Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-17 13:01:18 +00:00
parent 027121d79c
commit a2e7eee46d
1 changed files with 1 additions and 1 deletions

View File

@ -54,7 +54,7 @@ EPH 1 20 pu97 ἐκ νεκρῶν 1 from the dead ଏହି ଅଭିବ୍ୟ
EPH 1 20 ekj4 figs-metonymy καθίσας ἐν δεξιᾷ αὐτοῦ, ἐν τοῖς ἐπουρανίοις 1 seated him at his right hand in the heavenly places ଯେଉଁ ଲୋକ ଜଣେ ରାଜାଙ୍କର **ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ** ହୁଏ, ସେ ତାହାଙ୍କର ଡାହାଣ ପାଖରେ ଉପବିଷ୍ଟ ହୋଇ ଯେଉଁ ରାଜାଙ୍କର ଦକ୍ଷିଣ ପାଖରେ ସେ ଉପବିଷ୍ଟ, ତାହାଙ୍କର ସମସ୍ତ ଅଧିକାର ସହିତ ଶାସନ କରେ। ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନର ଲକ୍ଷଣାତ୍ମକ ଶବ୍ଦ ଯାହା ସେ ସେହି ସ୍ଥାନର ଅଧିକାର କର୍ତ୍ତାଙ୍କଠାରୁ ପ୍ରାପ୍ତ କରେ। ବିକଳ୍ପ ଅନୁବାଦ: “ସ୍ଵର୍ଗରୁ ରାଜତ୍ଵ କରିବା ନିମନ୍ତେ ତାହାଙ୍କୁ ସମସ୍ତ ଅଧିକାର ଦେଲେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 1 20 f3dh translate-symaction καθίσας ἐν δεξιᾷ αὐτοῦ 1 seated him at his right hand ଈଶ୍ଵରଙ୍କ **ଦକ୍ଷିଣ ପାର୍ଶ୍ଵରେ** ଉପବେଶନ କରିବାର ଅର୍ଥ ହେଉଛି ଈଶ୍ଵରଙ୍କଠାରୁ ମହା ସମ୍ଭ୍ରମ ଏବଂ ଅଧିକାର ପ୍ରାପ୍ତ ହେବାର ଏକ ନିଦର୍ଶନ। ବିକଳ୍ପ ଅନୁବାଦ: “ସେ ତାହାଙ୍କୁ ଆପଣାର ସମ୍ଭ୍ରମ ଏବଂ ଅଧିକାରର ସ୍ଥାନରେ ବସିବାକୁ ଦେଲେ” (ଦେଖନ୍ତୁ: [[rc://en/ta/man/translate/translate-symaction]])
EPH 1 20 jrv1 ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ।” **ସ୍ଵର୍ଗୀୟ** ଶବ୍ଦଟି ଈଶ୍ଵର ରହୁଥିବା ସ୍ଥାନକୁ ବୁଝାଏ। ଦେଖନ୍ତୁ ଏହାକୁ କିପରି ଆପଣ [ଏଫିସୀୟ ୧:୩](../01/03.md) ଅନୁବାଦ କରିଅଛନ୍ତି।
EPH 1 21 k8k7 ὑπεράνω πάσης ἀρχῆς, καὶ ἐξουσίας, καὶ δυνάμεως, καὶ κυριότητος 1 far above all rule and authority and power and dominion ଏହା ଅଲୌକିକ ପ୍ରାଣୀମାନଙ୍କର, ଅର୍ଥାତ୍ ଉଭୟ ଦୂତ ଏବଂ ଭୂତାତ୍ମାମାନଙ୍କର ପଦାଧିକାରକୁ ବୁଝାଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଅଲୌକିକ ପ୍ରାଣୀମାନଙ୍କର ଅତି ଉର୍ଦ୍ଧ୍ବରେ”"[[rc://en/ta/man/translate/figs-doublet]])ଦେଖନ୍ତୁ)
EPH 1 21 k8k7 ὑπεράνω πάσης ἀρχῆς, καὶ ἐξουσίας, καὶ δυνάμεως, καὶ κυριότητος 1 far above all rule and authority and power and dominion ଏହା ଅଲୌକିକ ପ୍ରାଣୀମାନଙ୍କର ଅର୍ଥାତ୍ ଉଭୟ ଦୂତ ଏବଂ ଭୂତାତ୍ମାମାନଙ୍କର ପଦାଧିକାରକୁ ବୁଝାଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ଅଟେ। ଯଦି ଆପଣଙ୍କ ଭାଷାରେ ଶାସନକର୍ତ୍ତାଗଣ କିମ୍ବା କର୍ତ୍ତାପଣଙ୍କ ପାଇଁ ଚାରୋଟି ଭିନ୍ନ ଶବ୍ଦ ନାହିଁ, ତେବେ ଆପଣ ସେଗୁଡ଼ିକୁ ସଂଯୁକ୍ତ କରିପାରିବେ। ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଅଲୌକିକ ପ୍ରାଣୀମାନଙ୍କର ଅତି ଉର୍ଦ୍ଧ୍ବରେ” (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 1 21 ra11 figs-activepassive παντὸς ὀνόματος ὀνομαζομένου 1 every name that is named ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ସମ୍ଭାବିତ ଅର୍ଥଗୁଡ଼ିକ ବିକଳ୍ପ ଅନୁବାଦ: (1) “ମନୁଷ୍ୟ ଦେଉଥିବା ପ୍ରତ୍ୟେକ ନାମ” କିମ୍ବା (2) “ଈଶ୍ଵର ଦେଉଥିବା ପ୍ରତ୍ୟେକ ନାମ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 21 x6qc figs-metonymy ὀνόματος 1 name ସମ୍ଭାବିତ ଅର୍ଥାଗୁଡିକ ହେଲା ୧) ଉପାଧି ) ଅଧିକାରର ପଦ” (ଦେଖ: [[rc://en/ta/man/translate/figs-metonymy]])ଦେଖନ୍ତୁ)
EPH 1 21 pym8 ἐν τῷ αἰῶνι τούτῳ 1 in this age "ଏହି ସମୟରେ"

Can't render this file because it contains an unexpected character in line 2 and column 4525.