Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 09:58:36 +00:00
parent 70dd637999
commit 7b1c1a7fd7
1 changed files with 2 additions and 2 deletions

View File

@ -68,10 +68,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 11 y5cs figs-metaphor οὐκ οἶδεν ποῦ ὑπάγει 1 he does not know where he is going ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ତାହାର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ବିକଳ୍ପ ଅନୁବାଦ: “ସେ ଜୀବନଯାପନ କରିବାର ସଠିକ୍ ପଥ ଜାଣେ ନାହିଁ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 11 w4r2 figs-metaphor ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ 1 the darkness has blinded his eyes [1:5](https://create.translationcore.com/01/05.md) ପରି, ଯୋହନ **ଅନ୍ଧକାର** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି ଯାହା ଭୁଲ ବା ମନ୍ଦ ବିଷୟକୁ ବୁଝାଏ । ବିକଳ୍ପ ଅନୁବାଦ: “ଯାହା ମନ୍ଦ ତାହା କରେ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 k1w9 0 General Information:
1JN 2 12 in8n figs-metaphor 0 you, dear children ଯୋହନ **ବତ୍ସଗଣ** ଶବ୍ଦକୁ [2:1](https://create.translationcore.com/02/01.md) ରେ ବ୍ୟବହାର କରନ୍ତି ଏବଂ ଏହି ପତ୍ରର  ଅନ୍ୟାନ୍ୟ ସ୍ଥାନରେ ସେ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବାକୁ ବ୍ୟବହାର କରନ୍ତି । [2:1](https://create.translationcore.com/02/01.md)ରେ ଏହାର ଦୁଇଟି ଟିପ୍ପଣୀର ବ୍ୟାଖ୍ୟା ଦେଖନ୍ତୁ । UST ଏହି କ୍ଷେତ୍ରରେ ମଧ୍ୟ ବୋଲି ଉଲ୍ଲେଖ କରିବାକୁ ଶବ୍ଦର ଅର୍ଥକୁ ବ୍ୟବହାର କରେ । ହୁଏତ ଏହି କ୍ଷେତ୍ରରେ ଏହି ଶବ୍ଦର ଏକ ବିଶେଷ ଅର୍ଥ ଥାଇପାରେ ଏବଂ ଏହା କେବଳ କେତେକ ବିଶ୍ଵାସୀମାନଙ୍କୁ ବୁଝାଏ, ଯେହେତୁ ଯୋହନ [2:12-14](https://create.translationcore.com/02/12.md) ରେ ଦୁଇଥର ସମ୍ବୋଧିତ କରନ୍ତି ତେଣୁ ଏହା ବିଶ୍ଵାସୀମାନଙ୍କ ତିନି ଗୋଷ୍ଠୀ ମଧ୍ୟରୁ କେବଳ ଗୋଟିଏ ଗୋଷ୍ଠୀକୁ ସୂଚାଉଥିବା ପରି ମନେହୁଏ । କିନ୍ତି, ପରବର୍ତ୍ତୀ ସମୟରେ ଯୋହନ ଏହି ପ୍ରଥମ ଗୋଷ୍ଠୀକୁ [2:14](https://create.translationcore.com/02/14.md) ରେ ସମ୍ବୋଧିତ କରନ୍ତି, ସେ ଏକ ଭିନ୍ନ ଶବ୍ଦ ବ୍ୟବହାର କରନ୍ତି ଯାହାର ଅର୍ଥ “ଛୋଟ ପିଲାମାନେ” ଅଟେ। ତେଣୁ ଏହି ପରିପ୍ରେକ୍ଷୀରେ, ଏହି ଶବ୍ଦଟି ଆଳଙ୍କାରିକ ଭାବରେ ନୂତନ ବିଶ୍ଵାସୀମାନଙ୍କୁ ସୂଚାଇପାରେ, ଅର୍ଥାତ୍ ଯେଉଁମାନେ ନିଜ ପାପ କ୍ଷମା ପାଇଁ ଯୀଶୁଙ୍କ ଉପରେ ନୂତନ ଭାବେ ବିଶ୍ଵାସ କରିଛନ୍ତି । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 in8n figs-metaphor 0 you, dear children ଯୋହନ **ବତ୍ସଗଣ** ଶବ୍ଦକୁ [2:1](https://create.translationcore.com/02/01.md) ରେ ବ୍ୟବହାର କରନ୍ତି ଏବଂ ଏହି ପତ୍ରର  ଅନ୍ୟାନ୍ୟ ସ୍ଥାନରେ ସେ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବାକୁ ବ୍ୟବହାର କରନ୍ତି । [2:1](https://create.translationcore.com/02/01.md)ରେ ଏହାର ଦୁଇଟି ଟିପ୍ପଣୀର ବ୍ୟାଖ୍ୟା ଦେଖନ୍ତୁ । UST ଏହି କ୍ଷେତ୍ରରେ ମଧ୍ୟ ବୋଲି ଉଲ୍ଲେଖ କରିବାକୁ ଶବ୍ଦର ଅର୍ଥକୁ ବ୍ୟବହାର କରେ । ହୁଏତ ଏହି କ୍ଷେତ୍ରରେ ଏହି ଶବ୍ଦର ଏକ ବିଶେଷ ଅର୍ଥ ଥାଇପାରେ ଏବଂ ଏହା କେବଳ କେତେକ ବିଶ୍ଵାସୀମାନଙ୍କୁ ବୁଝାଏ, ଯେହେତୁ ଯୋହନ [12-14](https://create.translationcore.com/02/12.md) ରେ ଦୁଇଥର ସମ୍ବୋଧିତ କରନ୍ତି ତେଣୁ ଏହା ବିଶ୍ଵାସୀମାନଙ୍କ ତିନି ଗୋଷ୍ଠୀ ମଧ୍ୟରୁ କେବଳ ଗୋଟିଏ ଗୋଷ୍ଠୀକୁ ସୂଚାଉଥିବା ପରି ମନେହୁଏ । କିନ୍ତି, ପରବର୍ତ୍ତୀ ସମୟରେ ଯୋହନ ଏହି ପ୍ରଥମ ଗୋଷ୍ଠୀକୁ [2:14](https://create.translationcore.com/02/14.md) ରେ ସମ୍ବୋଧିତ କରନ୍ତି, ସେ ଏକ ଭିନ୍ନ ଶବ୍ଦ ବ୍ୟବହାର କରନ୍ତି ଯାହାର ଅର୍ଥ “ଛୋଟ ପିଲାମାନେ” ଅଟେ। ତେଣୁ ଏହି ପରିପ୍ରେକ୍ଷୀରେ, ଏହି ଶବ୍ଦଟି ଆଳଙ୍କାରିକ ଭାବରେ ନୂତନ ବିଶ୍ଵାସୀମାନଙ୍କୁ ସୂଚାଇପାରେ, ଅର୍ଥାତ୍ ଯେଉଁମାନେ ନିଜ ପାପ କ୍ଷମା ପାଇଁ ଯୀଶୁଙ୍କ ଉପରେ ନୂତନ ଭାବେ ବିଶ୍ଵାସ କରିଛନ୍ତି । ବିକଳ୍ପ ଅନୁବାଦ: “ନୂତନ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 ed41 figs-activepassive ἀφέωνται ὑμῖν αἱ ἁμαρτίαι 1 your sins are forgiven ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି ଏହି କାର୍ଯ୍ୟ କିଏ  ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କର ପାପ କ୍ଷମା କରିଅଛନ୍ତି”[[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ **ନାମ**କୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers ଯଦି “ବତ୍ସଗଣ” ଆଳଙ୍କାରିକ ଭାବରେ [2:12](https://create.translationcore.com/02/12.md),ରେ “ନୂତନ ବିଶ୍ଵାସୀମାନଙ୍କୁ” ବୁଝାଏ, ତେବେ **ପିତାଗଣ** ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers **ପିତାଗଣ** ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 y1vm ἐγνώκατε 1 you know [2:4](https://create.translationcore.com/02/04.md) ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning John uses the phrase **from the beginning**<br><br> in various ways in this letter. Here it refers to Jesus or possibly to God the Father. John refers to Jesus with these same words at the beginning of this letter and in a similar way in John 1:1-2. Alternate translation: “him who has always existed” or “Jesus, who has always existed” (See: [[rc://en/ta/man/translate/figs-idiom]])
1JN 2 13 wg4v figs-metaphor νεανίσκοι 1 young men ବିଶ୍ଵାସୀମାନଙ୍କ ତୃତୀୟ ଦଳର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ | ଏହା ବୋଧହୁଏ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ନିଜ ବିଶ୍ୱାସରେ ଦୃଢ଼ ଅଛନ୍ତି, ଯଦିଓ ସେମାନେ ଦ୍ୱିତୀୟ ଦଳ  ପରି ପରିପକ୍ୱ ନାହାଁନ୍ତି, ଯେହେତୁ ଯୁବକମାନେ ଜୀବନ ସମୟରେ ଅଛନ୍ତି ସେତେବେଳେ ସେମାନେ ଶକ୍ତିଶାଳୀ ଏବଂ ବଳବାନ ଅଟନ୍ତି | ବିକଳ୍ପ ଅନୁବାଦ: “ଦୃଢ଼ ବିଶ୍ଵାସୀମାନେ”

Can't render this file because it is too large.