Edit 'en_tn_63-1JN.tsv' using 'tc-create-app'
This commit is contained in:
parent
115c69d764
commit
6621534af2
|
@ -420,3 +420,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
|
|||
1JN 2 19 j116 figs-activepassive ἵνα φανερωθῶσιν 1 so that they would be made apparent 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହି ଗ୍ରୀକ୍ କର୍ମବଚ୍ୟ ପ୍ରକୃତରେକର୍ମବଚ୍ୟ ଅର୍ଥ ଥିବା ପରି ମନେହୁଏ । ଏହାର ଅର୍ଥ ଦଳ ପରିତ୍ୟାଗ କରିଥିବା ଲୋକମାନେ ଏହି କାର୍ଯ୍ୟର କର୍ତ୍ତା ଅପେକ୍ଷା କର୍ମପଦ ଅଟନ୍ତି । କିନ୍ତୁ ଯଦି ଏହା ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି, କାର୍ଯ୍ୟ କିଏ କରୁଛି ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟ ପ୍ରକାଶ ହେବ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
|
||||
1JN 2 19 j117 οὐκ εἰσὶν πάντες ἐξ ἡμῶν 1 they are all not from us ଏଠାରେ ସମସ୍ତ ଶବ୍ଦ ଦଳ ଛାଡିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେହି ଆମ୍ଭମାନଙ୍କଠାରୁ ନୁହେଁ” କିମ୍ବା “ସେମାନଙ୍କ ମଧ୍ୟରୁ କେହି ପ୍ରକୃତରେ ଆମ୍ଭମାନଙ୍କ ଦଳର ନଥିଲେ”
|
||||
1JN 2 20 j118 grammar-connect-logic-contrast καὶ 1 And ଯୋହନ ଦଳ ଛାଡିଥିବା ଲୋକ ଏବଂ ଅବଶିଷ୍ଟ ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଇବା ପାଇଁ ସେ ଏବଂ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
|
||||
1JN 2 20 j119 translate-unknown ὑμεῖς χρῖσμα ἔχετε ἀπὸ τοῦ Ἁγίου 1 you have an anointing from the Holy One **ଅଭିଷେକ** କରିବା ଶବ୍ଦ ଏକ ଅଭ୍ୟାସକୁ ବୁଝାଏ, ପୁରାତନ ନିୟମରେ ବିଶେଷ କରି ଯିଏ ଈଶ୍ଵରଙ୍କ ସେବା କରିବା ପାଇଁ ପୃଥକ ହେଉଥିଲା ତାହାକୁ ତେଲରେ ଅଭିଷେକ କରାଯାଉଥିଲା । ଯଦି ଆପଣଙ୍କର ପାଠକମାନେ ଏହି ଅଭ୍ୟାସ ସହ ଅପରିଚିତ, ତେବେ ଆପଣ ଏହାକୁ ଆପଣଙ୍କର ଅନୁବାଦରେ ବିଶେଷ ଭାବରେ ବର୍ଣ୍ଣନା କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କ ଉପରେ ତେଲ ଢାଳି ତୁମ୍ଭମାନଙ୍କୁ ପୃଥକ କରିଛନ୍ତି ଯେପରି ତୁମ୍ଭେମାନେ ତାହାଙ୍କ ସେବା କରିପାର” ( [[rc://en/ta/man/translate/translate-unknown]]ଦେଖନ୍ତୁ)
|
||||
|
|
Can't render this file because it contains an unexpected character in line 2 and column 3771.
|
Loading…
Reference in New Issue