Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-22 12:21:36 +00:00
parent d189341725
commit d7af342089
1 changed files with 1 additions and 1 deletions

View File

@ -207,7 +207,7 @@ RUT 4 1 jdr8 writing-newevent וּ⁠בֹ֨עַז עָלָ֣ה הַ⁠שַּׁע
RUT 4 1 m4by הַ⁠שַּׁעַר֮ 1 to the gate **ନଗର ଦ୍ଵାରକୁ କିମ୍ବା ବେଥଲିହିମର ଦ୍ଵାରକୁ** **।** ଏହା ବେଥଲିହିମ ସହରର ପ୍ରାଚୀରର ମୁଖ୍ୟ ପ୍ରବେଶ ପଥ ଥିଲା। ଫାଟକ ଭିତରେ ଏକ ଖୋଲା ସ୍ଥାନ ଥିଲା ଯେଉଁଠାରେ ସମ୍ପ୍ରଦାୟର ବିଷୟ ଉପରେ ଆଲୋଚନା କରିବା ପାଇଁ ଏକ ସଭା ସ୍ଥାନ ଭାବରେ ବ୍ୟବହୃତ ହୋଇଥିଲା ।
RUT 4 1 jdr9 figs-distinguish וְ⁠הִנֵּ֨ה 1 And behold, ବୋୟଜର ପଥ ଦେଇ ଯାଉଥିବା ବ୍ୟକ୍ତି ଯାହାଙ୍କୁ ସେ ଦେଖିବାକୁ ଚାହୁଁଥିଲେ ସେହି ବ୍ୟକ୍ତିଙ୍କୁ ଦେଖିବା ବିଷୟରେ **ଦେଖ** ଶବ୍ଦଟି ଦର୍ଶାଏ ।କାହାଣୀରେ ପରବର୍ତ୍ତୀ ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ଭିନ୍ନ ଉପାୟ ଥାଇପାରେ । [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 4 1 kz1g הַ⁠גֹּאֵ֤ל 1 the kinsman-redeemer ଏହି ବ୍ୟକ୍ତି ଏଲିମେଲେକଙ୍କ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ । [2:20](https://create.translationcore.com/02/20/zu5f) ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି ଶବ୍ଦ**କୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
RUT 4 1 ab38 figs-idiom פְּלֹנִ֣י אַלְמֹנִ֑י 1 a certain someone ବୋୟଜ ପ୍ରକୃତରେ ଏହି କଥା କହି ନଥିଲେ; ଏହା ପରିବର୍ତ୍ତେ, ସେ ତାଙ୍କ ନାମଧରି ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ ଡାକିଲେ । ଏହା ଅର୍ଥ ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଏହା ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଟନ୍ତି କିନ୍ତୁ ଏଠାରେ ନାମ ଉଲ୍ଲେଖ କରାଯାଇ ନାହିଁ । ବର୍ଣ୍ଣନାକାରୀ ଏହି ସାଧାରଣ ଶବ୍ଦକୁ ବ୍ୟକ୍ତିଙ୍କ ନାମ ପାଇଁ ବଦଳାଇ ଦେଇଛନ୍ତି କାରଣ କାହାଣୀ ପାଇଁ ନିର୍ଦ୍ଦିଷ୍ଟ ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ସେହି ବ୍ୟକ୍ତିଙ୍କ ନାମ ଭୁଲି ଯାଇଥିଲେ । ଯଦି ଆପଣଙ୍କର ଭାଷାରେ ତାଙ୍କ ନାମ ବ୍ୟବହାର ନକରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏକ ରୂଢ଼ି ଅଛି, ତେବେ ସେହି ଶବ୍ଦକୁ ଏଠାରେ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 1 ab38 figs-idiom פְּלֹנִ֣י אַלְמֹנִ֑י 1 a certain someone ବୋୟଜ ପ୍ରକୃତରେ ଏହି କଥା କହି ନଥିଲେ; କିନ୍ତୁ ସେ ତାଙ୍କ ନାମଧରି ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ ଡାକିଥିଲେ ।  ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଟନ୍ତି କିନ୍ତୁ ଏଠାରେ ନାମ ଉଲ୍ଲେଖ କରାଯାଇ ନାହିଁ । ବର୍ଣ୍ଣନାକାରୀ ଏହି ସାଧାରଣ ଶବ୍ଦକୁ ବ୍ୟକ୍ତିଙ୍କ ନାମ ପାଇଁ ବ୍ୟବହାର କରିଛନ୍ତି କାରଣ କାହାଣୀ ପାଇଁ ନିର୍ଦ୍ଦିଷ୍ଟ ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ସେହି ବ୍ୟକ୍ତିଙ୍କ ନାମ ସେ ଭୁଲି ଯାଇଥିଲେ । ଯଦି ଆପଣଙ୍କର ଭାଷାରେ ବ୍ୟକ୍ତିଙ୍କ ନାମ ବ୍ୟବହାର ନକରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏକ ରୂଢ଼ି ଅଛି, ତେବେ ସେହି ରୂଢ଼ିକୁ ଏଠାରେ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 4 1 ab39 figs-quotations פְּלֹנִ֣י אַלְמֹנִ֑י 1 a certain someone ଅନେକ ଭାଷାରେ, କାହାକୁ ଏହିପରି ସମ୍ବୋଧନ କରିବା ଏକ ଅଖାଡ଼ୁଆ ଏବଂ ଅସ୍ୱାଭାବିକ ଉପାୟ ଅଟେ । ଏହାକୁ ଅଧିକ ସ୍ୱାଭାବିକ ପାଇଁ ଏହି ବାକ୍ୟାଂଶକୁ UST ପରି ଏକ ପରୋକ୍ଷ ଉଦ୍ଧୃତିରେ ପରିଣତ କରନ୍ତୁ । ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଉଦ୍ଧୃତିର ଏକ ମିଶ୍ରଣ ମଧ୍ୟ ସମ୍ଭବ: “ବୋୟଜ ତାଙ୍କୁ ନାମଧରି ଡାକିଲେ ଏବଂ କହିଲେ,“ ଏଠାକୁ ଆସି ବସ। ” [[rc://en/ta/man/translate/figs-quotations]])ଦେଖନ୍ତୁ)
RUT 4 2 ab40 וַ⁠יִּקַּ֞ח עֲשָׂרָ֧ה אֲנָשִׁ֛ים 1 Then he took ten men **ତା’ପରେ ସେ ଦଶ ପୁରୁଷଙ୍କୁ ଡାକିଲେ**
RUT 4 2 bf74 מִ⁠זִּקְנֵ֥י הָ⁠עִ֖יר 1 from the elders of the city **ନଗରସ୍ଥ ପ୍ରାଚୀନ ମାନଙ୍କଠାରୁ**

Can't render this file because it contains an unexpected character in line 36 and column 919.