Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 01:38:19 +00:00
parent 3ac5c43a9c
commit 6f767c93f8
1 changed files with 3 additions and 3 deletions

View File

@ -45,9 +45,9 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
2:1 zth5 ἀνέβην 1 ଏହି ପରି ପ୍ରସଙ୍ଗରେ **ଯିବା** ପରିବର୍ତ୍ତେ ଆପଣଙ୍କର ଭାଷା “ଆସେ” କହିପାରେ । ଯାହା ଅଧିକ ସ୍ୱାଭାବିକ ତାହା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଆସିଛି”
2:2 msv4 τοῖς δοκοῦσιν 1 ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭାବଶାଳୀ ମନେ ହେଉଥିଲେ” କିମ୍ବା “ଯିରୂଶାଲମରେ ବିଶ୍ଵାସୀମାନଙ୍କ ନେତା ଭାବରେ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ” କିମ୍ବା “ଯିରୂଶାଲମର ମଣ୍ଡଳୀର ନେତାମାନଙ୍କ ପାଇଁ ।”
2:2 ejb8 rc://*/ta/man/translate/figs-doublenegatives μή πως εἰς κενὸν τρέχω ἢ ἔδραμον 1 ପାଉଲ ବିଶେଷ ଭାବରେ କହନ୍ତି ଯେ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରନ୍ତି । ପାଉଲ **ଗମନ** ଶବ୍ଦ ବ୍ୟବହାର କରି ଗାଲାତୀୟମାନଙ୍କ ମନକୁ ଜଣେ ଧାବକର ଚ୍ଛବି ଆଣିବାକୁ ବ୍ୟବହାର କରନ୍ତି ଯିଏ ଏକ ପୁରସ୍କାର ଜିତିବା ପାଇଁ ଦୌଡ଼ନ୍ତି । ଯଦି ଏହି ଚିତ୍ର ଆପଣଙ୍କ ସଂସ୍କୃତିର ଲୋକମାନଙ୍କ ପାଇଁ ପରିଚିତ, ତେବେ ଏହି ରୂପକ ବ୍ୟବହାର କରିବାକୁ ଚିନ୍ତା କରନ୍ତୁ । ଯଦି ଏହି ପ୍ରତିଛବି ଆପଣଙ୍କ ପାଠକମାନଙ୍କ ପାଇଁ ପରିଚିତ ନୁହେଁ, ତେବେ ଏହି ଧାରଣାକୁ ସରଳ ଭାଷାରେ ଦର୍ଶାଇବାକୁ ଚିନ୍ତା କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରେ - କିମ୍ବା କାମ କରିଥିଲି” କିମ୍ବା “ମୁଁ ସୁସମାଚାରର ପ୍ରସାର ପାଇଁ କାର୍ଯ୍ୟ କରିପାରେ କିମ୍ବା ଏହା ପାଇଁ କାର୍ଯ୍ୟ କରିଥାଇପାରେ”
2:2 t6we εἰς κενὸν 1 ଲାଭ ନିମନ୍ତେ ନୁହେଁ ଓ “କିଛି ନୁହେଁ
2:3 xs8k rc://*/ta/man/translate/figs-activepassive περιτμηθῆναι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ କେହିଜଣେ ସୁନ୍ନତ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]])
2:4 j5ka τοὺς παρεισάκτους ψευδαδέλφους 1 ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରୁଥିଲେ ସେମାନେ ମଣ୍ଡଳୀ ମଧ୍ୟକୁ ଆସିଲେ, ବା “ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରନ୍ତି ଆମମାନଙ୍କ ମଧ୍ୟକୁ ଆସିଲେ”
2:2 t6we εἰς κενὸν 1 ବିକଳ୍ପ ଅନୁବାଦ: “ନିଶ୍ଚିତ କରିବାକୁ ଯେ ମୁଁ ଲାଭଜନକ କାର୍ଯ୍ୟ କରୁଅଛି
2:3 xs8k rc://*/ta/man/translate/figs-activepassive περιτμηθῆναι 1 ଏଠାରେ **ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ** ବାକ୍ୟାଂଶ କର୍ମବାଚ୍ୟ ଅଟେ । ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯିରୂଶାଲମର ମଣ୍ଡଳୀର ନେତାମାନେ ମୋର ଗ୍ରୀକ୍ ସେବାର ସହଯୋଗୀ ତିତସଙ୍କୁ ମଧ୍ୟ ସୁନ୍ନତ ହେବା ଆବଶ୍ୟକ କରନ୍ତି ନାହିଁ”
2:4 j5ka τοὺς παρεισάκτους ψευδαδέλφους 1
2:4 x1mx κατασκοπῆσαι τὴν ἐλευθερίαν ἡμῶν 1 ଅତି ଯତ୍ନ ସହକାରେ ଲୋକମାନଙ୍କୁ ନିରିକ୍ଷଣ କର ଯେ ସେମାନେ ସ୍ବଧିନତାରେ କିପରି ରହନ୍ତି
2:4 m1al τὴν ἐλευθερίαν 1 ସ୍ବାଧିନତା
2:4 l7n7 rc://*/ta/man/translate/figs-explicit ἵνα ἡμᾶς καταδουλώσουσιν 1 "ଆମକୁ ବ୍ୟବସ୍ଥାର ଦାସ କରିବାକୁ । ପାଉଲ ଯିହୁଦୀମାନଙ୍କର ବିଦ୍ଧି ବିଧାନକୁ ପାଳନ କରିବାର ଇଚ୍ଛା ବିରୁଦ୍ଧରେ କହୁଛନ୍ତି ଯାହା ବ୍ୟବସ୍ଥା ଆଜ୍ଞା ଦେଇଥିଲା । ସେ ଏହି ବିଷୟରେ ଏମିତି କହୁଛନ୍ତି ଯେପରି ଏହା ଦାସତ୍ବରେ ଥିଲେ । ସୁନ୍ନତ ହେବା ଅଧିକ ଗୁରୁତ୍ବପୁର୍ଣ୍ଣ ବିଦ୍ଧି ଥିଲା । ଅନ୍ୟ ଏକ ଅନୁବାଦରେ: “ଆମକୁ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା” (ଦେଖ: [[rc://or/ta/man/translate/figs-explicit]] ଏବଂ [[rc://or/ta/man/translate/figs-metaphor]])

1 Reference ID Tags SupportReference Quote Occurrence Note
45 2:1 zth5 ἀνέβην 1 ଏହି ପରି ପ୍ରସଙ୍ଗରେ **ଯିବା** ପରିବର୍ତ୍ତେ ଆପଣଙ୍କର ଭାଷା “ଆସେ” କହିପାରେ । ଯାହା ଅଧିକ ସ୍ୱାଭାବିକ ତାହା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଆସିଛି”
46 2:2 msv4 τοῖς δοκοῦσιν 1 ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭାବଶାଳୀ ମନେ ହେଉଥିଲେ” କିମ୍ବା “ଯିରୂଶାଲମରେ ବିଶ୍ଵାସୀମାନଙ୍କ ନେତା ଭାବରେ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ” କିମ୍ବା “ଯିରୂଶାଲମର ମଣ୍ଡଳୀର ନେତାମାନଙ୍କ ପାଇଁ ।”
47 2:2 ejb8 rc://*/ta/man/translate/figs-doublenegatives μή πως εἰς κενὸν τρέχω ἢ ἔδραμον 1 ପାଉଲ ବିଶେଷ ଭାବରେ କହନ୍ତି ଯେ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରନ୍ତି । ପାଉଲ **ଗମନ** ଶବ୍ଦ ବ୍ୟବହାର କରି ଗାଲାତୀୟମାନଙ୍କ ମନକୁ ଜଣେ ଧାବକର ଚ୍ଛବି ଆଣିବାକୁ ବ୍ୟବହାର କରନ୍ତି ଯିଏ ଏକ ପୁରସ୍କାର ଜିତିବା ପାଇଁ ଦୌଡ଼ନ୍ତି । ଯଦି ଏହି ଚିତ୍ର ଆପଣଙ୍କ ସଂସ୍କୃତିର ଲୋକମାନଙ୍କ ପାଇଁ ପରିଚିତ, ତେବେ ଏହି ରୂପକ ବ୍ୟବହାର କରିବାକୁ ଚିନ୍ତା କରନ୍ତୁ । ଯଦି ଏହି ପ୍ରତିଛବି ଆପଣଙ୍କ ପାଠକମାନଙ୍କ ପାଇଁ ପରିଚିତ ନୁହେଁ, ତେବେ ଏହି ଧାରଣାକୁ ସରଳ ଭାଷାରେ ଦର୍ଶାଇବାକୁ ଚିନ୍ତା କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରେ - କିମ୍ବା କାମ କରିଥିଲି” କିମ୍ବା “ମୁଁ ସୁସମାଚାରର ପ୍ରସାର ପାଇଁ କାର୍ଯ୍ୟ କରିପାରେ କିମ୍ବା ଏହା ପାଇଁ କାର୍ଯ୍ୟ କରିଥାଇପାରେ”
48 2:2 t6we εἰς κενὸν 1 ଲାଭ ନିମନ୍ତେ ନୁହେଁ ଓ “କିଛି ନୁହେଁ” ବିକଳ୍ପ ଅନୁବାଦ: “ନିଶ୍ଚିତ କରିବାକୁ ଯେ ମୁଁ ଲାଭଜନକ କାର୍ଯ୍ୟ କରୁଅଛି”
49 2:3 xs8k rc://*/ta/man/translate/figs-activepassive περιτμηθῆναι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ କେହିଜଣେ ସୁନ୍ନତ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]]) ଏଠାରେ **ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ** ବାକ୍ୟାଂଶ କର୍ମବାଚ୍ୟ ଅଟେ । ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯିରୂଶାଲମର ମଣ୍ଡଳୀର ନେତାମାନେ ମୋର ଗ୍ରୀକ୍ ସେବାର ସହଯୋଗୀ ତିତସଙ୍କୁ ମଧ୍ୟ ସୁନ୍ନତ ହେବା ଆବଶ୍ୟକ କରନ୍ତି ନାହିଁ”
50 2:4 j5ka τοὺς παρεισάκτους ψευδαδέλφους 1 ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରୁଥିଲେ ସେମାନେ ମଣ୍ଡଳୀ ମଧ୍ୟକୁ ଆସିଲେ, ବା “ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରନ୍ତି ଆମମାନଙ୍କ ମଧ୍ୟକୁ ଆସିଲେ”
51 2:4 x1mx κατασκοπῆσαι τὴν ἐλευθερίαν ἡμῶν 1 ଅତି ଯତ୍ନ ସହକାରେ ଲୋକମାନଙ୍କୁ ନିରିକ୍ଷଣ କର ଯେ ସେମାନେ ସ୍ବଧିନତାରେ କିପରି ରହନ୍ତି
52 2:4 m1al τὴν ἐλευθερίαν 1 ସ୍ବାଧିନତା
53 2:4 l7n7 rc://*/ta/man/translate/figs-explicit ἵνα ἡμᾶς καταδουλώσουσιν 1 ଆମକୁ ବ୍ୟବସ୍ଥାର ଦାସ କରିବାକୁ । ପାଉଲ ଯିହୁଦୀମାନଙ୍କର ବିଦ୍ଧି ବିଧାନକୁ ପାଳନ କରିବାର ଇଚ୍ଛା ବିରୁଦ୍ଧରେ କହୁଛନ୍ତି ଯାହା ବ୍ୟବସ୍ଥା ଆଜ୍ଞା ଦେଇଥିଲା । ସେ ଏହି ବିଷୟରେ ଏମିତି କହୁଛନ୍ତି ଯେପରି ଏହା ଦାସତ୍ବରେ ଥିଲେ । ସୁନ୍ନତ ହେବା ଅଧିକ ଗୁରୁତ୍ବପୁର୍ଣ୍ଣ ବିଦ୍ଧି ଥିଲା । ଅନ୍ୟ ଏକ ଅନୁବାଦରେ: “ଆମକୁ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା” (ଦେଖ: [[rc://or/ta/man/translate/figs-explicit]] ଏବଂ [[rc://or/ta/man/translate/figs-metaphor]]) 2:5 bba7 εἴξαμεν τῇ ὑποταγῇ 1 ବଶବର୍ତ୍ତୀ ହୁଅ କିମ୍ବା “ଶୁଣ”