diff --git a/en_tn_62-2PE.tsv b/en_tn_62-2PE.tsv index af11215..dd669c1 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -188,7 +188,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 1 2 x8na figs-you ὑμῖν 1 ଏଠାରେ **ତୁମ୍ଭେ** ସର୍ବନାମ ବହୁବଚନ ଅଟେ, ଯେହେତୁ ପିତର ଏକ ଗୋଷ୍ଠୀ ଭାବରେ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ଲେଖୁଛନ୍ତି । ସାଧାରଣତଃ, ପତ୍ରରେ “ତୁମ୍ଭେ” ଏବଂ “ତୁମ୍ଭର” ସର୍ବନାମଗୁଡ଼ିକ ଏହି କାରଣ ହେତୁ ବହୁବଚନ ଅଟେ । (ଦେଖନ୍ତୁ: [[rc://en/ta/man/translate/figs-you]]) 2PE 1 2 xgax ἐν ἐπιγνώσει τοῦ Θεοῦ, καὶ Ἰησοῦ τοῦ Κυρίου ἡμῶν 1 ଏହାର ଅର୍ଥ: (୧) “ଈଶ୍ଵର ଏବଂ ଆମ୍ଭର ପ୍ରଭୁ ଯୀଶୁଙ୍କୁ ଜାଣିବା ହେତୁ” କିମ୍ବା (୨) “ଈଶ୍ଵର ଏବଂ ଆମ୍ଭର ପ୍ରଭୁ ଯୀଶୁଙ୍କୁ ଜାଣିବା ଦ୍ୱାରା ।” 2PE 1 2 pmb9 figs-possession τοῦ Κυρίου ἡμῶν 1 ଏଠାରେ, **ଆମ୍ଭର ପ୍ରଭୁ** ର ଅର୍ଥ “ଯିଏ ଆମ୍ଭମାନଙ୍କ ଉପରେ ପ୍ରଭୁ” କିମ୍ବା “ଆମ୍ଭ ଉପରେ ଶାସନ କରେ” ।
(ଦେଖନ୍ତୁ: [[rc://en/ta/man/translate/figs-possession]]) -2PE 1 3 zwdo figs-exclusive ἡμῖν 1 ଏଠାରେ
, **
ଆମ୍ଭ** ପିତର ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ

(
ଦେଖନ୍ତୁ:
[[rc://en/ta/man/translate/figs-exclusive]]) +2PE 1 3 zwdo figs-exclusive ἡμῖν 1 ଏଠାରେ, **ଆମ୍ଭ** ପିତର ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ:[[rc://en/ta/man/translate/figs-exclusive]]) 2PE 1 3 rtxn writing-pronouns τῆς θείας δυνάμεως αὐτοῦ 1 **
ତାଙ୍କର** ସର୍ବନାମ ସୂଚାଇପାରେ: (୧
)
ଈଶ୍ଵର


ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଈଶ୍ୱରୀୟ ଶକ୍ତି” (୨) ଯୀଶୁ


ବିକଳ୍ପ ଅନୁବାଦ: “ଯୀଶୁ
,
ଈଶ୍ଵରଙ୍କ ଶକ୍ତି ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) 2PE 1 3 xdrw figs-abstractnouns τῆς θείας δυνάμεως αὐτοῦ 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଶକ୍ତି**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


ବିକଳ୍ପ ଅନୁବାଦ: “ଈଶ୍ଵର
,
କାରଣ ସେ ସମସ୍ତ ବିଷୟ କରିପାରିବେ
,” (
ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 1 3 xz3s figs-personification τῆς θείας δυνάμεως αὐτοῦ…δεδωρημένης 1 ପିତର ସାଙ୍କେତିକ ଭାବରେ ଈଶ୍ଵରଙ୍କ
**ଈଶ୍ୱରୀୟ ଶକ୍ତି** ବିଷୟରେ କହୁଛନ୍ତି ଯେପରି ଏହା ଏକ ଜୀବନ୍ତ ବସ୍ତୁତେ ଯାହା ଲୋକମାନଙ୍କୁ କିଛି
ଦେଇପାରେ


ଈଶ୍ଵର ହିଁ ଏକମାତ୍ର ଈଶ୍ଵର ଅଟନ୍ତି ଯିଏ **ଈଶ୍ୱରୀୟ ଶକ୍ତିକୁ**
ବ୍ୟବହାର କରନ୍ତି ଏବଂ ପ୍ରଦାନ କରନ୍ତି


ବିକଳ୍ପ ଅନୁବାଦ: “ପ୍ରଦାନ କରିବାକୁ ଈଶ୍ଵର ଆପଣା

ଈଶ୍ୱରୀୟ ଶକ୍ତି ବ୍ୟବହାର କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-personification]])