Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-17 18:20:16 +00:00
parent e20be00648
commit 67e48682ff
1 changed files with 7 additions and 7 deletions

View File

@ -143,13 +143,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 3 12 dv31 τέκνων καλῶς προϊστάμενοι καὶ τῶν ἰδίων οἴκω 1 manage well their children and household ବିକଳ୍ପ ଅନୁବାଦ: "ନିଜ ସନ୍ତାନମାନଙ୍କର ଏବଂ ସେମାନଙ୍କର ବ୍ୟକ୍ତିଗତ ବିଷୟଗୁଡ଼ିକର ଉପଯୁକ୍ତ ଯତ୍ନ ନେଇ "
1TI 3 13 rfq2 οἱ γὰρ 1 For those ପାଉଲ ଏହି ଶବ୍ଦକୁ ବର୍ଣ୍ଣନା କରିବା ପାଇଁ ବ୍ୟବହାର କରନ୍ତି ଯଦି ଏହି ଯୋଗ୍ୟତା ଥିବା ଲୋକମାନେ ମଣ୍ଡଳୀର ନେତା ହେବାକୁ ମନୋନୀତ ହୁଅନ୍ତି ତେବେ ଏହାର ପରିଣାମ କ’ଣ ହେବ? ବିକଳ୍ପ ଅନୁବାଦ: "ଶେଷରେ"[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
1TI 3 13 s9si ἑαυτοῖς ... περιποιοῦνται 1 acquire for themselves
1TI 3 13 cv34 figs-explicit βαθμὸν ... καλὸν 1 a good standing ଏହି ଅନ୍ତର୍ନିହିତ ଅର୍ଥକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କ ମଧ୍ୟରେ ସୁଖ୍ୟାତି” (ଦେଖ: [[rc://en/ta/man/translate/figs-explicit]])
1TI 3 13 m684 πολλὴν παρρησίαν ἐν πίστει τῇ ἐν Χριστῷ Ἰησοῦ 1 great confidence in the faith that is in Christ Jesus ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ଆହୁରି ଅଧିକ ଦୃଢ଼ବିଶ୍ବାସର ସହ ଯୀଶୁଙ୍କଠାରେ ଭରସା କରିବେ କିମ୍ବା ) ସେମାନେ ଯୀଶୁଙ୍କଠାରେ ଥିବା ସେମାନଙ୍କ ବିଶ୍ବାସ ବିଷୟରେ ଅନ୍ୟମାନଙ୍କୁ ଦୃଢ଼ବିଶ୍ବାସର ସହ କହିବେ I
1TI 3 14 s4p2 0 Connecting Statement: ପାଉଲ ତୀମଥିଙ୍କୁ ଏହା ଲେଖିବାର କାରଣ ଜଣାଉଛନ୍ତି ଏବଂ ତାପରେ ଖ୍ରୀଷ୍ଟଙ୍କର ଈଶ୍ବରପରାୟଣତା ବର୍ଣ୍ଣନା କରୁଛନ୍ତି I
1TI 3 15 z9z8 ἐὰν δὲ βραδύνω 1 But if I delay କିନ୍ତୁ ଯଦି ମୁଁ ସେଠାକୁ ଶୀଘ୍ର ଯାଇ ପାରିବି ନାହିଁ କିମ୍ବା “କିନ୍ତୁ ଯଦି ମୋତେ ସେଠାରେ ଶୀଘ୍ର ପହଞ୍ଚିବାପାଇଁ କୌଣସି ବିଷୟ ଅଟକାଏ”
1TI 3 15 p9u4 figs-metaphor ἵνα εἰδῇς πῶς δεῖ ἐν οἴκῳ Θεοῦ ἀναστρέφεσθαι 1 so that you may know how to behave in the household of God ପାଉଲ ବିଶ୍ବାସୀମାନଙ୍କ ଦଳ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପରିବାର I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ କେବଳ ମଣ୍ଡଳୀରେ ତୀମଥିଙ୍କ ବ୍ୟବହାରକୁ ଉଲ୍ଲେଖ କରୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଈଶ୍ବରଙ୍କ ପରିବାରର ଜଣେ ସଦସ୍ୟଭାବରେ କିପରି ଆଚରଣ କରିବାକୁ ହୁଏ, ଜାଣିପାରିବ” କିମ୍ବା ) ପାଉଲ ସାଧାରଣଭାବରେ ସମସ୍ତ ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମେ ସମସ୍ତେ ଜାଣିପାରିବ ଯେ ଈଶ୍ବରଙ୍କ ପରିବାରର ସଦସ୍ୟଭାବରେ କିପରି ଆଚରଣ କରିବାକୁ ହୁଏ” (ଦେଖ: [[rc://en/ta/man/translate/figs-metaphor]])
1TI 3 15 wzk3 figs-distinguish οἴκῳ Θεοῦ ... ἥτις ἐστὶν ἐκκλησία Θεοῦ ζῶντος 1 household of God, which is the church of the living God ଈଶ୍ବରଙ୍କ ଗୃହ ଅର୍ଥାତ୍ ମଣ୍ଡଳୀ ଓ ଯାହା ମଣ୍ଡଳୀ ନୁହେଁ, ତହିଁ ମଧ୍ୟରେ ଥିବା ପାର୍ଥକ୍ୟକୁ ନ ଦର୍ଶାଇ ଏହି ବାକ୍ୟାଂଶଟି ଆମ୍ଭମାନଙ୍କୁ “ଈଶ୍ବରଙ୍କ ଗୃହ” ବିଷୟରେ ସୂଚନା ଦିଏ I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଗୃହ I ଯେଉଁମାନେ ଈଶ୍ବରଙ୍କ ପରିବାରର ଅଟନ୍ତି, ସେମାନେ ଜୀବିତ ଈଶ୍ବରଙ୍କ ବିଶ୍ବାସୀମାନଙ୍କ ସମ୍ପ୍ରଦାୟର ଅଟନ୍ତି” (ଦେଖ: [[rc://en/ta/man/translate/figs-distinguish]])
1TI 3 15 cd5r figs-metaphor ἥτις ἐστὶν ἐκκλησία Θεοῦ ζῶντος στῦλος καὶ ἑδραίωμα τῆς ἀληθείας 1 which is the church of the living God, the pillar and support of the truth ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ପ୍ରତି ସାକ୍ଷ୍ୟ ବହନ କରୁଥିବା ବିଶ୍ବାସୀମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ସ୍ତମ୍ଭ ଓ ଭିତ୍ତିମୂଳ ସ୍ବରୂପେ ଗୃହକୁ ଧରିରଖିଛନ୍ତି I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଜୀବିତ ଈଶ୍ବରଙ୍କ ମଣ୍ଡଳୀ I ଆଉ, ଈଶ୍ବରଙ୍କ ସତ୍ୟକୁ ପାଳନକରି ଓ ଶିକ୍ଷାଦେଇ, ଗୋଟିଏ ସ୍ତମ୍ଭ ଓ ଭିତ୍ତିମୂଳ ଯେପରି ଗୃହକୁ ଧରିରଖେ, ସେପରି ଏହି ସଦସ୍ୟମାନେ ସତ୍ୟକୁ ଧରିରଖନ୍ତି I (ଦେଖ: [[rc://en/ta/man/translate/figs-metaphor]])
1TI 3 13 cv34 figs-explicit βαθμὸν ... καλὸν 1 a good standing ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହେଇପାରେ । ବିକଳ୍ପ ଅନୁବାଦ: (1) “ଏକ ସମ୍ମାନଜନକ ପଦ” କିମ୍ବା (2) “ଏକ ଉତ୍ତମ ପ୍ରତିଷ୍ଠା” ।
1TI 3 13 m684 πολλὴν παρρησίαν ἐν πίστει τῇ ἐν Χριστῷ Ἰησοῦ 1 great confidence in the faith that is in Christ Jesus ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହେଇପାରେ । ବିକଳ୍ପ ଅନୁବାଦ: (1) "ଏବଂ ସେମାନେ ଅନ୍ୟ ଲୋକଙ୍କୁ ଯୀଶୁଙ୍କ ଉପରେ ବିଶ୍ଵାସ କରିବା ବିଷୟରେ କହିବେ" କିମ୍ବା (2) "ଏବଂ ସେମାନେ ଅଧିକ ମାତ୍ରାରେ ଯୀଶୁଙ୍କୁ ବିଶ୍ଵାସ କରିବେ" ।
1TI 3 14 s4p2 0 Connecting Statement:
1TI 3 15 z9z8 ἐὰν δὲ βραδύνω 1 But if I delay ଏହାର ଅର୍ଥ ଏହା ନୁହେଁ ଯେ ପାଉଲ ଶୀଘ୍ର ପରିବର୍ତ୍ତେ ତାଙ୍କ ସମୟ ନେବାକୁ ବାଛିପାରନ୍ତି । ବିକଳ୍ପ ଅନୁବାଦ: "କିନ୍ତୁ ଯଦି ମୁଁ ଶୀଘ୍ର ସେଠାରେ ପହଞ୍ଚି ନପାରେ" କିମ୍ବା "କିନ୍ତୁ ଯଦି ମୋତେ ଶୀଘ୍ର ସେଠାରେ ପହଞ୍ଚିବାକୁ କୌଣସି ବିଷୟ ପ୍ରତିରଧ କରେ ।"
1TI 3 15 p9u4 figs-metaphor ἵνα εἰδῇς πῶς δεῖ ἐν οἴκῳ Θεοῦ ἀναστρέφεσθαι 1 so that you may know how to behave in the household of God ପାଉଲ ବିଶ୍ଵାସୀମାନଙ୍କ ଗୋଷ୍ଠୀକୁ ଏକ ପରିବାର କହନ୍ତି କାରଣ ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପୁତ୍ର କିମ୍ବା ପୁତ୍ରୀ ଭାବରେ ଗ୍ରହଣ କରନ୍ତି । ଏଠାରେ ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) ପାଉଲ ସାଧାରଣତଃ ବିଶ୍ଵାସୀମାନଙ୍କୁ ସୂଚାଉଛନ୍ତି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେ ସମସ୍ତେ ଜାଣିପାରିବ କିପରି ଈଶ୍ଵରଙ୍କ ପରିବାରର ସଦସ୍ୟ ଭାବରେ ଆଚରଣ କରିବ" କିମ୍ବା (2) ପାଉଲ ମଣ୍ଡଳୀରେ ତୀମଥିଙ୍କ ଆଚରଣ ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରୁଛନ୍ତି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେ ନିଜକୁ ଈଶ୍ଵରଙ୍କ ପରିବାରର ସଦସ୍ୟ ଭାବରେ କିପରି ଆଚରଣ କରିବ ତାହା ଜାଣିପାରିବ ।"
1TI 3 15 wzk3 figs-distinguish οἴκῳ Θεοῦ ... ἥτις ἐστὶν ἐκκλησία Θεοῦ ζῶντος 1 household of God, which is the church of the living God ଏହି ବାକ୍ୟ ଆମକୁ **ଈଶ୍ଵରଙ୍କ ଗୃହ** ବିଷୟରେ ଅଧିକ ସୂଚନା ପ୍ରଦାନ କରେ । କ’ଣ ମଣ୍ଡଳୀ ଏବଂ କ’ଣ ମଣ୍ଡଳୀ ନୁହେଁ ଏହା ଈଶ୍ଵରଙ୍କ ଗୃହ ମଧ୍ୟରେ ପାର୍ଥକ୍ୟ କରେ ନାହିଁ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଗୃହ, ଯାହା ଦ୍ଵାରା ମୁଁ ଜୀବନ୍ତ ଈଶ୍ଵରଙ୍କ ଉପରେ ବିଶ୍ଵାସ କରୁଥିବା ଲୋକଙ୍କ ସମ୍ପ୍ରଦାୟକୁ ସୂଚାଇବି" [[rc://en/ta/man/translate/figs-distinguish]])
1TI 3 15 cd5r figs-metaphor ἥτις ἐστὶν ἐκκλησία Θεοῦ ζῶντος στῦλος καὶ ἑδραίωμα τῆς ἀληθείας 1 which is the church of the living God, the pillar and support of the truth ପାଉଲ ସତ୍ୟ ବିଷୟରେ କହନ୍ତି ଯେପରି ଏହା ଏକ କୋଠା ଏବଂ ବିଶ୍ଵାସୀମାନଙ୍କ ସମ୍ପ୍ରଦାୟ ଯେପରି ସେ କୋଠାକୁ ଧରି ରଖିବାରେ ସାହାଯ୍ୟ କରୁଛନ୍ତି । ବିକଳ୍ପ ଅନୁବାଦ: "ଯିଏ ଈଶ୍ଵରଙ୍କ ସତ୍ୟ ଘୋଷଣା କରିବାରେ ସାହାଯ୍ୟ କରେ" [[rc://en/ta/man/translate/figs-metaphor]])
1TI 3 15 sg64 Θεοῦ ζῶντος 1 the living God ଯେପରି USTରେ ଲେଖାଅଛି, ସେପରି ଏଠାରେ ଏହି ଭାବଟି ବୋଧହୁଏ ଈଶ୍ବରଙ୍କ ବିଷୟରେ କହୁଛି ଯେ ସେ ସମସ୍ତଙ୍କୁ ଜୀବନ ଦିଅନ୍ତି I
1TI 3 16 ak8w ὁμολογουμένως 1 We all agree କେହି ଅଗ୍ରାହ୍ୟ କରିପାରିବେ ନାହିଁ
1TI 3 16 w473 μέγα ἐστὶν τὸ τῆς εὐσεβείας μυστήριον 1 that the mystery of godliness is great ଈଶ୍ବର ପ୍ରକାଶ କରିଥିବା ସତ୍ୟ ମହାନ୍ ଅଟେ

Can't render this file because it contains an unexpected character in line 2 and column 7882.