Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 02:30:49 +00:00
parent 2b402747be
commit 7367ed8445
1 changed files with 2 additions and 2 deletions

View File

@ -26,8 +26,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 6 h6eq figs-metaphor ἀναζωπυρεῖν τὸ χάρισμα 1 to rekindle the gift ଆପଣା **ଦାନ** ବ୍ୟବହାର କରି ତୀମଥି ପୁନର୍ବାର ସେବା ଆରମ୍ଭ କରିବାର ପ୍ରୟୋଜନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପୁନର୍ବାର ଅଗ୍ନି ପ୍ରଜ୍ବଳନ କରୁଛନ୍ତି I ବିକଳ୍ପ ଅନୁବାଦ: ‘ଦାନକୁ ବ୍ୟବହାର କରିବାକୁ ପୁନର୍ବାର ଆରମ୍ଭ କରିବାକୁ” [[rc://en/ta/man/translate/figs-metaphor]])
2TI 1 6 i977 τὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου 1 the gift of God which is in you through the laying on of my hands ମୁଁ ତୁମ୍ଭ ଉପରେ **ହସ୍ତାର୍ପଣ** କରିବା ସମୟରେ ତୁମ୍ଭେ ଈଶ୍ବରଙ୍କର ଯେଉଁ ଦାନ ପ୍ରାପ୍ତ ହୋଇଥିଲ I ଏହା ସେହି ସମୟକୁ ବୁଝାଏ ଯେତେବେଳେ ପାଉଲ ତୀମଥିଙ୍କ ଉପରେ ହସ୍ତାର୍ପଣକରି ପ୍ରାର୍ଥନା କରିଥିଲେ ଯେପରି ଈଶ୍ବର ତାହାଙ୍କୁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ କରିଥିଲେ, ସେହି କାର୍ଯ୍ୟ କରିବାକୁ ସକ୍ଷମ କରିବେ ଓ ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଶକ୍ତିଯୁକ୍ତ କରିବେ I 1 ତୀମଥି 4:14 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ | ବିକଳ୍ପ ଅନୁବାଦ: "ଈଶ୍ବରଙ୍କର ଉପହାର ଯାହା ମୁଁ ତୁମ୍ଭ ପାଇଁ ପ୍ରାର୍ଥନା କଲାବେଳେ ଗ୍ରହଣ କରିଥିଲ"[[rc://en/ta/man/translate/translate-symaction]])ଦେଖନ୍ତୁ)
2TI 1 7 h1z3 οὐ ... ἔδωκεν ἡμῖν ὁ Θεὸς πνεῦμα δειλίας, ἀλλὰ δυνάμεως, καὶ ἀγάπης, καὶ σωφρονισμοῦ 1 God did not give us a spirit of fear, but of power and love and discipline ସମ୍ଭାବିତ ଅର୍ଥଗୁଡିକ ହେଲା (1) “**ଆତ୍ମା**” “ପବିତ୍ର ଆତ୍ମା”ଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ I ସେ ଆମ୍ଭମାନଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି” (2) “**ଆତ୍ମା**” ମନୁଷ୍ୟର ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ, କିନ୍ତୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି”"
2TI 1 7 k6g7 σωφρονισμοῦ 1 discipline ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଆପଣା ଆପଣାକୁ ସଂଯମ କରିବାର ଶକ୍ତି କିମ୍ବା ) ମନ୍ଦ କାର୍ଯ୍ୟ କରୁଥିବା ଅନ୍ୟ ଲୋକମାନଙ୍କୁ ସଂଶୋଧନ କରିବାର ଶକ୍ତି I
2TI 1 8 fk9z τὸ μαρτύριον 1 of the testimony ସାକ୍ଷ୍ୟ ଦେବା ବିଷୟରେ କିମ୍ବା “ଅନ୍ୟମାନଙ୍କୁ କହିବା ବିଷୟରେ”
2TI 1 7 k6g7 σωφρονισμοῦ 1 discipline **ଅନୁଶାସନ** ଶବ୍ଦର ଅର୍ଥ: (1) **ଅନୁଶାସନ** ଆତ୍ମ ନିୟନ୍ତ୍ରଣକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ନିଜକୁ ନିୟନ୍ତ୍ରଣ କରିବାର କ୍ଷମତା" (2) **ଅନୁଶାସନ** ଅନ୍ୟମାନଙ୍କୁ ସଂଶୋଧନ କିମ୍ବା ନିୟନ୍ତ୍ରଣ କରିବାର ଶକ୍ତିକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ଅନ୍ୟମାନଙ୍କୁ ସଂଶୋଧନ କରିବାର କ୍ଷମତା"
2TI 1 8 fk9z τὸ μαρτύριον 1 of the testimony ପାଉଲ ହୁଏତ **ସାକ୍ଷ୍ୟ** ଶବ୍ଦ ବ୍ୟବହାର କରି ପ୍ରଭୁଙ୍କ ବିଷୟରେ ଅନ୍ୟମାନଙ୍କୁ କହିବାର କାର୍ଯ୍ୟକଳାପକୁ ସୂଚୀତ କରିଥିବେ, କେବଳ ବାର୍ତ୍ତାକୁ ନୁହେଁ । ବିକଳ୍ପ ଅନୁବାଦ: "ସାକ୍ଷ୍ୟ ଦେବାକୁ" କିମ୍ବା "ଅନ୍ୟମାନଙ୍କୁ ଜଣାଇବାକୁ"
2TI 1 8 blk9 τὸν δέσμιον αὐτοῦ 1 his prisoner ତାହାଙ୍କ ସକାଶେ ଜଣେ ବନ୍ଦୀ କିମ୍ବା “ଜଣେ ବନ୍ଦୀ କାରଣ ମୁଁ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେଉଅଛି”
2TI 1 8 ry82 figs-metaphor συνκακοπάθησον τῷ εὐαγγελίῳ 1 share in suffering for the gospel ଦୁଃଖଭୋଗ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଲୋକମାନଙ୍କ ମଧ୍ୟରେ ବଣ୍ଟାଯାଇପାରିବ ବା ଭାଗ କରାଯାଇପାରିବ I ବିକଳ୍ପ ଅନୁବାଦ: “ସୁସମାଚାର ସକାଶେ ମୋ ସହିତ ଦୁଃଖଭୋଗ କର” (ଦେଖ: [[rc://en/ta/man/translate/figs-metaphor]])
2TI 1 8 hi9a τῷ εὐαγγελίῳ, κατὰ δύναμιν Θεοῦ 1 gospel according to the power of God ସୁସମାଚାର, ଈଶ୍ବରଙ୍କ ଦ୍ବାରା ତୁମ୍ଭେ ବଳବାନ୍ ହୋଇ

Can't render this file because it contains an unexpected character in line 2 and column 8087.