Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 06:54:52 +00:00
parent 8ca2b32521
commit 6ba73dff5b
1 changed files with 1 additions and 1 deletions

View File

@ -188,7 +188,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 1 2 x8na figs-you ὑμῖν 1 ଏଠାରେ **ତୁମ୍ଭେ** ସର୍ବନାମ ବହୁବଚନ ଅଟେ, ଯେହେତୁ ପିତର ଏକ ଗୋଷ୍ଠୀ ଭାବରେ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ଲେଖୁଛନ୍ତି । ସାଧାରଣତଃ, ପତ୍ରରେ “ତୁମ୍ଭେ” ଏବଂ “ତୁମ୍ଭର” ସର୍ବନାମଗୁଡ଼ିକ ଏହି କାରଣ ହେତୁ ବହୁବଚନ ଅଟେ । (ଦେଖନ୍ତୁ: [[rc://en/ta/man/translate/figs-you]])
2PE 1 2 xgax ἐν ἐπιγνώσει τοῦ Θεοῦ, καὶ Ἰησοῦ τοῦ Κυρίου ἡμῶν 1 ଏହାର ଅର୍ଥ: (୧) “ଈଶ୍ଵର ଏବଂ ଆମ୍ଭର ପ୍ରଭୁ ଯୀଶୁଙ୍କୁ ଜାଣିବା ହେତୁ” କିମ୍ବା () “ଈଶ୍ଵର ଏବଂ ଆମ୍ଭର ପ୍ରଭୁ ଯୀଶୁଙ୍କୁ ଜାଣିବା ଦ୍ୱାରା ।”
2PE 1 2 pmb9 figs-possession τοῦ Κυρίου ἡμῶν 1 ଏଠାରେ, **ଆମ୍ଭର ପ୍ରଭୁ** ର ଅର୍ଥ “ଯିଏ ଆମ୍ଭମାନଙ୍କ ଉପରେ ପ୍ରଭୁ” କିମ୍ବା “ଆମ୍ଭ ଉପରେ ଶାସନ କରେ” ।
(ଦେଖନ୍ତୁ: [[rc://en/ta/man/translate/figs-possession]])
2PE 1 3 zwdo figs-exclusive ἡμῖν 1 ଏଠାରେ

ଆମ୍ଭ** ପିତର ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ

ଦେଖନ୍ତୁ:
[[rc://en/ta/man/translate/figs-exclusive]])
2PE 1 3 zwdo figs-exclusive ἡμῖν 1 ଏଠାରେ, **ଆମ୍ଭ** ପିତର ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ:[[rc://en/ta/man/translate/figs-exclusive]])
2PE 1 3 rtxn writing-pronouns τῆς θείας δυνάμεως αὐτοῦ 1 **
ତାଙ୍କର** ସର୍ବନାମ ସୂଚାଇପାରେ: (୧

ଈଶ୍ଵର

ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଈଶ୍ୱରୀୟ ଶକ୍ତି” () ଯୀଶୁ

ବିକଳ୍ପ ଅନୁବାଦ: “ଯୀଶୁ

ଈଶ୍ଵରଙ୍କ ଶକ୍ତି ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 1 3 xdrw figs-abstractnouns τῆς θείας δυνάμεως αὐτοῦ 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଶକ୍ତି**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ଈଶ୍ଵର

କାରଣ ସେ ସମସ୍ତ ବିଷୟ କରିପାରିବେ

ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 3 xz3s figs-personification τῆς θείας δυνάμεως αὐτοῦ…δεδωρημένης 1 ପିତର ସାଙ୍କେତିକ ଭାବରେ ଈଶ୍ଵରଙ୍କ
**ଈଶ୍ୱରୀୟ ଶକ୍ତି** ବିଷୟରେ କହୁଛନ୍ତି ଯେପରି ଏହା ଏକ ଜୀବନ୍ତ ବସ୍ତୁତେ ଯାହା ଲୋକମାନଙ୍କୁ କିଛି
ଦେଇପାରେ

ଈଶ୍ଵର ହିଁ ଏକମାତ୍ର ଈଶ୍ଵର ଅଟନ୍ତି ଯିଏ **ଈଶ୍ୱରୀୟ ଶକ୍ତିକୁ**
ବ୍ୟବହାର କରନ୍ତି ଏବଂ ପ୍ରଦାନ କରନ୍ତି

ବିକଳ୍ପ ଅନୁବାଦ: “ପ୍ରଦାନ କରିବାକୁ ଈଶ୍ଵର ଆପଣା

ଈଶ୍ୱରୀୟ ଶକ୍ତି ବ୍ୟବହାର କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-personification]])

Can't render this file because it contains an unexpected character in line 2 and column 9170.