Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 02:30:20 +00:00
parent 8ff202b4c6
commit 2b402747be
1 changed files with 2 additions and 2 deletions

View File

@ -24,8 +24,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 6 ngi3 0 Connecting Statement:
2TI 1 6 j58k δι’ ἣν αἰτίαν 1 This is the reason ପାଉଲ ଲେଖନ୍ତି ଯେ ତୀମଥିଙ୍କୁ ତାଙ୍କ ଉପହାରକୁ ପୁନଃ ଜାଗ୍ରତ କରିବାକୁ କହିବାର **କାରଣ** ଏହା ଯେ ସେ ତୀମଥିଙ୍କ ଯୀଶୁଙ୍କ ଉପରେ ବିଶ୍ୱାସ ଉପରେ  ବିଶ୍ୱାସ କରନ୍ତି। ବିକଳ୍ପ ଅନୁବାଦ: "ଏହି କାରଣରୁ" କିମ୍ବା "ଯୀଶୁଙ୍କ ଠାରେ ତୁମ୍ଭର ବିଶ୍ୱାସ ହେତୁ"
2TI 1 6 h6eq figs-metaphor ἀναζωπυρεῖν τὸ χάρισμα 1 to rekindle the gift ଆପଣା **ଦାନ** ବ୍ୟବହାର କରି ତୀମଥି ପୁନର୍ବାର ସେବା ଆରମ୍ଭ କରିବାର ପ୍ରୟୋଜନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପୁନର୍ବାର ଅଗ୍ନି ପ୍ରଜ୍ବଳନ କରୁଛନ୍ତି I ବିକଳ୍ପ ଅନୁବାଦ: ‘ଦାନକୁ ବ୍ୟବହାର କରିବାକୁ ପୁନର୍ବାର ଆରମ୍ଭ କରିବାକୁ” [[rc://en/ta/man/translate/figs-metaphor]])
2TI 1 6 i977 τὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου 1 the gift of God which is in you through the laying on of my hands "ମୁଁ ତୁମ୍ଭ ଉପରେ ହସ୍ତାର୍ପଣ କରିବା ସମୟରେ ତୁମ୍ଭେ ଈଶ୍ବରଙ୍କର ଯେଉଁ ଦାନ ପ୍ରାପ୍ତ ହୋଇଥିଲ I ଏହା ସେହି ସମୟକୁ ବୁଝାଏ ଯେତେବେଳେ ପାଉଲ ତୀମଥିଙ୍କ ଉପରେ ହସ୍ତାର୍ପଣକରି ପ୍ରାର୍ଥନା କରିଥିଲେ ଯେପରି ଈଶ୍ବର ତାହାଙ୍କୁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ କରିଥିଲେ, ସେହି କାର୍ଯ୍ୟ କରିବାକୁ ସକ୍ଷମ କରିବେ ଓ ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଶକ୍ତିଯୁକ୍ତ କରିବେ I
2TI 1 7 h1z3 οὐ ... ἔδωκεν ἡμῖν ὁ Θεὸς πνεῦμα δειλίας, ἀλλὰ δυνάμεως, καὶ ἀγάπης, καὶ σωφρονισμοῦ 1 God did not give us a spirit of fear, but of power and love and discipline ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆତ୍ମା” “ପବିତ୍ର ଆତ୍ମା”ଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ I ସେ ଆମ୍ଭମାନଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି” ) “ଆତ୍ମା” ମନୁଷ୍ୟର ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ, କିନ୍ତୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି”"
2TI 1 6 i977 τὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου 1 the gift of God which is in you through the laying on of my hands ମୁଁ ତୁମ୍ଭ ଉପରେ **ହସ୍ତାର୍ପଣ** କରିବା ସମୟରେ ତୁମ୍ଭେ ଈଶ୍ବରଙ୍କର ଯେଉଁ ଦାନ ପ୍ରାପ୍ତ ହୋଇଥିଲ I ଏହା ସେହି ସମୟକୁ ବୁଝାଏ ଯେତେବେଳେ ପାଉଲ ତୀମଥିଙ୍କ ଉପରେ ହସ୍ତାର୍ପଣକରି ପ୍ରାର୍ଥନା କରିଥିଲେ ଯେପରି ଈଶ୍ବର ତାହାଙ୍କୁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ କରିଥିଲେ, ସେହି କାର୍ଯ୍ୟ କରିବାକୁ ସକ୍ଷମ କରିବେ ଓ ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଶକ୍ତିଯୁକ୍ତ କରିବେ I 1 ତୀମଥି 4:14 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ | ବିକଳ୍ପ ଅନୁବାଦ: "ଈଶ୍ବରଙ୍କର ଉପହାର ଯାହା ମୁଁ ତୁମ୍ଭ ପାଇଁ ପ୍ରାର୍ଥନା କଲାବେଳେ ଗ୍ରହଣ କରିଥିଲ"[[rc://en/ta/man/translate/translate-symaction]])ଦେଖନ୍ତୁ)
2TI 1 7 h1z3 οὐ ... ἔδωκεν ἡμῖν ὁ Θεὸς πνεῦμα δειλίας, ἀλλὰ δυνάμεως, καὶ ἀγάπης, καὶ σωφρονισμοῦ 1 God did not give us a spirit of fear, but of power and love and discipline ସମ୍ଭାବିତ ଅର୍ଥଗୁଡିକ ହେଲା (1) “**ଆତ୍ମା**” “ପବିତ୍ର ଆତ୍ମା”ଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ I ସେ ଆମ୍ଭମାନଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି” (2) “**ଆତ୍ମା**” ମନୁଷ୍ୟର ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ, କିନ୍ତୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି”"
2TI 1 7 k6g7 σωφρονισμοῦ 1 discipline ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଆପଣା ଆପଣାକୁ ସଂଯମ କରିବାର ଶକ୍ତି କିମ୍ବା ) ମନ୍ଦ କାର୍ଯ୍ୟ କରୁଥିବା ଅନ୍ୟ ଲୋକମାନଙ୍କୁ ସଂଶୋଧନ କରିବାର ଶକ୍ତି I
2TI 1 8 fk9z τὸ μαρτύριον 1 of the testimony ସାକ୍ଷ୍ୟ ଦେବା ବିଷୟରେ କିମ୍ବା “ଅନ୍ୟମାନଙ୍କୁ କହିବା ବିଷୟରେ”
2TI 1 8 blk9 τὸν δέσμιον αὐτοῦ 1 his prisoner ତାହାଙ୍କ ସକାଶେ ଜଣେ ବନ୍ଦୀ କିମ୍ବା “ଜଣେ ବନ୍ଦୀ କାରଣ ମୁଁ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେଉଅଛି”

Can't render this file because it contains an unexpected character in line 2 and column 8087.