Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:11:01 +00:00
parent 6c2cce013b
commit 66f6d8eb33
1 changed files with 7 additions and 0 deletions

View File

@ -292,3 +292,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 21 i3rw figs-metaphor τεκνία 1 Children [2:1](https://create.translationcore.com/02/01.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 21 hn4y φυλάξατε ἑαυτὰ ἀπὸ τῶν εἰδώλων 1 keep yourselves from idols ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ଦୂରରେ ରୁହ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 1 1 j363 writing-pronouns ὃ ἦν ἀπ’ ἀρχῆς, ὃ ἀκηκόαμεν, ὃ ἑωράκαμεν τοῖς ὀφθαλμοῖς ἡμῶν, ὃ ἐθεασάμεθα, καὶ αἱ χεῖρες ἡμῶν ἐψηλάφησαν 1 What was from the beginning, which we have heard, which we have seen with our eyes, which we have looked at and our hands have touched [1:1-3](https://create.translationcore.com/01/01.md) ରେ ଲମ୍ବା ବାକ୍ୟକୁ କିପରି ଅନୁବାଦ କରାଯିବ ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆଲୋଚନା ଦେଖନ୍ତୁ । ଯଦି ଆପଣ  “ଜୀବନର ବାକ୍ୟ ସମ୍ବନ୍ଧରେ” ବାକ୍ୟକୁ ଏହି ପତ୍ରର ଏକ ପ୍ରମୁଖ ପରିଚୟ ଭାବରେ ଅନୁବାଦ କରିବାକୁ ପରାମର୍ଶକୁ ଅନୁସରଣ କରନ୍ତି, ଏହି ପଦର ଚାରୋଟି ବାକ୍ୟାଂଶ ଜଣେ ବ୍ୟକ୍ତି ଯୀଶୁଙ୍କୁ ସୂଚାଏ ବୋଲି ଆପଣ  ଆଗରୁ ସୂଚାଇ ଦେଇଛନ୍ତି । ତେଣୁ ଆପଣ  ସେଗୁଡ଼ିକୁ ବ୍ୟକ୍ତିଗତ ସର୍ବନାମ “କିଏ” ଏବଂ “ଯାହାକୁ” ସହ ପରିଚିତ କରାଇ ପାରିବେ । ବିକଳ୍ପ ଅନୁବାଦ: “ସେ ଅନନ୍ତକାଳରୁ ବିଦ୍ୟମାନ ଅଛନ୍ତି, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାକୁ ଆମ୍ଭେମାନେ ନିଜ ଚକ୍ଷୁରେ ଦେଖିଅଛୁ ଏବଂ ଯାହାକୁ ଆମ୍ଭେମାନେ ନିଜ ହାତରେ ସ୍ପର୍ଶ କରିଅଛୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 1 j364 figs-idiom ἀπ’ ἀρχῆς 1 from the beginning ଯୋହନ ଏହି ପତ୍ରରେ  **ଆରମ୍ଭରୁ** ବାକ୍ୟାଂଶକୁ  ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଯୀଶୁଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଅନନ୍ତ କାଳରୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 1 1 jd7p figs-exclusive ἀκηκόαμεν…ἑωράκαμεν…ἡμῶν…ἐθεασάμεθα…ἡμῶν 1 we have heard … we have seen … our … we have looked at … our ଏହି ପତ୍ରର ଅଧିକାଂଶ କ୍ଷେତ୍ରରେ, ପ୍ରଥମ ବ୍ୟକ୍ତି ବହୁବଚନ ସର୍ବନାମ ଅନ୍ତର୍ଭୂକ୍ତ ଅଟେ, ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣଙ୍କର ଅନୁବାଦରେ ଅନ୍ତର୍ଭୂକ୍ତ ଗଠନକୁ ବ୍ୟବହାର କରନ୍ତୁ । ଯୋହନ  ସେ ଏବଂ ଗ୍ରହୀତାମାନେ ଯାହା ଜାଣନ୍ତି, କିମ୍ବା ଉଭୟ ସେ ଏବଂ ପ୍ରାପ୍ତକର୍ତ୍ତାଙ୍କ ବିଷୟରେ ସତ୍ୟ ବିଷୟ କହନ୍ତି  ।  ଅଳ୍ପ କେତେକ କ୍ଷେତ୍ରରେ, ପ୍ରଥମ ବ୍ୟକ୍ତି ସର୍ବନାମ ଗୁଡ଼ିକ ସ୍ୱତନ୍ତ୍ର, ଯେହେତୁ ଯୋହନ ଗ୍ରହୀତାମାନଙ୍କୁ ସେ ଏବଂ ତାହାଙ୍କ   ଅନ୍ୟ ପ୍ରେରିତମାନେ ଯୀଶୁଙ୍କଠାରୁ ଯାହା ଦେଖିଥିଲେ ଏବଂ ଶୁଣିଥିଲେ ତାହା କହନ୍ତି  । ଏହି ଟିପ୍ପ୍ଣୀଗୁଡିକ ଏହିପରି ସମସ୍ତ ସ୍ଥାନ ଚିହ୍ନଟ କରିବ ଏବଂ ଯଦି ଆପଣଙ୍କ  ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ସେଥିରେ ଆପଣ  ଅନ୍ତର୍ଭୂକ୍ତ ଗଠନକୁ ବ୍ୟବହାର କରିବା ଉଚିତ । ଏଠାରେ **ଆମ୍ଭେମାନେ**  ଏବଂ **ଆମ୍ଭମାନଙ୍କର**  ସର୍ବନାମଗୁଡ଼ିକ ସ୍ୱତନ୍ତ୍ର, ଯେହେତୁ ଯୋହନ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି  । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 1 1 j001 figs-extrainfo ἑωράκαμεν τοῖς ὀφθαλμοῖς ἡμῶν…αἱ χεῖρες ἡμῶν ἐψηλάφησαν 1 which we have seen with our eyes … our hands have touched ଆପଣଙ୍କ ଭାଷାରେ, ଏହି ବାକ୍ୟାଂଶଗୁଡ଼ିକ ଅନାବଶ୍ୟକ ଅତିରିକ୍ତ ସୂଚନା ପ୍ରକାଶ କଲାପରି ମନେହୁଏ ହେଇପାରେ। ଯଦି ହଁ, ଆପଣ ସେଗୁଡ଼ିକୁ ସଂକ୍ଷିପ୍ତ କରିପାରିବେ । ତଥାପି, ଆପଣଙ୍କ ଭାଷାର ଗୁରୁତ୍ୱ ଦେବା ପାଇଁ ଏହିପରି ଅତିରିକ୍ତ ସୂଚନା ବ୍ୟବହାର କରିବାର ନିଜସ୍ୱ ପଦ୍ଧତି ଥାଇପାରେ, ଏବଂ ଆପଣ ଆପଣଙ୍କ ଅନୁବାଦରେ ତାହା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯାହାକୁ ଆମ୍ଭେମାନେ  ଦେଖିଲୁ… ସ୍ପର୍ଶକଲୁ” କିମ୍ବା “ଯାହାକୁ ଆମ୍ଭେମାନେ  ନିଜ ଚକ୍ଷୁରେ ଦେଖିଲୁ… ନିଜ ହାତରେ ସ୍ପର୍ଶକଲୁ” ( [[rc://en/ta/man/translate/figs-extrainfo]]ଦେଖନ୍ତୁ)
1JN 1 1 j002 figs-explicit ἑωράκαμεν τοῖς ὀφθαλμοῖς ἡμῶν…αἱ χεῖρες ἡμῶν ἐψηλάφησαν 1 which we have seen with our eyes … our hands have touched ଯୋହନଙ୍କ କହିବାର ଅର୍ଥ ଯୀଶୁ ନିଶ୍ଚିତ ଭାବରେ ଜଣେ ପ୍ରକୃତ ମନୁଷ୍ୟ ହୋଇଥିବେ, ଯଦିଓ ଭଣ୍ଡ ଶିକ୍ଷକମାନେ ଏହାକୁ ଅସ୍ୱୀକାର କରନ୍ତି  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ UST ପରି ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 1 1 j003 περὶ τοῦ λόγου τῆς ζωῆς 1 regarding the Word of life ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀ ଯେପରି ସୂଚିତ କରେ, ଆପଣ ଏହି ବାକ୍ୟର ଅନୁବାଦକୁ **ଜୀବନର ବାକ୍ୟ ସମ୍ବନ୍ଧରେ** ବାକ୍ୟାଂଶକୁ ଏହି ପଦର ପ୍ରାରମ୍ଭରେ ରଖିପାରିବ ଏବଂ UST ଭଳି ପତ୍ରର ଏକ ଉପକ୍ରମଣିକା ଭାବରେ ଉପସ୍ଥାପନ କରିପାରିବେ । । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତୁମ୍ଭମାନଙ୍କୁ  ଜୀବନର ବାକ୍ୟ ଯୀଶୁଙ୍କ ବିଷୟରେ ଲେଖୁଅଛୁ”
1JN 1 1 j004 writing-pronouns περὶ τοῦ λόγου τῆς ζωῆς 1 regarding the Word of life ଏହି ସମୟର ପତ୍ରର ଲେଖକମାନେ ସାଧାରଣତଃ ନିଜର ନାମ ଉଲ୍ଲେଖ କରି ପତ୍ର ଆରମ୍ଭ କରୁଥିଲେ । ନୂତନ ନିୟମର ଅଧିକାଂଶ ଅକ୍ଷରଗୁଡ଼ିକରେ ଏହା ଦେଖିବାକୁ ମିଳେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, UST ପରି ଆପଣ ଏଠାରେ ଯୋହନଙ୍କ ନାମକୁ ଉଲ୍ଲେଖ କରି ପାରିବେ । ଯେପରି ସୂଚିତ କରାଯାଇଛି, ଯୋହନ ବହୁବଚନ ସର୍ବନାମ  “ଆମ୍ଭେମାନେ ” ବ୍ୟବହାର କରନ୍ତି କାରଣ ସେ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି  । କିନ୍ତୁ ଆପଣଙ୍କ  ଭାଷାରେ ସେ ଏକକ ସର୍ବନାମ  ସହ ନିଜକୁ ସୂଚାଇବା ଅଧିକ ସୌଭାବିକ ହୋଇପାରେ, ଏବଂ ଯଦି ଏହା ହୁଏ, ଆପଣ ଆପଣଙ୍କ ଅନୁବାଦରେ ସେହିପରି କରିପାରିବେ । ବିକଳ୍ପ ଅନୁବାଦ: “ମୁଁ, ଯୋହନ, ଜୀବନର ବାକ୍ୟ ଯୀଶୁଙ୍କ ବିଷୟରେ ତୁମ୍ଭମାନଙ୍କୁ  ଲେଖୁଅଛି” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 1 1 j005 figs-possession τῆς ζωῆς 1 of life ଏହା ହୁଏତ ଯୀଶୁଙ୍କ ଜୀବନକୁ କିମ୍ବା ଯୀଶୁ ଦେଉଥିବା ଜୀବନକୁ ସୂଚାଇପାରେ । କିନ୍ତୁ ଯେହେତୁ ଯୋହନ ବିଶ୍ଵାସୀମାନଙ୍କ ନିକଟକୁ ଆଶ୍ୱାସନା ଦେବା ପାଇଁ ଏହି ପତ୍ର ଲେଖୁଛନ୍ତି, ଏହି ଅଭିବ୍ୟକ୍ତି ବିଶ୍ଵାସ କରୁଥିବା ଲୋକମାନଙ୍କୁ  “ବାକ୍ୟ” (ଯୀଶୁ) ପ୍ରଦାନ କରୁଥିବା **ଜୀବନକୁ** ବୁଝାଏ । ବିକଳ୍ପ ଅନୁବାଦ: “ଯିଏ ତାହାଙ୍କ ଉପରେ ବିଶ୍ୱାସ କରେ ସେ ସମସ୍ତଙ୍କୁ ଜୀବନ ପ୍ରଦାନ କରନ୍ତି” ( [[rc://en/ta/man/translate/figs-possession]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.