Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 02:23:41 +00:00
parent baf7ccdfb1
commit 8ff202b4c6
1 changed files with 5 additions and 5 deletions

View File

@ -19,11 +19,11 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 4 gu8c figs-metaphor χαρᾶς πληρωθῶ 1 I may be filled with joy ପାଉଲ ଆପଣା ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ପାତ୍ର, ଯାହାକୁ କେହି ଜଣେ **ପୂର୍ଣ୍ଣ** କରିପାରିବ I ବିକଳ୍ପ ଅନୁବାଦ: “ମୁଁ ଆନନ୍ଦିତ ହୋଇପାରିବି” କିମ୍ବା “ମୁଁ ସମ୍ପୂର୍ଣ୍ଣ ଆନନ୍ଦ ପାଇପାରିବି” [[rc://en/ta/man/translate/figs-metaphor]] ଦେଖନ୍ତୁ)
2TI 1 5 rhs7 figs-activepassive ὑπόμνησιν λαβὼν τῆς ἐν σοὶ 1 I have been reminded of your
2TI 1 5 buc3 τῆς ἐν σοὶ ἀνυποκρίτου πίστεως 1 your genuine faith ପାଉଲ ତୀମଥିଙ୍କ **ବିଶ୍ଵାସ**କୁ ଏକ ଗୁଣ ବାଚକ ବିଶେଷ୍ୟ ସହିତ ସୂଚାନ୍ତି । ଆପଣଙ୍କ ଭାଷାରେ ଏହି ଧାରଣାକୁ ପ୍ରକାଶ କରିବାର ଏକ ବିଶେଷ ଉପାୟ ଥାଇପାରେ, ଯେପରିକି ଏକ କ୍ରିୟା ସହିତ । ଯଦି ଅଛି, ଆପଣ ଏହାକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଯାହା ତୁମ୍ଭେ ପ୍ରକୃତରେ ବିଶ୍ଵାସ କରୁଛ"
2TI 1 5 vgz2 figs-metaphor πίστεως, ἥτις ἐνῴκησεν πρῶτον ἐν τῇ μάμμῃ σου, Λωΐδι, καὶ τῇ μητρί σου, Εὐνίκῃ; πέπεισμαι δὲ ὅτι καὶ ἐν σοί 1 faith, which lived first in your grandmother Lois and your mother Eunice, and I am convinced that it lives in you also ପାଉଲ ସେମାନଙ୍କର ବିଶ୍ବାସ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଜୀବିତ ଥାଇ ସେମାନଙ୍କ ମଧ୍ୟରେ ବାସ କରୁଅଛି I ପାଉଲଙ୍କ କହିବା ଅର୍ଥ ଯେ ସେମାନଙ୍କ ପାଖରେ ସମାନ ପ୍ରକାର ବିଶ୍ବାସ ଥିଲା I ଏହାକୁ ଗୋଟିଏ ନୂଆ ବାକ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସ I ତୁମ୍ଭର ମାତାମହୀ ଲୋୟି ଓ ତୁମ୍ଭର ମାତା ଇଉନୀକୀଠାରେ ଈଶ୍ବରଙ୍କ ପ୍ରତି ଅକପଟ ବିଶ୍ାସ ଥିଲା, ଆଉ ବର୍ତ୍ତମାନ ମୁଁ ଦୃଢ଼ଭାବେ ବିଶ୍ାସ କରୁଅଛି ଯେ ତୁମ୍ଭଠାରେ ମଧ୍ୟ ସେହି ସମାନ ବାସ୍ତବ ବିଶ୍ବାସ ଅଛି” (ଦେଖ: [[rc://en/ta/man/translate/figs-metaphor]])
2TI 1 5 l8wc translate-names Λωΐδι ... Εὐνίκῃ 1 Lois ... Eunice ଏସବୁ ସ୍ତ୍ରୀ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])
2TI 1 6 ngi3 0 Connecting Statement: ପାଉଲ ତୀମଥିଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧିରେ ଜୀବନ ଯାପନ କରିବାକୁ ଓ ଖ୍ରୀଷ୍ଟଙ୍କଠାରେ ତାହାଙ୍କର(ପାଉଲଙ୍କର) ବିଶ୍ବାସ ସକାଶୁ ସେ ବନ୍ଦୀଗୃହରେ ଦୁଃଖଭୋଗ କରୁଥିବା ସକାଶୁ ଲଜ୍ଜିତ ନ ହେବାକୁ ଉତ୍ସାହ ଦେଉଛନ୍ତି I
2TI 1 6 j58k δι’ ἣν αἰτίαν 1 This is the reason ଏହି କାରଣରୁ କିମ୍ବା “ଯୀଶୁଙ୍କଠାରେ ତୁମ୍ଭର ଅକପଟ ବିଶ୍ବାସ ସକାଶୁ”
2TI 1 6 h6eq figs-metaphor ἀναζωπυρεῖν τὸ χάρισμα 1 to rekindle the gift ଆପଣା ଦାନ ବ୍ୟବହାର କରି ତୀମଥି ପୁନର୍ବାର ସେବା ଆରମ୍ଭ କରିବାର ପ୍ରୟୋଜନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପୁନର୍ବାର ଅଗ୍ନି ପ୍ରଜ୍ବଳନ କରୁଛନ୍ତି I ବିକଳ୍ପ ଅନୁବାଦ: ‘ଦାନକୁ ବ୍ୟବହାର କରିବାକୁ ପୁନର୍ବାର ଆରମ୍ଭ କରିବାକୁ” (ଦେଖ: [[rc://en/ta/man/translate/figs-metaphor]])
2TI 1 5 vgz2 figs-metaphor πίστεως, ἥτις ἐνῴκησεν πρῶτον ἐν τῇ μάμμῃ σου, Λωΐδι, καὶ τῇ μητρί σου, Εὐνίκῃ; πέπεισμαι δὲ ὅτι καὶ ἐν σοί 1 faith, which lived first in your grandmother Lois and your mother Eunice, and I am convinced that it lives in you also ପାଉଲ ସେମାନଙ୍କର **ବିଶ୍ଵାସ** ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଜୀବିତ ଥାଇ ସେମାନଙ୍କ **ମଧ୍ୟରେ** ବାସ କରୁଅଛି I ବିକଳ୍ପ ଅନୁବାଦ: “ବିଶ୍ଵାସର ତୁମ୍ଭର ମାତାମହୀ ଲୋୟି ଓ ତୁମ୍ଭର ମାତା ଇଉନୀକୀଠାରେ ଈଶ୍ବରଙ୍କ ପ୍ରତି ଅକପଟ ବିଶ୍ାସ ଥିଲା, ଆଉ ବର୍ତ୍ତମାନ ମୁଁ ଦୃଢ଼ଭାବେ ବିଶ୍ାସ କରୁଅଛି ଯେ ତୁମ୍ଭଠାରେ ମଧ୍ୟ ସେହି ସମାନ ବାସ୍ତବ ବିଶ୍ଵାସ ଅଛି”  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 1 5 l8wc translate-names Λωΐδι ... Εὐνίκῃ 1 Lois ... Eunice ଏହା ଏକ ମହିଳାଙ୍କ ନାମ, ତୀମଥିଙ୍କ ଜେଜେମା, ଯିଏ ବୋଧହୁଏ ତାଙ୍କ ମାଙ୍କର ମାତା ଅଟନ୍ତି। [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 6 ngi3 0 Connecting Statement:
2TI 1 6 j58k δι’ ἣν αἰτίαν 1 This is the reason ପାଉଲ ଲେଖନ୍ତି ଯେ ତୀମଥିଙ୍କୁ ତାଙ୍କ ଉପହାରକୁ ପୁନଃ ଜାଗ୍ରତ କରିବାକୁ କହିବାର **କାରଣ** ଏହା ଯେ ସେ ତୀମଥିଙ୍କ ଯୀଶୁଙ୍କ ଉପରେ ବିଶ୍ୱାସ ଉପରେ  ବିଶ୍ୱାସ କରନ୍ତି। ବିକଳ୍ପ ଅନୁବାଦ: "ଏହି କାରଣରୁ" କିମ୍ବା "ଯୀଶୁଙ୍କ ଠାରେ ତୁମ୍ଭର ବିଶ୍ୱାସ ହେତୁ"
2TI 1 6 h6eq figs-metaphor ἀναζωπυρεῖν τὸ χάρισμα 1 to rekindle the gift ଆପଣା **ଦାନ** ବ୍ୟବହାର କରି ତୀମଥି ପୁନର୍ବାର ସେବା ଆରମ୍ଭ କରିବାର ପ୍ରୟୋଜନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପୁନର୍ବାର ଅଗ୍ନି ପ୍ରଜ୍ବଳନ କରୁଛନ୍ତି I ବିକଳ୍ପ ଅନୁବାଦ: ‘ଦାନକୁ ବ୍ୟବହାର କରିବାକୁ ପୁନର୍ବାର ଆରମ୍ଭ କରିବାକୁ” [[rc://en/ta/man/translate/figs-metaphor]])
2TI 1 6 i977 τὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου 1 the gift of God which is in you through the laying on of my hands "ମୁଁ ତୁମ୍ଭ ଉପରେ ହସ୍ତାର୍ପଣ କରିବା ସମୟରେ ତୁମ୍ଭେ ଈଶ୍ବରଙ୍କର ଯେଉଁ ଦାନ ପ୍ରାପ୍ତ ହୋଇଥିଲ I ଏହା ସେହି ସମୟକୁ ବୁଝାଏ ଯେତେବେଳେ ପାଉଲ ତୀମଥିଙ୍କ ଉପରେ ହସ୍ତାର୍ପଣକରି ପ୍ରାର୍ଥନା କରିଥିଲେ ଯେପରି ଈଶ୍ବର ତାହାଙ୍କୁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ କରିଥିଲେ, ସେହି କାର୍ଯ୍ୟ କରିବାକୁ ସକ୍ଷମ କରିବେ ଓ ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଶକ୍ତିଯୁକ୍ତ କରିବେ I
2TI 1 7 h1z3 οὐ ... ἔδωκεν ἡμῖν ὁ Θεὸς πνεῦμα δειλίας, ἀλλὰ δυνάμεως, καὶ ἀγάπης, καὶ σωφρονισμοῦ 1 God did not give us a spirit of fear, but of power and love and discipline ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆତ୍ମା” “ପବିତ୍ର ଆତ୍ମା”ଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ I ସେ ଆମ୍ଭମାନଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି” ) “ଆତ୍ମା” ମନୁଷ୍ୟର ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ, କିନ୍ତୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି”"
2TI 1 7 k6g7 σωφρονισμοῦ 1 discipline ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଆପଣା ଆପଣାକୁ ସଂଯମ କରିବାର ଶକ୍ତି କିମ୍ବା ) ମନ୍ଦ କାର୍ଯ୍ୟ କରୁଥିବା ଅନ୍ୟ ଲୋକମାନଙ୍କୁ ସଂଶୋଧନ କରିବାର ଶକ୍ତି I

Can't render this file because it contains an unexpected character in line 2 and column 8087.