Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 09:59:06 +00:00
parent 7b1c1a7fd7
commit 703f2699a4
1 changed files with 1 additions and 1 deletions

View File

@ -73,7 +73,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ **ନାମ**କୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers **ପିତାଗଣ** ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 y1vm ἐγνώκατε 1 you know [2:4](https://create.translationcore.com/02/04.md) ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning John uses the phrase **from the beginning**<br><br> in various ways in this letter. Here it refers to Jesus or possibly to God the Father. John refers to Jesus with these same words at the beginning of this letter and in a similar way in John 1:1-2. Alternate translation: “him who has always existed” or “Jesus, who has always existed” (See: [[rc://en/ta/man/translate/figs-idiom]])
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning ଯୋହନ ଏହି ପତ୍ରରେ **ଆଦ୍ୟରୁ** ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଯୀଶୁ କିମ୍ବା ସମ୍ଭବତ ପିତା ଈଶ୍ଵରଙ୍କୁ ବୁଝାଏ। ଯୋହନ ଏହି ପତ୍ରର ଏହଁ ଯୋହନ 1:1-2ରେ ଆରମ୍ଭରେ ଏହି ସମାନ ଶବ୍ଦ ସହ ଯୀଶୁଙ୍କୁ ସୂଚାନ୍ତି । ବିକଳ୍ପ ଅନୁବାଦ: "ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି" କିମ୍ବା "ଯୀଶୁ, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି" ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 13 wg4v figs-metaphor νεανίσκοι 1 young men ବିଶ୍ଵାସୀମାନଙ୍କ ତୃତୀୟ ଦଳର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ | ଏହା ବୋଧହୁଏ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ନିଜ ବିଶ୍ୱାସରେ ଦୃଢ଼ ଅଛନ୍ତି, ଯଦିଓ ସେମାନେ ଦ୍ୱିତୀୟ ଦଳ  ପରି ପରିପକ୍ୱ ନାହାଁନ୍ତି, ଯେହେତୁ ଯୁବକମାନେ ଜୀବନ ସମୟରେ ଅଛନ୍ତି ସେତେବେଳେ ସେମାନେ ଶକ୍ତିଶାଳୀ ଏବଂ ବଳବାନ ଅଟନ୍ତି | ବିକଳ୍ପ ଅନୁବାଦ: “ଦୃଢ଼ ବିଶ୍ଵାସୀମାନେ”
1JN 2 13 tfh1 figs-metaphor νενικήκατε 1 overcome ଯୋହନ ଏହି ଦୃଢ଼ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେଉଁମାନେ ଶୟତାନକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ  ଅନୁବାଦ: “ଶୟତାନ ଯାହା କରିବାକୁ ଚାହେଁ ତୁମ୍ଭେମାନେ ତାହା କରିବାକୁ ଆଗ୍ରାହ୍ୟ କରିଅଛ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it is too large.