Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-19 17:53:50 +00:00
parent 25390c89da
commit 758b950c9c
1 changed files with 9 additions and 1 deletions

View File

@ -348,4 +348,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 6 20 y2u7 figs-activepassive τῆς ψευδωνύμου γνώσεως 1 of what is falsely called knowledge ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ, ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଏଠାରେ ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯାହାକୁ କେତେକ ଲୋକେ ମିଥ୍ୟା ଜ୍ଞାନ ବୋଲି କହନ୍ତି"[[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 6 21 e6rb figs-metaphor τὴν πίστιν ἠστόχησαν 1 they have missed the faith [1:6](https://create.translationcore.com/01/06.md) ରେ ଆପଣ କିପରି ଏହି ଅଭିବ୍ୟକ୍ତି ଅନୁବାଦ କରିଛନ୍ତି ଦେଖନ୍ତୁ । ପାଉଲ ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ ବିଷୟରେ କହନ୍ତି ଯେପରି ଏହା ଏକ ଲକ୍ଷ୍ୟ ଯାହା ଲୋକମାନେ ମଧ୍ୟ ଲକ୍ଷ୍ୟ କରିବା ଉଚିତ୍ ଅଟେ । ବିକଳ୍ପ ଅନୁବାଦ: "ଯୀଶୁଙ୍କଠାରେ ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରି ନାହିଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 21 hix2 figs-you ἡ χάρις μεθ’ ὑμῶν 1 May grace be with you **ତୁମ୍ଭେ** ଶବ୍ଦ ବହୁବଚନ ଅଟେ ଏବଂ ତୀମଥି ଏବଂ ଏଫିସରେ ଥିବା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ" [[rc://en/ta/man/translate/figs-you]])ଦେଖନ୍ତୁ)
1TI 1 3 t112 translate-names Ἐφέσῳ 1 Ephesus ଏହା ଏକ ସହରର ନାମ ଅଟେ ।[[rc://en/ta/man/translate/translate-names]])ଦେଖନ୍ତୁ)
1TI 1 3 t112 translate-names Ἐφέσῳ 1 Ephesus ଏହା ଏକ ସହରର ନାମ ଅଟେ ।[[rc://en/ta/man/translate/translate-names]])ଦେଖନ୍ତୁ)
1TI 1 3 t113 τισὶν 1 certain ones ବିକଳ୍ପ ଅନୁବାଦ: "କେତେ ଲୋକ"
1TI 1 4 p2sr figs-abstractnouns τὴν ἐν πίστει 1 which is by faith ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟାପଦ ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପରେ ଭରସା କରି ଆମେ ଯାହା ଶିଖୁ" କିମ୍ବା "ଯାହା ଈଶ୍ଵରଙ୍କ ଉପରେ ଭରସା କରି ଆମେ କରୁ" ।[[rc://en/ta/man/translate/figs-abstractnouns]])
1TI 1 5 iwnk grammar-connect-logic-goal τὸ δὲ τέλος τῆς παραγγελίας ἐστὶν 1 Now the goal of this command is ଏଠାରେ ପାଉଲ ତୀମଥିଙ୍କୁ ଦେଇଥିବା ଆଦେଶରୁ ଚାହୁଁଥିବା **ଲକ୍ଷ୍ୟ** ବା ଫଳାଫଳକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: "ଏହି ଫଳାଫଳ ହାସଲ କରିବାକୁ ମୁଁ ଏହି ବିଷୟଗୁଡ଼ିକୁ ନିର୍ଦ୍ଦେଶ ଦେଉଅଛି" [[rc://en/ta/man/translate/grammar-connect-logic-goal]])
1TI 1 5 t123 figs-metaphor ἐκ καθαρᾶς καρδίας 1 from a pure heart ଏଠାରେ **ହୃଦୟ** ସାଙ୍କେତିକ ଭାବରେ ବ୍ୟକ୍ତିର ଚିନ୍ତାଧାରା ଏବଂ ପ୍ରବୃତ୍ତିକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: "କେବଳ ଯାହା ଉତ୍ତମ ସେହି ଇଚ୍ଛାନୁସାରେ" [[rc://en/ta/man/translate/figs-metaphor]])
1TI 1 5 zziu figs-abstractnouns πίστεως ἀνυποκρίτου 1 a sincere faith ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟାପଦ ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ଏଠାରେ, **ବିଶ୍ୱାସ**ର ଅର୍ଥ: (1) ଈଶ୍ଵରଙ୍କ ଉପରେ ଭରସା କିମ୍ବା (2) ଈଶ୍ଵରଙ୍କ ବିଷୟରେ ପ୍ରକୃତ ଶିକ୍ଷା ଉପରେ ବିଶ୍ୱାସ କରିବା । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପରେ ଦୃଢ଼ ଭାବରେ ବିଶ୍ଵାସ କରିବା" କିମ୍ବା "ଈଶ୍ଵରଙ୍କ ବିଷୟରେ ପ୍ରକୃତ ବାର୍ତ୍ତାରେ ଆନ୍ତରିକ ଭାବରେ ବିଶ୍ଵାସ କରିବା"[[rc://en/ta/man/translate/figs-abstractnouns]])
1TI 1 7 t131 figs-doublenegatives μὴ…μήτε…μήτε 1 not … either … or ପାଉଲ ଗ୍ରୀକ୍ ଭାଷାରେ ଏକ ତୃତୀୟ ନକାରାତ୍ମକ ବ୍ୟବହାର କରି , "ନାହିଁ … ଏହା ନୁହେଁ କି ତାହା ନୁହେଁ… ନୁହେଁ" ଏଠାରେ ଗୁରୁତ୍ଵ ଦିଅନ୍ତି । ଏକ ସକାରାତ୍ମକ ଅର୍ଥ ପ୍ରକାଶ କରିବା ପାଇଁ ଏହି ନକାରାତ୍ମକଗୁଡ଼ିକ ମଧ୍ୟରୁ କୌଣସି ଶବ୍ଦ ପରସ୍ପରକୁ ବାତିଲ୍ କରେ ନାହିଁ । ଏହା ପରିବର୍ତ୍ତେ, ନକାରାତ୍ମକ ଅର୍ଥକୁ ସମଗ୍ର ସ୍ଥାନରେ ବ୍ୟବହାର ହୋଇଅଛି । ଯଦି ଆପଣଙ୍କ ଭାଷା ଗୁରୁତ୍ୱ ପ୍ରକାଶ କରିବା ପାଇଁ ଦ୍ୱିନକାରାତ୍ମକ ବ୍ୟବହାର କରେ ଯାହା ପରସ୍ପରକୁ ବାତିଲ୍ କରେ ନାହିଁ, ସେହି ଗଠନକୁ ଏଠାରେ ଆପଣ ବ୍ୟବହାର କରି ପାରିବେ ।[[rc://en/ta/man/translate/figs-doublenegatives]])
1TI 1 7 t132 figs-parallelism ἃ λέγουσιν, μήτε περὶ τίνων διαβεβαιοῦνται 1 what they are saying or about which they make confident affirmations ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ପାଉଲ ଗୁରୁତ୍ୱ ପାଇଁ ଏହି ପୁନରାବୃତ୍ତି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ତେବେ ଆପଣଙ୍କୁ ଆପଣଙ୍କ ଅନୁବାଦରେ ଉଭୟ ବାକ୍ୟାଂଶ ରଖିବା ଆବଶ୍ୟକ ନାହିଁ । ବିକଳ୍ପ ଅନୁବାଦ: "ସେମାନେ ଯେଉଁ ବିଷୟ ଆତ୍ମବିଶ୍ୱାସରେ କହନ୍ତି ତାହା ସତ୍ୟ ଅଟେ" [[rc://en/ta/man/translate/figs-parallelism]])
1TI 1 8 t134 figs-exclusive οἴδαμεν 1 we know ଏହି ପତ୍ରରେ, ପାଉଲ ତୀମଥି ଏବଂ ନିଜକୁ କିମ୍ବା ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ **ଆମେ****,** **ଆମକୁ** ଏବଂ **ଆମର** ଶବ୍ଦ ବ୍ୟବହାର କରନ୍ତି । ତେଣୁ ସାଧାରଣତଃ, ଏହି ଶବ୍ଦଗୁଡ଼ିକ ପତ୍ରପ୍ରାପକକୁ ଅନ୍ତର୍ଭୁକ୍ତ କରେ । [4:10](https://create.translationcore.com/04/10.md) ବିଷୟରେ ଟିପ୍ପଣୀ ଆଲୋଚନା କରିବ ।[[rc://en/ta/man/translate/figs-exclusive]])
Can't render this file because it contains an unexpected character in line 2 and column 7882.