Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-19 17:40:28 +00:00
parent a99b0f4639
commit 724684ce25
1 changed files with 1 additions and 1 deletions

View File

@ -258,7 +258,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 5 16 d35m ὄντως χήραις 1 real widows ବିକଳ୍ପ ଅନୁବାଦ: "ଯେଉଁ ବିଧବାମାନଙ୍କର ଯତ୍ନ ନେବାକୁ କେହି ନାହାଁନ୍ତି"
1TI 5 17 i3l3 0 Connecting Statement:
1TI 5 17 u93q figs-activepassive οἱ καλῶς προεστῶτες πρεσβύτεροι ... ἀξιούσθωσαν 1 Let the elders who rule well be considered worthy ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କାର୍ଯ୍ୟ କିଏ କରେ ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ସମସ୍ତ ବିଶ୍ଵାସୀଗଣ ପ୍ରାଚୀନମାନଙ୍କୁ ବିଚାର କରିବା ଉଚିତ୍ ଯେଉଁମାନେ ଉତ୍ତମ ଏବଂ ଯୋଗ୍ୟ ନେତା ଅଟନ୍ତି" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 5 17 wp9d διπλῆς τιμῆς 1 double honor ଏଠାରେ, **ଦ୍ୱିଗୁଣ ସମ୍ମାନର** ଅର୍ଥ: (1) ମଣ୍ଡଳୀ ପ୍ରାଚୀନମାନଙ୍କୁ ଦୁଇ ଉପାୟରେ ସମ୍ମାନିତ କରିବା ଉଚିତ୍, କିମ୍ବା (2) ସେମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଦୁଇଗୁଣ ସମ୍ମାନ ଦେବା ଉଚିତ୍ । ଯେହେତୁ ପାଉଲ ପରବର୍ତ୍ତୀ ପଦରେ ଦୁଇଟି ଶାସ୍ତ୍ରର ଉଦ୍ଧୃତ କରିଛନ୍ତି ଯାହାକି ମଣ୍ଡଳୀର ନେତାମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ବେତନ ଦିଆଯାଉଥିବା ଧାରଣାକୁ ସମର୍ଥନ କରେ, ପ୍ରଥମଟି, ବିକଳ୍ପ ଅନୁବାଦ: (1) “ଉଭୟ ସମ୍ମାନ ଏବଂ ସେମାନଙ୍କ କାର୍ଯ୍ୟ ପାଇଁ ବେତନ” କିମ୍ବା (2) “ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମ୍ମାନ ପ୍ରାପ୍ତ କରନ୍ତୁ” ।[[rc://en/ta/man/translate/figs-abstractnouns]])
1TI 5 17 wp9d διπλῆς τιμῆς 1 double honor ଏଠାରେ, **ଦ୍ୱିଗୁଣ ସମ୍ମାନର** ଅର୍ଥ: (1) ମଣ୍ଡଳୀ ପ୍ରାଚୀନମାନଙ୍କୁ ଦୁଇ ଉପାୟରେ ସମ୍ମାନିତ କରିବା ଉଚିତ୍, କିମ୍ବା (2) ସେମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଦୁଇଗୁଣ ସମ୍ମାନ ଦେବା ଉଚିତ୍ । ଯେହେତୁ ପାଉଲ ପରବର୍ତ୍ତୀ ପଦରେ ଦୁଇଟି ଶାସ୍ତ୍ରର ଉଦ୍ଧୃତ କରିଛନ୍ତି ଯାହାକି ମଣ୍ଡଳୀର ନେତାମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ବେତନ ଦିଆଯାଉଥିବା ଧାରଣାକୁ ସମର୍ଥନ କରେ, ପ୍ରଥମଟି, ବିକଳ୍ପ ଅନୁବାଦ: (1) “ଉଭୟ ସମ୍ମାନ ଏବଂ ସେମାନଙ୍କ କାର୍ଯ୍ୟ ପାଇଁ ବେତନ” କିମ୍ବା (2) “ଅନ୍ୟମାନଙ୍କ ଅପେକ୍ଷା ଅଧିକ ସମ୍ମାନ ପ୍ରାପ୍ତ କରନ୍ତୁ” ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 5 17 r8ew figs-metaphor οἱ κοπιῶντες ἐν λόγῳ καὶ διδασκαλίᾳ 1 those who work with the word and in teaching ପାଉଲ **ପରିଶ୍ରମ** କ୍ରିୟାପଦକୁ ବ୍ୟବହାର କରୁଛନ୍ତି, ଯାହା ଏକ ବିଶେଷଣ ଭାବରେ କାର୍ଯ୍ୟ କରେ, ସେ ବର୍ଣ୍ଣନା କରୁଥିବା ଏକ ଶ୍ରେଣୀର ସଦସ୍ୟମାନଙ୍କୁ ସୂଚାଇବା ପାଇଁ ବିଶେଷ୍ୟ ଭାବରେ  ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: " ଯେଉଁ ପ୍ରାଚୀନମାନେ କଠିନ ପରିଶ୍ରମ କରନ୍ତି" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 5 18 kh55 figs-personification λέγει γὰρ ἡ Γραφή 1 For the scripture says ଏହା ବ୍ୟକ୍ତିରୂପଧାରଣ ଯାହାର ଅର୍ଥ ଏହି ଯେ କେହି ଜଣେ ଶାସ୍ତ୍ରରେ ଏହି ପ୍ରକାର ଲେଖିଛନ୍ତି I ବିକଳ୍ପ ଅନୁବାଦ: “କାରଣ ଆମ୍ଭେମାନେ ଶାସ୍ତ୍ରରେ ପାଠ କରୁ ଯେ” (ଦେଖ: [[rc://en/ta/man/translate/figs-personification]])ଦେଖନ୍ତୁ)
1TI 5 18 vw3a figs-metaphor βοῦν ἀλοῶντα οὐ φιμώσεις 1 You shall not put a muzzle on an ox while it treads the grain ପାଉଲ ସାଙ୍କେତିକ ଭାବରେ ଏହି ବାକ୍ୟାଂଶକୁ ଉଦ୍ଧୃତ କରୁଛନ୍ତି । ସେ ଏହା ସୂଚାଇବା ପାଇଁ ଏହା ବ୍ୟବହାର କରୁଛନ୍ତି ଯେ, ଯେପରି ଈଶ୍ଵର ଚାହୁଁଥିଲେ ଯେ ପଶୁମାନେ ସେମାନଙ୍କ ଶସ୍ୟରୁ ଅଲଗା ହେବା ପାଇଁ କାର୍ଯ୍ୟ କରୁଥିବା କିଛି ଶସ୍ୟ ଖାଇବାକୁ ସକ୍ଷମ ହୁଅନ୍ତୁ, ସେହିପରି ମଣ୍ଡଳୀ ନେତାମାନେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟରୁ ବେତନ ଗ୍ରହଣ କରିବା ଉଚିତ ବିଶେଷ କରି ସେମାନଙ୍କଠାରୁ ଯେଉଁମାନଙ୍କ ଗହଣରେ ସେମାନେ ସେବା କରୁଛନ୍ତି । [[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 2 and column 7882.