diff --git a/tn_GAL.tsv b/tn_GAL.tsv index d7a5719..9f203b5 100644 --- a/tn_GAL.tsv +++ b/tn_GAL.tsv @@ -45,9 +45,9 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 2:1 zth5 ἀνέβην 1 ଏହି ପରି ପ୍ରସଙ୍ଗରେ **ଯିବା** ପରିବର୍ତ୍ତେ ଆପଣଙ୍କର ଭାଷା “ଆସେ” କହିପାରେ । ଯାହା ଅଧିକ ସ୍ୱାଭାବିକ ତାହା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଆସିଛି” 2:2 msv4 τοῖς δοκοῦσιν 1 ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭାବଶାଳୀ ମନେ ହେଉଥିଲେ” କିମ୍ବା “ଯିରୂଶାଲମରେ ବିଶ୍ଵାସୀମାନଙ୍କ ନେତା ଭାବରେ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ” କିମ୍ବା “ଯିରୂଶାଲମର ମଣ୍ଡଳୀର ନେତାମାନଙ୍କ ପାଇଁ ।” 2:2 ejb8 rc://*/ta/man/translate/figs-doublenegatives μή πως εἰς κενὸν τρέχω ἢ ἔδραμον 1 ପାଉଲ ବିଶେଷ ଭାବରେ କହନ୍ତି ଯେ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରନ୍ତି । ପାଉଲ **ଗମନ** ଶବ୍ଦ ବ୍ୟବହାର କରି ଗାଲାତୀୟମାନଙ୍କ ମନକୁ ଜଣେ ଧାବକର ଚ୍ଛବି ଆଣିବାକୁ ବ୍ୟବହାର କରନ୍ତି ଯିଏ ଏକ ପୁରସ୍କାର ଜିତିବା ପାଇଁ ଦୌଡ଼ନ୍ତି । ଯଦି ଏହି ଚିତ୍ର ଆପଣଙ୍କ ସଂସ୍କୃତିର ଲୋକମାନଙ୍କ ପାଇଁ ପରିଚିତ, ତେବେ ଏହି ରୂପକ ବ୍ୟବହାର କରିବାକୁ ଚିନ୍ତା କରନ୍ତୁ । ଯଦି ଏହି ପ୍ରତିଛବି ଆପଣଙ୍କ ପାଠକମାନଙ୍କ ପାଇଁ ପରିଚିତ ନୁହେଁ, ତେବେ ଏହି ଧାରଣାକୁ ସରଳ ଭାଷାରେ ଦର୍ଶାଇବାକୁ ଚିନ୍ତା କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରେ - କିମ୍ବା କାମ କରିଥିଲି” କିମ୍ବା “ମୁଁ ସୁସମାଚାରର ପ୍ରସାର ପାଇଁ କାର୍ଯ୍ୟ କରିପାରେ କିମ୍ବା ଏହା ପାଇଁ କାର୍ଯ୍ୟ କରିଥାଇପାରେ” -2:2 t6we εἰς κενὸν 1 ଲାଭ ନିମନ୍ତେ ନୁହେଁ ଓ “କିଛି ନୁହେଁ” -2:3 xs8k rc://*/ta/man/translate/figs-activepassive περιτμηθῆναι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ କେହିଜଣେ ସୁନ୍ନତ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]]) -2:4 j5ka τοὺς παρεισάκτους ψευδαδέλφους 1 ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରୁଥିଲେ ସେମାନେ ମଣ୍ଡଳୀ ମଧ୍ୟକୁ ଆସିଲେ, ବା “ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ ହେବାର ଅଭିନୟ କରନ୍ତି ଆମମାନଙ୍କ ମଧ୍ୟକୁ ଆସିଲେ” +2:2 t6we εἰς κενὸν 1 ବିକଳ୍ପ ଅନୁବାଦ: “ନିଶ୍ଚିତ କରିବାକୁ ଯେ ମୁଁ ଲାଭଜନକ କାର୍ଯ୍ୟ କରୁଅଛି” +2:3 xs8k rc://*/ta/man/translate/figs-activepassive περιτμηθῆναι 1 ଏଠାରେ **ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ** ବାକ୍ୟାଂଶ କର୍ମବାଚ୍ୟ ଅଟେ । ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯିରୂଶାଲମର ମଣ୍ଡଳୀର ନେତାମାନେ ମୋର ଗ୍ରୀକ୍ ସେବାର ସହଯୋଗୀ ତିତସଙ୍କୁ ମଧ୍ୟ ସୁନ୍ନତ ହେବା ଆବଶ୍ୟକ କରନ୍ତି ନାହିଁ” +2:4 j5ka τοὺς παρεισάκτους ψευδαδέλφους 1 2:4 x1mx κατασκοπῆσαι τὴν ἐλευθερίαν ἡμῶν 1 ଅତି ଯତ୍ନ ସହକାରେ ଲୋକମାନଙ୍କୁ ନିରିକ୍ଷଣ କର ଯେ ସେମାନେ ସ୍ବଧିନତାରେ କିପରି ରହନ୍ତି 2:4 m1al τὴν ἐλευθερίαν 1 ସ୍ବାଧିନତା 2:4 l7n7 rc://*/ta/man/translate/figs-explicit ἵνα ἡμᾶς καταδουλώσουσιν 1 "ଆମକୁ ବ୍ୟବସ୍ଥାର ଦାସ କରିବାକୁ । ପାଉଲ ଯିହୁଦୀମାନଙ୍କର ବିଦ୍ଧି ବିଧାନକୁ ପାଳନ କରିବାର ଇଚ୍ଛା ବିରୁଦ୍ଧରେ କହୁଛନ୍ତି ଯାହା ବ୍ୟବସ୍ଥା ଆଜ୍ଞା ଦେଇଥିଲା । ସେ ଏହି ବିଷୟରେ ଏମିତି କହୁଛନ୍ତି ଯେପରି ଏହା ଦାସତ୍ବରେ ଥିଲେ । ସୁନ୍ନତ ହେବା ଅଧିକ ଗୁରୁତ୍ବପୁର୍ଣ୍ଣ ବିଦ୍ଧି ଥିଲା । ଅନ୍ୟ ଏକ ଅନୁବାଦରେ: “ଆମକୁ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା” (ଦେଖ: [[rc://or/ta/man/translate/figs-explicit]] ଏବଂ [[rc://or/ta/man/translate/figs-metaphor]])