Update 'en_tn_50-EPH.tsv'

This commit is contained in:
shojo john 2021-08-21 17:42:37 +00:00
parent cb92512b03
commit 76efd86a2c
1 changed files with 0 additions and 1 deletions

View File

@ -255,7 +255,6 @@ EPH 5 11 zdu1 figs-metaphor μὴ συνκοινωνεῖτε τοῖς ἔργ
EPH 5 11 v4d1 figs-metaphor ἔργοις τοῖς ἀκάρποις 1 unfruitful works ପାଉଲ ମନ୍ଦ କର୍ମଗୁଡ଼ିକୁ କୌଣସି ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ଗୋଟିଏ ଅସୁସ୍ଥ ବୃକ୍ଷ ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: ଉତ୍ତମ, ଉପକାରୀ ଏବଂ ଲାଭଜନକ ବିଷୟ କରୁ ନ ଥିବା କାର୍ଯ୍ୟ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 11 hpl2 figs-metaphor ἐλέγχετε 1 expose them ଅନ୍ଧକାରର କର୍ମ ବିରୁଦ୍ଧରେ କହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡ଼ିକୁ ଆଲୋକ ମଧ୍ୟକୁ ଅଣାଯାଉଛି, ଯେପରି ଲୋକମାନେ ତାହା ଦେଖିପାରିବେ I ବିକଳ୍ପ ଅନୁବାଦ: “ସେଗୁଡ଼ିକୁ ବାହାର କରି ଆଲୋକ ମଧ୍ୟକୁ ଆଣ” କିମ୍ବା ସେଗୁଡ଼ିକୁ ଅନାବୃତ କର’ କିଅବା “ଲୋକମାନଙ୍କୁ ଦେଖାଇ କୁହ ଯେ ଏହି କର୍ମଗୁଡ଼ିକ କେତେ ମନ୍ଦ ଅଟେ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 13 sp1z 0 General Information: ଏହା ଜଣାପଡୁନାହିଁ ଯେ ଏହି ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଆସିଥିବା ମିଳିତ ଉଦ୍ଧୃତି ନା ବିଶ୍ଵାସୀମାନେ ଗାନକରୁଥିବା ଗୋଟିଏ ଗୀତରୁ ଆସିଥିବା ଉଦ୍ଧୃତି ଅଟେ I
EPH 5 14 vqi7 figs-metaphor πᾶν ... τὸ φανερούμενον φῶς ἐστιν 1 anything that becomes visible is light
EPH 5 14 z4ar figs-apostrophe ἔγειρε, ὁ καθεύδων, καὶ ἀνάστα ἐκ τῶν νεκρῶν 1 Awake, you sleeper, and arise from the dead ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) ପାଉଲ ଅବିଶ୍ଵାସୀମାନଙ୍କୁ କହନ୍ତି ଯେ ଯେପରି ଜଣେ ମରିଯାଇଥିବା ଲୋକ ସଚେତନ ହେବା ନିମନ୍ତେ ପୁନର୍ବାର ଉଠିବା ଆବଶ୍ୟକ, ସେପରି ସେମାନେ ସେମାନଙ୍କର ଆତ୍ମିକଭାବରେ ମୃତ ହୋଇଥିବା ଅବସ୍ଥାରୁ ଜାଗିଉଠିବା ପ୍ରୟୋଜନ, କିମ୍ବା (2) ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ କହନ୍ତି ଏବଂ ସେମାନଙ୍କର ଆତ୍ମିକ ଦୁର୍ବଳତାପାଇଁ ମୃତ୍ୟୁକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି I UST ଦେଖନ୍ତୁ ([[rc://en/ta/man/translate/figs-apostrophe]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 14 e873 ἐκ τῶν νεκρῶν 1 from the dead ଏହି ଅଭିବ୍ୟକ୍ତି ଭୂମିଗତ ସମସ୍ତ **ମୃତ** ଲୋକମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା ବିଷୟରେ କହିଥାଏ ଏବଂ ଆତ୍ମିକ ଭାବରେ ବଞ୍ଚିବା ଏବଂ ଈଶ୍ଵରଙ୍କ ପାଇଁ ବଞ୍ଚିବା ପାଇଁ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: "ଯେଉଁମାନେ ମୃତ୍ୟୁ ସେମାନଙ୍କ ମଧ୍ୟରୁ" କିମ୍ବା "ଯେଉଁମାନେ ଆତ୍ମିକ ଭାବରେ ମୃତ" । (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 14 ma8w figs-you ὁ καθεύδων ... ἐπιφαύσει σοι 1 you sleeper ... shine on you ଏହି “**ତୁମ୍ଭେ**” ଶବ୍ଦର ବ୍ୟବହାର ନିଦ୍ରାଳୁକୁ ବୁଝାଏ ଏବଂ ଏକବଚନ ଅଟେ I ([[rc://en/ta/man/translate/figs-you]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4496.