Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-27 07:50:23 +00:00
parent cd94727be7
commit 6c8c318175
1 changed files with 17 additions and 1 deletions

View File

@ -423,4 +423,20 @@ JAS 1 27 j085 figs-metonymy ἄσπιλον ἑαυτὸν τηρεῖν ἀπ
JAS 2 2 j086 figs-gendernotations ἀνὴρ 1 man ଯାକୁବ **ପୁରୁଷ** ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯାହାର ଅର୍ଥ ପୁରୁଷ କିମ୍ବା ସ୍ତ୍ରୀ ହୋଇପାରେ । ବିକଳ୍ପ ଅନୁବାଦ: “ବ୍ୟକ୍ତି” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 2 2 j087 translate-unknown συναγωγὴν 1 synagogue ଏକ ଆରଧନାଳୟ ଉପାସନା ପାଇଁ ଏକ ଯିହୁଦୀ ସଭା ସ୍ଥାନ ଅଟେ । ଯାକୁବ ଏହି ଶବ୍ଦ ବ୍ୟବହାର କରନ୍ତି କାରଣ ସେ ମୁଖ୍ୟତଃ ଯିହୁଦୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି, ଯେଉଁମାନେ ଯୀଶୁଙ୍କ ଉପରେ ସେମାନଙ୍କର ଖ୍ରୀଷ୍ଟ ଭାବରେ ବିଶ୍ଵାସ  କରନ୍ତି । (ଯାକୁବଙ୍କ ପରିଚୟର ଭାଗ 1 ରେ ବିବରଣୀ ଦେଖନ୍ତୁ) ଆପଣଙ୍କର ଅନୁବାଦରେ ଆପଣ ଏକ ସାଧାରଣ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସଭା ସ୍ଥାନ” (: [[rc://en/ta/man/translate/translate-unknown]]ଦେଖନ୍ତୁ)
JAS 2 2 j088 figs-nominaladj πτωχὸς 1 a poor one ଯାକୁବ ଏକ ପ୍ରକାରର ବ୍ୟକ୍ତିକୁ ସୂଚାଇବା ପାଇଁ ଦରିଦ୍ର ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । (ULT ଏହାକୁ ସୂଚାଇବା ପାଇଁ ଜଣେ ଶବ୍ଦକୁ ଯୋଗ କରେ) ଆପଣଙ୍କର ଭାଷା ସମାନ ଭାବରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ବାକ୍ୟାଂଶ ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଜଣେ ଗରିବ ଲୋକ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 2 3 j089 figs-hypo δὲ 1 and ଯାକୁବ ପୂର୍ବ ପଦରେ ଉପସ୍ଥାପିତ କରିଥିବା ଉପକଳ୍ପିତ ସ୍ଥିତିର ଅବସ୍ଥା ବର୍ଣ୍ଣନା କରିବା ଜାରି ରଖନ୍ତି । UST ପରି ବିକଳ୍ପ ଅନୁବାଦ: “ଓ ଧରିନିଅ” (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 2 3 j089 figs-hypo δὲ 1 and ଯାକୁବ ପୂର୍ବ ପଦରେ ଉପସ୍ଥାପିତ କରିଥିବା ଉପକଳ୍ପିତ ସ୍ଥିତିର ଅବସ୍ଥା ବର୍ଣ୍ଣନା କରିବା ଜାରି ରଖନ୍ତି । UST ପରି ବିକଳ୍ପ ଅନୁବାଦ: “ଓ ଧରିନିଅ” (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 2 3 j090 figs-you ἐπιβλέψητε…εἴπητε…εἴπητε 1 you look … you say … you say ଏହି ତିନୋଟି ଘଟଣାରେ ତୁମ୍ଭେମାନେ ଶବ୍ଦ ବହୁବଚନ ଅଟେ, ଯେହେତୁ ଯାକୁବ ତାଙ୍କର ସମସ୍ତ ପାଠକମାନଙ୍କୁ ଏପରି ପରିସ୍ଥିତିରେ ସେମାନେ କ’ଣ କରନ୍ତି ସେହି ବିଷୟରେ କହନ୍ତି । (: [[rc://en/ta/man/translate/figs-you]]ଦେଖନ୍ତୁ)
JAS 2 3 j091 figs-idiom ἐπιβλέψητε…ἐπὶ 1 you look at ଏହି ପ୍ରସଙ୍ଗରେ, ଏହି ଅଭିବ୍ୟକ୍ତିର ଅର୍ଥ କାହାକୁ କିମ୍ବା କିଛି ବିଷୟକୁ ପ୍ରଶଂସା ସହିତ ଦେଖିବା ଅଟେ। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପ୍ରଶଂସନୀୟ ଭାବରେ ଦେଖ” (: [[rc://en/ta/man/translate/figs-idiom]]ଦେଖନ୍ତୁ)
JAS 2 3 j092 figs-yousingular σὺ κάθου ὧδε καλῶς…σὺ στῆθι ἐκεῖ…κάθου ὑπὸ τὸ ὑποπόδιόν μου 1 You sit here well … You stand there … Sit under my footstool ଯେହେତୁ ଏହି ମନ୍ତବ୍ୟଗୁଡିକ ଧନୀ ବ୍ୟକ୍ତି ଏବଂ ଗରିବ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବରେ ସୂଚାଏ, “ତୁମ୍ଭେ” ପ୍ରଥମ ଦୁଇଟି କ୍ଷେତ୍ରରେ ଏକକ ଅତେ ଏବଂ ବସିବା ଆଜ୍ଞାରେ ଦର୍ଶାଯାଇଥିବା “ତୁମ୍ଭେ” ମଧ୍ୟ ଏକକ ଅଟେ । (: [[rc://en/ta/man/translate/figs-yousingular]]ଦେଖନ୍ତୁ)
JAS 2 3 j093 figs-imperative σὺ κάθου ὧδε καλῶς 1 You sit here well ଏହା ଏକ ଆଦେଶ ସୂଚକ ବାଚ୍ୟ ଅଟେ, କିନ୍ତୁ ଏହାକୁ ଏକ ନିର୍ଦ୍ଦେଶ ପରିବର୍ତ୍ତେ ଏକ ଭଦ୍ର ଅନୁରୋଧ ଭାବରେ ଅନୁବାଦ କରାଯିବା ଉଚିତ । ଏହାକୁ ସ୍ପଷ୍ଟ କରିବାକୁ “ଦୟାକରି” ପରି ଏକ ଅଭିବ୍ୟକ୍ତି ବ୍ୟବହାର କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଦୟାକରି ଏଠାରେ ସମ୍ମାନଜନକ ସ୍ଥାନରେ ବସ” (: [[rc://en/ta/man/translate/figs-imperative]]ଦେଖନ୍ତୁ)
JAS 2 3 j094 grammar-connect-logic-contrast καὶ 1 and ଏବଂ ଶବ୍ଦ ଧନୀ ବ୍ୟକ୍ତି ଏବଂ ଗରିବ ଲୋକର ବ୍ୟବହାର ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରେ । ବିକଳ୍ପ ଅନୁବାଦ: “କିନ୍ତୁ” (: [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
JAS 2 3 j095 figs-imperative σὺ στῆθι ἐκεῖ…κάθου ὑπὸ τὸ ὑποπόδιόν μου 1 You stand there … Sit under my footstool ଗରିବ ବ୍ୟକ୍ତିଙ୍କୁ ସୂଚାଥିବା ଏହି ବିବୃତ୍ତିଗୁଡ଼ିକ ବୋଧହୁଏ ଭଦ୍ର ଅନୁରୋଧ ଅପେକ୍ଷା ପ୍ରତ୍ୟକ୍ଷ ଆଦେଶ ସୂଚକ ବାଚ୍ୟ ଅଟେ, ଯେହେତୁ ଯାକୁବ ବର୍ଣ୍ଣନା କରନ୍ତି ଯେ ବିଶ୍ଵାସୀମାନେ କିପରି ଗରିବ ଲୋକମାନଙ୍କୁ ଧନୀ ଲୋକମାନଙ୍କ ଠାରୁ ଭିନ୍ନ ବ୍ୟବହାର କରନ୍ତି । ଏହି ବିବୃତ୍ତିରେ “ଦୟାକରି” ଯୋଗ ନକରିବା ଦ୍ୱାରା ଧନୀ ଲୋକମାନଙ୍କ ସହିତ ଭିନ୍ନତା ଦେଖାଯିବ । (: [[rc://en/ta/man/translate/figs-imperative]]ଦେଖନ୍ତୁ)
JAS 2 4 j096 figs-hypo οὐ διεκρίθητε ἐν ἑαυτοῖς, καὶ ἐγένεσθε κριταὶ διαλογισμῶν πονηρῶν? 1 have you not distinguished among yourselves and become judges of evil thoughts? ଏହି ପଦରେ ଯାକୁବ [2:2](https://create.translationcore.com/02/02.md) ରେ ବର୍ଣ୍ଣନା କରୁଥିବା ଉପକଳ୍ପିତ ପରିସ୍ଥିତିର ଫଳାଫଳକୁ ବର୍ଣ୍ଣନା କରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିପାରିବେ । ବିକଳ୍ପ ଅନୁବାଦ: “ତା’ପରେ ତୁମ୍ଭେମାନେ ନିଜ ମଧ୍ୟରେ ପୃର୍ଥକ ହୋଇ ମନ୍ଦ ଚିନ୍ତାରେ ବିଚାରକ ହୋଇଅଛ” (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 2 4 j097 grammar-connect-logic-result οὐ διεκρίθητε ἐν ἑαυτοῖς, καὶ ἐγένεσθε κριταὶ διαλογισμῶν πονηρῶν 1 have you not distinguished among yourselves and become judges of evil thoughts ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ଓଲଟା କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦେଇଥାଏ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କ’ନ ବିଚାରକ ହୋଇ ନାହଁ ଯେଉଁମାନେ ମନ୍ଦ କଥା ଭାବନ୍ତି ଏବଂ ତେଣୁ କିଛି ଲୋକମାନଙ୍କୁ  ଅନ୍ୟମାନଙ୍କ ଅପେକ୍ଷା ନିଜକୁ ଉତ୍ତମ ଭାବୁ ନାହଁ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 2 4 j098 figs-possession ἐγένεσθε κριταὶ διαλογισμῶν πονηρῶν 1 become judges of evil thoughts ମନ୍ଦ ଚିନ୍ତା ଦ୍ୱାରା ବର୍ଣ୍ଣିତ ବିଚାରକମାନଙ୍କୁ ବର୍ଣ୍ଣନା କରିବା ପାଇଁ ଯାକୁବ ସମ୍ବନ୍ଧବାଚକ ଶବ୍ଦକୁ ବ୍ୟବହାର କରନ୍ତି । ବିଚାର କରୁଥିବା ଲୋକମାନଙ୍କ ଚିନ୍ତା ମନ୍ଦ କି ନୁହେଁ ସେହି ବିଷୟରେ ଯାକୁବ କହୁ ନାହାଁନ୍ତି। ବିକଳ୍ପ ଅନୁବାଦ: “ଯେଉଁମାନେ ମନ୍ଦ ବିଷୟଗୁଡ଼ିକୁ ଭାବନ୍ତି ବିଚାରକ ହୁଅନ୍ତି” (: [[rc://en/ta/man/translate/figs-possession]]ଦେଖନ୍ତୁ)
JAS 2 4 j099 figs-explicit ἐγένεσθε κριταὶ διαλογισμῶν πονηρῶν 1 become judges of evil thoughts ଯାକୁବ ଏକ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ଡ଼ଙ୍ଗରେ ଚିନ୍ତା କରିବା ଅପେକ୍ଷା କିଛି ଅଧିକବର୍ଣ୍ଣନା କରନ୍ତି । ସେ ସେହି ଚିନ୍ତା  ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ଣ୍ଣନା କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ  କିପରି ବ୍ୟବହାର କରାଯିବା ଉଚିତ ସେବିଷୟରେ ବିଚାର କରି ସେମାନଙ୍କୁ ସେହିଭଳି ବ୍ୟବହାର କରାଯିବା ଉଚିତ ବୋଲି ବିଚାର କରାଯାଇଥିଲା” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 5 j344 figs-idiom ἀκούσατε 1 Listen ସେ ଯାହା କହିବାକୁ ଯାଉଛନ୍ତି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ଯାକୁବ ଏହି ଅଭିବ୍ୟକ୍ତି ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏଥିପ୍ରତି ଧ୍ୟାନ ଦିଅ” (: [[rc://en/ta/man/translate/figs-idiom]]ଦେଖନ୍ତୁ)
JAS 2 5 j100 figs-metonymy τῷ κόσμῳ 1 in the world ଯାକୁବ 1:27 ଅପେକ୍ଷା **ସଂସାର** ଶବ୍ଦକୁ ଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଆମ୍ଭେମାନେ ବାସ କରୁଥିବା ଦୁନିଆକୁ ସୂଚାଏ, ଏବଂ ଏହିପରି ଏହା ସାଧାରଣ ଜୀବନକୁ ସୂଚିତ କରେ । ବିକଳ୍ପ ଅନୁବାଦ: “ଏହି ଜୀବନରେ”
JAS 2 5 j101 figs-explicit πλουσίους ἐν πίστει 1 to be rich in faith ଆପଣଙ୍କ ଭାଷାରେ ହୁଏତ **ବିଶ୍ୱାସ**ର ବସ୍ତୁ ନିର୍ଦ୍ଦିଷ୍ଟ କରିବାକୁ ଆବଶ୍ୟକ କରିପାରେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଉପରେ ଦୃଢ଼ବିଶ୍ୱାସ କରିବା” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 2 5 j102 figs-abstractnouns κληρονόμους τῆς βασιλείας ἧς 1 to be heirs of the kingdom that ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ଆପଣ “ଶାସନ” ପରି ଏକ କ୍ରିୟା ସହିତ ଭାବ ବାଚକ ବିଶେଷ୍ୟ ରାଜ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ଵର ଶାସନ କରନ୍ତି, ସେତେବେଳେ ସୁବିଧା ଉପଭୋଗ କରିବାକୁ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 2 6 j103 figs-nominaladj τὸν πτωχόν 1 the poor ଯାକୁବ ଏକ ଗୋଷ୍ଠୀକୁ ସୂଚାଇବା ପାଇଁ ଦରିଦ୍ର ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର  କରିପାରେ । ଯଦି ନୁହେଁ, ଆପଣ ଏହି ଶବ୍ଦକୁ ଏକ ସମାନ ବାକ୍ୟାଂଶ ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଗରିବ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 2 6 j104 writing-pronouns οὐχ οἱ πλούσιοι καταδυναστεύουσιν ὑμῶν, καὶ αὐτοὶ ἕλκουσιν ὑμᾶς εἰς κριτήρια 1 Do not the rich overpower you and themselves drag you into court ଏଠାରେ ସେମାନେ ନିଜେ ଶବ୍ଦକୁ ଅନୁବାଦ କରାଯାଇଥିବା ଶବ୍ଦ ସମାନ ଶବ୍ଦ ଅଟେ ଯାହା ପରବର୍ତ୍ତୀ ପଦରେ ଅନୁବାଦ କରାଯାଇଛି । ଏହା ଏକ ନୂତନ ମୁକ୍ତ ବାକ୍ୟାଂଶ ଭାବରେ ଏହାକୁ ଦୁଇଟି ବାକ୍ୟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧନୀମାନେ ତୁମ୍ଭମାନଙ୍କୁ ଉପଦ୍ରବ କରନ୍ତି ନାହିଁ? ସେମାନେ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ? ” (: [[rc://en/ta/man/translate/writing-pronouns]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.