Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-17 13:10:50 +00:00
parent a2e7eee46d
commit 717ef063b7
1 changed files with 6 additions and 6 deletions

View File

@ -7,7 +7,7 @@ EPH 1 1 u73p figs-metaphor τοῖς οὖσιν καὶ πιστοῖς ἐν
EPH 1 2 x9ey χάρις ὑμῖν καὶ εἰρήνη 1 Grace to you and peace ଏହା ଗୋଟିଏ ସାଧାରଣ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ଯାହା ପାଉଲ ପ୍ରାୟତଃ ଆପଣା ପତ୍ରଗୁଡ଼ିକର ଆରମ୍ଭରେ ବ୍ୟବହାର କରନ୍ତି I ଆପଣଙ୍କ ଭାଷାରେ ଏକ ଗଠନ ବ୍ୟବହାର କରନ୍ତୁ ଯାହା ସ୍ପଷ୍ଟ କରେ ଯେ ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ।
EPH 1 3 lm67 figs-inclusive 0 General Information: ଏହି ପୁସ୍ତକରେ ଉଲ୍ଲେଖିତ “ଆମ୍ଭମାନଙ୍କୁ” ଏବଂ “ଆମ୍ଭେମାନେ” ଶବ୍ଦଗୁଡ଼ିକ ପାଉଲଙ୍କୁ, ଏଫିସର ବିଶ୍ଵାସୀମାନଙ୍କୁ, ତଥା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 3 zdh3 0 Connecting Statement: ପାଉଲ ଈଶ୍ଵରଙ୍କ ସମ୍ମୁଖରେ ବିଶ୍ଵାସୀମାନଙ୍କର ସ୍ଥିତି ଏବଂ ସୁରକ୍ଷା ସମ୍ବନ୍ଧରେ ଉଲ୍ଲେଖ କରି ଆପଣା ପତ୍ରର ଆରମ୍ଭ କରନ୍ତି।
EPH 1 3 g6sj figs-activepassive εὐλογητὸς ὁ Θεὸς καὶ Πατὴρ τοῦ Κυρίου ἡμῶν, Ἰησοῦ Χριστοῦ 1 May the God and Father of our Lord Jesus Christ be praised ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇ ପାରିବ। ବିକଳ୍ପ ଅନୁବାଦ: “ଆସ, ଆମ୍ଭେମାନେ ଈଶ୍ଵରଙ୍କ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତାଙ୍କର ପ୍ରଶଂସା କରୁ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 3 g6sj figs-activepassive εὐλογητὸς ὁ Θεὸς καὶ Πατὴρ τοῦ Κυρίου ἡμῶν, Ἰησοῦ Χριστοῦ 1 May the God and Father of our Lord Jesus Christ be praised ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇ ପାରିବ। ବିକଳ୍ପ ଅନୁବାଦ: “ଆସ, ଆମ୍ଭେମାନେ ଈଶ୍ଵରଙ୍କ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତାଙ୍କର ପ୍ରଶଂସା କରୁ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 3 cr9h ὁ εὐλογήσας ἡμᾶς 1 who has blessed us ବିକଳ୍ପ ଅନୁବାଦ: “କାରଣ ଈଶ୍ଵର ଆମ୍ଭମାନଙ୍କୁ ଆଶୀର୍ବାଦ କରିଅଛନ୍ତି”
EPH 1 3 m8qh πάσῃ εὐλογίᾳ πνευματικῇ 1 every spiritual blessing ବିକଳ୍ପ ଅନୁବାଦ: “ସମସ୍ତ ଆଶୀର୍ବାଦ ଈଶ୍ଵରଙ୍କ ଆତ୍ମାଙ୍କଠାରୁ ଆସୁଅଛି”
EPH 1 3 j2lk ἐν τοῖς ἐπουρανίοις 1 in the heavenly places “ଅଲୌକିକ ଜଗତରେ।” **ସ୍ଵର୍ଗୀୟ** ଶବ୍ଦଟି ଈଶ୍ଵର ଥିବା ସ୍ଥାନକୁ ବୁଝାଏ।
@ -29,7 +29,7 @@ EPH 1 9 u53h ἐν αὐτῷ 1 in Christ ବିକଳ୍ପ ଅନୁବାଦ
EPH 1 10 n2sl εἰς οἰκονομίαν 1 with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ। ବିକଳ୍ପ ଅନୁବାଦ: “ଏକ ପରିଚାରକ ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଜଣେ ତତ୍ତ୍ୱାବଧାରକ ବିଷୟରେ ଭାବି ସେ ଏହା କଲେ”
EPH 1 10 em7q τοῦ πληρώματος τῶν καιρῶν 1 for the fullness of time ବିକଳ୍ପ ଅନୁବାଦ: “ଯେବେ ଉପଯୁକ୍ତ ସମୟ ଆସେ କିମ୍ବା “ସେହି ସମୟ ଯାହା ସେ ନିରୂପିତ କରିଥିବା ସମୟରେ”
EPH 1 11 t281 figs-activepassive ἐκληρώθημεν 1 we were appointed as heirs ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ସମ୍ଭାବ୍ୟ ଅର୍ଥଗୁଡ଼ିକ: (୧) ଈଶ୍ଵର ମଧ୍ୟ ତାଙ୍କର ସମ୍ପତ୍ତି ହେବା ପାଇଁ ଆମ୍ଭମାନଙ୍କୁ ମନୋନୀତ କଲେ। () “ଈଶ୍ଵର ମଧ୍ୟ ଆମ୍ଭମାନଙ୍କୁ ଉତ୍ତରାଧିକାରୀ ହେବାକୁ ମନୋନୀତ କଲେ। (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 11 nkf8 figs-activepassive προορισθέντες 1 We were decided on beforehand ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ଵର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])\n
EPH 1 11 nkf8 figs-activepassive προορισθέντες 1 We were decided on beforehand ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ଵର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])\n
EPH 1 11 ww9s figs-exclusive ἐκληρώθημεν προορισθέντες 1 we were appointed as heirs ... We were decided on beforehand ଏହି ପଦରେ ଉଭୟ **ଆମ୍ଭେମାନେ** ଏବଂ **ଆମ୍ଭମାନଙ୍କ** ସର୍ବନାମଗୁଡ଼ିକୁ ଅନ୍ତର୍ଭୁକ୍ତ ଭାବରେ ବ୍ୟବହାରକରି ପାଉଲ ଆପଣାକୁ ଏବଂ ଅନ୍ୟ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଉଛନ୍ତି, ଯେଉଁମାନେ ଏଫିସୀୟ ବିଶ୍ଵାସୀମାନଙ୍କ ପୂର୍ବରୁ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିଥିଲେ। ପଦ ୧୨ ଏବଂ ୧୩ ରେ ସେ ଏହି ଗୋଷ୍ଠୀକୁ “ଆମ୍ଭେମାନେ” (ବହିର୍ଭୂତ) ଯିହୂଦୀ ଖ୍ରୀଷ୍ଟିଆନ ଏବଂ "ତୁମ୍ଭେମାନେ" ଅଣଯିହୂଦୀ ଖ୍ରୀଷ୍ଟିଆନମାନଙ୍କରେ ବିଭକ୍ତ କରନ୍ତି। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 12 gj44 figs-exclusive εἰς τὸ εἶναι ἡμᾶς 1 so that we might be the first ଏଠାରେ, ବହିର୍ଭୂତ **ଆମ୍ଭେମାନେ** ଶବ୍ଦଟି ଏଫିସୀର ବିଶ୍ଵାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ଵାସୀମାନଙ୍କୁ ବୁଝାଉଛି, ଯେଉଁମାନେ ପ୍ରଥମେ ଏଫିସୀରେ ସୁସମାଚାର ଶୁଣିଥିଲେ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 1 12 zqm9 εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so we would be for the praise of his glory ବିକଳ୍ପ ଅନୁବାଦ: “ଯାହାଫଳରେ … ତାହାଙ୍କ ଗୌରବ ସକାଶେ ତାହାଙ୍କୁ ପ୍ରଶଂସା କରିବା ପାଇଁ ଜୀବିତ ଯେ ଆମ୍ଭେମାନେ”
@ -42,7 +42,7 @@ EPH 1 15 d9qy 0 Connecting Statement: ପାଉଲ ଏଫିସୀୟ ବି
EPH 1 16 scy9 figs-litotes οὐ παύομαι εὐχαριστῶν 1 I have not stopped thanking God ପାଉଲ **କ୍ଷାନ୍ତ ହେଉ ନାହିଁ** ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ଵ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି। ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ଵରଙ୍କର ଧନ୍ୟବାଦ ଦେଉଅଛି” (ଦେଖନ୍ତୁ: [[rc://en/ta/man/translate/figs-litotes]])
EPH 1 17 b7l1 πνεῦμα σοφίας καὶ ἀποκαλύψεως, ἐν ἐπιγνώσει αὐτοῦ 1 a spirit of wisdom and revelation in the knowledge of him ବିକଳ୍ପ ଅନୁବାଦ: “ତାହାଙ୍କର ପ୍ରକାଶନ ବୁଝିବାକୁ ଆତ୍ମିକ ଜ୍ଞାନ”
EPH 1 18 gbl7 figs-metonymy πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏଠାରେ **ହୃଦୟ** ଜଣେ ମନୁଷ୍ୟର ମନ କିମ୍ବା ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିବା ଜ୍ଞାନ ପ୍ରାପ୍ତ ହୋଇପାରିବ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଯଦି ଆପଣଙ୍କ ଭାଷା ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିବା ଜ୍ଞାନ ପ୍ରାପ୍ତ ହୋଇପାରିବ” କିମ୍ବା “ଯେପରି ଈଶ୍ଵର ତୁମ୍ଭମାନଙ୍କର ମନକୁ ଆଲୋକିତ କରିବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିବା ଜ୍ଞାନ ପ୍ରାପ୍ତ ହୋଇପାରିବ” କିମ୍ବା “ଯେପରି ଈଶ୍ଵର ତୁମ୍ଭମାନଙ୍କର ମନକୁ ଆଲୋକିତ କରିବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 18 m5j5 πεφωτισμένους 1 enlightened ବିକଳ୍ପ ଅନୁବାଦ: "ତାହା … ଦେଖିବା ପାଇଁ ସାମର୍ଥ୍ୟ ପ୍ରଦାନ କରାଯିବ"
EPH 1 18 h6ig figs-metaphor τῆς κληρονομίας 1 inheritance ଈଶ୍ଵର ବିଶ୍ଵାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ଉତ୍ତରାଧିକାର ସ୍ଵରୂପେ ପ୍ରାପ୍ତ କରେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 18 lg8h ἐν τοῖς ἁγίοις 1 all God's holy people ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ସେ ଆପଣା ନିମନ୍ତେ ପୃଥକ୍ କରିଅଛନ୍ତି” କିମ୍ବା “ଯେଉଁମାନେ ସମ୍ପୂର୍ଣ୍ଣଭାବରେ ତାହାଙ୍କର ହୋଇଅଛନ୍ତି”
@ -55,7 +55,7 @@ EPH 1 20 ekj4 figs-metonymy καθίσας ἐν δεξιᾷ αὐτοῦ, ἐν
EPH 1 20 f3dh translate-symaction καθίσας ἐν δεξιᾷ αὐτοῦ 1 seated him at his right hand ଈଶ୍ଵରଙ୍କ **ଦକ୍ଷିଣ ପାର୍ଶ୍ଵରେ** ଉପବେଶନ କରିବାର ଅର୍ଥ ହେଉଛି ଈଶ୍ଵରଙ୍କଠାରୁ ମହା ସମ୍ଭ୍ରମ ଏବଂ ଅଧିକାର ପ୍ରାପ୍ତ ହେବାର ଏକ ନିଦର୍ଶନ। ବିକଳ୍ପ ଅନୁବାଦ: “ସେ ତାହାଙ୍କୁ ଆପଣାର ସମ୍ଭ୍ରମ ଏବଂ ଅଧିକାରର ସ୍ଥାନରେ ବସିବାକୁ ଦେଲେ” (ଦେଖନ୍ତୁ: [[rc://en/ta/man/translate/translate-symaction]])
EPH 1 20 jrv1 ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ।” **ସ୍ଵର୍ଗୀୟ** ଶବ୍ଦଟି ଈଶ୍ଵର ରହୁଥିବା ସ୍ଥାନକୁ ବୁଝାଏ। ଦେଖନ୍ତୁ ଏହାକୁ କିପରି ଆପଣ [ଏଫିସୀୟ ୧:୩](../01/03.md) ଅନୁବାଦ କରିଅଛନ୍ତି।
EPH 1 21 k8k7 ὑπεράνω πάσης ἀρχῆς, καὶ ἐξουσίας, καὶ δυνάμεως, καὶ κυριότητος 1 far above all rule and authority and power and dominion ଏହା ଅଲୌକିକ ପ୍ରାଣୀମାନଙ୍କର ଅର୍ଥାତ୍ ଉଭୟ ଦୂତ ଏବଂ ଭୂତାତ୍ମାମାନଙ୍କର ପଦାଧିକାରକୁ ବୁଝାଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ଅଟେ। ଯଦି ଆପଣଙ୍କ ଭାଷାରେ ଶାସନକର୍ତ୍ତାଗଣ କିମ୍ବା କର୍ତ୍ତାପଣଙ୍କ ପାଇଁ ଚାରୋଟି ଭିନ୍ନ ଶବ୍ଦ ନାହିଁ, ତେବେ ଆପଣ ସେଗୁଡ଼ିକୁ ସଂଯୁକ୍ତ କରିପାରିବେ। ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଅଲୌକିକ ପ୍ରାଣୀମାନଙ୍କର ଅତି ଉର୍ଦ୍ଧ୍ବରେ” (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 1 21 ra11 figs-activepassive παντὸς ὀνόματος ὀνομαζομένου 1 every name that is named ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ବିକଳ୍ପ ଅନୁବାଦ: (1) “ମନୁଷ୍ୟ ଦେଉଥିବା ପ୍ରତ୍ୟେକ ନାମ” କିମ୍ବା (2) “ଈଶ୍ଵର ଦେଉଥିବା ପ୍ରତ୍ୟେକ ନାମ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 21 ra11 figs-activepassive παντὸς ὀνόματος ὀνομαζομένου 1 every name that is named ଯଦି ଆପଣଙ୍କର ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ବିକଳ୍ପ ଅନୁବାଦ: (1) “ମନୁଷ୍ୟ ଦେଉଥିବା ପ୍ରତ୍ୟେକ ନାମ” କିମ୍ବା (2) “ଈଶ୍ଵର ଦେଉଥିବା ପ୍ରତ୍ୟେକ ନାମ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 21 x6qc figs-metonymy ὀνόματος 1 name ସମ୍ଭାବିତ ଅର୍ଥାଗୁଡିକ ହେଲା ୧) ଉପାଧି ) ଅଧିକାରର ପଦ” (ଦେଖ: [[rc://en/ta/man/translate/figs-metonymy]])ଦେଖନ୍ତୁ)
EPH 1 21 pym8 ἐν τῷ αἰῶνι τούτῳ 1 in this age "ଏହି ସମୟରେ"
EPH 1 21 qw2x ἐν τῷ μέλλοντι 1 in the age to come "ଭବିଷ୍ୟତରେ"
@ -74,12 +74,12 @@ EPH 2 3 d3wd figs-metonymy τὰ θελήματα τῆς σαρκὸς καὶ
EPH 2 3 zd6v figs-metaphor τέκνα ... ὀργῆς 1 children of wrath ଯେଉଁମାନଙ୍କ ପ୍ରତି ଈଶ୍ବର କ୍ରୋଧ କରନ୍ତି  [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 4 chm6 Θεὸς πλούσιος ὢν ἐν ἐλέει 1 God is rich in mercy **ଦୟା** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ଅଟେ I ଈଶ୍ଵର ଦୟାରେ ମହାନ୍ କିମ୍ବା “ଈଶ୍ଵର ଆମ୍ଭମାନଙ୍କ ପ୍ରତି ଅତି ଦୟାଳୁ ଅଟନ୍ତି”[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 2 4 hrx9 διὰ τὴν πολλὴν ἀγάπην αὐτοῦ, ἣν ἠγάπησεν ἡμᾶς 1 because of his great love with which he loved us **ପ୍ରେମ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ଅଟେ | ବିକଳ୍ପ ଅନୁବାଦ: "କାରଣ ସେ ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କରନ୍ତି "[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 2 5 h6km figs-activepassive χάριτί ἐστε σεσῳσμένοι 1 by grace you have been saved ଏହା ସକ୍ରିୟ ଭାବରେ ପ୍ରକାଶ କରାଯାଇପାରେ | ବିକଳ୍ପ ଅନୁବାଦ: "ତାଙ୍କ ଉପରେ ତୁମ୍ଭର ବିଶ୍ଵାସ ହେତୁ ଈଶ୍ଵର ଆପଣଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 2 5 h6km figs-activepassive χάριτί ἐστε σεσῳσμένοι 1 by grace you have been saved ଯଦି ଆପଣଙ୍କର ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ଏହା ସକ୍ରିୟ ଭାବରେ ପ୍ରକାଶ କରାଯାଇପାରେ | ବିକଳ୍ପ ଅନୁବାଦ: "ତାଙ୍କ ଉପରେ ତୁମ୍ଭର ବିଶ୍ଵାସ ହେତୁ ଈଶ୍ଵର ଆପଣଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 2 6 na2n figs-pastforfuture συνήγειρεν 1 God raised us up together with Christ ଏଠାରେ **ଉଠାଇବା** ହେଉଛି ଗୋଟିଏ ରୂଢ଼ି ଯାହା ମୃତ ହୋଇଥିବା ଲୋକକୁ ଜୀବିତ କରିବାକୁ ବୁଝାଏ I[[rc://en/ta/man/translate/figs-idiom]])ଦେଖନ୍ତୁ)
EPH 2 6 b499 ἐν τοῖς ἐπουρανίοις 1 in the heavenly places  “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ](../01/03.md) [1:3](https://create.translationcore.com/01/03.md) ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I"ବିକଳ୍ପ ଅନୁବାଦ:" ଅଲୌକିକ ଜଗତରେ"
EPH 2 6 m6pq ἐν Χριστῷ Ἰησοῦ 1 in Christ Jesus **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସେହିପରି ଅଭିବ୍ୟକ୍ତି  ଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 2 7 y6cf ἐν τοῖς αἰῶσιν, τοῖς ἐπερχομένοις 1 in the ages to come "ଭବିଷ୍ୟତରେ"
EPH 2 8 t9pc figs-activepassive τῇ γὰρ χάριτί ἐστε σεσῳσμένοι διὰ πίστεως 1 For by grace you have been saved through faith ଏହା ସକ୍ରିୟ ଭାବରେ ପ୍ରକାଶ କରାଯାଇପାରେ | ବିକଳ୍ପ ଅନୁବାଦ: "ତାଙ୍କ ଉପରେ ତୁମ୍ଭର ବିଶ୍ଵାସ ହେତୁ ଈଶ୍ଵର ଆପଣଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 2 8 t9pc figs-activepassive τῇ γὰρ χάριτί ἐστε σεσῳσμένοι διὰ πίστεως 1 For by grace you have been saved through faith ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ତାହାଙ୍କ ଉପରେ ତୁମ୍ଭମାନଙ୍କର ବିଶ୍ଵାସ ହେତୁ ଈଶ୍ଵର ତୁମ୍ଭମାନଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 8 r8u8 τοῦτο οὐκ 1 this did not “**ଏହା**” ଶବ୍ଦଟି “ଅନୁଗ୍ରହରେ **ବିଶ୍ବାସ ଦ୍ବାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ” କୁ ବୁଝାଏ I**
EPH 2 9 al4s οὐκ ἐξ ἔργων, ἵνα μή τις καυχήσηται 1 not from works, so that no one may boast ଏଠାରେ ଆପଣ ଗୋଟିଏ ନୂଆ ବାକ୍ୟ ଆରମ୍ଭ କରିପାରିବେ I ବିକଳ୍ପ ଅନୁବାଦ: “ପରିତ୍ରାଣ କ୍ରିୟାକର୍ମରୁ ହୁଏ ନାହିଁ, ଯେପରି କେହି ଦର୍ପ ନ କରେ” କିମ୍ବା “ଜଣେ ଲୋକର କର୍ମ ସକାଶୁ ଈଶ୍ବର ତାହାର ପରିତ୍ରାଣ କରନ୍ତି ନାହିଁ, ଯେପରି କେହି ଦର୍ପକରି କହିପାରିବ ନାହିଁ ଯେ ସେ ତାହାର ପରିତ୍ରାଣ ଅର୍ଜନ କରିଅଛି”
EPH 2 10 fa4l ἐν Χριστῷ Ἰησοῦ 1 in Christ Jesus "**ଖ୍ରୀଷ୍ଟ ଯୀଶୁଙ୍କଠାରେ** ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I

Can't render this file because it contains an unexpected character in line 2 and column 4525.