Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-19 17:51:16 +00:00
parent 724684ce25
commit 25390c89da
1 changed files with 9 additions and 8 deletions

View File

@ -340,11 +340,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 6 17 te3z figs-nominaladj τοῖς πλουσίοις ... παράγγελλε 1 Tell the rich ପାଉଲ ଏହି ବିଶେଷଣକୁ ଏକ ଶ୍ରେଣୀର ଲୋକଙ୍କୁ ସୂଚାଇବା ପାଇଁ ବିଶେଷ୍ୟ ଭାବରେ ବ୍ୟବହାର ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁ ଲୋକମାନେ ଧନୀ ଅଟନ୍ତି" [[rc://en/ta/man/translate/figs-nominaladj]])ଦେଖନ୍ତୁ)
1TI 6 17 drj6 ἐπὶ πλούτου, ἀδηλότητι 1 in riches, which are uncertain ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହିତ ଗୁଣ ବାଚକ ବିଶେଷ୍ୟ **ଅନିଶ୍ଚିତ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଧନରେ, ଯାହା ଏତେ ଅନିଶ୍ଚିତ" କିମ୍ବା "ସମ୍ପତ୍ତିରେ, ଯାହା ଜଣେ ବ୍ୟକ୍ତି ଏତେ ସହଜରେ ହରାଇପାରେ" ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 6 17 iq61 πάντα πλουσίως 1 all the true riches **ସମସ୍ତ** ଦ୍ଵାରା, ପାଉଲ ଯାହାକିଛି ଲୋକମାନଙ୍କର ଅଛି ତାହା ବିଷୟରେ ଉଲ୍ଲେଖ କରନ୍ତି, କିନ୍ତୁ ସମସ୍ତ ବିଶୟକୁ ନୁହେଁ ଯାହା ପାଇବା ଅସମ୍ଭବ ହୋଇପାରେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଅଧିକ ସ୍ପଷ୍ଟ କରିବାକୁ ଶବ୍ଦଗୁଡ଼ିକୁ ଅନ୍ତର୍ଭୂକ୍ତ କରିପାରିବେ । ବିକଳ୍ପ ଅନୁବାଦ: "ଆମ ପାଖରେ ଥିବା ସମସ୍ତ ବିଷୟଗୁଡ଼ିକୁ ଯେପରି ଆମେ ଉପଭୋଗ କରିପାରିବା"[[rc://en/ta/man/translate/figs-ellipsis]])ଦେଖନ୍ତୁ)
1TI 6 18 cii3 figs-metaphor πλουτεῖν ἐν ἔργοις καλοῖς 1 be rich in good works ପାଉଲ ଆତ୍ମିକ ଆଶୀର୍ବାଦ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ପାର୍ଥିବ ଧନ ଅଟେ I ବିକଳ୍ପ ଅନୁବାଦ: “ଅନେକ ପ୍ରକାରେ ଅନ୍ୟମାନଙ୍କୁ ସେବା କରି ସାହାଯ୍ୟ କର” (ଦେଖ: [[rc://en/ta/man/translate/figs-metaphor]])
1TI 6 19 zc9d figs-metaphor ἀποθησαυρίζοντας ἑαυτοῖς θεμέλιον καλὸν εἰς τὸ μέλλον 1 they will store up for themselves a good foundation for what is to come ଏଠାରେ ପାଉଲ ଈଶ୍ବର ସେମାନଙ୍କୁ ସ୍ବର୍ଗରେ ଦେବାକୁ ଥିବା ଆଶୀର୍ବାଦ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଧନସମ୍ପତ୍ତି, ଯାହା ଜଣେ ଲୋକ ପରବର୍ତ୍ତୀ ବ୍ୟବହାର ପାଇଁ ସଞ୍ଚୟ କରୁଛି I ଆଉ, ଲୋକମାନେ ତାହା କଦାପି ହରାଇବେ ନାହିଁ ବୋଲି ଥିବା ଆଶୀର୍ବାଦର ନିଶ୍ଚୟତା ବିଷୟରେ କୁହାଯାଏ ଯେ ସତେ ଯେପରି ସେସବୁ ଗୋଟିଏ ଗୃହର ଭିତ୍ତିମୂଳ I ବିକଳ୍ପ ଅନୁବାଦ: “ଏହା ଏପରି ଯେ ସତେ ଯେପରି ସେମାନେ ଆପଣା ଆପଣାପାଇଁ ଅନେକ ବିଷୟ ସଞ୍ଚୟ କରୁଛନ୍ତି, ଯାହା ଈଶ୍ବର ସେମାନଙ୍କୁ ଦେବେ” (ଦେଖ: [[rc://en/ta/man/translate/figs-metaphor]])
1TI 6 19 z5ru figs-metaphor ἐπιλάβωνται τῆς ὄντως ζωῆς 1 take hold of real life ଏହା [୧ ତୀମଥି ୬:୧୨](../06/12.md)ରେ ଉଲ୍ଲେଖ ଥିବା କ୍ରୀଡା ସମ୍ବନ୍ଧୀୟ ରୂପକକୁ ସ୍ମରଣ କରାଇଦିଏ, ଯେଉଁଠାରେ ପୁରସ୍କାରକୁ ଜଣେ ବିଜେତା ପ୍ରକୃତରେ ଆପଣା ହସ୍ତରେ ଧରିପାରିବ I ଏଠାରେ “ପୁରସ୍କାର” ହେଉଛି “ପ୍ରକୃତ ଜୀବନ I” (ଦେଖ: [[rc://en/ta/man/translate/figs-metaphor]])
1TI 6 20 u9wd figs-activepassive τὴν παραθήκην φύλαξον 1 protect what was given to you ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ତୁମ୍ଭକୁ ଯାହା ଦେଇଛନ୍ତି, ସେହି ସତ୍ୟ ବାକ୍ୟକୁ ବିଶ୍ବସ୍ତ ଭାବରେ ଘୋଷଣା କର” (ଦେଖ: [[rc://en/ta/man/translate/figs-activepassive]])
1TI 6 20 vgr8 ἐκτρεπόμενος τὰς βεβήλους κενοφωνίας 1 Avoid the foolish talk ଅସାର ବକୁଆପଣରୁ ବିମୁଖ ହୁଅ"
1TI 6 20 y2u7 figs-activepassive τῆς ψευδωνύμου γνώσεως 1 of what is falsely called knowledge ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ ଲୋକମାନେ ଭ୍ରାନ୍ତିରେ ଜ୍ଞାନ ବୋଲି କହନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 6 21 e6rb figs-metaphor τὴν πίστιν ἠστόχησαν 1 they have missed the faith ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଲକ୍ଷ୍ୟ ସ୍ଥଳ, ଯେଉଁଠିକି ଲକ୍ଷ୍ୟ କରିବାକୁ ହେବ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ବିଶ୍ବାସକୁ ବୁଝିନାହାନ୍ତି ବା ବିଶ୍ବାସ କରିନାହାନ୍ତି” (ଦେଖ: [[rc://en/ta/man/translate/figs-metaphor]])
1TI 6 21 hix2 figs-you ἡ χάρις μεθ’ ὑμῶν 1 May grace be with you ଈଶ୍ବର ତୁମ୍ଭ ସମସ୍ତଙ୍କୁ ଅନୁଗ୍ରହ ଦିଅନ୍ତୁ I “ତୁମ୍ଭମାନଙ୍କ” ଶବ୍ଦ ବହୁବଚନ ଅଟେ ଓ ସମଗ୍ର ଖ୍ରୀଷ୍ଟିୟ ସମ୍ପ୍ରଦାୟକୁ ବୁଝାଏ I (ଦେଖ: [[rc://en/ta/man/translate/figs-you]])
1TI 6 18 cii3 figs-metaphor πλουτεῖν ἐν ἔργοις καλοῖς 1 be rich in good works ପାଉଲ ସାଙ୍କେତିକ ଭାବରେ ଅନ୍ୟମାନଙ୍କୁ ଧନୀ ହେବାର ଉପାୟ ଭାବରେ ସାହାଯ୍ୟ କରିବା ବିଷୟରେ ଉଲ୍ଲେଖ କରନ୍ତି, କିନ୍ତୁ ଏହା ଅର୍ଥ ବ୍ୟତୀତ ଅନ୍ୟ ବିଷୟରେ ମପାଯାଏ । ବିକଳ୍ପ ଅନୁବାଦ: "ଅନେକ ଉପାୟରେ ଅନ୍ୟମାନଙ୍କୁ ସେବା କରିବା ଏବଂ ସାହାଯ୍ୟ କରିବା" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 19 zc9d figs-metaphor ἀποθησαυρίζοντας ἑαυτοῖς θεμέλιον καλὸν εἰς τὸ μέλλον 1 they will store up for themselves a good foundation for what is to come ପାଉଲ ସାଙ୍କେତିକ ଭାବରେ ଆଶୀର୍ବାଦ ବିଷୟରେ କହନ୍ତି ଯାହା ଈଶ୍ଵର ସେମାନଙ୍କୁ ଯେଉଁମାନେ ତାଙ୍କୁ ବିଶ୍ୱସ୍ତ ଭାବରେ ସେବା କରିଥିଲେ, ସତେ ଯେପରି ଧନକୁ ଜଣେ ବ୍ୟକ୍ତି ଏକ ସୁରକ୍ଷିତ ସ୍ଥାନରେ ସଞ୍ଚିତ କରି ରଖନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପସ୍ଥିତିରେ ସେମାନଙ୍କର ଭବିଷ୍ୟତ ଜୀବନରେ ବର୍ତ୍ତମାନ ଏକ ଉତ୍ତମ ଆରମ୍ଭ ନିଶ୍ଚିତ କରିବା" । [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 19 z5ru figs-metaphor ἐπιλάβωνται τῆς ὄντως ζωῆς 1 take hold of real life ପାଉଲ ବାକ୍ୟାଂଶ [6:12](https://create.translationcore.com/06/12.md) ରେ **ଅନନ୍ତ ଜୀବନକୁ ଧରି ରଖକୁ** ସମାନ ପ୍ରତିଛବି ବ୍ୟବହାର କରୁଛନ୍ତି । ଯେଉଁମାନେ ଅନନ୍ତ ଜୀବନ ଖୋଜନ୍ତି ସେମାନଙ୍କ ବିଷୟରେ ସେ ସାଙ୍କେତିକ ଭାବରେ କହୁଛନ୍ତି ଯାହା ସେମାନେ ଏହାକୁ ନିଜ ହାତରେ ଧରି ପାରିବେ । ବିକଳ୍ପ ଅନୁବାଦ: "ଯାହାଫଳରେ ସେମାନେ ପ୍ରକୃତରେ ଈଶ୍ଵରଙ୍କ ସହିତ ବାସକରି ପାରିବେ ।" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 20 u9wd figs-activepassive τὴν παραθήκην φύλαξον 1 protect what was given to you ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି କିଏ କାର୍ଯ୍ୟ କରେ ତାହା ଆପଣ ସ୍ପଷ୍ଟଭାବେ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: "ଯୀଶୁ ତୁମ ଯତ୍ନରେ ଯାହା ଦେଇଛନ୍ତି" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 6 20 vgr8 ἐκτρεπόμενος τὰς βεβήλους κενοφωνίας 1 Avoid the foolish talk **ଅଶ୍ଳୀଳ ବାର୍ତ୍ତାଳାପକୁ** ଏଡ଼ାଇବା ପାଇଁ, ତୀମଥି ଯେଉଁମାନେ ନିର୍ବୋଧଭାବେ ବାର୍ତ୍ତାଳାପ କରନ୍ତି ସେମାନଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ବିକଳ୍ପ ଅନୁବାଦ: "ଯେଉଁମାନଙ୍କ ପାଇଁ କୌଣସି ବିଷୟ ପବିତ୍ର ନୁହେଁ ସେମାନଙ୍କ ବାକ୍ୟକୁ ଅଣଦେଖା କର"[[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 6 20 y2u7 figs-activepassive τῆς ψευδωνύμου γνώσεως 1 of what is falsely called knowledge ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ, ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଏଠାରେ ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯାହାକୁ କେତେକ ଲୋକେ ମିଥ୍ୟା ଜ୍ଞାନ ବୋଲି କହନ୍ତି"[[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 6 21 e6rb figs-metaphor τὴν πίστιν ἠστόχησαν 1 they have missed the faith [1:6](https://create.translationcore.com/01/06.md) ରେ ଆପଣ କିପରି ଏହି ଅଭିବ୍ୟକ୍ତି ଅନୁବାଦ କରିଛନ୍ତି ଦେଖନ୍ତୁ । ପାଉଲ ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ ବିଷୟରେ କହନ୍ତି ଯେପରି ଏହା ଏକ ଲକ୍ଷ୍ୟ ଯାହା ଲୋକମାନେ ମଧ୍ୟ ଲକ୍ଷ୍ୟ କରିବା ଉଚିତ୍ ଅଟେ । ବିକଳ୍ପ ଅନୁବାଦ: "ଯୀଶୁଙ୍କଠାରେ ବିଶ୍ଵାସର ଉଦ୍ଦେଶ୍ୟ ପୂରଣ କରି ନାହିଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 21 hix2 figs-you ἡ χάρις μεθ’ ὑμῶν 1 May grace be with you **ତୁମ୍ଭେ** ଶବ୍ଦ ବହୁବଚନ ଅଟେ ଏବଂ ତୀମଥି ଏବଂ ଏଫିସରେ ଥିବା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ" [[rc://en/ta/man/translate/figs-you]])ଦେଖନ୍ତୁ)
1TI 1 3 t112 translate-names Ἐφέσῳ 1 Ephesus ଏହା ଏକ ସହରର ନାମ ଅଟେ ।[[rc://en/ta/man/translate/translate-names]])ଦେଖନ୍ତୁ)
Can't render this file because it contains an unexpected character in line 2 and column 7882.