Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:09:56 +00:00
parent 6aa25c0140
commit 6c2cce013b
1 changed files with 2 additions and 1 deletions

View File

@ -290,4 +290,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 20 w5yl οὗτός ἐστιν ὁ ἀληθινὸς Θεὸς 1 This one is the true God **ଏହା** ଈଶ୍ଵର  କିମ୍ବା ଯୀଶୁଙ୍କୁ ସୂଚିତ କରିପାରେ । ULT ଏହାକୁ ଈଶ୍ଵରଙ୍କୁ  ସୂଚାଇବା ପାଇଁ ବ୍ୟବହାର କରେ ଏବଂ UST ଏହାକୁ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହାର କରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 5 20 dz3s figs-metonymy καὶ ... ζωὴ αἰώνιος 1 and eternal life ଯୋହନ **ଏବଂ**  ସହିତ ସଂଯୁକ୍ତ ଦୁଇଟି ବିଶେଷ୍ୟ ବାକ୍ୟାଂଶ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରନ୍ତି  । ଅନନ୍ତ ଜୀବନ ବାକ୍ୟାଂଶ **ସତ୍ୟ ଈଶ୍ଵରଙ୍କ** ଗୁଣକୁ ଦର୍ଶାଏ, ଯେ ଅନନ୍ତ ଜୀବନ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ସତ୍ୟ ଈଶ୍ଵର, ଯିଏ ଅନନ୍ତ ଜୀବନ ଦିଅନ୍ତି” ( [[rc://en/ta/man/translate/figs-hendiadys]]ଦେଖନ୍ତୁ)
1JN 5 21 i3rw figs-metaphor τεκνία 1 Children [2:1](https://create.translationcore.com/02/01.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 21 hn4y φυλάξατε ἑαυτὰ ἀπὸ τῶν εἰδώλων 1 keep yourselves from idols ପ୍ରତିମାଠାରୁ ଦୂରରେ ରୁହ ବା “ପ୍ରତିମା ପୁଜା କର ନାହିଁ”
1JN 5 21 hn4y φυλάξατε ἑαυτὰ ἀπὸ τῶν εἰδώλων 1 keep yourselves from idols ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ଦୂରରେ ରୁହ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 1 1 j363 writing-pronouns ὃ ἦν ἀπ’ ἀρχῆς, ὃ ἀκηκόαμεν, ὃ ἑωράκαμεν τοῖς ὀφθαλμοῖς ἡμῶν, ὃ ἐθεασάμεθα, καὶ αἱ χεῖρες ἡμῶν ἐψηλάφησαν 1 What was from the beginning, which we have heard, which we have seen with our eyes, which we have looked at and our hands have touched [1:1-3](https://create.translationcore.com/01/01.md) ରେ ଲମ୍ବା ବାକ୍ୟକୁ କିପରି ଅନୁବାଦ କରାଯିବ ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆଲୋଚନା ଦେଖନ୍ତୁ । ଯଦି ଆପଣ  “ଜୀବନର ବାକ୍ୟ ସମ୍ବନ୍ଧରେ” ବାକ୍ୟକୁ ଏହି ପତ୍ରର ଏକ ପ୍ରମୁଖ ପରିଚୟ ଭାବରେ ଅନୁବାଦ କରିବାକୁ ପରାମର୍ଶକୁ ଅନୁସରଣ କରନ୍ତି, ଏହି ପଦର ଚାରୋଟି ବାକ୍ୟାଂଶ ଜଣେ ବ୍ୟକ୍ତି ଯୀଶୁଙ୍କୁ ସୂଚାଏ ବୋଲି ଆପଣ  ଆଗରୁ ସୂଚାଇ ଦେଇଛନ୍ତି । ତେଣୁ ଆପଣ  ସେଗୁଡ଼ିକୁ ବ୍ୟକ୍ତିଗତ ସର୍ବନାମ “କିଏ” ଏବଂ “ଯାହାକୁ” ସହ ପରିଚିତ କରାଇ ପାରିବେ । ବିକଳ୍ପ ଅନୁବାଦ: “ସେ ଅନନ୍ତକାଳରୁ ବିଦ୍ୟମାନ ଅଛନ୍ତି, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାକୁ ଆମ୍ଭେମାନେ ନିଜ ଚକ୍ଷୁରେ ଦେଖିଅଛୁ ଏବଂ ଯାହାକୁ ଆମ୍ଭେମାନେ ନିଜ ହାତରେ ସ୍ପର୍ଶ କରିଅଛୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.