Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-22 12:40:22 +00:00
parent d7af342089
commit 6e73413f0c
1 changed files with 17 additions and 17 deletions

View File

@ -207,23 +207,23 @@ RUT 4 1 jdr8 writing-newevent וּ⁠בֹ֨עַז עָלָ֣ה הַ⁠שַּׁע
RUT 4 1 m4by הַ⁠שַּׁעַר֮ 1 to the gate **ନଗର ଦ୍ଵାରକୁ କିମ୍ବା ବେଥଲିହିମର ଦ୍ଵାରକୁ** **।** ଏହା ବେଥଲିହିମ ସହରର ପ୍ରାଚୀରର ମୁଖ୍ୟ ପ୍ରବେଶ ପଥ ଥିଲା। ଫାଟକ ଭିତରେ ଏକ ଖୋଲା ସ୍ଥାନ ଥିଲା ଯେଉଁଠାରେ ସମ୍ପ୍ରଦାୟର ବିଷୟ ଉପରେ ଆଲୋଚନା କରିବା ପାଇଁ ଏକ ସଭା ସ୍ଥାନ ଭାବରେ ବ୍ୟବହୃତ ହୋଇଥିଲା ।
RUT 4 1 jdr9 figs-distinguish וְ⁠הִנֵּ֨ה 1 And behold, ବୋୟଜର ପଥ ଦେଇ ଯାଉଥିବା ବ୍ୟକ୍ତି ଯାହାଙ୍କୁ ସେ ଦେଖିବାକୁ ଚାହୁଁଥିଲେ ସେହି ବ୍ୟକ୍ତିଙ୍କୁ ଦେଖିବା ବିଷୟରେ **ଦେଖ** ଶବ୍ଦଟି ଦର୍ଶାଏ ।କାହାଣୀରେ ପରବର୍ତ୍ତୀ ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ଭିନ୍ନ ଉପାୟ ଥାଇପାରେ । [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 4 1 kz1g הַ⁠גֹּאֵ֤ל 1 the kinsman-redeemer ଏହି ବ୍ୟକ୍ତି ଏଲିମେଲେକଙ୍କ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ । [2:20](https://create.translationcore.com/02/20/zu5f) ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି ଶବ୍ଦ**କୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
RUT 4 1 ab38 figs-idiom פְּלֹנִ֣י אַלְמֹנִ֑י 1 a certain someone ବୋୟଜ ପ୍ରକୃତରେ ଏହି କଥା କହି ନଥିଲେ; କିନ୍ତୁ ସେ ତାଙ୍କ ନାମଧରି ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ ଡାକିଥିଲେ ।  ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଟନ୍ତି କିନ୍ତୁ ଏଠାରେ ନାମ ଉଲ୍ଲେଖ କରାଯାଇ ନାହିଁ । ବର୍ଣ୍ଣନାକାରୀ ଏହି ସାଧାରଣ ଶବ୍ଦକୁ ବ୍ୟକ୍ତିଙ୍କ ନାମ ପାଇଁ ବ୍ୟବହାର କରିଛନ୍ତି କାରଣ କାହାଣୀ ପାଇଁ ନିର୍ଦ୍ଦିଷ୍ଟ ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ସେହି ବ୍ୟକ୍ତିଙ୍କ ନାମ ସେ ଭୁଲି ଯାଇଥିଲେ । ଯଦି ଆପଣଙ୍କ ଭାଷାରେ ବ୍ୟକ୍ତିଙ୍କ ନାମ ବ୍ୟବହାର ନକରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏକ ରୂଢ଼ି ଅଛି, ତେବେ ସେହି ରୂଢ଼ିକୁ ଏଠାରେ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 1 ab39 figs-quotations פְּלֹנִ֣י אַלְמֹנִ֑י 1 a certain someone ଅନେକ ଭାଷାରେ, କାହାକୁ ଏହିପରି ସମ୍ବୋଧନ କରିବା ଏକ ଅଖାଡ଼ୁଆ ଏବଂ ଅସ୍ୱାଭାବିକ ଉପାୟ ଅଟେ । ଏହାକୁ ଅଧିକ ସ୍ୱାଭାବିକ ପାଇଁ ଏହି ବାକ୍ୟାଂଶକୁ UST ପରି ଏକ ପରୋକ୍ଷ ଉଦ୍ଧୃତିରେ ପରିଣତ କରନ୍ତୁ । ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଉଦ୍ଧୃତିର ଏକ ମିଶ୍ରଣ ମଧ୍ୟ ସମ୍ଭବ: “ବୋୟଜ ତାଙ୍କୁ ନାମଧରି ଡାକିଲେ ଏବଂ କହିଲେ,“ ଏଠାକୁ ଆସି ବସ। ” [[rc://en/ta/man/translate/figs-quotations]])ଦେଖନ୍ତୁ)
RUT 4 2 ab40 וַ⁠יִּקַּ֞ח עֲשָׂרָ֧ה אֲנָשִׁ֛ים 1 Then he took ten men **ତା’ପରେ ସେ ଦଶ ପୁରୁଷଙ୍କୁ ଡାକିଲେ**
RUT 4 2 bf74 מִ⁠זִּקְנֵ֥י הָ⁠עִ֖יר 1 from the elders of the city **ନଗରସ୍ଥ ପ୍ରାଚୀନ ମାନଙ୍କଠାରୁ**
RUT 4 3 es9g חֶלְקַת֙ הַ⁠שָּׂדֶ֔ה…מָכְרָ֣ה נָעֳמִ֔י 1 Naomi … is selling the portion of the field ଏଲିମେଲକର ନିକଟତମ ମୁକ୍ତିକର୍ତ୍ତା ଜ୍ଞାତିର ଏଲିମେଲେକଙ୍କର ଜମି କିଣିବା ଏବଂ ଏଲିମେଲେକଙ୍କ ପରିବାରର ଯତ୍ନ ନେବାର ଥିଲା ।
RUT 4 4 ab41 figs-idiom אֶגְלֶ֧ה אָזְנְ⁠ךָ֣ 1 I should uncover your ear ଏହା ଏକ ରୂଢ଼ି  ଅଟେ ଯାହାର ଅର୍ଥ “ମୁଁ ତୁମ୍ଭକୁ କହିବା ଉଚିତ୍” କିମ୍ବା “ମୁଁ ତୁମ୍ଭକୁ ଜଣାଇବା ଉଚିତ” । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 4 c6xi נֶ֥גֶד 1 in the presence of **ସାକ୍ଷାତରେ** **\-** ଏହି ଲୋକଙ୍କୁ ସାକ୍ଷୀ ଭାବରେ ରଖିବା ଆଲୋଚନାକୁ ଆଇନଗତ ଏବଂ ବାଧ୍ୟତାମୂଳକ କରିବ
RUT 4 4 lgq1 גְּאָ֔ל 1 redeem it **ମୁକ୍ତ କରିବ** - ଅର୍ଥ ପରିବାର ମଧ୍ୟରେ ରଖିବା ପାଇଁ ଜମି କିଣିବା ।
RUT 4 4 ab42 grammar-connect-exceptions אֵ֤ין זוּלָֽתְ⁠ךָ֙ לִ⁠גְא֔וֹל וְ⁠אָנֹכִ֖י אַחֲרֶ֑י⁠ךָ 1 there is no one to redeem it besides you, and I am after you କେତେକ ଭାଷାରେ, ଏହିସବୁକୁ ଏକାଠି କହିବା ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ:<br><br>1) ଜମି ମୁକ୍ତ କରିବାକୁ କେହି ନାହାଁନ୍ତି, 2) କେବଳ ତୁମ୍ଭେ ଜମି ମୁକ୍ତ କରିପାରିବ, 3) ତା’ପରେ ମୁଁ ଜମି ମୁକ୍ତ କରିପାରିବି । ଯଦି ଏହା  ଆପଣଙ୍କ ଭାଷାରେ ମଧ୍ୟରେ ଏହିପରି ହୁଏ ତେବେ ଏହି ବାକ୍ୟାଂଶକୁ ଅଧିକ ସ୍ପଷ୍ଟ କରିବା ପାଇଁ UST କୁ ଦେଖନ୍ତୁ [[rc://en/ta/man/translate/grammar-connect-exceptions]])ଦେଖନ୍ତୁ)
RUT 4 4 u548 וְ⁠אָנֹכִ֖י אַחֲרֶ֑י⁠ךָ 1 and I am after you ବୋୟଜ ଏଲିମଲେକଙ୍କର ପରବର୍ତ୍ତୀ ନିକଟତମ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ, ଏବଂ ଏହି କ୍ଷେତ୍ରକୁ ମୁକ୍ତ କରିବାର ଦ୍ୱିତୀୟ ଅଧିକାର ତାଙ୍କର ଥିଲା।
RUT 4 5 ut23 בְּ⁠יוֹם־קְנוֹתְ⁠ךָ֥…וּ֠⁠מֵ⁠אֵת…קָנִ֔יתָה 1 On the day that you buy … you also acquire ଯଦି ସେ ଜମି କିଣନ୍ତି ତେବେ ତାଙ୍କର ଅତିରିକ୍ତ ଦାୟିତ୍ଵ କ’ଣ ହେବ ବୋଲି କହିବାକୁ ବୋୟଜ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯେବେ ତୁମ୍ଭେ ଜମି କିଣିବ, ତୁମ୍ଭେ ମଧ୍ୟ ପାଇବ"
RUT 4 5 ymn8 figs-synecdoche מִ⁠יַּ֣ד נָעֳמִ֑י 1 from the hand of Naomi ଏଠାରେ **ହସ୍ତ** ଶବ୍ଦ କ୍ଷେତ୍ରର ଅଧିକାରୀ ନୟମୀଙ୍କୁ ପ୍ରତିପାଦିତ କରେ। ବିକଳ୍ପ ଅନୁବାଦ: "ନୟମୀଙ୍କଠାରୁ" [[rc://en/ta/man/translate/figs-synecdoche]])ଦେଖନ୍ତୁ)
RUT 4 5 dya3 figs-idiom וּ֠⁠מֵ⁠אֵת ר֣וּת…קָנִ֔יתָה 1 you also acquire Ruth **ତୁମ୍ଭେ ରୂତଙ୍କୁ ବିବାହ ମଧ୍ୟ କରିବ** [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 5 b3ps אֵֽשֶׁת־הַ⁠מֵּת֙ 1 the wife of the dead man **ଅଲିମେଲେକଙ୍କର ମୃତ ପୁତ୍ରମାନଙ୍କର ବିଧବା**
RUT 4 5 b3sy לְ⁠הָקִ֥ים שֵׁם־הַ⁠מֵּ֖ת עַל־נַחֲלָתֽ⁠וֹ׃ 1 In order to raise up the name of the dead over his inheritance **ଯାହାଫଳରେ ସମ୍ପତ୍ତିର ଉତ୍ତରାଧିକାରୀ ହେବ ଏବଂ ତାଙ୍କ ମୃତ ସ୍ୱାମୀଙ୍କ ପାରିବାରିକ ନାମ ବହନ କରିବା ପାଇଁ ସେ ଏକ ପୁତ୍ର ପାଇପାରିବ ।**
RUT 4 5 ab43 figs-nominaladj הַ⁠מֵּ֖ת 1 the dead ରୂତଙ୍କ ସ୍ୱାମୀ **ମୃତ।** **ମୃତ** ବ୍ୟକ୍ତିଙ୍କ ନାମ ବିଶେଷଣକୁ ଏଡାଇବା ପାଇଁ ଏହାକୁ ଭିନ୍ନ ଭାବରେ କୁହାଯାଇପାରେ । ବିକଳ୍ପ ଅନୁବାଦ: “ଯିଏ ମଲା” କିମ୍ବା “ତାଙ୍କ ସ୍ୱାମୀ ଯିଏ ମଲା” [[rc://en/ta/man/translate/figs-nominaladj]]) ଦେଖନ୍ତୁ)
RUT 4 6 sx9k אַשְׁחִ֖ית אֶת־נַחֲלָתִ֑⁠י 1 damaging my own inheritance ସମ୍ପତ୍ତି ବଦଳରେ ବ୍ୟକ୍ତିଙ୍କୁ ତାଙ୍କର କିଛି ସମ୍ପତ୍ତି ଦେବାକୁ ପଡିବ । ତା’ପରେ ଯଦି ସେ ରୂତଙ୍କୁ ବିବାହ କରନ୍ତି, ତେବେ ସେହି ସମ୍ପତ୍ତି ତାଙ୍କ ପୁତ୍ରଙ୍କର ହେବ, ସେହି ବ୍ୟକ୍ତିଙ୍କର ନିଜ ସନ୍ତାନମାନଙ୍କର ନୁହେଁ । ଏହିପରି, ସେ ନିଜ ସମ୍ପତ୍ତିକୁ ଯାହା ତାଙ୍କ ସନ୍ତାନମାନେ ତାଙ୍କପରେ ଉତ୍ତରାଧିକାରୀ ହେବେ ଏବଂ ଏହାର ପ୍ରତିବଦଳରେ ରୂତଙ୍କ ସନ୍ତାନମାନଙ୍କୁ ଦେବେ । ବିକଳ୍ପ ଅନୁବାଦ: " ମୋହର ସନ୍ତାନମାନନଙ୍କର ଉତ୍ତରାଧିକାର ଛଡ଼ାଇ ନେବ ।"
RUT 4 1 ab38 figs-idiom פְּלֹנִ֣י אַלְמֹנִ֑י 1 a certain someone ବୋୟଜ ପ୍ରକୃତରେ ଏହି କଥା କହି ନଥିଲେ; କିନ୍ତୁ ସେ ତାଙ୍କ ନାମ ଧରି ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ ଡାକିଥିଲେ ।  ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଟ କିନ୍ତୁ ଏଠାରେ ନାମ ଉଲ୍ଲେଖ କରାଯାଇ ନାହିଁ । ବର୍ଣ୍ଣନାକାରୀ ଏହି ସାଧାରଣ ଶବ୍ଦକୁ ବ୍ୟକ୍ତିଙ୍କ ନାମ ପାଇଁ ବ୍ୟବହାର କରିଛନ୍ତି କାରଣ କାହାଣୀ ପାଇଁ ନିର୍ଦ୍ଦିଷ୍ଟ ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ସେହି ବ୍ୟକ୍ତିଙ୍କ ନାମ ସେ ଭୁଲି ଯାଇଥିଲେ । ଯଦି ଆପଣଙ୍କ ଭାଷାରେ ବ୍ୟକ୍ତିଙ୍କ ନାମ ବ୍ୟବହାର ନକରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏକ ରୂଢ଼ି ଅଛି, ତେବେ ସେହି ରୂଢ଼ିକୁ ଏଠାରେ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 1 ab39 figs-quotations פְּלֹנִ֣י אַלְמֹנִ֑י 1 a certain someone ଅନେକ ଭାଷାରେ, କାହାକୁ ଏହିପରି ସମ୍ବୋଧନ କରିବା ଏହା ଏକ ଅଖାଡ଼ୁଆ ଏବଂ ଅସ୍ୱାଭାବିକ ବିଷୟ ଅଟେ । ଏହାକୁ ଅଧିକ ସ୍ୱାଭାବିକ କରିବା ପାଇଁ ଏହି ବାକ୍ୟାଂଶକୁ UST ପରି ଏକ ପରୋକ୍ଷ ଉଦ୍ଧୃତିରେ ପରିଣତ କରନ୍ତୁ । ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଉଦ୍ଧୃତିର ଏକ ମିଶ୍ରଣ ମଧ୍ୟ ସମ୍ଭବ ଅଟେ: “ବୋୟଜ ତାଙ୍କୁ ନାମ ଧରି ଡାକି କହିଲେ,“ଏଠିକି ଆସି ବସ।” [[rc://en/ta/man/translate/figs-quotations]]) ଦେଖନ୍ତୁ)
RUT 4 2 ab40 וַ⁠יִּקַּ֞ח עֲשָׂרָ֧ה אֲנָשִׁ֛ים 1 Then he took ten men **ତା’ପରେ ସେ ଦଶ ଜଣ ଲୋକମାନଙ୍କୁ ଡାକିଲେ**
RUT 4 2 bf74 מִ⁠זִּקְנֵ֥י הָ⁠עִ֖יר 1 from the elders of the city **ନଗରସ୍ଥ ପ୍ରାଚୀନ ମାନଙ୍କ ମଧ୍ୟରୁ**
RUT 4 3 es9g חֶלְקַת֙ הַ⁠שָּׂדֶ֔ה…מָכְרָ֣ה נָעֳמִ֔י 1 Naomi … is selling the portion of the field ଏଲିମେଲକଙ୍କର ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତିଙ୍କର ଏଲିମେଲେକଙ୍କର ଜମି କିଣିବା ଏବଂ ଏଲିମେଲେକଙ୍କ ପରିବାରର ଯତ୍ନ ନେବାର ଦାୟିତ୍ୱ ଥିଲା ।
RUT 4 4 ab41 figs-idiom אֶגְלֶ֧ה אָזְנְ⁠ךָ֣ 1 I should uncover your ear ଏହା ଏକ ରୂଢ଼ି  ଅଟେ ଯାହାର ଅର୍ଥ “ମୁଁ ତୁମ୍ଭକୁ କହିବି ଉଚିତ” କିମ୍ବା “ମୁଁ ତୁମ୍ଭକୁ ଜଣାଇବା ଉଚିତ” ଅଟେ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 4 c6xi נֶ֥גֶד 1 in the presence of **ସାକ୍ଷାତରେ** **\-** ଏହି ଲୋକମାନଙ୍କୁ ସାକ୍ଷୀ ଭାବରେ ରଖିବା ଆଲୋଚନାକୁ ଆଇନଗତ ଏବଂ ବାଧ୍ୟତାମୂଳକ କର
RUT 4 4 lgq1 גְּאָ֔ל 1 redeem it **ମୁକ୍ତ କରିବ** - ଏହାର ଅର୍ଥ ପରିବାର ମଧ୍ୟରେ ହିଁ ରଖିବା ପାଇଁ ଜମି କିଣିବା ଅଟେ
RUT 4 4 ab42 grammar-connect-exceptions אֵ֤ין זוּלָֽתְ⁠ךָ֙ לִ⁠גְא֔וֹל וְ⁠אָנֹכִ֖י אַחֲרֶ֑י⁠ךָ 1 there is no one to redeem it besides you, and I am after you କେତେକ ଭାଷାରେ, ଏସମସ୍ତ ବିଷୟକୁ ଏକାଠି କହିବା ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ: 1) ଜମି ମୁକ୍ତ କରିବାକୁ କେହି ନାହାଁନ୍ତି, 2) କେବଳ ତୁମ୍ଭେ ଜମି ମୁକ୍ତ କରିପାରିବ, 3) ତା’ପରେ ମୁଁ ଜମି ମୁକ୍ତ କରିପାରିବି । ଯଦି ଆପଣଙ୍କ ଭାଷାରେ ଏହିପରି ହୁଏ ତେବେ ଏହି ବାକ୍ୟାଂଶକୁ ଅଧିକ ସ୍ପଷ୍ଟ କରିବା ପାଇଁ UST କୁ ଦେଖନ୍ତୁ [[rc://en/ta/man/translate/grammar-connect-exceptions]]) ଦେଖନ୍ତୁ)
RUT 4 4 u548 וְ⁠אָנֹכִ֖י אַחֲרֶ֑י⁠ךָ 1 and I am after you ବୋୟଜ ଏଲିମଲେକଙ୍କର ପରବର୍ତ୍ତୀ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ, ଏବଂ ଏହି କ୍ଷେତ୍ରକୁ ମୁକ୍ତ କରିବାର ଦ୍ୱିତୀୟ ଅଧିକାର ତାଙ୍କର ଥିଲା।
RUT 4 5 ut23 בְּ⁠יוֹם־קְנוֹתְ⁠ךָ֥…וּ֠⁠מֵ⁠אֵת…קָנִ֔יתָה 1 On the day that you buy … you also acquire ଯଦି ସେ ଜମି କିଣନ୍ତି ତେବେ ତାଙ୍କର ଅତିରିକ୍ତ ଦାୟିତ୍ଵ କ’ଣ ହେବ ବୋଲି କହିବାକୁ ବୋୟଜ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯେବେ ତୁମ୍ଭେ ଜମି କ୍ରୟ କରିବ, ତୁମ୍ଭେ ମଧ୍ୟ ପାଇବ"
RUT 4 5 ymn8 figs-synecdoche מִ⁠יַּ֣ד נָעֳמִ֑י 1 from the hand of Naomi ଏଠାରେ **ହସ୍ତ** ଶବ୍ଦ କ୍ଷେତ୍ରର ଅଧିକାରୀ ନୟମୀଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: "ନୟମୀଙ୍କଠାରୁ" [[rc://en/ta/man/translate/figs-synecdoche]]) ଦେଖନ୍ତୁ)
RUT 4 5 dya3 figs-idiom וּ֠⁠מֵ⁠אֵת ר֣וּת…קָנִ֔יתָה 1 you also acquire Ruth **ତୁମ୍ଭେ ରୂତଙ୍କୁ ବିବାହ ମଧ୍ୟ କରିବ**  [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 4 5 b3ps אֵֽשֶׁת־הַ⁠מֵּת֙ 1 the wife of the dead man **ଅଲିମେଲେକଙ୍କର ମୃତ ପୁତ୍ରଙ୍କର ବିଧବା**
RUT 4 5 b3sy לְ⁠הָקִ֥ים שֵׁם־הַ⁠מֵּ֖ת עַל־נַחֲלָתֽ⁠וֹ׃ 1 In order to raise up the name of the dead over his inheritance **ଯାହାଫଳରେ ସମ୍ପତ୍ତିର ଉତ୍ତରାଧିକାରୀ ହେବା ନିମନ୍ତେ  ଏବଂ ତାଙ୍କ ମୃତ ସ୍ୱାମୀଙ୍କ ପାରିବାରିକ ନାମ ରକ୍ଷା କରିବା ନିମନ୍ତେ ସେ ଏକ ପୁତ୍ର ସନ୍ତାନ ପାଇପାରିବ**
RUT 4 5 ab43 figs-nominaladj הַ⁠מֵּ֖ת 1 the dead ରୂତଙ୍କ ସ୍ୱାମୀ **ମୃତ ବରଣ** କରିଥିଲେ **।** **ମୃତ** ବ୍ୟକ୍ତିଙ୍କ ନାମ ବିଶେଷଣକୁ ଏଡାଇବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁ ପୁରୁଷ ମଲା” କିମ୍ବା “ତାଙ୍କ ସ୍ୱାମୀ ଯିଏ ମଲା” [[rc://en/ta/man/translate/figs-nominaladj]]) ଦେଖନ୍ତୁ)
RUT 4 6 sx9k אַשְׁחִ֖ית אֶת־נַחֲלָתִ֑⁠י 1 damaging my own inheritance ସମ୍ପତ୍ତି ବଦଳରେ ସେ ବ୍ୟକ୍ତିଙ୍କୁ ତାଙ୍କର କିଛି ସମ୍ପତ୍ତି ଦେବାକୁ ପଡିବ । ତା’ପରେ ଯଦି ସେ ରୂତଙ୍କୁ ବିବାହ କରନ୍ତି, ତେବେ ସେହି ସମ୍ପତ୍ତି ତାଙ୍କ ପୁତ୍ରଙ୍କର ହେବ, ସେହି ବ୍ୟକ୍ତିଙ୍କର ନିଜ ସନ୍ତାନମାନଙ୍କର ନୁହେଁ । ଏହିପରି, ସେ ନିଜ ସମ୍ପତ୍ତିକୁ ଯାହା ତାଙ୍କ ସନ୍ତାନମାନେ ତାଙ୍କପରେ ଉତ୍ତରାଧିକାରୀ ହେବେ ଏବଂ ଏହାର ପ୍ରତିବଦଳରେ ରୂତଙ୍କ ସନ୍ତାନମାନଙ୍କୁ ଦେବେ । ବିକଳ୍ପ ଅନୁବାଦ: " ମୋହର ସନ୍ତାନମାନନଙ୍କର ଉତ୍ତରାଧିକାର ଛଡ଼ାଇ ନେବ ।"
RUT 4 6 sa7h גְּאַל־לְ⁠ךָ֤ אַתָּה֙ אֶת־גְּאֻלָּתִ֔⁠י 1 You redeem for yourself my right of redemption **ତୁମ୍ଭେ ନିଜେ ମୋ ବଦଳରେ ଏହା ମୁକ୍ତ କର ।**
RUT 4 7 wga9 writing-background וְ⁠זֹאת֩ 1 Now … this is how **ବର୍ତ୍ତମାନ ଏହା ପ୍ରଥା ଥିଲା** । ରୂତ ପୁସ୍ତକର ଲେଖକ କିଛି ପୃଷ୍ଠଭୂମି ସୂଚନା ଦେବା ପାଇଁ କାହାଣୀ କହିବା ଏଠାରେ ବନ୍ଦ କରନ୍ତି ଯାହା ରୂତଙ୍କ ସମୟରେ ବିନିମୟର ପ୍ରଥାକୁ ବର୍ଣ୍ଣନା କରେ । କାହାଣୀରେ ପୃଷ୍ଠଭୂମି ସୂଚନା ପ୍ରଦାନ କରିବାକୁ ଆପଣଙ୍କର ନିଜ ଭାଷାର ଉପାୟ ବ୍ୟବହାର କରନ୍ତୁ । [[rc://en/ta/man/translate/writing-background]])ଦେଖନ୍ତୁ)
RUT 4 7 lgf5 writing-background לְ⁠פָנִ֨ים 1 in earlier times **ପୂର୍ବ ସମୟରେ** କିମ୍ବା **ବହୁ ପୂର୍ବରୁ** । ଏହାର ଅର୍ଥ ଯେତେବେଳେ ରୂତଙ୍କ ପୁସ୍ତକ ଲେଖାଯାଇଥିଲା ସେତେବେଳେ ଏହି ପ୍ରଥା ଅଭ୍ୟାସ କରାଯାଉ ନଥିଲା।<br><br> [[rc://en/ta/man/translate/writing-background]])ଦେଖନ୍ତୁ)

Can't render this file because it contains an unexpected character in line 36 and column 919.