Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 05:47:43 +00:00
parent 9964992181
commit 5886e5388c
1 changed files with 3 additions and 3 deletions

View File

@ -236,16 +236,16 @@ RUT 4 10 jdr0 grammar-connect-words-phrases וְ⁠גַ֣ם 1 Connecting Stateme
RUT 4 10 nm32 לְ⁠הָקִ֤ים שֵׁם־הַ⁠מֵּת֙ עַל־נַ֣חֲלָת֔⁠וֹ 1 to raise up the name of the dead man over his inheritance 4:5 ରେ ଆପଣ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ମୁଁ ତାଙ୍କୁ ଏକ ପୁତ୍ର ଦେଇପାରିବି ଯିଏ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହେବ"
RUT 4 10 gg1m figs-metaphor וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת מֵ⁠עִ֥ם אֶחָ֖י⁠ו 1 so that the name of the dead man will not be cut off from among his brothers and from the gate of his place ଭୁଲିଯିବା ଶବ୍ଦକୁ ପୂର୍ବରୁ ଜୀବିତ ଥିବା ଲୋକମାନଙ୍କ ନାମ ତାଲିକାରୁ କାଟି ଦିଆଯିବା ଅର୍ଥରେ ବ୍ୟବହାର ହୋଇଅଛି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତାଙ୍କୁ ତାଙ୍କ ଭାଇମାନଙ୍କ ବଂଶଧର ଏବଂ ଏହି ସହରର ଲୋକମାନେ ଭୁଲିବେ ନାହିଁ।" [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 4 10 ab61 figs-doublenegatives וְ⁠לֹא־יִכָּרֵ֧ת שֵׁם־הַ⁠מֵּ֛ת 1 so that the name of the dead man will not be cut off  ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଯାହାଫଳରେ ତାଙ୍କ ନାମ ରକ୍ଷା କରାଯିବ” (ଦେଖନ୍ତୁ: [[rc://en/ta/man/translate/figs-doublenegatives]])
RUT 4 10 xpu5 figs-metonymy וּ⁠מִ⁠שַּׁ֣עַר מְקוֹמ֑⁠וֹ 1 and from the gate of his place ନଗରର ଫାଟକରେ ପ୍ରାଚୀନଗଣ ଏକତ୍ରିତ ହୋଇ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଷୟଗୁଡ଼ିକର ନିର୍ଣ୍ଣୟ କରୁଥିଲେ, ଯେପରିକି ଜମିର ମାଲିକ କିଏ ସେ ବିଷୟରେ ନିଷ୍ପତ୍ତି ନେଉଥିଲେ । ବିକଳ୍ପ ଅନୁବାଦ: “ଏବଂ ତାଙ୍କ ସହରର ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ମଧ୍ୟରେ” [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 4 10 xpu5 figs-metonymy וּ⁠מִ⁠שַּׁ֣עַר מְקוֹמ֑⁠וֹ 1 and from the gate of his place ନଗରର ଫାଟକରେ ପ୍ରାଚୀନଗଣ ଏକତ୍ରିତ ହୋଇ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଷୟଗୁଡ଼ିକର ନିର୍ଣ୍ଣୟ କରୁଥିଲେ, ଯେପରିକି ଜମିର ମାଲିକ କିଏ ସେ ବିଷୟରେ ନିଷ୍ପତ୍ତି ନେଉଥିଲେ । ବିକଳ୍ପ ଅନୁବାଦ: “ଏବଂ ତାଙ୍କ ସହରର ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ମଧ୍ୟରେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 4 10 ab45 עֵדִ֥ים אַתֶּ֖ם הַ⁠יּֽוֹם 1 Today you are witnesses! **ଆଜି ତୁମ୍ଭେମାନେ ଏହିସବୁ ଦେଖିଛ ଏବଂ ଶୁଣିଛ_,_ ଏବଂ ଆସନ୍ତାକାଲି ସେଗୁଡ଼ିକ ବିଷୟରେ ସାକ୍ଷୀ ହେବ**
RUT 4 11 ua2a הָ⁠עָ֧ם אֲשֶׁר־בַּ⁠שַּׁ֛עַר 1 the people who were in the gate **ଯେଉଁ ଲୋକମାନେ ଫାଟକ ନିକଟରେ ଏକାଠି ହୋଇଥିଲେ**
RUT 4 11 hg6q figs-metonymy הַ⁠בָּאָ֣ה אֶל־בֵּיתֶ֗⁠ךָ 1 who is coming into your house ଏହାର ଉଭୟ ଆକ୍ଷରିକ ଏବଂ ଆଳଙ୍କାରିକ ଅର୍ଥ ରହିଛି । ରୂତ ବୋୟଜଙ୍କୁ ବିବାହ କଲାପରେ ସେ ତାଙ୍କ ସହ ବୋୟଜଙ୍କ ଗୃହକୁ ଯିବେ । “ଗୃହ” ଏକ ଲକ୍ଷଣାତ୍ମକ ଶବ୍ଦ ହୋଇପାରେ ଯାହାକି “ପରିବାର” କୁ ସୂଚାଏ, ତେଣୁ ଏହା ବୋୟଜଙ୍କ ପତ୍ନୀ ହୋଇ ତାଙ୍କ ପରିବାରର ଏକ ସଦସ୍ୟ ହେବାକୁ ମଧ୍ୟ ସୂଚିତ କରେ । ବିକଳ୍ପ ଅନୁବାଦ: “ଯିଏ ତୁମ୍ଭ ପରିବାରର ସଦସ୍ୟ ହେବାକୁ ଯାଉଛନ୍ତି” [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 4 11 hg6q figs-metonymy הַ⁠בָּאָ֣ה אֶל־בֵּיתֶ֗⁠ךָ 1 who is coming into your house ଏହାର ଉଭୟ ଆକ୍ଷରିକ ଏବଂ ଆଳଙ୍କାରିକ ଅର୍ଥ ରହିଛି। ରୂତ ବୋୟଜଙ୍କୁ ବିବାହ କଲାପରେ ସେ ତାଙ୍କ ସହ ବୋୟଜଙ୍କ ଗୃହକୁ ଯିବେ। “ଗୃହ” ଏକ ଲକ୍ଷଣାତ୍ମକ ଶବ୍ଦ ହୋଇପାରେ ଯାହାକି “ପରିବାର” କୁ ସୂଚାଏ, ତେଣୁ ଏହା ବୋୟଜଙ୍କ ସ୍ତ୍ରୀ ହୋଇ ତାଙ୍କ ପରିବାରର ଏକ ସଦସ୍ୟ ହେବାକୁ ମଧ୍ୟ ସୂଚିତ କରେ। ବିକଳ୍ପ ଅନୁବାଦ: “ଯିଏ ତୁମ୍ଭ ପରିବାରର ସଦସ୍ୟ ହେବାକୁ ଯାଉଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 4 11 q47m כְּ⁠רָחֵ֤ל ׀ וּ⁠כְ⁠לֵאָה֙ 1 like Rachel and Leah ଏମାନେ ଯାକୁବଙ୍କର  ଦୁଇ ସ୍ତ୍ରୀ ଥିଲେ, ଯାହାର ନାମ ଇସ୍ରାଏଲରେ ପରିବର୍ତ୍ତିତ ହୋଇଥିଲା।
RUT 4 11 cz4t בָּנ֤וּ…אֶת־בֵּ֣ית יִשְׂרָאֵ֔ל 1 built up the house of Israel **ଅନେକ ସନ୍ତାନ ପ୍ରସବ କଲେ ଯେଉଁମାନେ ଇସ୍ରାଏଲର ଜାତି ହେଲେ**
RUT 4 11 abcb figs-parallelism וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה וּ⁠קְרָא־שֵׁ֖ם בְּ⁠בֵ֥ית לָֽחֶם 1 Achieve honor in Ephrathah, and be renowned in Bethlehem! ଏହି ଦୁଇଟି ବାକ୍ୟାଂଶ ଅର୍ଥରେ ସମାନ ଅଟେ । ଦ୍ୱିତୀୟ ବାକ୍ୟାଂଶ ଅକ୍ପ ମାତ୍ରାରେ ପୁନରାବୃତ୍ତି ହୁଏ ଏବଂ ପ୍ରଥମ ବାକ୍ୟାଂଶର ଅର୍ଥରେ ଯୋଗ କରେ । ଏହା ଏକ ଏବ୍ରୀୟ ଶୈଳୀର ଗୁରୁତ୍ୱ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ବେଥଲିହିମରେ ଉତ୍ତମ କର୍ମ କରି ସୁଖ୍ୟାତି ହୁଅ ।” [[rc://en/ta/man/translate/figs-parallelism]]) ଦେଖନ୍ତୁ)
RUT 4 11 ab65 figs-imperative וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה וּ⁠קְרָא־שֵׁ֖ם בְּ⁠בֵ֥ית לָֽחֶם 1 Achieve honor in Ephrathah, and be renowned in Bethlehem! ଏହି ବାକ୍ୟାଂଶଗୁଡ଼ିକ ଆଶୀର୍ବାଦର ଏକ ରୂପ ଅଟେ। ଆପଣଙ୍କ ଭାଷାରେ ଉପଯୁକ୍ତ ଆଶୀର୍ବାଦ ଶୈଳୀ ବ୍ୟବହାର କରନ୍ତୁ। ବିକଳ୍ପ ଅନୁବାଦ: “ତୁମ୍ଭେ ବେଥଲିହିମରେ ଉତ୍ତମ କର୍ମ କରି ସୁଖ୍ୟାତି ହୁଅ।” (ଦେଖନ୍ତୁ: [[rc://en/ta/man/translate/figs-imperative]]).
RUT 4 11 uk9q וַ⁠עֲשֵׂה־חַ֣יִל בְּ⁠אֶפְרָ֔תָה 1 Achieve honor in Ephrathah ବେଥଲିହିମ ନଗରରର ଚତୁର୍ଦ୍ଦିଗରେ ଥିବା ଅଞ୍ଚଳ ଇଫ୍ରାଥା ନାମରେ ପରିଚିତ ଥିଲା ଏବଂ ତାହା ନଗରର ଅନ୍ୟ ନାମ ହେଲା। ବୋଧହୁଏ, ଏହି ନାମ ବେଥଲିହିମ ନଗରରେ ଏବଂ ଏହାର ଆଖପାଖରେ ଅଞ୍ଚଳରେ ଅବସ୍ଥିତ ଇସ୍ରାଏଲ ବଂଶରୁ ଆସିଥିଲା ।
RUT 4 12 fn52 figs-metonymy וִ⁠יהִ֤י בֵֽיתְ⁠ךָ֙ כְּ⁠בֵ֣ית פֶּ֔רֶץ אֲשֶׁר־יָלְדָ֥ה תָמָ֖ר לִֽ⁠יהוּדָ֑ה 1 May your house be like the house of Perez, whom Tamar bore to Judah **ଗୃହ** “ପରିବାର” କିମ୍ବା “ଜ୍ଞାତିଙ୍କୁ” ସୂଚାଏ। ପେରସଙ୍କର ଅନେକ ବଂଶଧର ଥିଲେ, ଯେଉଁମାନେ ଇସ୍ରାଏଲରେ ଇଫ୍ରାଥା ସମେତ ଏକ ବଡ ବଂଶରେ ପରିଣତ ହେଲେ  । ତାଙ୍କର ଅନେକ ବଂଶଧର ଗୁରୁତ୍ୱପୂର୍ଣ୍ଣ ଲୋକ ମଧ୍ୟ ହେଲେ । ସଦାପ୍ରଭୁ ରୂତଙ୍କ ସନ୍ତାନମାନଙ୍କ ଦ୍ୱାରା ବୋୟଜଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଲୋକମାନେ ପ୍ରାର୍ଥନା କରୁଥିଲେ । [[rc://en/ta/man/translate/figs-metonymy]]) ଦେଖନ୍ତୁ)
RUT 4 12 fn52 figs-metonymy וִ⁠יהִ֤י בֵֽיתְ⁠ךָ֙ כְּ⁠בֵ֣ית פֶּ֔רֶץ אֲשֶׁר־יָלְדָ֥ה תָמָ֖ר לִֽ⁠יהוּדָ֑ה 1 May your house be like the house of Perez, whom Tamar bore to Judah **ଗୃହ** “ପରିବାର” କିମ୍ବା “ବଂଶ”କୁ ସୂଚାଏ। ପେରସଙ୍କର ଅନେକ ବଂଶଧର ଥିଲେ, ଯେଉଁମାନେ ଇସ୍ରାଏଲରେ ଇଫ୍ରାଥା ସମେତ ଏକ ବଡ ବଂଶରେ ପରିଣତ ହେଲେ। ତାଙ୍କର ଅନେକ ବଂଶଧର ଗୁରୁତ୍ୱପୂର୍ଣ୍ଣ ଲୋକ ମଧ୍ୟ ହେଲେ। ସଦାପ୍ରଭୁ ରୂତଙ୍କ ସନ୍ତାନମାନଙ୍କ ଦ୍ୱାରା ବୋୟଜଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଲୋକମାନେ ପ୍ରାର୍ଥନା କରୁଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 4 12 a433 יָלְדָ֥ה תָמָ֖ר לִֽ⁠יהוּדָ֑ה 1 Tamar bore to Judah ତାମର, ରୂତଙ୍କ ପରି ଜଣେ ବିଧବା ଥିଲେ। ତାମରଙ୍କ ସହିତ ଯିହୁଦା ଏକ ପୁତ୍ର ସନ୍ତାନକୁ ଜନ୍ମ କଲେ, ଯିଏ ତାଙ୍କ ମୃତ ସ୍ୱାମୀଙ୍କ ପରିବାର ନାମ ରକ୍ଷା କଲେ ।
RUT 4 12 xym8 מִן־הַ⁠זֶּ֗רַע אֲשֶׁ֨ר יִתֵּ֤ן יְהוָה֙ לְ⁠ךָ֔ 1 from the offspring that Yahweh gives you ଯେପରି ଯିହୋବା ପେରସଙ୍କ ପାଇଁ ସନ୍ତାନ ଆଶୀର୍ବାଦ କରି ଉତ୍ତମ କର୍ମ କରିଥିଲେ ସେହିପରି ଯିହୋବା ବୋୟଜଙ୍କୁ ରୂତଙ୍କ ଦ୍ୱାରା ଅନେକ ସନ୍ତାନ ଦେଇ ଆଶୀର୍ବାଦ କରନ୍ତୁ ବୋଲି ଲୋକମାନେ ପ୍ରାର୍ଥନା କରୁଥିଲେ । ଆପଣଙ୍କ ଭାଷାରେ ଆଶୀର୍ବାଦ କରିବା ପାଇଁ ବ୍ୟବହୃତ ବକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 4 13 abcc figs-parallelism וַ⁠יִּקַּ֨ח בֹּ֤עַז אֶת־רוּת֙ וַ⁠תְּהִי־ל֣⁠וֹ לְ⁠אִשָּׁ֔ה 1 So Boaz took Ruth, and she became his wife ଏହି ଦୁଇଟି ବକ୍ୟାଂଶର ଅର୍ଥ  ଦ୍ୱିତୀୟ ବାକ୍ୟାଂଶ ପରି ପ୍ରଥମ ବାକ୍ୟାଂଶକୁ ପୁନରାବୃତ୍ତି ଓ ଅଭିବୃଦ୍ଧି କରିବା ସହ  ପ୍ରାୟ ସମାନ ଅର୍ଥ ପ୍ରକାଶ କରେ । ଏହା ଏବ୍ରିୟ କବିତାର ଏକ ଶୈଳୀ ଅଟେ । ଦୁଇଟି ବାକ୍ୟାଂଶକୁ UST ପରି ସଂଯୁକ୍ତ କରାଯାଇପାରେ । [[rc://en/ta/man/translate/figs parallelism]]) ଦେଖନ୍ତୁ)

Can't render this file because it contains an unexpected character in line 36 and column 919.