Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-17 18:16:52 +00:00
parent e85555c04c
commit e20be00648
1 changed files with 33 additions and 33 deletions

View File

@ -110,39 +110,39 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 2 15 sl57 figs-abstractnouns ἐν πίστει, καὶ ἀγάπῃ, καὶ ἁγιασμῷ 1 in faith and love and sanctification ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ କ୍ରିୟା ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ଵାସ**_*,*_** _***ପ୍ରେମ***_,** ଏବଂ **ପବିତ୍ରତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯୀଶୁଙ୍କ ଉପରେ ବିଶ୍ଵାସ କରି, ଅନ୍ୟମାନଙ୍କୁ ପ୍ରେମ କରି ଏବଂ ଏକ ପବିତ୍ର ଜୀବନ ଯାପନ କରି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 2 15 dcf3 figs-idiom μετὰ σωφροσύνης 1 with soundness of mind ଏହି ଅଭିବ୍ୟକ୍ତିର ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) “ଉତ୍ତମ ବିଚାରରେ”, (2) “ଭଦ୍ରତାରେ” କିମ୍ବା (3) “ସ୍ୱଚ୍ଛ ଚିନ୍ତାଧାରାରେ” [[rc://en/ta/man/translate/figs-idiom]])ଦେଖନ୍ତୁ)
1TI 2 15 zr4b figs-abstractnouns σωφροσύνης 1 soundness of mind
1TI 3 intro d9db 0 # **ଭାଗ** **3:** **ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ**

## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

[୧ ତୀମଥି ୩:୧୬](./16.md)ସମ୍ଭବତଃ ଗୋଟିଏ ଗୀତ, କବିତା ବା ବିଶ୍ବାସବାକ୍ୟ ଥିଲା, ଯହିଁରେ ଆଦ୍ୟ ମଣ୍ଡଳୀ ଗୁରୁତ୍ବପୂର୍ଣ୍ଣ ଧର୍ମତତ୍ତ୍ବଗୁଡ଼ିକୁ ତାଲିକାଭୁକ୍ତ କରୁଥିଲା ଓ ଯହିଁରେ ସମସ୍ତ ବିଶ୍ବାସୀମାନେ ଅଂଶୀ ହେଉଥିଲେ I

## ଏହି ଅଧ୍ୟାୟର ବିଶେଷ ଧାରଣା

### ଅଧ୍ୟକ୍ଷ ଓ ସେବକ

ମଣ୍ଡଳୀର ନେତାମାନଙ୍କ ନିମନ୍ତେ ମଣ୍ଡଳୀ ବିଭିନ୍ନ ଉପାଧି ବ୍ୟବହାର କରିଛି I କେତେକ ଉପାଧି ପ୍ରାଚୀନ, ପାଳକ ଓ ବିଶପ୍ ଭାବରେ ପରିଚିତ I “ଅଧ୍ୟକ୍ଷ”ଶବ୍ଦଟି ମୂଳ ଭାଷାରେ ୧- ପଦରେ ଲେଖାଥିବା ଅର୍ଥକୁ ପ୍ରକାଶ କରେ I ପାଉଲ ୮ ଓ ୧୨ ପଦ ମଧ୍ୟରେ ମଣ୍ଡଳୀର ଆଉ ଏକ ପ୍ରକାର ନେତା ""ସେବକ""ମାନଙ୍କ ବିଷୟରେ ଲେଖୁଛନ୍ତି I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ଚରିତ୍ର ଓ ଗୁଣ

ଏହି ଅଧ୍ୟାୟ କେତେକ ଗୁଣକୁ ତାଲିକାଭୁକ୍ତ କରୁଛି, ଯାହା ମଣ୍ଡଳୀରେ ଜଣେ ଅଧ୍ୟକ୍ଷ ବା ସେବକ ହେବାପାଇଁ ଇଚ୍ଛା କରୁଥିବା ଲୋକର ନିହାତି ଆବଶ୍ୟକ I (ଦେଖ: [[rc://en/ta/man/translate/figs-abstractnouns]])
1TI 3 1 rwi8 0 Connecting Statement: ମଣ୍ଡଳୀରେ ଜଣେ ଅଧ୍ୟକ୍ଷ କିପରି କାର୍ଯ୍ୟ କରିବା ଉଚିତ ଓ କିପରି ହେବା ଉଚିତ, ସେ ବିଷୟରେ ପାଉଲ କେତେକ ବିଶେଷ ଶିକ୍ଷା ଦେଉଛନ୍ତି I
1TI 3 1 f133 καλοῦ ἔργου 1 a good work ଏକ ସମ୍ମାନଜନକ କାର୍ଯ୍ୟ"
1TI 3 2 dff6 μιᾶς γυναικὸς ἄνδρα 1 husband of one wife ଜଣେ ଅଧ୍ୟକ୍ଷର କେବଳ ଜଣେ ସ୍ତ୍ରୀ ରହିବା ଆବଶ୍ୟକ I ଆଗରୁ ବିବାହ କରି ବିଧୁର ହୋଇଥିବା ବା ଛାଡ଼ପତ୍ର ପାଇଥିବା କିମ୍ବା ଆଦୌ ବିବାହ କରି ନ ଥିବା ଲୋକମାନେ ଏଥିରେ ଅନ୍ତର୍ଭୁକ୍ତ କି ନାହିଁ ଏହା ଅସ୍ପଷ୍ଟ ଅଟେ I
1TI 3 2 qnq9 δεῖ ... εἶναι ... νηφάλιον, σώφρονα, κόσμιον, φιλόξενον 1 He must be moderate, sensible, orderly, and hospitable ସେ ମିତଭୋଗୀ, ସୁବୁଦ୍ଧି, ସଦାଚାରୀ ଓ ଆତିଥ୍ୟ ପ୍ରିୟ ହେବା ଆବଶ୍ୟକ I
1TI 3 3 c2c7 μὴ πάροινον, μὴ πλήκτην, ἀλλὰ ἐπιεικῆ, ἄμαχον 1 He must not be addicted to wine, not a brawler, but instead, gentle, peaceful ସେ ମଦ୍ୟପାୟୀ, ବିବାଦପ୍ରିୟ କି ତର୍କପ୍ରିୟ ନ ହୋଇ ମୃଦୁଶୀଳ ଓ ଶାନ୍ତିପ୍ରିୟ ହେବା ଆବଶ୍ୟକ I
1TI 3 3 pc2g ἀφιλάργυρον 1 a lover of money ଅର୍ଥଲୋଭୀ
1TI 3 4 a8gu προϊστάμενον 1 He should manage ସେ ନେତୃତ୍ବ ନେବା ଆବଶ୍ୟକ କିମ୍ବା “ସେ ଯତ୍ନ ନେବା ଆବଶ୍ୟକ”
1TI 3 4 w3un μετὰ πάσης σεμνότητος 1 with all respect ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଅଧ୍ୟକ୍ଷଙ୍କର ପିଲାମାନେ ସେମାନଙ୍କ ପିତାଙ୍କ ବାଧ୍ୟହେବା ଓ ତାହାଙ୍କୁ ସମ୍ମାନ ଦେବା ଆବଶ୍ୟକ କିମ୍ବା ) ଅଧ୍ୟକ୍ଷଙ୍କର ପିଲାମାନେ ସମସ୍ତଙ୍କୁ ସମ୍ମାନ ଦେବା ଆବଶ୍ୟକ କିଅବା ୩) ଅଧ୍ୟକ୍ଷ ଆପଣା ଗୃହର ଲୋକମାନଙ୍କୁ ନେତୃତ୍ବ ଦେବା ସମୟରେ ସେମାନଙ୍କୁ ସମ୍ମାନଦେବା ଆବଶ୍ୟକ I
1TI 3 4 m8a5 πάσης σεμνότητος 1 all respect ପୂର୍ଣ୍ଣ ସମ୍ମାନ କିମ୍ବା “ସବୁ ସମୟରେ ସମ୍ମାନ”
1TI 3 5 n8zi εἰ( δέ τις ... προστῆναι οὐκ οἶδεν 1 For if a man does not know how to manage କାରଣ ଯଦି ଜଣେ ଲୋକ ଶାସନ କରିବାକୁ ଜାଣେ ନାହିଁ
1TI 3 5 n5lt figs-rquestion πῶς ἐκκλησίας Θεοῦ ἐπιμελήσεται? 1 how will he care for a church of God? ପାଉଲ ତୀମଥିଙ୍କୁ ଶିକ୍ଷାଦେବାକୁ ଗୋଟିଏ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ସେ ଈଶ୍ବରଙ୍କ ମଣ୍ଡଳୀର ଯତ୍ନ ନେଇପାରିବ ନାହିଁ” କିମ୍ବା “ସେ ଈଶ୍ବରଙ୍କ ମଣ୍ଡଳୀର ନେତୃତ୍ବ ନେବାକୁ ସକ୍ଷମ ହେବ ନାହିଁ” (ଦେଖ: [[rc://en/ta/man/translate/figs-rquestion]])
1TI 3 5 c814 figs-metonymy ἐκκλησίας Θεοῦ 1 a church of God ଏଠାରେ “ମଣ୍ଡଳୀ” ଈଶ୍ବରଙ୍କ ଲୋକମାନଙ୍କର ସ୍ଥାନୀୟ ଦଳକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଲୋକମାନଙ୍କର ଏକ ଦଳ” କିମ୍ବା “ତାଙ୍କ ଦାୟିତ୍ବରେ ଥିବା ବିଶ୍ବାସୀଗଣ” (ଦେଖ: [[rc://en/ta/man/translate/figs-metonymy]])
1TI 3 6 q7hu μὴ νεόφυτον 1 He should not be a new convert ସେ ନୂତନ ବିଶ୍ବାସୀହେବା ଉଚିତ ନୁହଁ କିମ୍ବା “ସେ ଜଣେ ପରିପକ୍ବ ବିଶ୍ବାସୀହେବା ଉଚିତ”
1TI 3 6 v6f5 figs-metaphor εἰς κρίμα ἐμπέσῃ τοῦ διαβόλου 1 fall into condemnation as the devil ମନ୍ଦକାର୍ଯ୍ୟ କରିଥିବାରୁ ଦଣ୍ଡଗ୍ରସ୍ତ ହୋଇଥିବା ଅନୁଭୂତି ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଗର୍ତ୍ତ, ଯେଉଁଠି ଜଣେ ପଡ଼ିଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯେପରି ଶୟତାନକୁ ଦଣ୍ଡଗ୍ରସ୍ତ କଲେ, ତାହାଙ୍କୁ ସେପରି ଦଣ୍ଡଗ୍ରସ୍ତ କରିବେ” (ଦେଖ: [[rc://en/ta/man/translate/figs-metaphor]])
1TI 3 7 si1d figs-metaphor τῶν ἔξωθεν 1 those outside "ଯେଉଁମାନେ ମଣ୍ଡଳୀର ବାହାରେ ଅଛନ୍ତି I ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଆଉ ଅବିଶ୍ବାସୀମାନେ ଶାରୀରିକ ଭାବରେ ଏହାର ବାହାରେ ଅଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟିୟାନ ନୁହନ୍ତି” (ଦେଖ: [[rc://en/ta/man/translate/figs-metaphor]])
1TI 3 7 qsa6 figs-metaphor μὴ εἰς ὀνειδισμὸν ἐμπέσῃ καὶ παγίδα τοῦ διαβόλου 1 he does not fall into disgrace and the trap of the devil ପାଉଲ ଅପମାନ ଓ ଶୟତାନ କାହାରିକୁ ପାପରେ ପକାଇବା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗର୍ତ୍ତ ବା ଫାନ୍ଦ, ଯେଉଁଥିରେ ଜଣେ ପଡ଼ିଯାଇପାରିବ I ଏଠାରେ “ପଡିବ” ଅର୍ଥାତ୍ ଅନୁଭବ କରିବ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନଙ୍କ ସମ୍ମୁଖରେ କୌଣସି ବିଷୟ ତାହାକୁ ଲଜ୍ଜାର ପାତ୍ର କରେ ନାହିଁ, ଯେପରି ଶୟତାନ ତାକୁ ଆଉ ପାପରେ ପକାଇବାକୁ ପଡ଼ିବ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
1TI 3 8 z1gd 0 Connecting Statement: ମଣ୍ଡଳୀରେ ସେବକଗଣ ଓ ସେମାନଙ୍କର ସ୍ତ୍ରୀମାନେ କିପରି କାର୍ଯ୍ୟ କରିବା ଉଚିତ ଓ କିପରି ହେବା ଉଚିତ, ସେ ବିଷୟରେ ପାଉଲ କେତେକ ବିଶେଷ ଶିକ୍ଷା ଦେଉଛନ୍ତି I
1TI 3 8 nz2w διακόνους, ὡσαύτως 1 Deacons, likewise ଅଧ୍ୟକ୍ଷଙ୍କ ସଦୃଶ ସେବକଗଣ"
1TI 3 8 sxq4 figs-metaphor σεμνούς, μὴ διλόγους 1 should be dignified, not double-talkers ପାଉଲ ଏହି ଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ “ଦୁଇ ପ୍ରକାର କଥା କହିବା ଲୋକ” କିମ୍ବା ଏକ ସମୟରେ ଦୁଇଟି ବିଷୟ କହନ୍ତି I ସେ କହିବାର ଅର୍ଥ ହେଉଛି ଯେ ସେହି ଲୋକଟି ଗୋଟିଏ କଥା କହୁଛି, କିନ୍ତୁ ତା’ର ଆଉ କିଛି ଅର୍ଥ ଅଛି I ବିକଳ୍ପ ଅନୁବାଦ: “ଗମ୍ଭୀର ବ୍ୟବହାର କରି ଏକ ଅର୍ଥରେ ଏକ କଥା କହିବା ଉଚିତ” (ଦେଖ: [[rc://en/ta/man/translate/figs-metaphor]])
1TI 3 9 c44a figs-metaphor ἔχοντας τὸ μυστήριον τῆς πίστεως 1 They should keep the revealed truth of the faith "ଈଶ୍ବର ଆମ୍ଭମାନଙ୍କ ପ୍ରତି ପ୍ରକାଶ କରିଥିବା ଓ ଆମ୍ଭେମାନେ ବିଶ୍ବାସ କରୁଥିବା ସତ୍ୟ ବାକ୍ୟକୁ ସେମାନେ ନିରନ୍ତର ବିଶ୍ବାସ କରିବା ଆବଶ୍ୟକ I ଏହା ଏପରି ଏକ ସତ୍ୟକୁ ବୁଝାଏ, ଯାହା କିଛି ସମୟପାଇଁ ରହିଥିଲା, କିନ୍ତୁ ସେହି ମୂହୁର୍ତ୍ତରେ ଈଶ୍ବର ତାହା ସେମାନଙ୍କ ନିକଟରେ ପ୍ରକାଶ କଲେ I ପାଉଲ ଈଶ୍ବରଙ୍କ ସତ୍ୟ ଶିକ୍ଷା ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଜଣେ ଲୋକ ଆପଣା ନିକଟରେ ରଖିପାରିବ I (ଦେଖ: [[rc://en/ta/man/translate/figs-metaphor]])
1TI 3 9 jda1 figs-activepassive τὸ μυστήριον 1 the revealed truth ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସତ୍ୟ ଈଶ୍ବର ପ୍ରକାଶ କଲେ” (ଦେଖ: [[rc://en/ta/man/translate/figs-activepassive]])
1TI 3 9 y91f figs-metaphor πίστεως ἐν καθαρᾷ συνειδήσει 1 faith with a clean conscience ଜଣେ ବ୍ୟକ୍ତିର ସେ କିଛି ମନ୍ଦ କରିନାହିଁ ବୋଲି ଥିବା ଜ୍ଞାନ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେହି ଜ୍ଞାନ ବା ବିବେକ ଶୁଦ୍ଧ ଅଟେ I ବିକଳ୍ପ ଅନୁବାଦ: “ବିଶ୍ବାସ, ଏହା ଜାଣିବା ଯେ ଯାହା ଯଥାର୍ଥ ତାହା କରିବାକୁ ସେମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1TI 3 10 hl1p figs-activepassive οὗτοι ... δοκιμαζέσθωσαν πρῶτον 1 They should also be approved first ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନେ ସେମାନଙ୍କୁ ପ୍ରଥମେ ଗ୍ରହଣ କରିବା ଆବଶ୍ୟକ” ""ସେମାନେ ପ୍ରଥମେ ନିଜକୁ ପ୍ରମାଣିତ କରିବା ଆବଶ୍ୟକ"" (ଦେଖ: [[rc://en/ta/man/translate/figs-activepassive]])
1TI 3 10 m5ar δοκιμαζέσθωσαν 1 be approved ଏହାର ଅର୍ଥ ହେଉଛି ଯେ ଯେଉଁମାନେ ସେବକ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଅନ୍ୟ ବିଶ୍ବାସୀମାନେ ମୂଲ୍ୟାଙ୍କନ କରି ସେମାନେ ମଣ୍ଡଳୀରେ ସେବା କରିବା ନିମନ୍ତେ ଯୋଗ୍ୟ କି ନୁହନ୍ତି, ତାହା ନିରୂପଣ କରିବା ଉଚିତ I
1TI 3 11 xyc9 γυναῖκας ὡσαύτως 1 Women in the same way ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସ୍ତ୍ରୀମାନେ” ସେବକମାନଙ୍କ ସ୍ତ୍ରୀମାନଙ୍କୁ ବୁଝାଏ କିମ୍ବା ) “ସ୍ତ୍ରୀମାନେ” ମହିଳା ସେବିକାମାନଙ୍କୁ ବୁଝାଏ I
1TI 3 11 q5qx σεμνάς 1 be dignified ଉପଯୁକ୍ତ ଭାବରେ ବ୍ୟବହାର କର କିମ୍ବା “ସମ୍ମାନର ଯୋଗ୍ୟ ଆଚରଣ କର”"
1TI 3 11 a12k μὴ διαβόλους 1 They should not be slanderers ସେମାନେ ଅନ୍ୟ ଲୋକମାନଙ୍କ ବିଷୟରେ ମନ୍ଦ କହିବା ଉଚିତ ନୁହଁ
1TI 3 11 akm5 νηφαλίους 1 be moderate and "ମିତଭୋଗୀ ହେବା ଆବଶ୍ୟକ I ତୁମେ ଏହାକୁ [୧ ତୀମଥି ୩:](../03/02.md)ରେ କିପରି ଅନୁବାଦ କଲ ତାହା ଦେଖ I
1TI 3 12 wji2 μιᾶς γυναικὸς ἄνδρες 1 husbands of one wife ଜଣେ ଲୋକର ଜଣେ ମାତ୍ର ସ୍ତ୍ରୀ ରହିବା ଉଚିତ I ଆଗରୁ ବିବାହ କରି ବିଧୁର ହୋଇଥିବା ବା ଛାଡ଼ପତ୍ର ପାଇଥିବା କିମ୍ବା ଆଦୌ ବିବାହ କରି ନ ଥିବା ଲୋକମାନେ ଏଥିରେ ଅନ୍ତର୍ଭୁକ୍ତ କି ନାହିଁ ଏହା ଅସ୍ପଷ୍ଟ ଅଟେ I [୧ ତୀମଥି ୩:](../03/02.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
1TI 3 12 dv31 τέκνων καλῶς προϊστάμενοι καὶ τῶν ἰδίων οἴκω 1 manage well their children and household ସେମାନେ ନିଜ ନିଜ ପିଲାମାନଙ୍କର ଓ ସେମାନଙ୍କ ଗୃହରେ ବାସ କରୁଥିବା ଅନ୍ୟମାନଙ୍କର ଉତ୍ତମରୂପେ ଯତ୍ନ ନିଅନ୍ତୁ ଓ ସେମାନଙ୍କୁ ନେତୃତ୍ବ ପ୍ରଦାନ କରନ୍ତୁ"
1TI 3 13 rfq2 οἱ γὰρ 1 For those ସେହି ସେବକମାନଙ୍କ ନିମନ୍ତେ କିମ୍ବା “ସେହି ମଣ୍ଡଳୀର ନେତାମାନଙ୍କ ନିମନ୍ତେ”
1TI 3 13 s9si ἑαυτοῖς ... περιποιοῦνται 1 acquire for themselves ଆପଣା ଆପଣା ନିମନ୍ତେ ପାଇବେ କିମ୍ବା “ଆପଣା ଆପଣା ନିମନ୍ତେ ଲାଭ କରିବେ”
1TI 3 intro d9db 0 # 1 ତୀମଥି 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

3:16: ବୋଧହୁଏ ଏକ ଗୀତ, କବିତା ବା ବିଶ୍ୱାସ ଅଟେ ଯାହା ପ୍ରାରମ୍ଭିକ ମଣ୍ଡଳୀ କ’ଣ ବୁଝିଥିଲେ ଯେ ଯୀଶୁ କିଏ ଏବଂ ସେ କ’ଣ କଲେ ।

### ଅଧ୍ୟକ୍ଷ ଓ ସେବକମାନେ

ମଣ୍ଡଳୀର ନେତାଙ୍କ ପାଇଁ ମଣ୍ଡଳୀ ବିଭିନ୍ନ ଆଖ୍ୟା ବ୍ୟବହାର କରେ । କେତେକ ଆଖ୍ୟାରେ ପ୍ରାଚୀନ, ପାଳକ ଏବଂ ବିଶପ  ଅନ୍ତର୍ଭୁକ୍ତ ଅଟେ। "ଅଧ୍ୟକ୍ଷ" ଶବ୍ଦ 1-2 ପଦରେ ଏକ ଗ୍ରୀକ୍ ଶବ୍ଦକୁ ବୁଝାଏ, ଯାହାର ଅର୍ଥ  " ଅଧ୍ୟକ୍ଷ" ଅଟେ। "ବିଶପ" ଶବ୍ଦ ଏହି ଗ୍ରୀକ୍ ଶବ୍ଦର ଅକ୍ଷରରୁ ସିଧାସଳଖ ଉତ୍ପନ୍ନ ହୋଇଅଛି । ପାଉଲ ଅନ୍ୟ ଏକ ପ୍ରକାରର ମଣ୍ଡଳୀର ନେତା, ଜଣେ "ଦିକନ" ବିଷୟରେ ପଦ 8 ଏବଂ 12 ରେ ଉଲ୍ଲେଖ କରନ୍ତି ।

### ଚରିତ୍ର ଏବଂ ଗୁଣ

ଏହି ଅଧ୍ୟାୟରେ ଅନେକ ଗୁଣ ତାଲିକାଭୁକ୍ତ ହୋଇଅଛି ଯାହାକି ମଣ୍ଡଳୀର ଜଣେ ଅଧ୍ୟକ୍ଷ କିମ୍ବା ଦିକନମାନଙ୍କର ରହିବା ଉଚିତ୍ । [[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 3 1 rwi8 0 Connecting Statement:
1TI 3 1 f133 καλοῦ ἔργου 1 a good work ବିକଳ୍ପ ଅନୁବାଦ: "ଏକ ସମ୍ମାନଜନକ କାର୍ଯ୍ୟ" କିମ୍ବା "ଏକ ସମ୍ମାନଜନକ ଭୂମିକା"
1TI 3 2 dff6 μιᾶς γυναικὸς ἄνδρα 1 husband of one wife ଏହାର ଅର୍ଥ ଏହା ଯେ ତାଙ୍କର କେବଳ ଗୋଟିଏ ପତ୍ନୀ ଥିବେ, ଅର୍ଥାତ୍ ତାଙ୍କର ଅନ୍ୟ ପତ୍ନୀ କିମ୍ବା ଉପପତ୍ନୀ ନଥିବେ। ଏହାର ଅର୍ଥ ଏହା ଯେ ଯେ ସେ ବ୍ୟଭିଚାର କରନ୍ତି ନାହିଁ ଏବଂ ଏହାର ଅର୍ଥ ମଧ୍ୟ ହୋଇପାରେ ଯେ ସେ ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇ ନାହାଁନ୍ତି। ବିକଳ୍ପ ଅନୁବାଦ: "ଯେଉଁ ପୁରୁଷଙ୍କର କେବଳ ଜଣେ ମହିଳା ଥିବେ" କିମ୍ବା "ଜଣେ ପୁରୁଷ ଯିଏ ନିଜ ପତ୍ନୀ ପ୍ରତି ବିଶ୍ୱସ୍ତ ଅଟନ୍ତି"
1TI 3 2 qnq9 δεῖ ... εἶναι ... νηφάλιον, σώφρονα, κόσμιον, φιλόξενον 1 He must be moderate, sensible, orderly, and hospitable ବିକଳ୍ପ ଅନୁବାଦ: "ସେ ନିଶ୍ଚୟ … ଅଧିକ କରିବା ପାଇଁ କିଛି କରୂ ନଥିବେ, ସେ ଯୁକ୍ତିଯୁକ୍ତ ଏବଂ ଉତ୍ତମ ଆଚରଣ କରିବା ଆବଶ୍ୟକ ଏବଂ ସେ ଅତିଥିମାନଙ୍କୁ ସ୍ୱାଗତ କରିବା ଉଚିତ୍ ।"
1TI 3 3 c2c7 μὴ πάροινον, μὴ πλήκτην, ἀλλὰ ἐπιεικῆ, ἄμαχον 1 He must not be addicted to wine, not a brawler, but instead, gentle, peaceful ବିକଳ୍ପ ଅନୁବାଦ: "ସେ ଅଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ, ଏବଂ ଯୁଦ୍ଧ କରିବା ଏବଂ ଲଢ଼େଇ କରିବା ଉଚିତ୍ ନୁହେଁ, କିନ୍ତୁ ଭଦ୍ର ଏବଂ ଶାନ୍ତିପୂର୍ଣ୍ଣ ହେବା ଉଚିତ୍"
1TI 3 3 pc2g ἀφιλάργυρον 1 a lover of money ଯଦି ଅର୍ଥକୁ ଭଲପାଉଥିବା ଅଭିବ୍ୟକ୍ତି ଆପଣଙ୍କ ଭାଷାରେ ଅନୁପଯୁକ୍ତର ଧାରଣା ପ୍ରଦାନ କରେ ନାହିଁ, ତେବେ “ଲୋଭ” ର ଧାରଣାକୁ ବ୍ୟବହାର କରୁଥିବା ଶବ୍ଦ ବ୍ୟବହାର କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: "ଅର୍ଥ ଲୋଭୀ ନୁହେଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 4 a8gu προϊστάμενον 1 He should manage ବିକଳ୍ପ ଅନୁବାଦ: "ସେ ନେତୃତ୍ୱ ନେବା ଉଚିତ୍" କିମ୍ବା "ସେ ଯତ୍ନ ନେବା ଉଚିତ୍"
1TI 3 4 w3un μετὰ πάσης σεμνότητος 1 with all respect ଏହାର ଅର୍ଥ ଅନେକ ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହୋଇପାରେ: (1) ଅଧ୍ୟକଙ୍କ ସନ୍ତାନମାନେ ସେମାନଙ୍କ ପିତାଙ୍କୁ ମାନିବା ଏବଂ ସମ୍ମାନ କରିବା ଉଚିତ୍ । ବିକଳ୍ପ ଅନୁବାଦ: "ଯେଉଁମାନେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ମାନନ୍ତି" (2) ଅଧ୍ୟକଙ୍କ ସନ୍ତାନମାନେ ସମସ୍ତ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ । ବିକଳ୍ପ ଅନୁବାଦ: "ଯେଉଁମାନେ ତାଙ୍କୁ ମାନନ୍ତି ଏବଂ ସମସ୍ତଙ୍କୁ ସମ୍ମାନ କରନ୍ତି" କିମ୍ବା (3) ଅଧ୍ୟକ ଯେତେବେଳେ ସେମାନଙ୍କୁ ଆଗେଇ ନିଅନ୍ତି ସେତେବେଳେ ତାଙ୍କ ଘରର ଲୋକଙ୍କୁ ସମ୍ମାନ ଦେବା ଉଚିତ୍ । ବିକଳ୍ପ ଅନୁବାଦ: "ଯେଉଁମାନେ ତାଙ୍କୁ ମାନନ୍ତି କାରଣ ସେ ସେମାନଙ୍କୁ ସମ୍ମାନ କରନ୍ତି ।"
1TI 3 4 m8a5 πάσης σεμνότητος 1 all respect
1TI 3 5 n8zi εἰ( δέ τις ... προστῆναι οὐκ οἶδεν 1 For if a man does not know how to manage
1TI 3 5 n5lt figs-rquestion πῶς ἐκκλησίας Θεοῦ ἐπιμελήσεται? 1 how will he care for a church of God? ପାଉଲ ଏଠାରେ ଏକ ବିବୃତ୍ତି ଦେଉଛନ୍ତି ସେ ଏକ ପ୍ରକୃତରେ ପ୍ରଶ୍ନ ପଚାରୁ ନାହାଁନ୍ତି । ସେ ଆଶା କରନ୍ତି ନାହିଁ ଯେ ତୀମଥି ବ୍ୟାଖ୍ୟା କରିବେ ଯେ ଜଣେ ବ୍ୟକ୍ତି ଯିଏ ନିଜ ଘର ପରିଚାଳନା କରିପାରେ ନାହିଁ ସେ କିପରି ଈଶ୍ଵରଙ୍କ ମଣ୍ଡଳୀର ଯତ୍ନ ନେଇପାରିବ । ଏହା ପରିବର୍ତ୍ତେ, ପାଉଲ ଏହି ପ୍ରଶ୍ନ ବ୍ୟବହାର କରି ମଣ୍ଡଳୀରେ ଏକ ନେତୃତ୍ୱ ଭୂମିକା ଗ୍ରହଣ କରିବା ପୂର୍ବରୁ ଜଣେ ବ୍ୟକ୍ତିଗତ ଜୀବନରେ ବିଶ୍ୱସ୍ତତା ପ୍ରଦର୍ଶନ କରିବା କେତେ ମହତ୍ଵପୂର୍ଣ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସ୍ପଷ୍ଟ ତେବ୍ ଆପଣ ଏହି ଶବ୍ଦଗୁଡ଼ିକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ମୁଁ ଏହା କହୁଛି କାରଣ ନିଜ ଘର ପରିଚାଳନା କରିବାରେ ଯିଏ ଅସକ୍ଷମ ସେ ନିଶ୍ଚିତ ଭାବରେ ଈଶ୍ଵରଙ୍କ ମଣ୍ଡଳୀର ଯତ୍ନ ନେବାକୁ ସମର୍ଥ ହେବେ ନାହିଁ" [[rc://en/ta/man/translate/figs-rquestion]])ଦେଖନ୍ତୁ)
1TI 3 5 c814 figs-metonymy ἐκκλησίας Θεοῦ 1 a church of God ଏଠାରେ ମଣ୍ଡଳୀ ଶବ୍ଦ ଈଶ୍ଵରଙ୍କ ଲୋକମାନଙ୍କର ଏକ ସ୍ଥାନୀୟ ଗୋଷ୍ଠୀକୁ ବୁଝାଏ ଏବଂ ଏକ କୋଠାକୁ ବୁଝାଏ ନାହିଁ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନଙ୍କର ଏକ ଗୋଷ୍ଠୀ" କିମ୍ବା "ବିଶ୍ଵାସୀଙ୍କ ଏକ ସ୍ଥାନୀୟ ସମାବେଶ" । [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 3 6 q7hu μὴ νεόφυτον 1 He should not be a new convert ବିକଳ୍ପ ଅନୁବାଦ: "ସେ ଏପର୍ଯ୍ୟନ୍ତ କେବଳ ବିଶ୍ଵାସ ଶିଖିବା ଉଚିତ୍ ନୁହେଁ" କିମ୍ବା "ସେ ବିଶ୍ୱାସର ପରିପକ୍ବ ହୋଇ ଅଭିବୃଦ୍ଧି ହେବା ଆବଶ୍ୟକ"
1TI 3 6 v6f5 figs-metaphor εἰς κρίμα ἐμπέσῃ τοῦ διαβόλου 1 fall into condemnation as the devil ଭୁଲ୍ ପାଇଁ ଦୋଷୀ ସାବ୍ୟସ୍ତ ହେବାର ଅଭିଜ୍ଞତାକୁ ସତେ ଯେପରି ସେ ଏକ ଗର୍ତ୍ତରେ ଥିବା ପରି ବର୍ଣ୍ଣନା କରିଛନ୍ତି । ବିକଳ୍ପ ଅନୁବାଦ: "ଏବଂ ଈଶ୍ଵର ତାଙ୍କୁ ନିନ୍ଦା କରିଛନ୍ତି … ଯେପରି ସେ ଶୟତାନକୁ ନିନ୍ଦା କରିଥିଲେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 7 si1d figs-metaphor τῶν ἔξωθεν 1 those outside ପାଉଲ ସାଙ୍କେତିକ ଭାବରେ ମଣ୍ଡଳୀ ବିଷୟରେ କହନ୍ତି ଯେପରି ଏହା ଏକ ସ୍ଥାନ ଏବଂ ଅବିଶ୍ୱାସୀମାନେ ଶାରୀରିକ ଭାବରେ ଏହି ସ୍ଥାନ ବାହାରେ ଥିଲେ । ବିକଳ୍ପ ଅନୁବାଦ: "ଯେଉଁମାନେ ବିଶ୍ଵାସୀ ନୁହଁନ୍ତି" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 7 qsa6 figs-metaphor μὴ εἰς ὀνειδισμὸν ἐμπέσῃ καὶ παγίδα τοῦ διαβόλου 1 he does not fall into disgrace and the trap of the devil ପାଉଲ ସାଙ୍କେତିକ ଭାବରେ ଅପମାନ ବିଷୟରେ କହନ୍ତି ଯେପରି ଏହା ଏକ ଗର୍ତ୍ତ ଯେଉଁଠାରେ ଏକ ମନୁଷ୍ୟ ପଡିଥିଲେ । ବିକଳ୍ପ ଅନୁବାଦ: "ଯାହାଫଳରେ ସେ ଏପରି କିଛି କରନ୍ତି ନାହିଁ ଯାହା ତାଙ୍କୁ ଲଜ୍ଜା ଦେବ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 8 z1gd 0 Connecting Statement:
1TI 3 8 nz2w διακόνους, ὡσαύτως 1 Deacons, likewise ବିକଳ୍ପ ଅନୁବାଦ: "ଦିକନ, ଅଧ୍ୟକଙ୍କ ପରି"
1TI 3 8 sxq4 figs-metaphor σεμνούς, μὴ διλόγους 1 should be dignified, not double-talkers ପାଉଲ କେତେକ ଲୋକଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେମାନେ ଏକାଥରେ ଦୁଇଟି ବିଷୟକୁ ଉଲ୍ଲେଖ କରିପାରନ୍ତି । ବିକଳ୍ପ ଅନୁବାଦ: "ସେମାନେ ଗୋଟିଏ କଥା କହିବା ଉଚିତ୍ ନୁହେଁ କିନ୍ତୁ ସେମାନଙ୍କର ଅର୍ଥ ଆଉକିଛି ଥାଏ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 9 c44a figs-metaphor ἔχοντας τὸ μυστήριον τῆς πίστεως 1 They should keep the revealed truth of the faith ପାଉଲ ଈଶ୍ଵରଙ୍କ ବିଷୟରେ ପ୍ରକୃତ ଶିକ୍ଷା ବିଷୟରେ କହନ୍ତି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ଜଣେ ବ୍ୟକ୍ତି ଧରିପାରେ । ବିକଳ୍ପ ଅନୁବାଦ: "ସେମାନେ ନିଶ୍ଚିତ ଭାବରେ ବିଶ୍ୱାସ କରିବା ଜାରି ରଖିବା ଉଚିତ୍" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 9 jda1 figs-activepassive τὸ μυστήριον 1 the revealed truth କିଛି ସମୟ ପାଇଁ ବିଦ୍ୟମାନ ଥିବା ଏକ ସତ୍ୟକୁ ସୂଚାଇବା ପାଇଁ ପାଉଲ ଗୁଣ ବାଚକ ବିଶେଷ୍ୟ **ରହସ୍ୟ** ବ୍ୟବହାର କରିଥିଲେ କିନ୍ତୁ ଈଶ୍ଵର ସେହି ସମୟରେ ପ୍ରକାଶ କରୁଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଶବ୍ଦ ପଛରେ ଥିବା ଧାରଣାକୁ “ଦୃଶ୍ୟମାନ” ପରି କ୍ରିୟା ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯାହା ଈଶ୍ଵର ବର୍ତ୍ତମାନ ପ୍ରକାଶ କରିଛନ୍ତି ।" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 9 y91f figs-metaphor πίστεως ἐν καθαρᾷ συνειδήσει 1 faith with a clean conscience ପାଉଲ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଭୁଲ ଏବଂ ଠିକରୁ ନିର୍ମଳ ଭାବନା ବିଷୟରେ କହନ୍ତି, ଅର୍ଥାତ୍ ଏହା ସେହି ବ୍ୟକ୍ତିଙ୍କୁ ଆଶ୍ୱାସନା ଦେଇଥାଏ ଯେ ସେ କିଛି ଭୁଲ୍ କରିନାହାଁନ୍ତି । ବିକଳ୍ପ ଅନୁବାଦ: "ସେମାନେ ଜାଣନ୍ତି ଯେ ସେମାନେ କିଛି ଭୁଲ୍ କରୁନାହାଁନ୍ତି।" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 10 hl1p figs-activepassive οὗτοι ... δοκιμαζέσθωσαν πρῶτον 1 They should also be approved first ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି,  କିଏ କାର୍ଯ୍ୟା କରେ ତାହା ଆପଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିପାରିବେ’ । ବିକଳ୍ପ ଅନୁବାଦ: "ନେତାମାନେ ପ୍ରଥମେ ସେଗୁଡ଼ିକୁ ପାଳନ କରିବା ଏବଂ ଅନୁମୋଦନ କରିବା ଆବଶ୍ୟକ ଅଟେ" କିମ୍ବା "ସେମାନେ ପ୍ରଥମେ ନିଜକୁ ପ୍ରମାଣ କରିବା ଆବଶ୍ୟକ ଅଟେ" । [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 10 m5ar δοκιμαζέσθωσαν 1 be approved
1TI 3 11 xyc9 γυναῖκας ὡσαύτως 1 Women in the same way ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥକୁ ବୁଝାଇପାରେ: (1) ବିକଳ୍ପ ଅନୁବାଦ: “ଦିକନଙ୍କ’ ପତ୍ନୀ” (2) ବିକଳ୍ପ ଅନୁବାଦ: “ମହିଳା ଦିକନ” ।
1TI 3 11 q5qx σεμνάς 1 be dignified ବିକଳ୍ପ ଅନୁବାଦ: "ଯେଉଁମାନେ ଉଚିତ କାର୍ଯ୍ୟ କରନ୍ତି" କିମ୍ବା "ଯେଉଁମାନେ ସମ୍ମାନର ଯୋଗ୍ୟ ଅଟନ୍ତି"
1TI 3 11 a12k μὴ διαβόλους 1 They should not be slanderers ବିକଳ୍ପ ଅନୁବାଦ: "ସେମାନେ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ"
1TI 3 11 akm5 νηφαλίους 1 be moderate and ଆପଣ ଏହାକୁ [3:2](https://create.translationcore.com/03/02.md) ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଆଉ ଅଧିକକିଛି କରୁନାହାନ୍ତି ।"
1TI 3 12 wji2 μιᾶς γυναικὸς ἄνδρες 1 husbands of one wife ଆପଣ ଏହାକୁ [3:2](https://create.translationcore.com/03/02.md) ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଯଦି ଏହା ସହାୟକ ହେବ ତେବେ ଟିପ୍ପଣୀ ଦେଖନ୍ତୁ । ବିକଳ୍ପ ଅନୁବାଦ: (1) "ଏକରୁ ଅଧିକ ମହିଳାଙ୍କୁ ବିବାହ କରିନଥିବେ" କିମ୍ବା (2) "ନିଜ ପତ୍ନୀମାନଙ୍କ ପ୍ରତି ବିଶ୍ୱସ୍ତ ଥିବେ"
1TI 3 12 dv31 τέκνων καλῶς προϊστάμενοι καὶ τῶν ἰδίων οἴκω 1 manage well their children and household ବିକଳ୍ପ ଅନୁବାଦ: "ନିଜ ସନ୍ତାନମାନଙ୍କର ଏବଂ ସେମାନଙ୍କର ବ୍ୟକ୍ତିଗତ ବିଷୟଗୁଡ଼ିକର ଉପଯୁକ୍ତ ଯତ୍ନ ନେଇ "
1TI 3 13 rfq2 οἱ γὰρ 1 For those ପାଉଲ ଏହି ଶବ୍ଦକୁ ବର୍ଣ୍ଣନା କରିବା ପାଇଁ ବ୍ୟବହାର କରନ୍ତି ଯଦି ଏହି ଯୋଗ୍ୟତା ଥିବା ଲୋକମାନେ ମଣ୍ଡଳୀର ନେତା ହେବାକୁ ମନୋନୀତ ହୁଅନ୍ତି ତେବେ ଏହାର ପରିଣାମ କ’ଣ ହେବ? ବିକଳ୍ପ ଅନୁବାଦ: "ଶେଷରେ"[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
1TI 3 13 s9si ἑαυτοῖς ... περιποιοῦνται 1 acquire for themselves
1TI 3 13 cv34 figs-explicit βαθμὸν ... καλὸν 1 a good standing ଏହି ଅନ୍ତର୍ନିହିତ ଅର୍ଥକୁ ସ୍ପଷ୍ଟ କରାଯାଇପାରେ I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କ ମଧ୍ୟରେ ସୁଖ୍ୟାତି” (ଦେଖ: [[rc://en/ta/man/translate/figs-explicit]])
1TI 3 13 m684 πολλὴν παρρησίαν ἐν πίστει τῇ ἐν Χριστῷ Ἰησοῦ 1 great confidence in the faith that is in Christ Jesus ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ଆହୁରି ଅଧିକ ଦୃଢ଼ବିଶ୍ବାସର ସହ ଯୀଶୁଙ୍କଠାରେ ଭରସା କରିବେ କିମ୍ବା ) ସେମାନେ ଯୀଶୁଙ୍କଠାରେ ଥିବା ସେମାନଙ୍କ ବିଶ୍ବାସ ବିଷୟରେ ଅନ୍ୟମାନଙ୍କୁ ଦୃଢ଼ବିଶ୍ବାସର ସହ କହିବେ I
1TI 3 14 s4p2 0 Connecting Statement: ପାଉଲ ତୀମଥିଙ୍କୁ ଏହା ଲେଖିବାର କାରଣ ଜଣାଉଛନ୍ତି ଏବଂ ତାପରେ ଖ୍ରୀଷ୍ଟଙ୍କର ଈଶ୍ବରପରାୟଣତା ବର୍ଣ୍ଣନା କରୁଛନ୍ତି I

Can't render this file because it contains an unexpected character in line 2 and column 7882.