷାଗୁଡ଼ିକରେ ଏଠାରେ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରାଯାଇପାରିବ।  ([[rc://en/ta/man/translate/figs-exclusive]] ଦେଖନ୍ତୁ)
RUT 1 10 mag8 figs-exclusive נָשׁ֖וּב 1 we will return ଯେତେବେଳେ ଅର୍ପା ଏବଂ ରୂତ **ଆମ୍ଭେମାନେ** କହିଲେ, ସେମାନେ ନୟମୀକୁ ନୁହେଁ ବରଂ ସେମାନେ ନିଜକୁ ସୂଚାଉଥିଲେ। ତେଣୁ ଯେଉଁ ଭାଷାଗୁଡ଼ିକରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ ଏବଂ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତି ଅଛି ସେହି ଭାଷାଗୁଡ଼ିକରେ ଏଠାରେ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରାଯାଇପାରିବ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
RUT 1 10 bq4j figs-you אִתָּ֥⁠ךְ 1 with you ଏଠାରେ **ତୁମ୍ଭେ** ନୟମୀକୁ ସୂଚାଉଥିବା ଏକବଚନ ଶବ୍ଦ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-you]])
RUT 1 11 ggi3 figs-rquestion לָ֥⁠מָּה תֵלַ֖כְנָה עִמִּ֑⁠י 1 Why would you go with me? ଏହା ଏକ ଆଳଙ୍କାରିକ ପ୍ରଶ୍ନ (Rhetorical question) ଅଟେ । ବିକଳ୍ପ ଅନୁବାଦ: “ମୋ ସହିତ ତୁମ୍ଭମାନଙ୍କ ଯିବା ଲାଭପ୍ରଦ ନୁହେଁ।” କିମ୍ବା “ତୁମ୍ଭେମାନେ ମୋ ସହିତ ଯିବା ଉଚିତ ନୁହେଁ।”   [[rc://en/ta/man/translate/figs-rquestion]] ଦେଖନ୍ତୁ)
RUT 1 11 q2hn figs-rquestion הַֽ⁠עֽוֹד־לִ֤⁠י בָנִים֙ בְּֽ⁠מֵעַ֔⁠י וְ⁠הָי֥וּ לָ⁠כֶ֖ם לַ⁠אֲנָשִֽׁים 1 Do I still have sons in my womb, that they may become your husbands? ଏହା ଏକ ଆଳଙ୍କାରିକ ପ୍ରଶ୍ନ  (Rhetorical question) ଅଟେ। ନୟମୀ ସେମାନଙ୍କ ବିବାହ ପାଇଁ ପୁଣିଥରେ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରି ପାରିବେ ନାହିଁ ବୋଲି କହିବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସ୍ୱାମୀ ହେବାକୁ ପୁଣିଥରେ ପୁତ୍ରସନ୍ତାନମାନଙ୍କୁ ପ୍ରସବ କରିପାରିବା ମୋ ପକ୍ଷରେ କଦାପି ସମ୍ଭବ ନୁହେଁ ।” [[rc://en/ta/man/translate/figs-rquestion]]ଦେଖନ୍ତୁ)

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
28 RUT 1 9 c74v figs-metaphor וּ⁠מְצֶ֣אןָ מְנוּחָ֔ה 1 that you shall find rest ଏଠାରେ **ବିଶ୍ରାମ** ବସିବାକୁ ସୂଚାଏ ନାହିଁ **।** ଏହାର ଅର୍ଥ ଏକ ସ୍ଥାନ ଅଟେ ଯେଉଁଠାରେ ଏହି ସ୍ତ୍ରୀମାନେ ସମ୍ପୃକ୍ତ ହେବେ ଅର୍ଥାତ ସେମାନଙ୍କ ପାଇଁ ଏକ ଗୃହ ଯାହା ବିବାହ ମାଧ୍ୟମରେ ସେମାନଙ୍କର ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବ **। (**\\[rc://en/ta/man/translate/figs-metaphor\\]ଦେଖନ୍ତୁ)
29 RUT 1 9 v2vx figs-metonymy בֵּ֣ית אִישָׁ֑⁠הּ 1 in the house of her husband ଏହାର ଅର୍ଥ ସେମାନଙ୍କର ନୂତନ ସ୍ୱାମୀମାନଙ୍କ ସହିତ, ସେମାନଙ୍କର ପୂର୍ବ ସ୍ୱାମୀମାନଙ୍କ ସହିତ ନୁହେଁ ଯେଉଁମାନେ ମରିଛନ୍ତି କିମ୍ବା ଅନ୍ୟସ୍ତ୍ରୀମାନଙ୍କ ସ୍ୱାମୀମାନଙ୍କ ସହିତ ନୁହେଁ। **ଗୃହ** ଉଭୟ ଶାରୀରିକ ଗୃହକୁ ସୂଚାଏ ଯାହା ସ୍ୱାମୀଙ୍କର ଅଟେ, ଏବଂ  ଲଜ୍ଜା ଏବଂ ଦାରିଦ୍ର୍ୟରୁ ସ୍ୱାମୀ ପ୍ରଦାନ କରୁଥିବା ସୁରକ୍ଷାକୁ ସୂଚାଏ। (ଦେଖନ୍ତୁ: [[rc://en/ta/man/translate/figs-metonymy]])
30 RUT 1 9 t69w figs-idiom וַ⁠תִּשֶּׂ֥אנָה קוֹלָ֖⁠ן וַ⁠תִּבְכֶּֽינָה 1 and they lifted up their voices and cried ସ୍ୱର ଉତ୍ତୋଳନ କରିବା ଏକ ରୂଢ଼୍ୟଉକ୍ତି ଅଟେ ଯାହାର ଅର୍ଥ ଉଚ୍ଚ ସ୍ୱରରେ କହିବା ଅଟେ । ପୁତ୍ରବଧୂମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ତିକ୍ତ ଭାବେ ରୋଦନ କଲେ। (ଦେଖନ୍ତୁ: [[rc://en/ta/man/translate/figs-idiom]])
31 RUT 1 10 mag8 figs-exclusive נָשׁ֖וּב 1 we will return ଯେତେବେଳେ ଅର୍ପା ଏବଂ ରୂତ **ଆମ୍ଭେମାନେ** କହିଲେ, ସେମାନେ ନୟମୀକୁ ନୁହେଁ ବରଂ ସେମାନେ ନିଜକୁ ସୂଚାଉଥିଲେ । ତେଣୁ ଯେଉଁ ଭାଷାଗୁଡ଼ିକରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ (inclusive) ଏବଂ ସ୍ୱତନ୍ତ୍ର (exclusive) ଶବ୍ଦଗଠନ ପଦ୍ଧତି ଅଛି ସେହି ଭାଷାଗୁଡ଼ିକରେ ଏଠାରେ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରାଯାଇପାରିବ।  ([[rc://en/ta/man/translate/figs-exclusive]] ଦେଖନ୍ତୁ) ଯେତେବେଳେ ଅର୍ପା ଏବଂ ରୂତ **ଆମ୍ଭେମାନେ** କହିଲେ, ସେମାନେ ନୟମୀକୁ ନୁହେଁ ବରଂ ସେମାନେ ନିଜକୁ ସୂଚାଉଥିଲେ। ତେଣୁ ଯେଉଁ ଭାଷାଗୁଡ଼ିକରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ ଏବଂ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତି ଅଛି ସେହି ଭାଷାଗୁଡ଼ିକରେ ଏଠାରେ ସ୍ୱତନ୍ତ୍ର ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରାଯାଇପାରିବ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
32 RUT 1 10 bq4j figs-you אִתָּ֥⁠ךְ 1 with you ଏଠାରେ **ତୁମ୍ଭେ** ନୟମୀକୁ ସୂଚାଉଥିବା ଏକବଚନ ଶବ୍ଦ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-you]])
33 RUT 1 11 ggi3 figs-rquestion לָ֥⁠מָּה תֵלַ֖כְנָה עִמִּ֑⁠י 1 Why would you go with me? ଏହା ଏକ ଆଳଙ୍କାରିକ ପ୍ରଶ୍ନ (Rhetorical question) ଅଟେ । ବିକଳ୍ପ ଅନୁବାଦ: “ମୋ ସହିତ ତୁମ୍ଭମାନଙ୍କ ଯିବା ଲାଭପ୍ରଦ ନୁହେଁ।” କିମ୍ବା “ତୁମ୍ଭେମାନେ ମୋ ସହିତ ଯିବା ଉଚିତ ନୁହେଁ।”   [[rc://en/ta/man/translate/figs-rquestion]] ଦେଖନ୍ତୁ)
34 RUT 1 11 q2hn figs-rquestion הַֽ⁠עֽוֹד־לִ֤⁠י בָנִים֙ בְּֽ⁠מֵעַ֔⁠י וְ⁠הָי֥וּ לָ⁠כֶ֖ם לַ⁠אֲנָשִֽׁים 1 Do I still have sons in my womb, that they may become your husbands? ଏହା ଏକ ଆଳଙ୍କାରିକ ପ୍ରଶ୍ନ  (Rhetorical question) ଅଟେ। ନୟମୀ ସେମାନଙ୍କ ବିବାହ ପାଇଁ ପୁଣିଥରେ ପୁତ୍ର ସନ୍ତାନମାନଙ୍କୁ ପ୍ରସବ କରି ପାରିବେ ନାହିଁ ବୋଲି କହିବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସ୍ୱାମୀ ହେବାକୁ ପୁଣିଥରେ ପୁତ୍ରସନ୍ତାନମାନଙ୍କୁ ପ୍ରସବ କରିପାରିବା ମୋ ପକ୍ଷରେ କଦାପି ସମ୍ଭବ ନୁହେଁ ।” [[rc://en/ta/man/translate/figs-rquestion]]ଦେଖନ୍ତୁ)